ଆମ ଜିଲା ଖବର

କୋଣାର୍କର ଐତିହ୍ୟପୂର୍ଣ୍ଣ ଦ୍ୱାଦଶ ନାମ

ଗୋଟିଏ ଉଦାହରଣରୁ ଆମେ ଜାଣିଲେ ଶ୍ରୀପଦ୍ମକେଶର ମନ୍ଦିରର ଶିଳ୍ପ ବୈଭବକୁ ଦେଖି ୟୁରୋପ ପଣ୍ଡିତଙ୍କର ଡ. ରାଜଗୁରୁଙ୍କୁ ପଚାରିଥିବା ଶଙ୍କା। ଏମିତି ବହୁ ଉଦାହରଣ ମିଳିବ। ଆମର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟକୁ ଦେଖିବା ପରେ ଆମେ ୟାଙ୍କୁ ଗଢ଼ିଛୁ କି ନାହିଁ,…

ଝରାଫୁଲ ମୃତ୍ୟୁ ଘଟଣା: ଆଉ ଜଣେ ଗିରଫ

ରସୁଲପୁର(ଡି.ଏନ୍‌.ଏ.)/ଭୁବନେଶ୍ୱର,୧୨।୪(ବ୍ୟୁରୋ)ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ତଥା ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ବାଇଁଙ୍କ ସହଯୋଗୀ ଅମରେଶ ରାଉତ। ଘଟଣାର ତଦନ୍ତ ପାଇଁ…

ଦୁଇମୁଣ୍ଡିଆ ଶିଶୁକନ୍ୟା ଜନ୍ମ

କେନ୍ଦ୍ରାପଡ଼ା ଅଫିସ/କଟକ ଅଫିସ, ୧୨। ୪: କେନ୍ଦ୍ରାପଡ଼ା ସହରର ଏକ ଘରୋଇ ନର୍ସିଂହୋମ୍‌ରେ ରବିବାର ଅସ୍ବାଭାବିକ ଶିଶୁକନ୍ୟା ଜନ୍ମ ହୋଇଛି। ଉକ୍ତ ଶିଶୁକନ୍ୟାର ୨ ମୁଣ୍ଡ, ୩ ହାତ, ୪ ଆଖି ଏବଂ ୨ ଗୋଡ଼ ରହିଛି। ରାଜନଗର ବ୍ଲକ କଣି…

ଓଡ଼ିଆଙ୍କୁ ବିଆର୍‌ପିଏଲ୍‌ର ନାପସନ୍ଦ

ଯାଜପୁର ଅଫିସ/କଳିଙ୍ଗନଗର,୧୨।୪(ଡି.ଏନ୍‌.ଏ.)କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ୍‌ ଲିମିଟେଡ୍‌ (ବିଆର୍‌ପିଏଲ୍‌) କମ୍ପାନୀରେ ପରିବହନ ବ୍ୟବସାୟରେ ଅଣଓଡ଼ିଆଙ୍କ ରାଜ୍‌ ଚାଲିଛି। ଯେଉଁ ସ୍ଥାନୀୟ ଲୋକମାନେ ଜମିବାଡ଼ି, ଘରଦ୍ୱାର ହରାଇବା ପରେ ପରିବାର ଚଳାଇବାକୁ ଋଣରେ ଟ୍ରକ ଆଣି ପରିବହନ କାର୍ଯ୍ୟ କରୁଥିଲେ, ଏବେ ସେମାନଙ୍କୁ…

ନୂଆପଡ଼ାରେ କରୋନା ୩ ଦିନରେ ନେଲାଣି ୪ ଜୀବନ

ନୂଆପଡ଼ା ଅଫିସ,୧୧।୪: ନୂଆପଡ଼ା ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତ ୩ ଦିନରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ୯ ତାରିଖରେ ଜଣେ ୨୪ ବର୍ଷୀୟ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ସେ ଗତ ୩୦ ତାରିଖରେ…

