ଆମ ଜିଲା ଖବର

ଚିତ୍ରକୋଣ୍ଡାରେ ଡିଜିପି ଅଭୟ: ସମୀକ୍ଷା କଲେ ମାଓବାଦୀ ଗତିବିଧି

ଚିତ୍ରକୋଣ୍ଡା,୮।୧୧(ଡି.ଏନ୍‌.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଓପ୍ରବଣ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଲାଲଗଡ଼କୁ ରବିବାର ପୋଲିସ ଡିଜି ଅଭୟ ଗସ୍ତ କରିଛନ୍ତି। ସେ ଗୋରାସେତୁ ବିଏସ୍‌ଏଫ କ୍ୟାମ୍ପକୁ ଯାଇ ମାଓ ସ୍ଥିତି ଓ ଗତିବିଧିର ସମୀକ୍ଷା କରିଛନ୍ତି। ତାଙ୍କ ସହ…

ଏସ୍‌ସିବିରୁ ରାମଚନ୍ଦ୍ର ନିଖୋଜ: ମାସେ ହେବ ଜିଲା ପ୍ରଶାସନ ପାଖରେ ଖବର ନାହିଁ

ପୁରୀ ଅଫିସ,୮ା୧୧: ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୧୮ ବର୍ଷ ଶିକୁଳିରେ ବନ୍ଧା ପଡିଥିଲା ଜୀବନ। ଅସ୍ବାଭାବିକ ଆଚରଣ ପାଇଁ ତାଙ୍କ ଦୁଇହାତକୁ ଲୁହାଚେନ୍‌ରେ ବାନ୍ଧି ତାଲା ପକାଯାଇଥିଲା। ପୁଅର ଏଭଳି କଷ୍ଟକୁ ଦେଖି ଗୁମୁରି କାନ୍ଦୁଥିବା ମାଆ ଥିଲେ…

ପଶ୍ଚିମବଙ୍ଗର ସୀମା ଦଖଲ ଉଦ୍ୟମ: ଦୁଇ ରାଜ୍ୟ ସୀମାନ୍ତବାସୀ ମୁହାଁମୁହିଁ

ଭୋଗରାଇ,୮ା୧୧(ଡି.ଏନ.ଏ.): ଦୀର୍ଘ ଅଢେଇବର୍ଷ ନୀରବତା ପରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ପୁଣି ମୁଣ୍ଡ ଟେକିଛି। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଗ୍ରାମ ସାହାବାଜିପୁର ଗ୍ରାମ୍ୟ ଜଙ୍ଗଲକୁ ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଦୀଘା-ଶଙ୍କରପୁର ଉନ୍ନୟନ ପରିଷଦ ଶୁକ୍ରବାର ରାତିଅଧିଆ ବେଆଇନ ଭାବେ…

ଇୟରଫୋନ୍‌ରେ ଗୀତ ଶୁଣିବା ହେଲା କାଳ: ଟ୍ରେନ୍‌ ଧକ୍କାରେ ଯୁବତୀଙ୍କ ମୃତ୍ୟୁ

ବିଷମକଟକ,୮ା୧୧: ଇୟରଫୋନ୍‌ରେ ଗୀତ ଶୁଣିବା ହେଲା କାଳ। କାନରେ ଇୟରଫୋନ୍‌ ଲଗାଇ ରେଳ ଧାରଣାରେ ଚାଲି ଚାଲି ଯାଉଥିବା ଜଣେ ଯୁବତୀଙ୍କ ଟ୍ରେନ୍‌ ଧକ୍କାରେ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲା ବିଷମକଟକ ଥାନା ଅଧୀନ ସାନ…

ରୌପ୍ୟ ମୁଦ୍ରାରେ ମା’ସମଲେଇ

ସମ୍ବଲପୁର, ୮ା୧୧ (ବ୍ୟୁରୋ): ସମ୍ବଲପୁରର ଇଷ୍ଟଦେବୀ ସମଲେଇ। ସମଲେଇ ସଂସ୍କୃତି ଓ ପରମ୍ପରାର ସୁରକ୍ଷା, ପ୍ରଚାରପ୍ରସାର ଲାଗି ଭକ୍ତମାନେ ଅଭିନବ ପ୍ରୟାସ ଜାରି ରଖିଛନ୍ତି। ସମ୍ବଲପୁର ସେଙ୍କି ଜ୍ୱେଏଲରୀ ସତ୍ତ୍ବାଧିକାରୀ ସେଙ୍କି ସମ୍ବଲପୁରିଆ ରୌପ୍ୟ ମୁଦ୍ରାରେ (ସିଲଭର୍‌ କଏନ୍‌) ଦେବୀ ସମଲେଇଙ୍କ…

