ଆମ ଜିଲା ଖବର

ବୃକ୍ଷ ପ୍ରେମରେ ଛାତ୍ର, ଅଧ୍ୟାପକ

ଖୋର୍ଦ୍ଧା ଅଫିସ,୬ା୧୧: କରୋନା ମହାମାରୀ ଯୋଗୁ ଦୀର୍ଘ ୮ମାସ ଧରି ରାଜ୍ୟର ସମସ୍ତ ସ୍କୁଲ, କଲେଜରେ ପାଠପଢ଼ା ବନ୍ଦ ରହିଛି। କରୋନା ମୁକାବିଲା ଲାଗି ସାମୂହିକ କାର୍ଯ୍ୟ ଉପରେ କଟକଣା ଲଗାଯିବା ସହ ବିନା କାରଣରେ ଘରୁ ନ ବାହାରିବାକୁ ପ୍ରଶାସନ…

ଶ୍ରୀକ୍ଷେତ୍ର ମାଟିରେ ମିଳନ: ମା’ଙ୍କୁ ପାଇଲେ ପୁଅ, ସ୍ବାମୀଙ୍କୁ ମିଳିଲା ସ୍ତ୍ରୀ

ପୁରୀ ଅଫିସ,୬ା୧୧: ଶେଷରେ ଶ୍ରୀକ୍ଷେତ୍ରର ପବିତ୍ର ମାଟିରେ ହୋଇଛି ମହାମିଳନ। ୧୦ ବର୍ଷ ପରେ ହଜିଲା ପରିବାରକୁ ଫେରିପାଇଛନ୍ତି ପଶ୍ଚିମବଙ୍ଗ ଶାନ୍ତିନିକେତନର ତାରା ଭଗତ। ଗୁରୁବାର ପଶ୍ଚିମବଙ୍ଗରୁ ତାରାଙ୍କ ସ୍ବାମୀ ଓ ପୁଅ ଆସି ତାଙ୍କୁ ସାଥୀରେ ନେଇଯାଇଛନ୍ତି। ମହାପ୍ରଭୁଙ୍କ ଯୋଗୁ…

ରାଜଧାନୀରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣା: ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷାଙ୍କ ତଦନ୍ତ

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୬।୧୧(ଡି.ଏନ.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଆଦିବାସୀ ନାବାଳିକାଙ୍କୁ ବିଏମ୍‌ସି(ଭୁବନେଶ୍ୱର ମ୍ୟୁନିସିପାଲ୍‌ଟି କର୍ପୋରେଶନର) ଜଣେ ଡେପୁଟି କମିଶନରଙ୍କ ଘରେ ବଳାତ୍କାର କରାଯିବା ଘଟଣା ନେଇ କଡ଼ା ଆଭିମୁଖ୍ୟ ପ୍ରକାଶ ପାଇଛି। ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ…

ଉପକୂଳରେ ୨ ଦିନିଆ ମିଳିତ ସମରାଭ୍ୟାସ

ପାରାଦୀପ,୬।୧୧(ସ୍ବ.ପ୍ର.): ଓଡ଼ିଶା ଓ ପଶ୍ଚିମବଙ୍ଗର ପୂର୍ବଉପକୂଳରେ ୨ ଦିନିଆ ମିଳିତ ସମରାଭ୍ୟାସ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହି କ୍ରମରେ ପାରାଦୀପ ସାମୁଦ୍ରିକ ଥାନା ଓ ଆଖପାଖ ଅଞ୍ଚଳର ଉପକୂଳବର୍ତ୍ତୀ ସମୁଦ୍ର ସୀମାରେ ମିଳିତ ପାଟ୍ରୋଲିଂ କରାଯାଇଛି। ଏହି ସମରାଭ୍ୟାସର ନାମ ସାଗର…

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ବାରିପଦା ଅଫିସ,୬ା୧୧-ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅଧୀନ ଗାଙ୍ଗରାଜ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଗୁରୁବାର ଅବକାରୀ ବିଭାଗ ଚଢ଼ାଉ କରି ୩୬ କେ.ଜି ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୮୦ହଜାର ଟଙ୍କା ହେବ…

