ଆମ ଜିଲା ଖବର

ରାସ୍ତାରେ ଖାଲ, ବଢୁଛି ଦୁର୍ଘଟଣା

ଗୋପ,୧୯।୮(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ – କୋଣାର୍କ ରାସ୍ତାରେ ଦୀର୍ଘ ଦୁଇ ସପ୍ତାହ ଧରି ଏକ ବିରାଟ ଖାଲ ସୃଷ୍ଟି ହୋଇଛି। ବିଭିନ୍ନ ସମୟରେ ଏହି ଖାଲ ଯୋଗୁ ଦୁର୍ଘଟଣା ବଢ଼ିବା ପରେ ଶୁକ୍ରବାର ସ୍ଥାନୀୟ ଦୋକାନୀମାନେ ଖାଲ ଚାରିପଟେ...

ପେସା ଆଇନ ଉଲ୍ଲଂଘନ କରୁଛି ମୈତ୍ରୀ କମ୍ପାନୀ

ରାୟଗଡ଼ା,୧୯ା୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଖଣି ଖନନକୁ ବିରୋଧ କରିବାରୁ ଅଞ୍ଚଳବାସୀଙ୍କ ଉପରେ ଜୁଲମ କରୁଛନ୍ତି ମୈତ୍ରୀ କମ୍ପାନୀ କର୍ତ୍ତୃପକ୍ଷ। ଗ୍ରାମସଭା କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ବଦଳରେ କମ୍ପାନୀ କର୍ତ୍ତୃପକ୍ଷ ଗୁଣ୍ଡାରାଜ...

‘ଗଦର-୨’ରେ ଓଡ଼ିଶାର ବରୁଣ

ଦାରିଙ୍ଗବାଡ଼ି,୧୯ା୮(ଅରୁଣ ସାହୁ): ବଲିଉଡ ଚଳଚ୍ଚିତ୍ର ‘ଗଦର-୨’ରେ ଫଲି ରେକର୍ଡିଷ୍ଟ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି ଓଡ଼ିଆ ପୁଅ ତଥା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ବରୁଣ ମାଲବିଶୋଇ। ସେ ଓଡ଼ିଆ ଫିଲ୍ମ ‘ଦମନ’ ସମେତ ବହୁ ଭାଷାରେ ମଧ୍ୟ ଫଲି ରେକର୍ଡିଷ୍ଟ...

୪ ଶିକ୍ଷୟିତ୍ରୀ ଶିକ୍ଷକ ଚାକିରିରୁ ବହିଷ୍କୃତ

ବଲାଙ୍ଗୀର, ୧୯ା୮(ବୀରେନ୍ଦ୍ର କୁମାର ଝାଙ୍କର): ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିବା ୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ବଲାଙ୍ଗୀର ଶିକ୍ଷା ବିଭାଗ ପକ୍ଷରୁ ଉପରୋକ୍ତ ୪ ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଶୁକ୍ରବାର ଚାକିରିରୁ ବହିଷ୍କୃତ କରାଯାଇଥିବା ଜିଲା ଶିକ୍ଷା...

ଶହୀଦ୍‌ ପୁଅକୁ ଝୁରି ଆଖିବୁଜିଲେ ମା’

ଆନନ୍ଦପୁର,୧୮।୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁରର ଶହୀଦ୍‌ ସୁଶାନ୍ତ ଖୁଣ୍ଟିଆଙ୍କ ମା’ଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଇସିୟୁରେ ଚିକିତ୍ସାଧୀନ...

ଦୋକାନ ଭିତରେ ପଶିଗଲା ଟ୍ରକ୍‌

ତେଲକୋଇ,୧୮ା୮(ରଞ୍ଜିତ ବିଶ୍ବାଳ): କେନ୍ଦୁଝର ଜିଲା ତେଲକୋଇ ଜାତୀୟ ରାଜପଥ ଜଗମୋହନପୁର ଛକରେ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଦୋକନ ଭିତରେ ପଶିଯାଇଛି। ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ଏକ ଖୋଲା ଆଇରନ...

