ଆମ ଜିଲା ଖବର

ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର,୧ା୧୦(ଡି.ଏନ୍‌.ଏ.): ଦୀର୍ଘ ୭ ମାସ ପରେ ଗୁରୁବାରଠାରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି। ମାତ୍ର ଏବେ ସମସ୍ତ ପର୍ଯ୍ୟଟକଙ୍କୁ ଭିତରକନିକା ମଧ୍ୟକୁ ପ୍ରବେଶ ଅନୁମତି ମିଳିବ ନାହିଁ। କେବଳ ରାତ୍ରିଯାପନ ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ଏହି ଅନୁମତି ମିଳିବ ବୋଲି ପ୍ରଶାସନ…

୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଆଳି, ୧।୧୦(ଡି.ଏନ.ଏ )-ବଲିଉଡ ଅଭିନେତ୍ରୀଙ୍କ ଡ୍ରଗ୍ସ କାରବାର୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଳିରୁ ବ୍ରାଉନସୁଗାର ଜବତ ହେବା ଘଟଣା ସମଗ୍ର କେନ୍ଦ୍ରାପଡ଼ା ଜିଲାରେ ହଇଚଇ ସୃଷ୍ଟି କରିଛି। ଆଳି ପୋଲିସ ବୁଧବାର ରାତିରେ ପତ୍ରପୁର ସେତୁ ନିକଟରେ ଜଣେ…

ମହିଳାଙ୍କୁ ଏସିଡ୍‌ ଫିଙ୍ଗିବା ମାମଲା: ୨ ଗିରଫ

କଟକ ସଦର, ୧ା୧୦ (ଡି.ଏନ୍‌.ଏ.):କଟକ ସଦର ଥାନା ଅଧୀନ ଶ୍ରୀରାମ ଗ୍ରାମର ଜଣେ ମହିଳାଙ୍କ ଉପରକୁ ଏସିଡ୍‌ ଫିଙ୍ଗିବା ମାମଲାରେ ୪୨ମୌଜା ଫାଣ୍ଡି ପୋଲିସ ବୁଧବାର ୨ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉକ୍ତ ଗ୍ରାମର ସୁକାନ୍ତି…

ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ

କଟକ ଅଫିସ, ୧ା୧୦:ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ ୩ ନାମଲେଖାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଥିବାବେଳେ ଚଳିତବର୍ଷ ଅନ୍‌ଲାଇନ ମାଧ୍ୟମରେ ନାମଲେଖା ପ୍ରକ୍ରିୟା ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ…

ଘରେ ମଞ୍ଚା ବାନ୍ଧି ଶୋଉଛନ୍ତି

ଚମ୍ପୁଆ/ଘାଗରବେଡା, ୧।୧୦(ଡି.ଏନ.ଏ)-ମୟୂରଭଞ୍ଜ ଜିଲା ରରୁଆଁ ବ୍ଲକ ବୁଢ଼ାମରା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା। ଗୋଟିଏ ଘରେ ରହୁଛନ୍ତି ୧୪ ଆଦିବାସୀ ପରିବାର ସଦସ୍ୟ। ସ୍ଥାନ ଅଭାବରୁ ଘରଭିତରେ ସେମାନେ ମଞ୍ଚା ବାନ୍ଧି ଶୋଉଥିବା ଦେଖିବାକୁ ମିଳିଛି। ଆବାସ…

ପରିଚୟ ହରାଇବ ହୋମିଓପ୍ୟାଥିକ ମେଡିକାଲ କଲେଜ

ବାରିପଦା ଅଫିସ,୧।୧୦-କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଭିତ୍ତିଭୂମିର ଅଭାବ ଥିବା ଦର୍ଶାଇ ବେସରକାରୀ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟରେ ଆଡମିଶନ ବନ୍ଦ କରି ଦିଆଯାଇଛି। ଏହାକୁ ପୁନର୍ବାର ଚାଲୁ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ଅଣ୍ଡଟେକିଙ୍ଗ ଦେବା ପାଇଁ ଆୟୁଷ ମନ୍ତ୍ରଣାଳୟ…

