ଆମ ଜିଲା ଖବର

ପ୍ରଶାସନ କଲାନି, ରାସ୍ତା ମରାମତି କଲା ସାମାଜିକ ସଂଗଠନ

ଅମରପାଲି, ୩।୧୧(ଡି.ଏନ.ଏ.) ଶୁଣିଲାନି ପ୍ରଶାସନ। ଶେଷରେ ବାଧ୍ୟ ହୋଇ ନିଜ ଅଞ୍ଚଳର ରାସ୍ତାକୁ ମରାମତି କରି ଉଦାହରଣ ସୃଷ୍ଟି କଲେ ସାମାଜିକ ସଂଗଠନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଅଞ୍ଚଳରେ। ଖଣ୍ଡହତାସ୍ଥିତ ସାମାଜିକ…

ଚିକିତ୍ସା ଅବହେଳାରୁ ନାବାଳିକା ମୃତ୍ୟୁ ଅଭିଯୋଗ

ବାରିପଦା ଅଫିସ,୩ା୧୧- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ (ପିଆର୍‌ଏମ୍‌) ମେଡିକାଲରେ ସୋମବାର ଜଣେ ନାବାଳିକାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ ଅବହେଳା ଯୋଗୁ ଉକ୍ତ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରି ମୃତଦେହ…

ଭୁଶୁଡ଼ିବ ମାଛକାନ୍ଦଣା ପୋଲ

କେନ୍ଦୁଝର,୩ା୧୧(ସ୍ବ.ପ୍ର.)-ଖଣି ଓ ଶିଳ୍ପ ସମୃଦ୍ଧ କେନ୍ଦୁଝର ଜିଲାର ବିକାଶ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ ହେଉଥିଲେ ହେଁ ମରାମତି ଅଭାବରୁ ବହୁ ରାସ୍ତାଘାଟ ତଥା ପୋଲ ଅସୁରକ୍ଷିତ ହୋଇ ରହିଛି ା ଏହି ସବୁ ରାସ୍ତା ଓ ପୋଲର ମରାମତି ନେଇ…

ଗଢ଼ା ମଜୁରୀ ଉଠୁନି

କେନ୍ଦୁଝର, ୩।୧୧(ସ୍ବ.ପ୍ର.)-କରୋନା ମହାମାରୀ ଯୋଗୁ ଅନେକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି ା ବିଶେଷ କରି ପାର୍ବଣ ଋତୁରେ କାରିଗରମାନେ ମୂର୍ତ୍ତି ଗଢି ଯାହା ରୋଜଗାର କରନ୍ତି ସେଥିରେ ବର୍ଷ ତମାମ ପରିବାର ଚଳାଇଥାନ୍ତି। ତେବେ ଚଳିତବର୍ଷ ରୋଜଗାର ଉପରେ କରୋନା…

୨୦ ବର୍ଷ ପାକିସ୍ତାନ ଜେଲରେ ସଜା କାଟିଲେ ସୁନ୍ଦରଗଡ଼ର ବିରଜୁ

ସୁନ୍ଦରଗଡ,୨।୧୧(ଡି.ଏନ୍‌.ଏ)-୨୫ବର୍ଷ ଧରି ନିଖୋଜ ଥିବା ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ କଟଙ୍ଗ ଜଙ୍ଗାଟୋଲିର ବିରଜୁ କୁଲୁ ପାକିସ୍ତାନ ଜେଲରେ ୨୦ବର୍ଷ ଧରି ସଜା କାଟି ସାରିବା ପରେ ଏବେ ନିଜ ଦେଶ ଭାରତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପାକିସ୍ତାନ ସରକାର ତାଙ୍କୁ ଅନ୍ୟ…

କଟକ ସହରରୁ ୬୫ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୨।୧୧-କଟକ ସହରରୁ ଆଜି ମୋଟ୍‌ ୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୩୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୨ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଟୁଇଟ କରି…

ଗଞ୍ଜାମରେ ଡିସେମ୍ବର ପହିଲା ଯାଏ ଖୋଲିବନି ମନ୍ଦିର

ଛତ୍ରପୁର,୨ା୧୧(ଡି.ଏନ୍‌.ଏ.)-କେତେକ ଦେଶରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆରମ୍ଭ ହୋଇଯାଇଛି। ଏହି ପର୍ଯ୍ୟାୟରେ ସଂକ୍ରମିତ ହେଲେ ନିଶ୍ଚିତରୂପେ ଜୀବନ ପ୍ରତି ବିପଦ ଦେଖାଦେଉଛି । ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହେଲେ ସମ୍ଭାଳିବା କଷ୍ଟକର ହୋଇପଡିବ।…

