ଆମ ଜିଲା ଖବର

ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ ଅଫିସ,୧୬।୧: ନିଲମ୍ବିତ ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କ ଜାମିନ ଆବେଦନ ମାମଲାର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ଶେଷ ହୋଇଛି। ହାଇକୋର୍ଟ ବିରାରପତି ଜଷ୍ଟିସ୍‌ ଦେବବ୍ରତ ଦାସ ଏହି ମାମଲାର ଶୁଣାଣି ଶେଷ କରି…

ନକଲି ପାନମସଲା କାରଖାନା ଠାବ: ମାଲିକ ଗିରଫ

କଟକ ସଦର, ୧୬।୧(ଡି.ଏନ୍‌.ଏ.): କଟକ ଜିଲା ସଦର ଥାନା ଅଧୀନ ଆମଣ ପଞ୍ଚାୟତର ଶାସୋଳ ଗ୍ରାମରେ ଶୁକ୍ରବାର ପୋଲିସ ଚଢାଉ କରି ନକଲି ପାନମସଲା କାରଖାନା ଠାବ କରିଛି। ସେଠାରୁ ୧୨ କୁଇଣ୍ଟାଲ ନିମ୍ନମାନର ଗୁଣ୍ଡି, ଜର୍ଦ୍ଦା ପ୍ରସ୍ତୁତି ସାମଗ୍ରୀ, ୨…

ଗହୀରମଥାରେ ଅଲିଭ ରିଡ୍‌ଲେଙ୍କ ମିଳନ

ମହାକାଳପଡ଼ା, ୧୬।୧ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଜଳରାଶିରେ ବିରଳ ଅଲିଭ ରିଡ୍‌ଲେ କଇଁଛମାନଙ୍କ ମିଳନ ଆରମ୍ଭ ହୋଇଥିବା ଶୁକ୍ରବାର ଦେଖିବାକୁ ମିଳିଛି। ବିଶେଷକରି ଏହି ସମୟରେ ସୁରକ୍ଷିତ ଅଭୟାରଣ୍ୟର ମାଦଲି, ଅଗରନାସୀ, ଲଞ୍ଚ ଘୋଲା, ଷୋଳମୁହାଣ, ହୁକିଟୋଲା…

ଦ୍ୱନ୍ଦ୍ୱରେ ଏସ୍‌ଆଇଟି ସମ୍ପର୍କିତ ଚିଠି

ବଲାଙ୍ଗୀର ଅଫିସ, ୧୬।୧: ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ତଦନ୍ତ ଓଡ଼ିଶା ହାଇକୋର୍ଟଙ୍କ ପର୍ଯ୍ୟବେକ୍ଷଣ (ମନିଟରିଂ)ରେ ହେଉ ବୋଲି ରାଜ୍ୟ ସରକାର ଅନୁରୋଧ କରି ଗତ ୨୮ ନଭେମ୍ବରରେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଥିଲେ। ଏପରି କି ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି)ରେ…

ଗୋରୀ ପାଇଁ ପୁଣି ସାଥୀ ଖୋଜା

ରାଜନଗର,୧୬।୧(ଡି.ଏନ.ଏ.) : ଭିତରକନିକା ଜାତୀୟ ଉଦ୍ୟାନର ସୁନ୍ଦରୀ ଦେଶ ବିଦେଶ ପର୍ଯ୍ୟଟକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଶଙ୍ଖୁଆ କୁମ୍ଭୀର ଗୋରୀକୁ ଏବେ ୪୬ ବର୍ଷ ଚାଲିଲା। ଗୋରୀ ପାଇଁ ବିଦେଶୀ ଓ ଦେଶୀୟ ସାଥୀଙ୍କୁ ଅଣାଯାଇ ମିଳନର ସୁଯୋଗ ଦିଆଯାଇଥିଲା। ମାତ୍ର ଗୋରୀ…

ଥାନାରେ ବାଘଛୁଆ

କୋକସରା, ୧୬।୧ (ଡି.ଏନ.ଏ.): କଳାହାଣ୍ଡି ଜିଲା ଆମପାଣି ଘାଟି ରାସ୍ତାରେ ଗତ କିଛିଦିନ ତଳେ ଏକ କଲରାପତରିଆ ବାଘ ଦେଖିବାକୁ ମିଳିଥିବା ବେଳେ ଗୁରୁବାର ରାତି ପ୍ରାୟ ୧୦ଟାରେ ଆମପାଣି ଥାନା ପରିସରରେ ୨ ବାଘ ଛୁଆ ବୁଲୁଥିବା ଜଣାପଡ଼ିଛି। ବାଘ…