୭୦ ବର୍ଷୀୟା ବୃଦ୍ଧା ମାଆକୁ ଘରୁ ବାହାର କରିଦେଲେ ପୁଅ, ବୋହୂ

ପୁରୀ ଅଫିସ,୮ା୧୧: ପାରିବାରିକ କଳହ ଏବେ ଭୟଙ୍କର ରୂପ ନେଉଛି। ଅନେକ ସମୟରେ ନିଜ ଜନ୍ମ କଲା ମାଆକୁ ବି ପୁଅ ହତାଦାର କରୁଛନ୍ତି। ଶନିବାର ପୁରୀରେ ଏମିତି ଏକ ଘଟଣା ନଜରକୁ ଆସିଛି। ବୃଦ୍ଧା ରୋଗଣା ମାଆକୁ ସ୍ତ୍ରୀ ସହିତ…

ରାଜ୍ୟ ପାଇଁ ଗୌରବ ଆଣିଲେ କୋରାପୁଟର ଝିଅ ପ୍ରାଞ୍ଜଳ, ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଚମକିଲେ

କୋଟପାଡ଼,୮ା୧୧ (ଡି.ଏନ.ଏ.): କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳର ପ୍ରାଞ୍ଜଳ ପାତ୍ର ଆନ୍ତଃ ରାଜ୍ୟସ୍ତରୀୟ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଗତ କିଛିଦିନ ପୂର୍ବେ ପ୍ରଥମେ ଜିରୋନ ପ୍ରଡକ୍ସନର ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି…

୪ ବର୍ଷରେ ସରିନି ଅଧା

ତାଳଚେର, ୮ା୧୧(ନି.ପ୍ର.): ଦିନ ପରେ ଦିନ ଗଡ଼ିଚାଲିଛି। ବଢ଼ିଚାଲିଛି ବ୍ୟୟବରାଦ। ହେଲେ ପୂର୍ଣ୍ଣାଙ୍ଗ ରୂପ ନେଇପାରୁନି ତାଳଚେର-ଘଣ୍ଟପଡ଼ା ଓଭରବ୍ରିଜ୍‌। ଇତିମଧ୍ୟରେ କାମ ଅବଧି ସରିବା ୨ବର୍ଷ ବିତିଲାଣି। ହେଲେ ୩୫ କୋଟି ବ୍ୟୟରେ ହେଉଥିବା ଏହି ଡ୍ରିମ୍‌ ପ୍ରୋଜେକ୍ଟ କାମ ମାତ୍ର…

ବାଣ ବେପାରୀ ବାଟବଣା

ଭୁବନ, ୮।୧୧(ଡି.ଏନ.ଏ.): ଦୀପାବଳିରେ ବାଣ ଫୁଟିବ ନାହିଁ। କରୋନା ସଂକ୍ରମଣ ପାଇଁ ଚଳିତବର୍ଷ ଜାରି କରାଯାଇଥିବା ଏହି ସରକାରୀ କଟକଣା ସିଜିନ ବାଣ ବ୍ୟବସାୟୀଙ୍କ ମଧ୍ୟରେ ନିରାଶା ଖେଳାଇ ଦେଇଛି। ସରକାର କଟକଣା ଜାରି କରିବା ଆଗରୁ ବହୁ ବ୍ୟବସାୟୀ ବାଣ…

ହୋଟେଲରେ ଦେହ ବ୍ୟବସାୟ: ୩ ଗିରଫ, ୫ ବଙ୍ଗୀୟ ଯୁବତୀ ଅଟକ

ପୁରୀ ଅଫିସ,୭ା୧୧- ହୋଟେଲରେ ଦେହ ବ୍ୟବସାୟ ଚାଲୁଥିବାବେଳେ ବଳିଆପଣ୍ଡା ପୋଲିସ ଚଢାଉ କରି ୫ ବଙ୍ଗୀୟ ଯୁବତୀଙ୍କୁ ଅଟକ ରଖିଥିବାବେଳେ ୩ ଜଣ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ଏଥିସହ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ପୋଲିସ ସୂଚନା…

ବେଆଇନ ବାଣ କାରଖାନାରେ ଚଢ଼ାଉ : ୭୦ ଲକ୍ଷ ଟଙ୍କାର ବାଣ ଜବତ

ଆସିକା,୭ା୧୧(ଡି.ଏନ୍‌.ଏ.)-ଆସିକା-ବ୍ରହ୍ମପୁର ୫୯ନଂ. ଜାତୀୟ ରାଜପଥ ପାର୍ଶ୍ୱ ନଳବଣ୍ଟା ଗ୍ରାମରେ ଚାଲିଥିବା ବେଆଇନ ବାଣ କାରଖାନା ଉପରେ ଶନିବାର ଆସିକା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ବାଣ ଓ ବାଣ ତିଆରି ସରଞ୍ଜାମ ଜବତ କରିଛି। ଏହି ଘଟଣାରେ ଲବ ବେହେରା,…

ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ରଙ୍କ ପରଲୋକ

କଟକ ଅଫିସ,୭ା୧୧: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ହାଇକୋର୍ଟ ବାର୍‌ ଆସୋସିଏଶନର ପୂର୍ବତନ ସଭାପତି ଡକ୍ଟର ଅଶୋକ ମହାପାତ୍ରଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ଅସୁସ୍ଥତା ଯୋଗୁ ସେ ଭୁବନେଶ୍ୱରର ଏକ ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?