ଆମ ଜିଲା ଖବର

ପୁରୀରେ ନଦୀକୂଳିଆ ଲୋକେ ଛାନିଆ: କଣାସ ବ୍ଲକରେ ସ୍ଥିତି ଗମ୍ଭୀର

ପୁରୀ ଅଫିସ,୩୦। ୮: କରୋନା ଆତଙ୍କ ଥମି ନ ଥିବାବେଳେ ଆସୁଛି ବନ୍ୟା। ବୋଝ ଉପରେ ନଳିତା ବିଡ଼ା ସଦୃଶ ଏଭଳି ଦୁଃସ୍ଥିତିକୁ ସାମ୍ନା କରିବାକୁ ଯାଉଛନ୍ତି ଲୋକେ। ହୀରାକୁଦର ୪୬ଟି ଗେଟ୍‌ ଖୋଲାଯିବା ପରେ ମହାନଦୀରେ ବନ୍ୟା ଆସୁଛି। ବର୍ତ୍ତମାନ…

ବଢ଼ି ବଢ଼ାଇଲା ବିପତ୍ତି

ଭୁବନ, ୩୦।୮(ଡି.ଏନ.ଏ.) କରୋନା ମହାମାରୀ ଦୋହଲାଇ ଦେଇଥିଲା ଆର୍ଥିକ ମେରୁଦଣ୍ଡ। କିଛି ନ ହେଲେ ବର୍ଷକର ଦାନା ଯୋଗାଡ଼ କରିବାକୁ ଜମି ମୁହାଁ ହୋଇଥିଲେ ଚାଷୀ। ବର୍ଷା ନ ଥିବାରୁ ବିଳମ୍ବ ହୋଇଥିଲା ରୁଆ। ତଥାପି ଅଧିକ ଖର୍ଚ୍ଚାନ୍ତ ହୋଇ ଧାନ…

ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ଫଳ ପ୍ରକାଶିତ

ବ୍ରହ୍ମପୁର ଅଫିସ,୩୦ା୮- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ୬ଷ୍ଠ ସେମିଷ୍ଟର ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। କୁଳପତି ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣି ଫଳ ଘୋଷଣା କରିଛନ୍ତି ା ଚଳିତ ବର୍ଷ ପାସ୍‌ ହାର…

ପୋଲିସକୁ ଡରି ଲୁଚିଥିଲେ,ବାର୍‌ହା ଫାଶରେ ଜୀବନ ଗଲା: ସାନ ମୃତ, ବଡଭାଇ ଗୁରୁତର

ଗଞ୍ଜାମ,୩୦ା୮(ଡି.ଏନ୍‌.ଏ.)- ରମ୍ଭା ଥାନା ଗଞ୍ଜାମ ବ୍ଲକ ଗଡ଼ହୁମ୍ମାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବାର୍‌ହା ପାଇଁ ବସା ଯାଇଥିବା ଫାଶରେ ଲାଗି ସାନର ମୃତ୍ୟୁ ହୋଇଥିବାବେଳେ ବଡ ଗୁରୁତର ହୋଇଛି। ମୃତକ ହେଲେ ଲକ୍ଷ୍ମଣ ଜେନା(୨୮)। ବଡ଼ ପୁଅ ରାଜୁ…

ଲୋୟର ସୁକ୍‌ତେଲ ପ୍ରକଳ୍ପ: ବୁଡି ଅଞ୍ଚଳବାସୀଙ୍କ ସହ ପୂର୍ବତନ ଏମ୍‌ପିଙ୍କ ଆଲୋଚନା

ବଲାଙ୍ଗୀର ଅଫିସ, ୩୦ା୮: ଲୋୟର ସୁକ୍‌ତେଲ ପ୍ରକଳ୍ପକୁ ନେଇ ପ୍ରକଳ୍ବ ପ୍ରଭାବିତ ବୁଡି ଅଞ୍ଚଳବାସୀଙ୍କ ସହ ପୂର୍ବତନ ଏମ୍‌ପି କଲିକେଶ ନାରାୟଣ ସିଂଦେଓ ଶନିବାର ଶୈଳଶ୍ରୀ ପ୍ୟାଲେସରେ ଆଲୋଚନା କରିଛନ୍ତି। ବୁଡିଅଞ୍ଚଳ ଅଗ୍ରଗାମୀ ସଂଘ ସଭାପତି ଉପେନ୍ଦ୍ର ସାହୁ, ଦିଲୀପ ନାଏକ…