ଶହୀଦ ସୁଶାନ୍ତଙ୍କ ମାଆ ଅସୁସ୍ଥ

ଆନନ୍ଦପୁର,୧୮।୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁରର ଶହୀଦ୍‌ ସୁଶାନ୍ତ ଖୁଣ୍ଟିଆଙ୍କ ମା’ ସୁନ୍ଦରୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରଥମେ ସ୍ବାମୀ ପରେ ଦୁଇ ପୁଅଙ୍କ ବିୟୋଗର ଭାର କାନ୍ଧରୁ ଓହ୍ଲାଇ ନ ଥିବାବେଳେ...

୫୦ ହଜାର ଟଙ୍କାର ଗଞ୍ଜେଇ ଜବତ : ୩ ଗିରଫ

ରାଇରଙ୍ଗପୁର,୧୮ା୮(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ତିରିଂ ଥାନା ଅଧୀନ ତିରିଂ ଗ୍ରାମ ନିକଟସ୍ଥ ୨୨୦ନଂ. ଜାତୀୟ ରାଜପଥରେ ପୋଲିସ ଚଢ଼ାଉ କରି ୩ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ୬ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଗଞ୍ଜେଇ...

ପାଣି ପାଇପ୍‌ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ

ସମ୍ବଲପୁର,୧୮ା୮(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଜିଲା ହୀରାକୁଦ ଥାନା ଅଞ୍ଚଳରେ ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ବିଛା ଯାଇଥିବା ପାଣି ପାଇପ୍‌ ଚୋରି ର଼୍ୟାକେଟର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ୯ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ହୀରାକୁଦର ବସୁଦେବ ଓରାମ,...

ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଭାଜପାର ପ୍ରତିବାଦ

ବାସୁଦେବପୁର, ୧୮ା୮(ନାରାୟଣ ପ୍ରସାଦ ବାରିକ୍‌): ରାଜ୍ୟ ସରକାରଙ୍କ ଦୁର୍ନୀତି, ଆର୍ଥିକ ଅନିୟମିତତା ଓ ବିଭିନ୍ନ ଯୋଜନାରେ ହିତାଧିକାରୀ ଚୟନ କ୍ଷେତ୍ରରେ ପାତରଅନ୍ତର ନୀତି ବିରୋଧରେ ବାସୁଦେବପୁର ଭାଜପା ପକ୍ଷରୁ ଏକ ପ୍ରତିବାଦ ସଭା କିଷ୍ମତକୃଷ୍ଣପୁର ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଅନୁଷ୍ଠିତ...

କେସିଙ୍ଗା ବ୍ଳକର ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ଧାରଣା

କେସିଙ୍ଗା,୧୮।୮:(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପାଞ୍ଚଯାତ ନିର୍ବାହୀ ଅଧିକାରୀମାନେ ୨ ଦଫା ସମ୍ବଳିତ ଦାବିନେଇ ଶୁକ୍ରବାର ଧାରଣାରେ ବସିଛନ୍ତି। ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏହି ଧାରଣର ଦିଆଯାଇଛି। କେସିଙ୍ଗା ବ୍ଲକର ସମସ୍ତ ନିର୍ବାହୀ ଅଧିକାରୀ କାର୍ଯ୍ୟାଳୟ...

ଚାଉଳ ବୋଝେଇ ଟ୍ରକକୁ ଧରିଲା ପୋଲିସ

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ସାଲେଭଟାରୁ ଏକ ଚାଉଳ ବୋଝେଇ ଟ୍ରକକୁ(ନଂ. ଓଡି୧୫ସି-୪୦୬୨) ଲୋଇସିଂହା ପୋଲିସ ଶୁକ୍ରବାର ଜବତ କରିଛି। ହରଭଙ୍ଗା ଅଞ୍ଚଳରୁ ପଦ୍ମପୁର ଅଞ୍ଚଳକୁ ଯାଉଥିବା ଉକ୍ତ ଟ୍ରକରେ ୩୮୦ ପ୍ୟାକେଟ ଚାଉଳ ଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri