କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ
ପିପିଲି, ୮ା୪(ସ୍ବ.ପ୍ର): ଉପନିର୍ବାଚନ ପୂର୍ବରୁ ବୁଧବାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଆଇନ ଶୃଙ୍ଖଳା) ଯଶଓ୍ବନ୍ତ ଜେଠଓ୍ବା ପିପିଲି ଗସ୍ତ କରି ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନିର୍ବାଚନକୁ ସ୍ବଚ୍ଛ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାରେ କରିବା ପାଇଁ…
୬୧ହଜାର ଟଙ୍କା ଜରିମାନା ଆଦାୟ କଲା ସିଏମ୍ସି
କଟକ ଅଫିସ,୮ା୪: କୋଭିଡ୍ ନିୟମ ଉଲଙ୍ଘନ ଅଭିଯୋଗରେ ସିଏମ୍ସି ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ପକ୍ଷରୁ ବୁଧବାର ସହରର ବିଭିନ୍ନ ଦୋକାନରେ ଚଢାଉ କରି ୬୧ ହଜାର ଟଙ୍କା ଜରିମାନା ଆଦାୟ କାରାଯାଇଛି। ମଙ୍ଗଳାବାଗସ୍ଥିତ ସନ୍ ଡାଇଗ୍ନୋଷ୍ଟିକ୍ରୁ ୭,୦୦୦ଟଙ୍କା, ଗୁଡଲକ୍ ହସ୍ପିଟାଲରୁ ୫,୦୦୦ଟଙ୍କା, ରାଣୀହାଟ…
କଟକର ଏକ କୋଚିଂ ସେଣ୍ଟର ସିଲ୍ କଲା ସିଏମ୍ସି
କଟକ ଅଫିସ,୮।୪: କଟକର ଅରୁଣଦୋୟ ନଗରସ୍ଥିତ ଏକ କୋଚିଂ ସେଣ୍ଟରକୁ ଗୁରୁବାର ସିଏମ୍ସି ସିଲ୍ କରିଛି। କୋଭିଡ୍ ଗାଇଡ୍ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଏହି ସେଣ୍ଟରକୁ ସିଲ୍ କରାଯାଇଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ କଟକରୁ ୫୦ କରୋନା ଆକ୍ରାନ୍ତ ଚିହ୍ନଟ…
ଗଞ୍ଜାମରେ କରୋନା ସଚେତନତା ରାଲି
ଗଞ୍ଜାମ,୮।୪(ଡି.ଏନ୍.ଏ): ମହାମାରୀ କରୋନା ଦିନକୁ ଦିନ ରାଜ୍ୟରେ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। କରୋନାର ନୂଆ ଷ୍ଟ୍ରେନ୍ ଅତି ଭୟଙ୍କର ହୋଇଥିବା ବେଳେ ଏଥିପାଇଁ ଲୋକେ ସଚେତନ ହେବାର ଆବଶ୍ୟକତା ରହିଛି l ଏହାକୁ ଦୃଷ୍ଟିରେ ରଖି ଜିଲାପ୍ରଶାସନ ନିର୍ଦ୍ଦେଶ…
ରୁଦ୍ରଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ଭଉଣୀ
ଭୁବନେଶ୍ୱର,୮।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ପ୍ରଚାର ସେତିକି ଜମୁଛି। ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ନିଜ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ନିର୍ବାଚନ ମଇଦାନକୁ…
ଗ୍ରାମବାସୀଙ୍କ ଜମିରୁ ଖୋଳାଯାଉଛି ମାଟି, ମୋରମ
ଟାଙ୍ଗୀ, (କଟକ)୮ା୪(ଡି.ଏନ୍.ଏ.): ଟାଙ୍ଗୀ-ଚୌଦ୍ୱାର ତହସିଲ ଅଧୀନ ମଣିଆ ମୌଜାରେ ମାଟି, ମୋରମ ଓ ପଥର ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ରାସ୍ତା ଓ ରେଳପଥ ସମ୍ପସାରଣ କାର୍ଯ୍ୟ ପାଇଁ ସେମାନେ ଅନାବାଦୀ, ଗୋଚର ଓ ଜଙ୍ଗଲ କିସମ ଜମିରୁ ମାଟି, ମୋରମ…
