ଯୋଡ଼ି ହେଲା ମହିଳାଙ୍କ ୪ କଟା ଆଙ୍ଗୁଠି
କଟକ ଅଫିସ,୧୬ା୭: ଯୋଡ଼ିି ହେଲା ମହିଳାଙ୍କ ୪ କଟା ଆଙ୍ଗୁଠି। ଏଭଳି ବିରଳ ଅସ୍ତ୍ରୋପଚାର ଏସ୍ସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗ ଡାକ୍ତରମାନେ କରିଛନ୍ତି। ଫଳରେ ଅସ୍ତ୍ରୋପଚାରର ୧୧ ଦିନ ପରେ ସମ୍ପୃକ୍ତା ମହିଳାଙ୍କ ୪ କଟା ଆଙ୍ଗୁଠି କିଛି ଅଂଶରେ ପୁନଃ…
ସବୁ ଆର୍ଟିଓରେ ହେବ ସ୍ବତନ୍ତ୍ର ସିଙ୍ଗଲ୍ ୱିଣ୍ଡୋ କାଉଣ୍ଟର୍
କଟକ ଅଫିସ,୧୬ା୭: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ଗୁଡ଼ିକରେ ପ୍ରାୟତଃ ସବୁ ସମୟରେ ଭିଡ଼ ଜମୁଥିବାରୁ ଦିବ୍ୟାଙ୍ଗମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଶେଷକରି ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟାନ୍ୟ ପ୍ରମାଣପତ୍ର ଆବେଦନରେ ସମସ୍ୟା ଭୋଗୁଥିଲେ। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଆର୍ଟିଓରେ ସ୍ବତନ୍ତ୍ର…
ମିସ୍ ଇଣ୍ଡିଆ-୨୦୨୦ରେ ଓଡ଼ିଆ ଝିଅଙ୍କୁ ସଫଳତା
ଜୟପୁର,୧୬ା୭ (ନି.ପ୍ର.): ଜାତୀୟ ସ୍ତରରେ ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ପୁଣି ଜଣେ ଓଡ଼ିଆ ଝିଅ। ଜିରୋନ ପ୍ରଡକ୍ସନ ହାଉସ୍ ପକ୍ଷରୁ ଆୟୋଜିତ ମିସ୍ ଇଣ୍ଡିଆ-୨୦୨୦ ସିଜନ-୨ରେ କୋରାପୁଟ ଜିଲାର ଜୟପୁରର ଦୀପ୍ତିରାଣୀ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ତାଙ୍କର ଏହି ସଫଳତା କୋରାପୁଟ…
ସହାୟତା ପାଇଁ ହାଇକୋର୍ଟରେ ମାମଲା: ବର୍ଷେ ଯାଏ ଆଇନଜୀବୀଙ୍କୁ ମିଳୁ ମାସିକ ୨୫ ହଜାର
କଟକ ଅଫିସ,୧୬ା୭: କରୋନା ଯୋଗୁ ଗତ ମାର୍ଚ୍ଚ ୨୨ତାରିଖ ପରଠୁ କୋର୍ଟଗୁଡ଼ିକର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଫଳରେ ଆଇନ୍ଜୀବୀମାନେ ରୋଜଗାର ହରାଇଛନ୍ତି। ଏଣୁ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଆଇନ୍ଜୀବୀଙ୍କୁ ମାସିକ ୨୫ ହଜାର ଟଙ୍କା ଲେଖାଏ ସହାୟତା ରାଶି…
୬ ହୋଟେଲ ସିଲ୍ କଲା ପ୍ରଶାସନ
ବାସୁଦେବପୁର,୧୬ା୭(ଡି.ଏନ୍.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ କୋଭିଡ୍-୧୯ ଆଇନର ଉଲ୍ଲଂଘନ କରି ଚାଲିଥିବା ୬ଟି ହୋଟେଲକୁ ବୁଧବାର ପ୍ରଶାସନ ସିଲ୍ କରିଛି। ଏହି ହୋଟେଲଗୁଡ଼ିକରେ ଲୋକଙ୍କୁ ବସାଇ ଖାଇବାକୁ ଦିଆଯାଉଥିବା ସହିତ ସାମାଜିକ ଦୂରତା ରକ୍ଷା କରାଯାଉ ନ ଥିବା ପ୍ରଶାସନର…
କେନ୍ଦୁଝରରେ ଅସୁରକ୍ଷିତ ହାତୀ
କେନ୍ଦୁଝର,୧୬ା୭(ସ୍ବ.ପ୍ର.)-ହାତୀ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କେନ୍ଦୁଝର ଜିଲାରେ ହାତୀ ମୃତ୍ୟୁ ବଢିବାରେ ଲାଗିଛି। କେନ୍ଦୁଝର ବନଖଣ୍ଡରେ ବନ୍ୟ ଜୀବଜନ୍ତୁ ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ହାତୀର…
