ଆମ ଜିଲା ଖବର

କଟକ ସହରରୁ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୩।୯(ବ୍ୟୁରୋ)-କଟକ ସହରରୁ ଆଜି ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୧୩୫ ଜଣ ଚିହ୍ନଟ ହୋଇଥିବାବେଳେ ୧୦୨ ଲୋକାଲ କଣ୍ଟାକ୍ଟ କେସ। ସେକ୍ଟର ୭ ସିଡିଏରୁ ୧୧, କଲେଜ ଛକରୁ ୫, ଏସସିବି ମେଡିକାଲ…

ପ୍ଲାଜମା ଦାନ କଲେ ୨ କରୋନା ଯୋଦ୍ଧା: ସାଲ୍ୟୁଟ କଲେ ଗଞ୍ଜାମ ଜିଲାପାଳ, ଏସ୍‌ପି

ଛତ୍ରପୁର, ୩।୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ପୁଣି ୨ ଜଣ କରୋନା ଯୋଦ୍ଧା ଗୁରୁବାର ପ୍ଲାଜମା ଦାନ କରିଛନ୍ତି। ସେମାନେ ହେଲେ ଆସିକା ବ୍ଲକର ଆରଡ଼ବ୍ଲ୍ୟୁଏସ୍‌ଏସ୍‌ ଜେଇ ଶ୍ରୀନିବାସ ରାଓ ଓ ଗଞ୍ଜାମ ପୋଲିସ ଅଧୀନ ଧରାକୋଟ ଥାନାର ଏସ୍‌ଆଇ କୁମୁଦ ଚନ୍ଦ୍ର…

ବଗଲା ଜମି ବିବାଦ: ପ୍ରତିବାଦ ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ କଲା ଭାଜପା, ସ୍ବତନ୍ତ୍ର ଆପ୍‌ ଉନ୍ମୋଚିତ

ପୁରୀ ଅଫିସ,୩ା୯: ଦିନକୁ ଦିନ ବଗଲା ଧର୍ମଶାଳା ଜମି ବିବାଦ ତୀବ୍ର ହେବାରେ ଲାଗିଛି। ଭାଜପା, କଂଗ୍ରେସ ସମେତ ବିଭିନ୍ନ ବାମଦଳ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି । ଭାଜପା ପକ୍ଷରୁ ୧୪ଦିନ ହେଲା ଧର୍ମଶାଳା ସମ୍ମୁଖରେ ଧାରଣା ଜାରି ରହିଥିବା…

ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ

ଜୁନାଗଡ଼,୩ା୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼- ସାନଫୁର୍ଲା ରାସ୍ତା ଦୀର୍ଘଦିନ ହେବ ଶୋଚନୀୟ ଅବସ୍ଥାରେ ରହିଛି। ଫଳରେ ଉଭୟ ଗ୍ରାମବାସୀ ଯାତାୟାତ ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଶେଷ କରି ଏବେ ବର୍ଷା ସମୟରେ ଏହି…

ଜାମୁଗଛ ଡାଳରେ ବ୍ୟାଗରେ ଝୁଲୁଥିଲା ମହିଳାଙ୍କ କଟାମୁଣ୍ଡ

ପାଟଣା,୩ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ କାଠବାରୀ ପଞ୍ଚାୟତ ଜଗନ୍ନାଥପୁର ବୁଢାବଣରେ ବୁଧବାର ଅପରାହ୍ନରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ତୋରାଣୀ ପୋଖରୀ ପଞ୍ଚାୟତ ଦାରିକାପଶି ସାପ୍ତାହିକ ହାଟକୁ ଜଣେ ୫୦ ବର୍ଷୀୟା ମହିଳା…

ଗାଧୋଇବାକୁ ଯାଇ ବ୍ରାହ୍ମଣୀରେ ବୁଡ଼ିଗଲେ ବୃଦ୍ଧ

କଣିହାଁ,୩ା୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ବିକିଶର ଗ୍ରାମରେ ବ୍ରାହ୍ମଣୀରେ ବୁଡ଼ିଯାଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ସେହି ଗ୍ରାମର ନବୀନା ନାଏକ (୭୦)। ନବୀନାଙ୍କ ପୁଅ କିଶୋରୀ ଅଭିଯୋଗ ମୁତାବକ ତାଙ୍କ ବାପା (ବୁଧବାର) ଅପରାହ୍ନ…

