ଆମ ଜିଲା ଖବର

ବେଲଘର ବନାଞ୍ଚଳରେ ବାଘ: ଜଙ୍ଗଲ ଯିବାକୁ ମନା

ବାଲିଗୁଡା,୨୭।୩: କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ବନାଞ୍ଚଳର ତଗାପାଙ୍ଗା ଜଙ୍ଗଲରେ ବାଘ ବଳଦକୁ ମାରି ଖାଇଥିବା ଅଭିଯୋଗ ହୋଇଛି। ବଳଦ ମାଲିକ ସୁରେଶ୍ୱର ମଲ୍ଲିକଙ୍କ ଅଭିଯୋଗ କ୍ରମେ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି…

ମର୍ନିଂଓ୍ବାକ୍‌ ବେଳେ ମହିଳାଙ୍କୁ କମେଣ୍ଟ ମାରି ଯୁବକ ଗିରଫ

ଛତ୍ରପୁର,୨୬।୩: ମହିଳାଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ଛତ୍ରପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ମହିଳା ଜଣକ ମର୍ନିଂଓ୍ବାକ କରିବା ପାଇଁ ଆସୁଥିବା ବେଳେ ଯୁବକ ଜଣକ ତାଙ୍କୁ କମେଣ୍ଟ ମାରିଥିଲେ। ଏନେଇ ମହିଳା ଜଣକ ଛତ୍ରପୁର ପୋଲିସକୁ ଅବଗତ…

ଗାଧୋଉଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଲେ ଛାତ୍ରୀ

ବଡ଼ଗାଁ,୨୬।୩: ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଧୀନ ଖରିଆମାଲ ନିକଟ ମାଲିପଡା ଗ୍ରାମରେ ଶୁକ୍ରବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଭୂମୀସୂତା ପଟେଲ (୧୮) । ଭୂମୀସୂତା ବଡ଼ଗାଁ ଡିଗ୍ରୀ କଲେଜରେ…

୨୫ ତାଲା ଭାଙ୍ଗି ଚୋରି

ସମ୍ବଲପୁର,୨୬ା୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍‌ସାର କଲେଜ ପରିସରରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏଫ୍‌ଏମ୍‌ଟି, ପାଥୋଲୋଜି, ମାଇକ୍ରୋବାଇଲୋଜି, ଆନୋଟୋମି ବିଭାଗ କୋଠରୀର ପ୍ରାୟ ୨୫ ତାଲା ଭଙ୍ଗାଯାଇ ୨ ଲାପ୍‌ଟପ, ୧ ପ୍ରୋଜେକ୍ଟର ମେଶିନ ଚୋରି ହୋଇଥିବା ଭାରପ୍ରାପ୍ତ…

କୋଭିଡ୍‌ କଟକଣା ଉଲ୍ଲଂଘନ: ୩୦ ହଜାର ଟଙ୍କା ଗଣିଲା ମନ୍ଦିର କମିଟି

ବରଗଡ଼ ଅଫିସ୍‌,୨୬।୩: ବରଗଡ଼ ଜିଲା ଭଟଲିସ୍ଥିତ ଶ୍ୟାମ ବିହାରୀ ମନ୍ଦିରରେ ଗୁରୁବାର ଫାଲଗୁନ ମେଳା ପାଳନ କରିବା ମନ୍ଦିର କମିଟିକୁ ମହଙ୍ଗା ପଡ଼ିଛି । କୋଭିଡ୍‌ କଟକଣା ଉଲ୍ଲଂଘନ କରିଥିବା ଅଭିଯୋଗରେ ପ୍ରଶାସନ ପକ୍ଷରୁ ମନ୍ଦିର କମିଟିକୁ ୩୦ହଜାର ଟଙ୍କା ଜୋରିମାନା…

ରେଲୱେ ଠିକାଦାର କ୍ୟାମ୍ପ ଉପରେ ଆକ୍ରମଣ, ମହିଳା ଶ୍ରମିକଙ୍କୁ ବଳାତ୍କାର ଉଦ୍ୟମ

କେସିଙ୍ଗା,୨୬।୩(ଡି.ଏନ୍‌.ଏ.): ସମ୍ବଲପୁର ରେଲୱେ ଡିଭିଜନ କେସିଙ୍ଗା ରେଲୱେ ଷ୍ଟେଶନର ଗୋଦାମ ନିକଟରେ ଥିବା ରେଲୱେ ଠିକାଦାରଙ୍କ କ୍ୟାମ୍ପ ଉପରେ ଗୁରୁବାର ରାତିରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ଏହାସହ ୨୦ ପୁରୁଷ, ମହିଳା ଶ୍ରମିକଙ୍କୁ ମାଡ଼ ମାରିଥିବା କେସିଙ୍ଗା ଥାନାରେ ଅଭିଯୋଗ ହୋଇଛି।…

