ଆମ ଜିଲା ଖବର

ହାତୀ କରୁଛନ୍ତି ହନ୍ତସନ୍ତ

ଭାପୁର, ୭।୧୧(ଡି.ଏନ.ଏ.) ଜଙ୍ଗଲ ଛାଡ଼ି ଜନବସତି ଆଡ଼କୁ ମୁହଁାଇଛନ୍ତି ହାତୀ। ଚାଷ ଜମିରେ ଗଜ ଉପଦ୍ରବ ରାତିକ ଭିତରେ ଚାଷୀଙ୍କ ବର୍ଷକର ଆଶାକୁ ଧୂଳିସାତ୍‌ କରିଦେଉଛି। ଆଖି ଆଗରେ ସୁନାର ଫସଲ ଉଜୁଡ଼ି ଯାଉଥିବାବେଳେ ବିଲ ହୁଡ଼ାରେ ନିରୂପାୟ ହୋଇ ଚାହିଁ…

୩ ଦିନ ଖୋଲା, ୩ ଦିନ ତାଲା

ଅନୁଗୋଳ ଅଫିସ, ୭।୧୧: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଲଟ୍ରାସାଉଣ୍ଡ ପାଇଁ ଆବଶ୍ୟକ ଡାକ୍ତର ନାହାନ୍ତି। ଫଳରେ ମାସେ ହେଲା ଅଲଟ୍ରାସାଉଣ୍ଡ ସେବା ବନ୍ଦ ରହିଥିଲା। ଏବେ ଛେଣ୍ଡିପଦାରୁ ଜଣେ ଡାକ୍ତରଙ୍କୁ ଡେପୁଟେଶନରେ ଅଣାଯିବା ପରେ…

ରକ୍ତ ଦେଇ ୨ ଗର୍ଭବତୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ ବିଏସ୍‌ଏଫ୍‌ ଯବାନ

ମାଲକାନଗିରି,୬ା୧୧(ଡି.ଏନ୍‌.ଏ.)-ମାଲକାନଗିରି ଜିଲାରେ ୨୪ଟି ବିଏସ୍‌ଏଫ୍‌ କ୍ୟାମ୍ପରେ ଥିବା ଯବାନମାନେ ମାଓବାଦୀ କାର୍ଯ୍ୟକଳାପ ଦମନ ସହ ଜିଲାର ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି। ଏକ୍ଷେତ୍ରରେ ସେମାନେ କେବେ ନିଜ କତ୍ତର୍ର୍ବ୍ୟରେ ଅବହେଳା କରିନାହାନ୍ତି। ଏଥିସହ ସେମାନେ ବିଭିନ୍ନ ଜନହିତକର…

ପାଇପ ମିସ୍ତ୍ରିଙ୍କ ନାଁରେ ୭୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ

ରାଉରକେଲା ଅଫିସ,୬ା ୧୧-ଷ୍ଟିଲ ସିଟିର ଜଣେ ପାଇପ ମିସ୍ତ୍ରିଙ୍କ ନାମରେ ୭୦ କୋଟି ଟଙ୍କା ଜିଏସଟି ଠକେଇ ହୋଇଥିବା ଘଟଣା ସାମନାକୁ ଆସିଛି। ଏହାପୂର୍ବରୁ ଏଭଳି ଏକାଧିକ ମାମଲା ଲୋକ ଲୋଚନକୁ ଆସିଥିବା ବେଳେ ଏଥିରେ ବହୁ ନିରୀହ ଲୋକ ଶିକାର…

ଧରାକୋଟ ବ୍ଲକ ଉପାଧ୍ୟକ୍ଷ ହେଲେ ବଲବନ୍ତ ସିଂ

ଧରାକୋଟ,୬ା୧୧(ଡି.ଏନ୍‌.ଏ.)- ଧରାକୋଟ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପାଇଁ ଶୁକ୍ରବାର ପୂର୍ବାହ୍ନରେ ଉପନିର୍ବାଚନ ହୋଇଥିଲା। ଏଥିରେ ବିଜେଡି ସମର୍ଥିତ ପ୍ରାର୍ଥୀ ତଥା ବାହାରପୁର ସମିତିସଭ୍ୟ ବଲବନ୍ତ ସିଂ ୧୨ ସମିତିସଭ୍ୟଙ୍କ ସମର୍ଥନ ପାଇ ନିର୍ଦ୍ୱନ୍ଦ୍ୱରେ ବ୍ଲକ ଉପାଧ୍ୟକ୍ଷ ପଦବୀ ହାତେଇଛନ୍ତି। ବିପକ୍ଷ ଦଳ…