ଉପନିର୍ବାଚନ ପୂର୍ବରୁ ହିଂସା: ହୋଟେଲରେ ପଶି ସଂଘବଦ୍ଧ ଆକ୍ରମଣ, ୨ ଗୁରୁତର, ୫ ଗିରଫ

ବାଲେଶ୍ୱର ଅଫିସ,୨।୧୧-ବାଲେଶ୍ୱର ବିଧାନସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟଗ୍ରହଣ ହେବ। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରବିବାର ମଧ୍ୟରାତିରେ ଦୁଇ ପ୍ରମୁଖ ଦଳର କର୍ମୀଙ୍କ ମଧ୍ୟରେ ନିର୍ବାଚନୀ ହିଂସା ଦେଖାଦେଇଛି। ଗୋଟିଏ ଗୋଷ୍ଠୀର ସଂଘବଦ୍ଧ ଆକ୍ରମଣରେ…

ଦୀର୍ଘ ୭ ମାସ ପରେ ଖୋଲିଲା ହିଞ୍ଜିଳିକାଟୁ ଆହାରକେନ୍ଦ୍ର

ହିଞ୍ଜିଳିକାଟୁ,୨।୧୧(ଡ଼ି.ଏନ୍‌.ଏ): କରୋନା ମହାମାରୀ କଟକଣା ପାଇଁ ଦୀର୍ଘ ୭ ମାସ ଧରି ଆହାରକେନ୍ଦ୍ର ବନ୍ଦ ରହିଥିଲା। ତେବେ ସୋମବାର ଆହାରକେନ୍ଦ୍ର ପୁଣି ଖୋଲିଛି। ହିଞ୍ଜିଳିକାଟୁ ଆହାରକେନ୍ଦ୍ର ଓ ତାହାର ଆଖପାଖକୁ ସାନିଟାଇଜ କରାଯାଇଥିବା ବେଳେ ସାମାଜିକ ଦୂରତା ବଜାୟ ରଖି ଖାଦ୍ୟ…

ବିଦ୍ୟାଳୟ ଉଚ୍ଛେଦ ପ୍ରତିବାଦରେ ଆନ୍ଦୋଳନ: ଗେଟ୍‌ ସମ୍ମୁଖରେ ଅପେକ୍ଷା କରି ବିଫଳ ହେଲ ପ୍ରଧାନଶିକ୍ଷକ

ପୁରୁଷୋତ୍ତମପୁର,୨।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ. ୧୨ କପିଳେଶ୍ବରପୁର ଶାସନ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷା ବିଭାଗ ପକ୍ଷରୁ ଉଚ୍ଛେଦ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ନିକଟସ୍ଥ ସୀତାରାମପୁର ଆଗ୍ରାହରମ ବିଦ୍ୟାଳୟରେ ପଢ଼ିବା ଲାଗି…

ବରଗଡ଼ରୁ ପୁଣି ୭୧ କରୋନା ପଜିଟିଭ ଚିହ୍ନଟ, ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୮୮୦୦ରେ

ବରଗଡ଼ ଅଫିସ,୨।୧୧: ବରଗଡ ଜିଲାରେ ସୋମବାର ପୁଣି ୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳରେ ୪, ବରଗ ବ୍ଲକର ୩, ଅତାବିରା ବ୍ଲକର ୧, ପଦ୍ମପୁର ବ୍ଲକର ୧୦, ପଦ୍ମପୁର ଏନ୍‌ଏସିର ୯, ଭଟଲି…

ଦୀର୍ଘ ୭ ମାସ ପରେ ଖୋଲିଲା ଆହାର କେନ୍ଦ୍ର

ବେଲପାହାଡ଼,୨ା୧୧(ଡି.ଏନ୍‌.ଏ.): ଦୀର୍ଘ ୭ ମାସ ଧରି କରୋନା ସଂକ୍ରମଣ ଯୋଗୁ ବନ୍ଦ ରହିଥିବା ବେଲପାହାଡ଼ ଆହାରକେନ୍ଦ୍ର ସୋମବାରରୁ ପୁନଃ ଖୋଲିଛି। ଏହି ଅବସରରେ ଝାରସୁଗୁଡ଼ା ଉପଜିଲାପାଳ ଶିବ ଟପ୍ପୋ, ବେଲପାହାଡ଼ ପୌରପରିଷଦର ପୂର୍ବତନ ପୌରାଧ୍ୟକ୍ଷ ପର୍ଶୁରାମ ସାହୁ, କାଉନସିଲର କୈଳାସ ଚନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?