ରାଇସ ମିଲ୍ରୁ ବିଷଧର ସାପ ଉଦ୍ଧାର
ବୁଗୁଡ଼ା,୨୭ା୫(ଡି.ଏନ.ଏ.)-ବୁଗୁଡ଼ା ସହର ନିକଟସ୍ଥ ଷୋହଳମାଇଲି ଠାରେ ଥିବା ଶଙ୍କର ରାଇସ୍ ମିଲରୁ ବୁଧବାର ଅପରାହ୍ନରେ ଏକ ୫ ଫୁଟିଆ ବିଷଧର ସାପ ଉଦ୍ଧାର କରାଯାଇଛି। ମିଲ୍ରେ କାମ କରୁଥିବାବେଳେ ଉକ୍ତ ସାପଟିକୁ ଅଚାନକ ଜଣେବ୍ୟକ୍ତି ଦେଖିଥିଲେ। ଖବର ପାଇ ଦଦରାଖୋଲର ନାରାୟଣ…
ତହସିଲ ଟୁଇଟର୍ ଆକାଉଣ୍ଟ ହେଉନି ଅପ୍ଡେଟ୍: ୫ ତହସିଲଦାରଙ୍କୁ ତାଗିଦ୍ କଲେ ଜିଲାପାଳ
ଜଗତସିଂହପୁର ଅଫିସ,୨୭ା୫: ଲକ୍ଡାଉନ୍ ସମୟରେ ଘରେ ବସି ପ୍ରଶାସନ ନିକଟରେ ଅଭିଯୋଗ କରି ସମାଧାନ ପାଇଁ ଟୁଇଟର୍ ସୁଯୋଗ ସୃଷ୍ଟି କରୁଛି । କିନ୍ତୁ ଜିଲାର କୁଜଙ୍ଗ, ନାଉଗାଁ, ବିରିଡ଼ି, ବାଲିକୁଦା ଓ ଜଗତ୍ସିଂହପୁର ତହସିଲ କାର୍ଯ୍ୟାଳୟ ଟୁଇଟର୍ ଅପଡେଟ୍ ହେଉନାହିଁ।…
ଆନନ୍ଦପୁର ପୌର ପରିଷଦ କାର୍ଯ୍ୟାଳୟରେ ଉତ୍ତେଜନା: ଯନ୍ତ୍ରୀ-ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ଧସ୍ତାଧସ୍ତି
ଆନନ୍ଦପୁର,୨୭ା୫(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ କାର୍ଯ୍ୟାଳୟରେ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀଙ୍କ ସହିତ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ବଚସା ପରେ ଧସ୍ତାଧସ୍ତି ହୋଇଛି। ଫକୀରପୁର ୮ ନଂ. ଓ୍ବାର୍ଡର ଉନୟନ ଯୋଜନାରେ ସଂପୃକ୍ତ ଓ୍ବାର୍ଡରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସାମିଲ…
ଚିଲିକାରେ ମାଛ ଧରୁଥିବା ବେଳେ ମତ୍ସ୍ୟଜୀବୀଙ୍କ ଜୀବନ ଗଲା
କୃଷ୍ଣପ୍ରସାଦ,୨୭ା୫(ଡି.ଏନ୍.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ନଳବଣ ନିକଟ ଚିଲିକାରେ ମାଛ ଧରୁଥିବା ବେଳେ ଜଣେ ମତ୍ସ୍ୟଜୀବୀଙ୍କ ବୁଧବାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଶ୍ୟାମସୁନ୍ଦର ବେହେରାଙ୍କ ଘର କୃଷ୍ଣପ୍ରସାଦ ବ୍ଲକ କୁମାରପୁରରେ। ସେ ଏବଂ ତାଙ୍କ ଭାଇ ରାମହରି ବେହେରା…
କଟକରେ ଖୋଲିଲା ପାର୍କ
କଟକ ଅଫିସ,୨୭।୫: କଟକରେ ଖୋଲିଲା ପାର୍କ। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ୬ଟା ଯାଏ ପାର୍କ ଖୋଲା ରହିବ। ତେବେ ପାର୍କରେ ମାସ୍କ ପିନ୍ଧିବା…
କରୋନା ଲକ୍ଷଣ ଲୁଚାଇଲେ ବିପଦ: ଗଞ୍ଜାମ ଜିଲାପାଳ
ଛତ୍ରପୁର, ୨୭।୫(ଡି.ଏନ୍.ଏ.)- ଗଞ୍ଜାମ ଜ଼ିଲାର ଜନସାଧାରଣଙ୍କ ପାଇଁ ବୁଧବାର ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଆଡ଼ଭାଇଜରୀ ଜାରି କରିଛନ୍ତି। ଘରେ ରୁହ ସୁରକ୍ଷିତ ରୁହ, ମାସ୍କ ବ୍ୟବହାର, ଜନଗହଳିରୁ ଦୁରେଇ ରହିବା, ବାରମ୍ବାର ସାବୁନରେ ହାତ ଧୋଇବା ଏବଂ ଅନ୍ୟଠାରୁ…
ଗଞ୍ଜାମରେ ହୋମ୍ କ୍ୱାରାଣ୍ଟାଇନ୍ରେ ଅଛନ୍ତି ପ୍ରବାସୀ: ନିୟମିତ ସ୍ବାସ୍ଥ୍ୟାବସ୍ଥା ମନିଟରିଂ କରୁଛି ଟିମ୍