ପୀଡ଼ା ଭୋଗୁଛନ୍ତି ପ୍ରାଣୀଧନ

ବଇଣ୍ଡା, (ପରିକ୍ଷିତ ସାହୁ) ୩୦ା୮: କୃଷି ଅର୍ଥନୀତିର ପ୍ରମୁଖ ଅଙ୍ଗ ପ୍ରାଣୀ ସମ୍ପଦ। ଗୃହପାଳିତ ପ୍ରାଣୀଙ୍କ ଉପରେ ନିର୍ଭର କରେ ଚାଷୀଙ୍କ ସମୃଦ୍ଧି। ସେଥିପାଇଁ ଚାଷ ସହିତ ପଶୁପାଳନକୁ ଦିଆଯାଉଛି ଗୁରୁତ୍ୱ। ଏହାକୁ ଠିକଣା ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ଅନେକ ଯୋଜନା…

କଟକରୁ ଆଜି ୧୯୬ ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୯।୮-କଟକ ସହରରୁ ଶନିବାର ୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରାଣ୍ଟାଇନରୁ ୧୨୦ ଜଣ ଚିହ୍ନଟ ହୋଇଥିବାବେଳେ ୭୬ ଜଣ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।…

ସମ୍ବଲପୁର ସହରରେ ପଶିଲା ବନ୍ୟାଜଳ

ସମ୍ବଲପୁର,୨୯।୮(ବ୍ୟୁରୋ)-ଶନିବାର ହୀରାକୁଦ ଜଳଭଣ୍ଡାରରୁ ୪୬ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ମହାନଦୀ ପିଛିଲା ପାଣିରେ ସମ୍ବଲପୁର ଜିଲାର ନଦୀ ନାଳଗୁଡ଼ିକ ଫୁଲି ଉଠିଛି । ସମ୍ବଲପୁର ସହରର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ପରିସ୍ଥିତି ଜଟିଳ…

ବିପଦସଙ୍କେତ ତଳେ ବୈତରଣୀ

ଭଦ୍ରକ ଅଫିସ, ୨୯ା୮ -ବୈତରଣୀରେ ବନ୍ୟା ଜଳ କମିବାରେ ଲାଗିଛି। ଆଖୁଆପଦାଠାରେ ବିପଦସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ସକାଳ ୭ଟା ସୁଦ୍ଧା ୧୮.୧୩ ମିଟର, ୮ଟା ସୁଦ୍ଧା ୧୮.୦୯ ମିଟର, ୯ଟା ସୁଦ୍ଧା ୧୮.୦୫ ମିଟର, ୧୦ଟା ସୁଦ୍ଧା ୧୮.୦୦…

୫ବର୍ଷ ପରେ ଅପମୃତ୍ୟୁ ହେଲା ହତ୍ୟା ମାମଲା: ଜଙ୍ଗଲକୁ ନେଇ ହତ୍ୟା କରିଥିଲେ ସ୍ବାମୀ

ଭଞ୍ଜନଗର,୨୯।୮(ଡି.ଏନ.ଏ)- ଗଞ୍ଜାମ ଜିଲା ତାରସିଂ ଥାନା ଝାଲିଆଗୋଚ୍ଛା ଗ୍ରାମରେ ୨୦୧୫ରେ ଘଟିଥିବା ଏକ ଅପମୃତ୍ୟୁ ମାମଲା ୫ବର୍ଷ ପରେ ହତ୍ୟା ମାମଲାରେ ପରିଣତ ହୋଇଛି। ଅଭିଯୁକ୍ତ ସ୍ବାମୀ ରାଜୁ ନାଇକ ସ୍ତ୍ରୀ ମାଧୁରି ନାଇକଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ଶନିବାର…

କୋରାପୁଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨୩କୁ ବୃଦ୍ଧି

କୋରାପୁଟ,୨୯ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଶନିବାର ଆଉ ୨୫ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାଯାଇଛି ା ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୨୩କୁ ବୃଦ୍ଧି ପାଇଛ। ଚିହ୍ନଟ ଆକ୍ରାନ୍ତମାନଙ୍କ ମଧ୍ୟରେ ୨୧ ପୁରୁଷ ଥିବା ବେଳେ ୪ ଜଣ ମହିଳା ଅଛନ୍ତି।…

ଜିଲାରେ ମାଓବାଦୀ କାର୍ଯ୍ୟକଳାପ କମିଛି: ଡିଜିପି ଅଭୟ

କୋରାପୁଟ,୨୯ା୮(ସ୍ବ.ପ୍ର.): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର ଦିନିକିଆ କୋରାପୁଟ ଗସ୍ତରେ ଆସି ସ୍ଥାନୀୟ ଜିଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲାର କରୋନା ସ୍ଥିତି, ମାଓବାଦୀ ସମସ୍ୟା, ଆଇନ ଶୃଙ୍ଖଳା, ଗଞ୍ଜେଇ ଚାଷ ଓ ଚୋରାଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?