ଆମ ଜିଲା ଖବର

ସୁନ୍ଦରଗଡ଼ବାସୀଙ୍କୁ ଯିବାକୁ ପଡ଼ିବନି କଟକ, ଭୁବନେଶ୍ୱର

ରାଉରକେଲା,୨୦।୩: ସୁନ୍ଦରଗଡ଼ ଜିଲାରେ ନ ଥିଲା ସୁପର ସ୍ପେଶିଆଲିଟି ହସ୍ପିଟାଲ। ଉତ୍ତମ ଚିକିତ୍ସା ପାଇଁ କଟକ, ଭୁବନେଶ୍ୱର ଯାଉଥିଲେ ଜିଲାବାସୀ। ବର୍ତ୍ତମାନ ଏହା ଦୁର ହୋଇଛି। ବହୁ ପ୍ରତୀକ୍ଷିତ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ ରବିବାର…

ସ୍ତ୍ରୀଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କଲେ ଗୋବିନ୍ଦା, ପ୍ରଭୁ ଆସିଥିଲେ ସ୍ବପ୍ନରେ

ପୁରୀ ଅଫିସ,୨୧।୩: ବଲିଉଡ ଅଭିନେତା ଗୋବିନ୍ଦା ଓ ତାଙ୍କ ସ୍ତ୍ରୀ ସୁନିତା ଆହୁଜାଙ୍କ ସହ ରବିବାର ଶ୍ରୀ ମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କୁ ସେ ଅତି ନିକଟକୁ ଦର୍ଶନ କରି ବିଭୋର ହୋଇଯାଇଛନ୍ତି। ସେ କହିଛନ୍ତି, ମୋ…

ସହରରେ ‘ସୁଜଳ’ ଯୋଜନାର ସଫଳତା ପାଇଁ ଓ୍ବାଟକୋ ପୁରସ୍କୃତ

ପୁରୀ ଅଫିସ,୨୧।୩: ପୁରୀ ସହରରେ ‘ସୁଜଳ’ ଯୋଜନାର ସଫଳ କାର୍ଯ୍ୟକାରିତା ନିମନ୍ତେ ଓ୍ବାଟକୋକୁ ‘ଆୱାର୍ଡ ଅଫ୍‌ ଏକ୍ସେଲେନ୍ସ’ ପୁରସ୍କାର ମିଳିଛି। ଗତ ଗୁରୁବାର ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଓ ଇଲେଟ୍ସ ଟେକ୍ନୋ ମିଡିଆ ଆୟୋଜିତ ୨ୟ ଜାତୀୟ ଜଳ ଓ…

ଡମ୍ପର ନେଲା ବୃଦ୍ଧଙ୍କ ଜୀବନ, ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ ସ୍ଥାନୀୟ ଲୋକେ

ବାଲେଶ୍ୱର ଅଫିସ,୨୧।୩: ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ନୂଆନଈ ପୋଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ରବିବାର ପୂର୍ବାହ୍ନରେ ବାଲେଶ୍ୱର ସୁନହଟ ଅଞ୍ଚଳର ମହେନ୍ଦ୍ର ଦାସ (୮୦) ନୂଆନଈ…

ଫେରିଯିବ ସୁନ୍ଦରୀ

ଅନୁଗୋଳ ଅଫିସ,୨୧।୩: ଆଜି ମଧ୍ୟପ୍ରଦେଶ ଫେରିଯିବ ସୁନ୍ଦରୀ। ଏଥିପାଇଁ ୬ ଜଣିଆ ବିଶେଷଜ୍ଞ ଦଳ ସାତକୋଶିଆ ଅଭିମୁଖେ ଆସୁଛନ୍ତି। ଅପରାହ୍ନ ସୁଦ୍ଧା ଏହି ଦଳ ଅନୁଗୋଳରେ ପହଞ୍ଚିବେ। ସାତକୋଶିଆ ବନ ଅଧିକାରୀମାନଙ୍କ ସହ ଆଲୋଚନା ପରେ ଏନ୍‌କ୍ଲୋଜରକୁ ଯାଇ ବାଘୁଣୀର ପରିସ୍ଥିତି…

ରାଉରକେଲାରେ ପହଞ୍ଚି ଏନ୍‌ଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ରାଉରକେଲା ଅଫିସ,୨୧।୩: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ରାଉରକେଲାରେ ପହଞ୍ଚିଛନ୍ତି। ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ସେ ରାଉରକେଲା ଗସ୍ତରେ ଅଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ସେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ପ୍ରଫେସର…