କ୍ଷୀରକୁ ମିଳୁନି ସରକାରୀ ଦର

ବଇଣ୍ଡା,୬ା୧୧ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବଢ଼ାଇବା ପାଇଁ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଗୁଡ଼ିକୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ହେଲେ ସରକାରୀ ଦରରେ ସେମାନଙ୍କଠାରୁ କିପରି ସମସ୍ତ ଉତ୍ପାଦିତ ଦୁଗ୍ଧ କିଣାଯାଇପାରିବ ତାହା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉନାହାନ୍ତି।…

ଫିରିଙ୍ଗିଆ ବିଡିଓଙ୍କ ସ୍ତ୍ରୀଙ୍କ ଆତ୍ମହତ୍ୟା

ଫୁଲବାଣୀ ଅଫିସ, ୫ା୧୧- କନ୍ଧମାଳ ଜିଲା ଫିରିଙ୍ଗିଆ ବିଡିଓ ରଶ୍ମୀରଞ୍ଜନ ମହନ୍ତଙ୍କ ସ୍ତ୍ରୀ ସରିତା ସାମଲ(୩୧)ବୁଧବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି। ବିଡିଓ ମହନ୍ତ ବୁଧବାର କୌଣସି ଏକ ମିଟିଂରେ ଜିଲାପାଳଙ୍କ…

ମଧ୍ୟପ୍ରଦେଶରୁ ୭ ଦାଦନ ଶ୍ରମିକ ଉଦ୍ଧାର

କୋକସରା,୫।୧୧(ଡି.ଏନ.ଏ.)-ଦଲାଲଙ୍କ ଦ୍ୱାରା ପ୍ରତାରିତ ହୋଇ ଠିକାଦାରଙ୍କ ପାଖରେ ଅଟକ ରହି ନିର୍ଯାତନା ଭୋଗୁଥିବା ୭ ଦାଦନ ଶ୍ରମିକଙ୍କୁ ବୁଧବାର କୋକସରା ପୋଲିସ ଉଦ୍ଧାର କରିଛି । ଏହି ଘଟଣାର ମୁଖ୍ୟ କୁହାଯାଉଥିବା ଦାଦନ ଦଲାଲ କୃଷ୍ଣ ଦୁର୍ଗାଙ୍କୁ ପୋଲିସ ଗିରଫ କରିଛି…

ମହିଳାଙ୍କୁ ଦଳି ମାରିଦେଲା ହାତୀ

ଲହୁଣୀପଡା, ୫।୧୧ (ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ବାଙ୍କୀ ରେଞ୍ଜ କୁଚେଇତା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଦନ୍ତାହାତୀ ଦଳି ମାରି ଦେଇଛି। ମୃତ ମହିଳା ହେଲେ କୁଚେଇତା ଗ୍ରାମର ପାଣ୍ଡରା ମୁଣ୍ଡାଙ୍କ ସ୍ତ୍ରୀ ମନିକା (୪୨)। ବୁଧବାର…

କଟକରୁ ଆଜି ୫୧ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୫।୧୧-କଟକ ସହରରୁ ଆଜି ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୨୮ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୨୩ ରହିଛି। ଏ ନେଇ ସିଏମ୍‌ସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ,…

ବିଦ୍ୟୁତ ତାର ସଂସ୍ପର୍ଶରେ ଆଶି ବୃଦ୍ଧଙ୍କ ଜୀବନଗଲା

ଚିତ୍ରକୋଣ୍ଡା, ୫।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ଗୁରୁବାର ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆଶି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିତ୍ରକୋଣ୍ଡା ପଞ୍ଚୟତ ଅନ୍ତର୍ଭୁକ୍ତ ଆର୍‌ଏସ୍‌ସି ୧୬ ଗ୍ରାମରର ଲକମି ଖରା(୬୦)। ପ୍ରକାଶ ଯେ, ଲକମି ନିକଟସ୍ଥ…

ଧର୍ମାନ୍ତରୀକରଣ ରୋକିବା ପାଇଁ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗ୍ରାମବାସୀ

କେନ୍ଦୁଝର,୫ା୧୧(ସ୍ବ.ପ୍ର.): ଧର୍ମାନ୍ତରୀକରଣ ରୋକିବା ପାଇଁ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଡାଳପକା ପଞ୍ଚାୟତର ସୁନାପୋଷୀ ଓ ଗୋପୀନାଥପୁର ଗ୍ରାମର ଅଧିବାସୀମାନେ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦାବିପତ୍ର ପ୍ରଦାନ କରିଛନ୍ତି। ଧର୍ମାନ୍ତରୀକରଣ ଯୋଗୁ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଅଭିଯୋଗ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?