ଦୋହଲିଯାଇଛି ଅନୁଗୋଳ ପର୍ଯ୍ୟଟନ ଶିଳ୍ପ
ଅନୁଗୋଳ ଅଫିସ, ୧୬ା୭: କରୋନା ସଂକ୍ରମଣ ରୋକିହେଉନି କି ଲକ୍ଡାଉନ୍, ଶଟ୍ଡାଉନରେ ବ୍ରେକ୍ ଲାଗୁନି। ଫଳରେ ଟ୍ରାକ୍କୁ ଫେରିପାରୁନି ସାଧାରଣ ଜୀବନଯାତ୍ରା। ମହାମାରୀ ଚେନ୍ ଭାଙ୍ଗିବାକୁ ପ୍ରତିଟି କ୍ଷେତ୍ରରେ କଟକଣା ଲାଗିଥିବା ବେଳେ ୪ ମାସ ହେଲା ଧର୍ମାନୁଷ୍ଠାନ, ପର୍ଯ୍ୟଟନସ୍ଥଳୀ ଆଦି ଖୋଲିପାରୁ…
୨ ଘରୋଇ ହସ୍ପିଟାଲ୍ ସିଲ୍
ବାରିପଦା ଅଫିସ,୧୬ା୭- ଜୈବିକ ବର୍ଜ୍ୟବସ୍ତୁ ପରିଚାଳନା ଓ ଇନ୍ଫେକଶନ ପ୍ରିଭନେଶନ୍ କଣ୍ଟ୍ରୋଲ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ବୁଧବାର ମୟୂରଭଞ୍ଜ ଜିଲା ପ୍ରଶାସନ ବାରିପଦା ସହରରେ ଥିବା ଘରୋଇ ହସ୍ପିଟାଲ ଜୟା ଓ ଗାୟତ୍ରୀକୁ ସିଲ୍ କରିଛି। ଅପରାହ୍ନ ୫ଟାରେ ବାରିପଦା…
ବ୍ୟାରିକେଡ୍ ଡେଉଁଛନ୍ତି ଅମାନିଆ: ତାଗିଦ୍ କରିବାରୁ ବିଡିଓଙ୍କୁ ଦୁର୍ବ୍ୟବହାର
ଆର.ଉଦୟଗିରି,୧୫ା୭(ଡି.ଏନ୍.ଏ.)-ଗଜପତି ଜିଲା ଆର୍.ଉଦୟଗିରି ପଞ୍ଚାୟତର ଜଣେ ଆୟୁଷ ଡ଼ାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ହୋମ୍ଗାର୍ଡ କରୋନା ସଂକ୍ରମିତ ହେବାପରେ ସେମାନେ ରହୁଥିବା ପଞ୍ଚାୟତର ୩ ସାହିକୁ ୭ଦିନ ପାଇଁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଥିଲା ପ୍ରଶାସନ। ପ୍ରବେଶ ପଥରେର ବ୍ୟାରିକେଡ୍ କରି ସିଲ୍…
ପୁଣି ସେବାୟତଙ୍କୁ ଦିଆଯିବ ହୋମିଓପାଥି
ପୁରୀ ଅଫିସ,୧୫ା୭:ଶ୍ରୀମନ୍ଦିର ସେବାୟତଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରିଛି। ତେଣୁ ସେବାୟତଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସେମାନଙ୍କୁ ପୁଣି ଥରେ ହୋମିଓପାଥି ଔଷଧ ବଣ୍ଟନ କରାଯିବ। ଆସନ୍ତା ୧୭ ଓ ୧୮ତାରିଖରେ…
କ୍ଲିନିକ୍ ସିଲ୍, ଡାକ୍ତର ଗିରଫ
ଶେରଗଡ଼,୧୫ା୭(ଡି.ଏନ୍.ଏ.)-ଗଞ୍ଜାମ ଜିଲା ଶେରଗଡ଼ ରମୁଣି ସାହିରେ କୋଭିଡ୍ କଟକଣା ନ ମାନି କ୍ଲିନିକ୍ ଖୋଲିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡିଛି। ସମ୍ପୃକ୍ତ କ୍ଲିନିକ୍କୁ ସିଲ୍ କରାଯାଇଥିବା ବେଳେ ଡାକ୍ତରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ଡାକ୍ତର ହେଲେ ସୁନୀଲ…
ଯାଜପୁରରେ ଚାଞ୍ଚଲ୍ୟ: କଟା ମୁଣ୍ଡ ଧରି ବୁଲୁଥିବାବେଳେ ଯୁବକଙ୍କୁ ଧରିଲା ପୋଲିସ
କଳିଙ୍ଗନଗର, ୧୫।୭ (ଡି.ଏନ୍.ଏ.)-ଯାଜପୁର ଜିଲା ଯାଜପୁରରୋଡ ଥାନା ଦାନଗଦି ଫାଣ୍ଡି ଅଧୀନ ଛତରା ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ଛତରା ଗ୍ରାମର ଯୁବକ କାର୍ତ୍ତିକ କେରେଇ(୨୪) ଏକ ଟାଙ୍ଗିଆରେ ସେହି ଗ୍ରାମର ଜଣେ ବୃଦ୍ଧା…
Archives