ଛତ୍ରପୁର, ୨୭।୫(ଡି.ଏନ୍.ଏ.)- ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମକୁ ଫେରୁଛନ୍ତି। ଜି଼ିଲାରେ ବହୁ ପ୍ରବାସୀ ହୋମ୍ କ୍ୱାରାଣ୍ଟାଇନରେ ଅଛନ୍ତି। ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ନିରୀକ୍ଷଣ ପାଇଁ ଗଠିତ ଟିମ ସେମାନଙ୍କ ଘରକୁ ଯାଇ ନିୟମିତ ମନିଟରିଂ କରୁଛି। ଏହା ଏକ ଗୁରୁତ୍ୱପୂର୍ଣ…
ପୋଲିସ-ମାଓବାଦୀ ଗୁଳି ବିନିମୟ: କ୍ୟାମ୍ପ ଠାବ, ଖବରଦାତା ସମ୍ମିଳନୀରେ ଏସ୍ପିଙ୍କ ସୂଚନା
ବରଗଡ଼ ଅଫିସ,୨୭ା୫: ବରଗଡ଼ ଜିଲାରେ ମାଓବାଦୀ ଗତିବିଧି ପୁଣି ପରିଲକ୍ଷିତ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଜିଲାର ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସୁକଲତେର୍ମା ନିକଟରେ ପୋଲିସ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛି। ତେବେ ସେହି କ୍ୟାମ୍ପ ଆଡ଼କୁ ଅଗ୍ରସର ହେଉଥିବା…
ବଲାଙ୍ଗୀରରେ ଅର୍ଦ୍ଧ ଶତକ ଡେଇଁଲା ସଂକ୍ରମିତଙ୍କ ସଂଖ୍ୟା: ବୁଧବାର ନୂଆ ୧୬ ପଜିଟିଭ୍ ଚିହ୍ନଟ; ୫୨ ସକ୍ରିୟ, ୨ ସୁସ୍ଥ
ବଲାଙ୍ଗୀର ଅଫିସ, ୨୭ା୫- ବଲାଙ୍ଗୀର ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ବୁଧବାର ଗୋଟିଏ ଦିନରେ ୧୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି…
୨୦ ହଜାର ଲୋକଙ୍କୁ କୋଭିଡ୍ କମ୍ୟୁନିଟି ସ୍ବାସ୍ଥ୍ୟକର୍ମୀ ତାଲିମ, ଟୁଇଟ୍ କରି ସୂଚନା ଦେଲେ ଜିଲାପାଳ
ଛତ୍ରପୁର,୨୭ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଆମ ସ୍ବାସ୍ଥ୍ୟ ଆମ ଦାୟିତ୍ୱ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଉକ୍ତ ତାଲିମ କାର୍ଯ୍ୟକ୍ରମକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁଭାରମ୍ଭ କରିଛନ୍ତି। ଜିଲାର ୨୦ ହଜାର ଲୋକଙ୍କୁ କୋଭିଡ୍ -୧୯ କମ୍ୟୁନିଟି ତାଲିମ…
ଜଟଣୀ ବାଇପାସ୍ ନିକଟରେ ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ: ୧୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ
ଖୋର୍ଦ୍ଧା ଅଫିସ,୨୬।୫: କଟକ ଅବକାରୀ ଗୁଇନ୍ଦା ବିଭାଗ ବୁଧବାର ଜଟଣୀ ବାଇପାସ ଛକ ନିକଟରେ ଚଢ଼ାଉ କରି ୧୦୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଘଟଣାରେ ଏସ୍.କେ.ସରିଫ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଯୁବକଙ୍କ ନିକଟରୁ ୨ହଜାର ଟଙ୍କା…
ବର ବେଶରେ ସଜ୍ଜିତ ହେଲେ ବାବା ଆଖଣ୍ଡଳମଣି, ଆଜି ଅପରାହ୍ନରେ ହେବ ବିବାହ
ଆରଡ଼ି,୨୭ା୫(ଡି.ଏନ୍.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବୁଧବାର ଅପରାହ୍ନରେ ଶିବ ବିବାହ ଅନୁଷ୍ଠିତ ହେବ। ସକାଳୁ ମାତା ପାର୍ବତୀ ଓ ବାବା ମହାଦେବଙ୍କୁ ମଙ୍ଗୁଳା ଯାଇଥିଲା। ପରେ ବାବା ଆଖଣ୍ଡଳମଣିଙ୍କୁ ବରବେଶରେ ସଜ୍ଜିତ କରାଯାଇଥିଲା। ବରମାତା ଜ୍ୟୋତ୍ସ୍ନାରାଣୀ ପାଢ଼ୀ ଓ…
Archives