ଦୁଇ ଭାଇଙ୍କ ଝଗଡ଼ା ସମାଧାନ କରିବାକୁ ଚାହିଁଥିଲେ ମା’: ହେଲେ ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ଜୀବନ

କେନ୍ଦୁଝର,୬।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ କୁଣ୍ଢେଇ ଗ୍ରାମରେ ଗୁରୁବାର ରାତିରେ ଅଭାବନୀୟ ଘଟଣା ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ମା’ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ଗୁରେଇ…

ମନରେଗା କାର୍ଯ୍ୟରେ ଅଗ୍ରଗତି ନ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଗଞ୍ଜାମ ଜିଲାପାଳ

ପୁରୁଷୋତ୍ତମପୁର,୬।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଗ୍ରସ୍ତରେ ଶୁକ୍ରବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରଛନ୍ତି। ତେବେ ଜିଲାପାଳ ବ୍ଲକକୁ ଆସିବା ସମୟରେ ନିକଟରେ ଥିବା ତାରାତାରିଣୀ କଲେଜର ବହୁ ଛାତ୍ରୀଛାତ୍ର ଏକତ୍ରିତ…

ତାରାତାରିଣୀ ମନ୍ଦିର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ

ପୁରୁଷୋତ୍ତମପୁର,୬।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତି ପୀଠ ତଥା ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଆସି ଏହାର ସମୀକ୍ଷା କରିଛନ୍ତି। ଏହାସହ ଜଜ୍ଞବେଦୀ,ସ୍ନାନ…

ତୀର୍ଥ ପୁଷ୍କରିଣୀ ପ୍ରତି ଅବହେଳା

ପୁରୀ ଅଫିସ,୬ା୧୧: ଶ୍ରୀକ୍ଷେତ୍ରରେ ଏକାଧିକ ତୀର୍ଥ ପୁଷ୍କରିଣୀ ରହିଛି। ମାତ୍ର ଏସବୁର ରକ୍ଷଣାବେକ୍ଷଣ ଦିଗରେ ଉପଯୁକ୍ତ ଧ୍ୟାନ ଦିଆଯାଉ ନାହିଁ। ଫଳରେ ତୀର୍ଥ ପୁଷ୍କରିଣୀଗୁଡ଼ିକର ସ୍ଥିତି ଦୟନୀୟ ହୋଇ ପଡୁଛି। ଇନ୍ଦ୍ରଦ୍ୟୁମ୍ନ, ଶ୍ୱେତଗଙ୍ଗା, ମାର୍କଣ୍ଡେୟ ପୁଷ୍କରିଣୀ ଆଦିର ଠିକ୍‌ ଭାବେ ରକ୍ଷଣାବେକ୍ଷଣ…

ଥାନାର ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ, ତାଙ୍କ ଶାଶୁ

କଟକ ଅଫିସ, ୬।୧୧: ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ତାଙ୍କ ଶାଶୁ ମଧୁସ୍ମିତା ମହାନ୍ତି। ଉଭୟ ପରସ୍ପର ବିରୋଧରେ ଅଭିଯୋଗ ଆଣିଛନ୍ତି। ଉଭୟଙ୍କ ପକ୍ଷରୁ କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବର୍ଷା ଅଭିଯୋଗ କରିଛନ୍ତି…

ଦାନଗଦୀ ମେଡିକାଲ ଗୃହ ନିର୍ମାଣରେ ଅନିୟମିତତା

କଳିଙ୍ଗନଗର,୬ା୧୧(ଡି.ଏନ.ଏ.): ଦାନଗଦୀ ସ୍ବାସ୍ଥ୍ୟକେନ୍ଦ ପରିସରରେ ପ୍ରାୟ ୬କୋଟି ଟଙ୍କାରେ ଏକ ମେଡିକାଲ ଗୃହ ନିର୍ମାଣ କରାଯାଉଛି। ତେବେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ସାଧାରଣ ଲୋକଙ୍କ ଜାଣିବା ନିମନ୍ତେ ସରକାରଙ୍କ ପକ୍ଷରୁ କାର୍ଯ୍ୟସ୍ଥଳୀରେ ସୂଚନା ଫଳକ ଲଗାଇବାର ନିୟମ…

କାର୍ଯ୍ୟକ୍ଷମ ହୋଇପାରୁନି କୃଷକ ବଜାର

ପୁରୀ ଅଫିସ,୬।୧୧: ପୁରୀ ସହରରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ତଥା ଗୋଦାମକୁ ସାମଗ୍ରୀ ଆଣି ଆସୁଥିବା ଗାଡ଼ି ପାଇଁ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି। ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ନାନା ହଇରାଣ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?