ଗଛକଟାକୁ ନେଇ ମାଡ଼ ଖାଇବାରୁ ଲଜ୍ଜାରେ ଫାଶୀ ଦେଲେ ଯୁବକ

ଖଇରା,୨୧।୩(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଖଇରା ଥାନା ଗଗନଧୂଳି ପଞ୍ଚାୟତ ଅଧୀନ ତେନ୍ତୁଳିଆପଡ଼ା ଗ୍ରାମରେ ଗଛ କଟାକୁ ନେଇ କିଛି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ ଏହି ଘଟଣାରେ ମାଡ ଖାଇବା ପରେ ଭାଗୀରଥି ଦାସ ନାମକ ଜଣେ ଯୁବକ ଆତ୍ମହତ୍ୟା…

ଦୁର୍ଦ୍ଦିନରେ ୫୦୦ ବୁଣାକାର ପରିବାର

ଖୋର୍ଦ୍ଧା ଅଫିସ,୨୧ା୩: କରୋନା ମହାମାରୀ ଯୋଗୁ ଏକ ବର୍ଷ ହେବ ଖୋର୍ଦ୍ଧା ଜିଲା ବେଗୁନିଆ ଏବଂ ବୋଲଗଡ଼ ବ୍ଲକର ୫୦୦ରୁ ଊର୍ଦ୍ଧ୍ୱ ବୁଣାକାରଙ୍କ ପରିବାର ହାତ ବାନ୍ଧି ବସିଛନ୍ତି। କଞ୍ଚାମାଲ ଅଭାବ, ପ୍ରସ୍ତୁତ ସାମଗ୍ରୀ ବିକ୍ରି ନ ଥିବାରୁ ବୁଣାକାରଙ୍କ ସମସ୍ୟାକୁ…

ଗ୍ୟାସ୍‌ ଟ୍ୟାଙ୍କର-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ୪ ଜଣଙ୍କ ଜୀବନ ଗଲା, ୩ ଗୁରୁତର

ଅନୁଗୋଳ ଅଫିସ/ଛେଣ୍ଡିପଦା,୨୧।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ର ଜରପଡ଼ାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ରବିବାର ସକାଳେ ଜରପଡ଼ା ବସ୍‌ଷ୍ଟାଣ୍ଡ ନିକଟରେ ଏକ ଆମ୍ବୁଲାନ୍ସ ଏବଂ ଗ୍ୟାସ ଟ୍ୟାଙ୍କର୍‌ ସହ ସାମ୍ନାସାମ୍ନି ଧକ୍କା ହେବାରୁ ୪ଜଙ୍କେ…

ବୁଢୀ ଠାକୁରାଣୀ ଯାତ୍ରାକୁ ବିଏମ୍‌ସିର ଅନୁମତି

ବ୍ରହ୍ମପୁର ଅଫିସ,୨୧ା୩: ବ୍ରହ୍ମପୁର ମା’ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରାକୁ ନେଇ ଶନିବାର ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ୭ଦିନ ଯାତ୍ରା ପାଇଁ ଅନୁମତି ଦିଆଯାଇଛି। ବିଏମ୍‌ସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। କୋଭିଡ୍‌…

ବ୍ରହ୍ମପୁର ଆଇଟିଆଇକୁ ସ୍କଚ୍‌ ଆୱାର୍ଡ

ବ୍ରହ୍ମପୁର ଅଫିସ୍‌,୨୧ା୩: କରୋନା ସମୟରେ ସଂକ୍ରମଣରୁ ଦୂରେଇ ରହିବା ନିମନ୍ତେ ଉନ୍ନତମାନର ସାମଗ୍ରୀ ପ୍ରସ୍ତୁତ କରି ବ୍ରହ୍ମପୁର ଶିଳ୍ପ ତାଲିମ୍‌ ବୈଷୟିକ ଅନୁଷ୍ଠାନ ୭୨ତମ ସ୍କଚ୍‌ ସମିତିରେ ଶନିବାର ସ୍ବର୍ଣ୍ଣ ବିଜେତା ଭାବେ ସ୍କଚ୍‌ ଆୱାର୍ଡ଼ ହାସଲ କରିଛି। ଛାତ୍ରୀଛାତ୍ରମାନେ ସ୍ମାର୍ଟ…

ଯୋଗାସନରେ ମାହିର ସାଇପ୍ରକାଶ

ବନ୍ତ, ୨୧।୩ (ସ୍ବ.ପ୍ର.)-ବୟସ ମାତ୍ର ୬ ବର୍ଷ। ଏହି ବୟସରୁ ୩୦ରୁ ଊର୍ଦ୍ଧ୍ୱ ଯୋଗାସନରେ ମାହିର। ଆଖି ପିଛୁଳାକେ କରି ଦେଖାଉଛନ୍ତି କଷ୍ଟସାଧ୍ୟ ଯୋଗାସନ। ମଣ୍ଡୁକ ଆସନ, ଚକ୍ରାସନ, ସର୍ପାକୃତି, କଚ୍ଛପ ଆସନ ସମେତ ଯେଉଁ ଆସନ କରିବା ଯୋଗଗୁୁରୁଙ୍କ ପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?