ଧରାପଡ଼ିଲେ ୧୨ ଜାଲ୍‌ ଶିକ୍ଷକ

କେନ୍ଦୁଝର, ୩ା୯(ସ୍ବ.ପ୍ର.):ବାହାର ରାଜ୍ୟ ବିଶ୍ୱବିଦ୍ୟାଳୟରୁ ଜାଲ୍‌ ବିଏଡ୍‌ ପ୍ରମାଣପତ୍ର ଆଣି କେନ୍ଦୁଝର ଜିଲା ଅନ୍ତର୍ଗତ ୮ ଟି ବ୍ଲକରେ ଶିକ୍ଷକ ଚାକିରି କରୁଥିବା ୧୨ ଚୁକ୍ତିଭିତ୍ତିକ ଶିକ୍ଷକ ଧରାପଡ଼ିଛନ୍ତି। ସେମାନଙ୍କ ବିରୋଧରେ ୭ଦିନ ମଧ୍ୟରେ ଥାନାରେ ଏତଲା ଦେବାକୁ ଜିଲା ପ୍ରକଳ୍ପ…

ମହିଳାଙ୍କୁ ଗଛରେ ବାନ୍ଧି ମାଡ଼: ଭିଡିଓ ଭାଇରାଲ ପରେ ପୋଲିସର ତନାଘନା

ଭଦ୍ରକ ଅଫିସ,୩ା୯ :ଭଦ୍ରକ ଟାଉନ ଥାନା ଅଞ୍ଚଳରେ ବକେୟା ଟଙ୍କା ଓ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବୁଧବାର ମଧ୍ୟାହ୍ନରେ ଜଣେ ମହିଳାଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଇଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଉକ୍ତ ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ…

ସ୍ମାର୍ଟସିଟି ଯୋଜନା ବାଟବଣା

ଭଦ୍ରକ ଅଫିସ, ୩ା୯: ଭଦ୍ରକ ପୌରପାଳିକା ପକ୍ଷରୁ ୧୫ମାସ ପୂର୍ବେ ସହରରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ସହରକୁ ସ୍ମାର୍ଟସିଟି କରାଯିବା ପାଇଁ ପରିକଳ୍ପନା କରାଯାଇ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ମାତ୍ର ମହତାବ ଛକରୁ ଘୋଷରା ବଜାର ପର୍ଯ୍ୟନ୍ତ…

୫ ଏକର ପରିମିତ ଜଙ୍ଗଲରୁ ବହୁ ମୂଲ୍ୟବାନ ଗଛ କାଟିନେଲେ ମାଫିଆ

ପାଟଣା,୩ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲ ତଣ୍ଡବିଟ ଅଧୀନ ପିଛୁଳା ବେଡ଼ା ଗ୍ରାମ ତଳସାହିଠାରୁ ୨ କିଲୋମିଟର ଦୂରରେ ଥିବା ଜଙ୍ଗଲରେ ୫ ଶହରୁ ଊଦ୍ଧର୍‌ବ ଶାଳ, ଧଳା, ମହୁଲ,କୁସୁମ,ଜାମୁ ଆଦି ମୂଲ୍ୟବାନ ଗଛଗୁଡ଼ିକୁ ଜଙ୍ଗଲ ମାଫିଆମାନେ…

ଧସିଲା ଗେଙ୍ଗୁଟି ନଦୀବନ୍ଧ

ଧାମନଗର,୩ା୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଦଳାଙ୍ଗ ପଣ୍ଡାସାହି ନିକଟରେ ଗେଙ୍ଗୁଟି ନଦୀର ବାମପାଶର୍‌ବ ନଦୀ ବନ୍ଧ ପ୍ରାୟ ୨ ଶହ ଫୁଟ ଲମ୍ବରେ ନଦୀ ଗର୍ଭକୁ ଧସିଯାଇଛି। ସୂଚନାଥାଉକି, ୪ ବର୍ଷ ତଳେ ଉକ୍ତ ସ୍ଥାନରେ ବନ୍ଧ ଭାଙ୍ଗି ବହୁ…

୧୬ ପଞ୍ଚାୟତ ପାଣିଘେରରେ, ରିଲିଫ୍‌ ପାଇଁ ଘୋଷଣା

ଚାନ୍ଦବାଲି,୩ା୯(ଡି.ଏନ୍‌.ଏ.): ଚଳିତ ବନ୍ୟାରେ ପାଣିଘେରରେ ରହିଥିବା ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ୧୬ଟି ପଞ୍ଚାୟତ ଓ ଚାନ୍ଦବାଲି ଏନ୍‌ଏସିର ଗୋଟିଏ ଓ୍ବାର୍ଡର ଲୋକଙ୍କ ପାଇଁ ରିଲିଫ୍‌ ଘୋଷଣା ହୋଇଛି। ଜିଲା ପ୍ରଶାସନର ନିର୍ଦ୍ଦେଶରେ ବିଡିଓ ଚାନ୍ଦବାଲି ଏନେଇ ବିଭିନ୍ନ ବିଭାଗ, ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?