ଖେଳଣା ଗିଳି ଶିଶୁପୁତ୍ର ମୃତ

କେନ୍ଦୁଝର/ଆନନ୍ଦପୁର, ୧୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ ଅର୍ଜୁନବଣିଆ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ପ୍ଲାଷ୍ଟିକ୍‌ ଖେଳଣା ଗିଳି ଦେବାରୁ ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ଗଁାର ମନୁ ନାଇକଙ୍କ ପୁଅ ସନୁ(୪)।…

ପିକ୍‌ନିକ୍‌ ସ୍ପଟ୍‌: ଦୁର୍ଗାପାଡ଼ୁ ଜଳପ୍ରପାତ

ପ୍ରକୃତିର କୋଳରେ ରହିଛି ରାୟଗଡ଼ା ଜିଲା। ନିଆରା କଳା, ସଂସ୍କୃତି, ଆଦିବାସୀ ପରମ୍ପରା ସହ ଏଠାରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ତଥା ପିକ୍‌ନିକ୍‌ ସ୍ପଟ୍‌। ଏହା ମଧ୍ୟରେ ଅନ୍ୟତମ ଦୁର୍ଗାପାଡ଼ୁ ଜଳପ୍ରପାତ। ରାୟଗଡ଼ା ଜିଲା ସଦରଠାରୁ ମାତ୍ର ୩୭ କି.ମି.…

ଦଦରା ଗାଡ଼ିରେ କାମ ଚଳୁଛି

ଖଇରା, ୧୬।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ଏକ ସମ୍ବେଦଦନଶୀଳ ଥାନା ହୋଇଥିବା ବେଳେ ବହୁବିଧ ସମସ୍ୟା ସାଧାରଣ ଲେକଙ୍କୁ ନ୍ୟାୟ ପ୍ରଦାନରେ ବାଧକ ସାଜିଛି। କର୍ମଚାରୀ ସାଙ୍ଗକୁ ଗାଡି ଅଭାବ ଓ ନୂତନ ଗୃହ ନିର୍ମାଣରେ ବିଳମ୍ବ କେବଳ କର୍ମଚାରୀଙ୍କ…

ଟିକେଟ ଦେୟକୁ ବଳିଯାଉଛି ଟ୍ରେନ୍‌ ଧରିବା ଖର୍ଚ୍ଚ

ବଇଣ୍ଡା,୧୬ା୧: ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡା ରେଳଷ୍ଟେଶନ ସର୍ବଦା ବ୍ୟସ୍ତବହୁଳ। ଆଠମଲ୍ଲିକ ଉପଖଣ୍ଡର ବଇଣ୍ଡା ଏକ ବ୍ୟବସାୟିକ କେନ୍ଦ୍ର ହୋଇଥିବାବେଳେ ଏହି ଷ୍ଟେଶନ ଉପରେ ୪୧ଟି ପଞ୍ଚାୟତର ଯାତ୍ରୀ ନିର୍ଭର କରନ୍ତି। କିନ୍ତୁ ଜିଲାର ଏହି ପ୍ରମୁଖ ଷ୍ଟେଶନ ଦେଇ…

କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ରାଉରକେଲା,୧୫ା୧: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଶ୍ରୀୟା ମେଟାଲିକ ଏଣ୍ଡ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ରାତିରେ ନିଆଁ ଲାଗିଯାଇଥିଲା। ଏହା ଦେଖି ସ୍ଥାନୀୟ କର୍ମଚାରୀ ସେଠାରୁ ଦୌଡ଼ି ପଳାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ ସଟ୍‌…

ଗାଁରେ ପଶିଲା ୪ ହାତୀ

କୁତ୍ରା/ରାଉରକେଲା ଅଫିସ୍‌, ୧୫।୧: ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ପଞ୍ଚରା, ପାନପଡ଼ା ଗ୍ରାମରେ ଏକ ୪ଟିକିଆ ହାତୀପଲ ପଶି ଉପଦ୍ରବ କରିଛନ୍ତି। ହାତୀପଲ କୁନ୍ତି ନାଏକଙ୍କ ବାଡିରେ ବିଲାତି ଖାଇ ଦଳି ଚକଟି ନଷ୍ଟ କରି ଦେଇଛନ୍ତି। ପରେ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?