କେନ୍ଦୁଝରେ ଭାରତ ବନ୍ଦର ପ୍ରଭାବ : ଟାୟାର ଜାଳି ରାସ୍ତାରୋକୋ

ପାଟଣା,୨୬।୩(ସ୍ବ.ପ୍ର.): ସାରା ଦେଶରେ ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ କୃଷି ଆଇନକୁ ବିରୋଧ କରି ଶୁକ୍ରବାର ଭାରତ ବନ୍ଦ ପ୍ରଭାବ କେନ୍ଦୁଝର ଜିଲାରେ ଦେଖିବାକୁ ମିଳିଛି। ପାଟଣା ବ୍ଲକ ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ ନଂ. ଜାତୀୟ ରାଜପଥର ବୈତରଣୀ ନଦୀ…

ଗଞ୍ଜାମରେ ଭାରତ ବନ୍ଦର ପ୍ରଭାବ

ଗଞ୍ଜାମ,୨୬।୩ (ଡି.ଏନ୍‌.ଏ.): ସଂଯୁକ୍ତ କିସାନ ମୋର୍ଚ୍ଚା ଆହ୍ବାନକ୍ରମେ କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ଗଞ୍ଜାମ ସହରରେ ମଧ୍ୟ ଦେଖିବାକୁ ମିଳିଛି। କୃଷକ ସଭା ଓ ସିଟୁ ସଂଗଠନ…

ବଡ଼ଖରିଡ଼ାରେ ଅଗ୍ନିକାଣ୍ଡ: ୮ ପରିବାର ସର୍ବସ୍ବାନ୍ତ, ତହସିଲଦାରଙ୍କ ପକ୍ଷରୁ ସହାୟତା

ପୁରୁଷୋତ୍ତମପୁର, ୨୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡଖରିଡା ଗ୍ରାମରେ ଗୁରବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୮ ଟି ପରିବାର ସମ୍ପୂର୍ଣ୍ଣ ରୂପେ ଛାରଖାର ହୋଇଯାଇଛି। ଆସବାବପତ୍ର ସମେତ ଧାନ, ଚାଉଳ, ଲୁଗାପଟା ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ…

କର୍ଲାମୁଣ୍ଡା ବ୍ଲକ ଶିକ୍ଷା ସହାୟକ ସଂଘର ନୂତନ କର୍ମକର୍ତ୍ତା ଚୟନ: ମନୋଜ ଦାସ ହେଲେ ସଭାପତି

କର୍ଲାମୁଣ୍ଡା,୨୬।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କାର୍ଯ୍ୟରତ ୨୦୧୮ ବ୍ୟାଚର କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ କେସିଙ୍ଗାସ୍ଥିତ ବେଲଖଣ୍ଡି ଶିବ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ଏକ ସାଧାରଣସଭା ଅନୁଷ୍ଠିତ ହୋଇଥିଲା। ପୂର୍ବତନ ସଭାପତି ଶିକ୍ଷକ ପ୍ରଶନ୍ନ କୁମାର ସାହୁ ଏହାର ଅଧ୍ୟକ୍ଷତା…

ଦିଗପହଣ୍ଡିରେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ

ଦିଗପହଣ୍ଡି,୨୬।୩(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରି ସର୍ବଭାରତୀୟସ୍ତରରେ ଗଠିତ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଡାକରା ଦିଆଯାଇଥିବା ଭାରତ ବନ୍ଦକୁ ସଫଳ କରିବା ନିମନ୍ତେ ଦିଗପହଣ୍ଡିରେ ଶୋଭାଯାତ୍ରା କରାଯାଇଛି। ଶୁକ୍ରବାର ସ୍ଥାନୀୟ ବସଷ୍ଟାଣ୍ଡ – ଟାଉନ ଛକରେ ସିପିଆଇ…

କୃଷି ଆଇନକୁ ବିରୋଧ: ଭାରତ ବନ୍ଦକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ

ବରଗଡ଼ ଅଫିସ,୨୬।୩: ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନକ୍ରମେ କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ଶୁକ୍ରବାର ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ବରଗଡ଼ରେ ସ୍ବତଃସ୍ଫୁର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଥିବା ବେଳେ ବରଗଡ଼ ଗାନ୍ଧୀଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?