ଲାଞ୍ଚ ନେବାବେଳେ ପିଇଓଙ୍କୁ ଗିରଫ କଲା ଭିଜିଲାନ୍ସ

ବଇଣ୍ଡା,୩୦ା୯(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ସଞ୍ଜାମୁରା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ନିର୍ଭୟ ପ୍ରଧାନଙ୍କୁ ମଙ୍ଗଳବାର ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ସେ ଜଣେ ହିତାଧିକାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା କୁହାଯାଇଛି। ଘଟଣାରୁ…

କଟକରୁ ଆଜି ଆଉ ୨୨୭ ପଜିଟିଭ ଚିହ୍ନଟ

କଟକ ଅଫିସ,୩୦।୯-କଟକ ସହରରୁ ଆଜି ଆଉ ୨୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୨୯ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୯୮ ରହିଛି। ଏ ନେଇ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଟୁଇଟ କରି ସୂଚନା…

ହିତାଧିକାରୀଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଦିଗପହଣ୍ଡି,୩୦ା୯: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତର ବଜ୍ରଗୁମ୍ମା, ଢେପାପେଣ୍ଠ, ଚୌଧୁରୀ ଟିକରପଡ଼ା ଆଦି ଗ୍ରାମର ବହୁ ସଂଖ୍ୟକ ହିତାଧିକାରୀ ବିଭିନ୍ନ ସରକାରୀ ସହାୟତାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ସାମାଜିକ କର୍ମୀ ଇଂ. ଉତ୍ତମ କୁମାର ପାଣିଗ୍ରାହୀଙ୍କ…

ତାତିଲେ ଗାଁ ସାଥୀ, ପଞ୍ଚାୟତିରାଜ ପ୍ରମୁଖ ଶାସନ ସଚିବଙ୍କୁ ହଟାଇବା ଲାଗି ଦାବି

କେନ୍ଦୁଝର,୩୦ା୯(ସ୍ବ.ପ୍ର.): ରାଜ୍ୟପାଳଙ୍କୁ ବେଖାତିର କରି ଗାଁ ସାଥୀଙ୍କ ପାଇଁ ନକାରାତ୍ମକ ଚିଠି କରିଥିବା ପଞ୍ଚାୟତ ବିଭାଗର ପ୍ରମୁଖ ଶାସନ ସଚିବ ଆଇଏଏସ ଡି.କେ. ସିଂଙ୍କ ବିରୋଧରେ ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସଂପୃକ୍ତ ଅଧିକାରୀ…

୨ରେ ଖୋଲିବ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ

ବାରଙ୍ଗ,୩୦ା୯(ଡି.ଏନ୍‌.ଏ.):ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଅକ୍ଟୋବର୨ ଅର୍ଥାତ୍‌ ଗାନ୍ଧୀ ଜୟନ୍ତୀରେ ଖୋଲିବ ବୋଲି ଡିଏଫ୍‌ଓ କେଦାର ସ୍ବାଇଁ କହିଛନ୍ତି। କୋଭିଡ୍‌ କଟକଣାରେ ଖୋଲିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବାବେଳେ କୋଭିଡ୍‌ ନିୟମ ମାନି ପର୍ଯ୍ୟଟକ ପ୍ରବେଶ କରିବେ। ଏଥିନିମନ୍ତେ ସାମାଜିକ ଦ୍ୱରତ୍ୱ ସହ ମାସ୍କ ପିନ୍ଧିବାକୁ…

ଲକ୍ଷାଧିକ ଟଙ୍କା ହେରଫେର ଗନ୍ଧ: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ତାଲା ଭାଙ୍ଗିଲେ ବିଡିଓ

ପାଟଣା,୩୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଜେନାଙ୍କ ପଞ୍ଚାୟତ କାର୍ଯ୍ୟାଳୟ ତାଲାକୁ ମଙ୍ଗଳବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବିଡିଓ ଭାଙ୍ଗିଦେଇଛନ୍ତି। ମିଳିଥିବା ସୁଚନା ଅନୁଯାୟୀ, ବାଉଁଶୁଳି ପଞ୍ଚାୟତ ପିଇଓ ଜେନା ଏସ୍‌ଏଫ୍‌ସି ଓ ସିଏଫ୍‌ ସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri