ମୋଦି, ଯୋଗୀଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ
ବରଗଡ଼ ଅଫିସ,୨।୧୦: କୃଷି ବିଲ୍କୁ ବିରୋଧ ଏବଂ ଉତ୍ତରପ୍ରଦେଶର ହତରସ ଅଞ୍ଚଳରେ ଗଣ ବଳାତ୍କାରରେ ମୃତ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବରଗଡ଼ ଜିଲା କଂଗ୍ରେସ କମିଟି ଆନ୍ଦୋଳନକୁ ଓହ୍ଲାଇଛି। ଏହି କ୍ରମରେ ଶୁକ୍ରବାର ବରଗଡ଼ ଗାନ୍ଧୀଛକରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ…
ଏଥର ଝଲସିବ କଳାହାଣ୍ଡି: ଭିଡିଓ କନ୍ଫରେନ୍ସିଂ ଜରିଆରେ ୩ ଶକ୍ତି ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲା ଜୟପାଟଣା ଅଞ୍ଚଳର ବାନେର୍ଠାରେ ଏକ ୨୨୦/୧୩୨/୩୩ କେଭି ଗ୍ରୀଡ୍ ସବଷ୍ଟେଶନ ଉଦ୍ଘାଟନ କରିଛନ୍ତି। ଏହାସହିତ ଗ୍ରୀଡରୁ ବାହାରିଥିବା ଦୁଇଟି ୩୩ କେଭି ଫିଡର ଲାଇନ୍ ମଧ୍ୟ ଲୋକାର୍ପିତ…
ହାଡ଼ିଆ ହତ୍ୟାକାଣ୍ଡକୁ ମାସେ ପୂରିଲା: ଧରାପଡ଼ିନାହାନ୍ତି ଅଭିଯୁକ୍ତ ଦୁଇ ଭାଇ
କଟକ ଅଫିସ,୨।୧୦: ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିଆ ଓରଫ ପ୍ରକାଶ ବେହେରା ହତ୍ୟା ଘଟଣାକୁ ଶୁକ୍ରବାର ଏକମାସ ପୂରଣ ହୋଇଛି। ଅଭିଯୁକ୍ତଙ୍କୁ ଚିହ୍ନଟ ସରିଛି ବୋଲି କଟକ ପୋଲିସ କହିଥିଲେ ସୁଦ୍ଧା ସେମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି…
ବର୍ଷା, ବନ୍ୟାରେ ଉଜୁଡ଼ିଲା ଧାନ ଫସଲ
ଡେରାବିଶ,୨ା୧୦ (ସ୍ବ.ପ୍ର.): ଲଘୁଚାପ ଜନିତ ବର୍ଷା ଓ ବନ୍ୟାରେ ଡେରାବିଶ ବ୍ଲକରେ ବହୁ ଧାନ ଫସଲ ନଷ୍ଟ ହୋଇଛି। ଯେଉଁଠି ଧାନଗଛ ଭଲ ଥିଲା ଏବେ ହଳଦିଗୁଣ୍ଡି ଓ ଚକଡ଼ା ପୋକ ଲାଗି ତାହା ନଷ୍ଟ ହେବାକୁ ବସିଛି। ଏହାକୁ ନେଇ…
ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସ ହାତରେ ହତ୍ୟାକାଣ୍ଡର ଭିଡିଓ
ଭଦ୍ରକ ଅଫିସ,୨ା୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ବଗମରା ଆଦିବାସୀ ସାହିରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ କଟିଆ ମୁର୍ମୁ। କଟିଆଙ୍କୁ ଗୁରୁବାର ସନ୍ଧ୍ୟାରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ଶୁକ୍ରବାର ସକାଳୁ…
ନକଲି ଜର୍ଦ୍ଦା କାରଖାନା ଠାବ: ୩ ଅଟକ