ଡକାୟତି ଯୋଜନା, ୭ ଗିରଫ
ଚୌଦ୍ୱାର,୮ା୪(ଡି.ଏନ.ଏ.): ଡକାୟତି ଯୋଜନାବେଳେ ଚୌଦ୍ୱାର ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ କଟକ ଦରଘାବଜାର ଥାନା ଅଧୀନ ବେପାରିସାହିର ଫିରୋଜ ଖାନ୍, ଏସ୍.କେ. ଆଜରୁଦ୍ଦିନ୍, କାଜିପାଟଣାର ଲାଲ ମିଜାଜ ବେଗ୍, ଦରଘାବଜାର ଅଞ୍ଚଳର ଆର. ବି.…
କାର୍ଯ୍ୟରେ ଲାଗୁନି କ୍ରେଚ୍
ବଅଁରପାଳ, ୮।୪ : ଅନୁଗୋଳ ଜିଲା ନାଲ୍କୋରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ମହିଳାମାନେ ଯେପରି ସେମାନଙ୍କ ଶିଶୁଙ୍କ ଠାରୁ ଅଧିକ ସମୟ ଦୂରେଇ ନ ରହିବେ ସେଥିପାଇଁ ପ୍ଲାଣ୍ଟ କର୍ତ୍ତୃପକ୍ଷ ଶିଶୁପାଳନ ଗୃହ (କ୍ରେଚ୍) ନିର୍ମାଣ କରିଥିଲେ। ହେଲେ ଯେଉଁ…
ଭଙ୍ଗାଗଲା ୭୪ ବାସଗୃହ, ୨ ଦୋକାନ
କଟକ ଅଫିସ, ୮ା୪: କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ବୁଧବାର ମହାନଦୀ ହାଡିଆପଠାରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଏହି ଉଚ୍ଛେଦବେଳେ ୭୪ଟି ବାସଗୃହ, ଦୁଇଟି ଗୁହାଳ ଓ ଦୁଇଟି ଦୋକାନ ଭଙ୍ଗା ଯାଇଥିଲା। ତେବେ ଏହି ଉଚ୍ଛେଦରେ ପ୍ରଭାବିତଙ୍କୁ ଜଗତ୍ପୁରର ଲଖନପୁରଠାରେ…
ଟୋଲ୍ଗେଟ୍କୁ ନେଇ ବଢ଼ିଲା ଅସନ୍ତୋଷ
ବାରିପଦା ଅଫିସ,୮।୪- ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ୧୮ ଓ ୪୯ନଂ. ଜାତୀୟ ରାଜପଥର ୩ଟି ସ୍ଥାନରେ ଟୋଲଗେଟ୍ ନିର୍ମାଣ ପରେ ଶୁଳ୍କ ଆଦାୟ ଆରମ୍ଭ ହୋଇଛି। ଜିଲାବାସୀ ଉକ୍ତ ରାଜପଥ ଦେଇ ମୁଖ୍ୟାଳୟକୁ ଆସିବାକୁ ହେଲେ ଦୁଇଟି ଗେଟରେ ଶୁଳ୍କ…
କ୍ୟାବିନ୍ ଗୃହ ଉଦ୍ଘାଟନକୁ ନେଇ ଉତ୍ତେଜନା
ସଜନାଗଡ଼, ୮।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବୁଧବାର କ୍ୟାବିନ୍ ଗୃହ ଉଦ୍ଘାଟନକୁ ନେଇ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଟ୍ରକ୍ ମାଲିକ ସଂଘ ପକ୍ଷରୁ ମେଡିକାଲ ପରିସରରେ ୪ଟି କ୍ୟାବିନ୍ ନିର୍ମାଣ କରାଯାଇଥିଲା। ବୁଧବାର ପୂର୍ବାହ୍ନରେ ଏହି କ୍ୟାବିନ୍ ଗୃହ…
ପାନୀୟ ଜଳ ସଙ୍କଟ, କାର୍ଯ୍ୟକାରୀ ହେଉନି ପ୍ରକଳ୍ପ
ଆରଡ଼ି, ୮।୪ (ଡି.ଏନ.ଏ.)-ଗ୍ରୀଷ୍ମଋତୁ ଆରମ୍ଭରୁ ହ୍ରାସ ପାଇଛି ଭୂତଳ ଜଳସ୍ତର। ଗାଁରେ ବସିଥିବା ନଳକୂପରୁ ଆଉ ପାଣି ବାହାରୁ ନାହିଁ। ଫଳରେ ଲୋକେ ହତାଶ ହୋଇ ପୂର୍ବପରି ପୋଖରୀ ଓ ନଦୀ ପାଣିକୁ ଭରସା କରୁଛନ୍ତି। ଭଦ୍ରକ ଜିଲା ଧାମନଗର ବ୍ଲକ…