ଛତିଆ,୨ା୧୦(ଡି.ଏନ୍.ଏ.): ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ନେଳିଆ ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସତନ୍ତ୍ର ସ୍କ୍ବାଡ ପୋଲିସ ଏକାଧିକ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା ସହିତ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ଜବତ କରାଯାଇଛି।…
ନଡ଼ିଆ ଷଡ଼େଇରେ ମାସ୍କ
ପୁରୀ ଅଫିସ,୨ା୧୦: ମହାମାରୀ କରୋନା କବଳରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ମାସ୍କ ନ ପିନ୍ଧି ପଦାକୁ ବାହାରିଲେ ପୋଲିସ ପକ୍ଷରୁ ଜରିମାନା ଆଦାୟ କରାଯାଉଛି। ଭଲ ଭାବେ…
ସ୍ବର୍ଗଦ୍ୱାରରେ ଦାହ କଟକଣା ମାସେ ବଢ଼ିଲା
ପୁରୀ ଅଫିସ,୨ା୧୦: ମହାମାରୀ କରୋନା ସଂକ୍ରମଣକୁ ନଜରରେ ରଖି ସ୍ବର୍ଗଦ୍ୱାରରେ ବାହାର ଜିଲା ଏବଂ ଅନ୍ୟ ରାଜ୍ୟର ମୃତଦେହ ଦାହ ଓ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ କଟକଣା ଲଗାଯାଇଛି। ଜିଲା ପ୍ରଶାସନ ଏହି କଟକଣାକୁ ପୁଣି ମାସେ ବଢାଇ ଦେଇଛନ୍ତି।…
ଠେଙ୍ଗାପାଳିରେ ଜଙ୍ଗଲ ସୁରକ୍ଷା
ନୟାଗଡ଼ ଅଫିସ,୨।୧୦: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ଟାଙ୍ଗନାଡି ଗାଁରେ ପଦା ହୋଇଥିବା ୪ଜଙ୍ଗଲକୁ ଗ୍ରାମବାସୀ ଠେଙ୍ଗାପାଳିରେ ସୁରକ୍ଷା ଦେଇ ସବୁଜିମା କରାଇ ପାରିଛନ୍ତି। ତେବେ ଜୀବନଜୀବିକା ପ୍ରଭାବିତ ପରେ ଆଦିବାସୀମାନେ ମେଳି ହୋଇ ଏଭଳି କାମ କରିବାକୁ…
ନିର୍ଦ୍ଦେଶରେ ସୀମିତ ସିଇଟିପି
ଯାଜପୁର ଅଫିସ,୨।୧୦: ଯାଜପୁର ଜିଲା ବ୍ରାହ୍ମଣୀ ନଦୀତଟବର୍ତ୍ତୀ ଅଞ୍ଚଳରେ ପ୍ରଦୂଷିତ ଜଳର ଉପଚାର କରିବାକୁ ସିଇଟିପି (କମନ୍ ଇଫ୍ଲ୍ୟୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ) ସ୍ଥାପନ ପାଇଁ ହାଇକୋର୍ଟ ପ୍ରାୟ ୫ ବର୍ଷ ତଳେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରି କି ସୁପ୍ରିମକୋର୍ଟଙ୍କ ରିଟ୍…
ନିର୍ମାଣ ଅପେକ୍ଷାରେ ଗଲାଣି ୨ ବର୍ଷ
କେନ୍ଦ୍ରାପଡ଼ା ଅଫିସ, ୨।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଡିସେମ୍ବର ୮ରେ କେନ୍ଦ୍ରାପଡ଼ା ଜିଲା ଗସ୍ତ ଅବସରରେ ଘୋଷଣା…
ଭିଜିଲାନ୍ସ ହାତରେ ଭଦ୍ରକ ଜିଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣି
ଭଦ୍ରକ ଅଫିସ,୧।୧୦-୯ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭଦ୍ରକ ଜିଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣି ସୁଧାକର ବାରିକ। ଏକ ସିକ୍ୟୁରିଟି ଏଜେନ୍ସିଠାରୁ ଲେବର ଲାଇସେନ୍ସ ନବୀକରଣ ପାଇଁ ୧୩ ହଜାର ଦାବି କରିଥିଲେ…