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ: ୩ ଶିକ୍ଷକ ନିଲମ୍ବିତ

ଦେବଗଡ଼,୧୧।୪ ଦେବଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଗତ ୯ ତାରିଖରେ ଅନୁଷ୍ଠିତ ଓଟିଇଟି (ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ) ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପରୀକ୍ଷା ପରିଚାଳନା ଦାୟିତ୍ୱରେ…

ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା ମାମଲା: ପୋଲିସ ହାତରେ ରାକେଶର ସାଙ୍ଗ

ଯାଜପୁର/ଭୁବନେଶ୍ୱର,୧୧।୪: ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟା ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଯାଜପୁର ପୋଲିସ ପ୍ରାୟ ୩ ମାସ ପରେ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦାର ଅମରେଶ…

ଇନ୍ଦ୍ରାବତୀରେ ଓଲଟିଲା ଡଙ୍ଗା

ନବରଙ୍ଗପୁର,୧୧।୪: ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ବଡ଼ଡାଇଭଟ୍ଟା ନିକଟସ୍ଥ ଇନ୍ଦ୍ରାବତୀ ନଦୀରେ ଏକ ମାଛଧରା ଡଙ୍ଗା ଓଲଟି ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଯିଛି। ମୃତକ ହେଲେ ନନ୍ଦାହାଣ୍ଡି ବ୍ଲକ କୋଈଗୁଡା ଗ୍ରାମର ନୀଳକଣ୍ଠ ଅମାନତ୍ୟ (୨୮)। ରବିବାର ନୀଳକଣ୍ଠଙ୍କ ସମେତ…

୨ ଜେଲରେ ୧୨ ଅନ୍ତେବାସୀ ପଜିଟିଭ

ପାରଳାଖେମୁଣ୍ଡି/ଆର୍‌.ଉଦୟଗିରି,୧୧।୪: ଗଜପତି ଜିଲା ପାରଳାଖେମୁଣ୍ଡି ଓ ଆର୍‌.ଉଦୟଗିରି ସବ୍‌ଜେଲର ୧୨ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପାରଳାଖେମୁଣ୍ଡି ଉପକାରାଗାରରେ ବର୍ତ୍ତମାନ ୨୬୦ ଅନ୍ତେବାସୀ ଅଛନ୍ତି। ସେଥିମଧ୍ୟରେ ଗତ ୧ରୁ ୧୦ ତାରିଖ ମଧ୍ୟରେ ୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି।…

ପିପିଲି ଉପନିର୍ବାଚନ ପୂର୍ବରୁ ହିଂସା

ପୁରୀ,୧୧।୪: ପୁରି ଜିଲା ଡେଲାଙ୍ଗ ଜେନାପୁର ପଞ୍ଚାୟତ ଅଞ୍ଚଳରେ ରବିବାର ପିପିଲି ଉପନିର୍ବାଚନ ହିଂସା ଦେଖା ଦେଇଛି। କିଛି ବିଜେଡି କର୍ମୀ ଗୋଡ଼ାଇ ଗୋଡାଇ ଭାଜପା କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ…

ଫୁଲ ତୋଳିବା ସମୟରେ ଗଛରୁ ଖସିପଡ଼ି ସୁରକ୍ଷାକର୍ମୀଙ୍କ ଜୀବନ ଗଲା

କୋରୁକୋଣ୍ଡା,୧୧।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ସଦର ମହକୁମାରେ ଥିବା ବାଲିମେଳା ଜଳ ବିଦ୍ୟୁତ୍‌ କେନ୍ଦ୍ରର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ଏହି କାର୍ଯ୍ୟାଳୟ ପରିସରରେ ଇଏସ୍‌ଏସ୍‌ ସିକ୍ୟୁରିଟି ସଂସ୍ଥା ଅଧୀନରେ କାର୍ଯ୍ୟରତ…

ପଛରୁ ପିଟିଲା ଟ୍ରକ୍‌, ଚାଲିଗଲା ମା’ ବାପାଙ୍କ ଜୀବନ; ଝିଅ ଗୁରୁତର

ଚଣ୍ଡିଖୋଲ,୧୧।୪ (ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥର ନେଉଳପୁର ଛକ ନିକଟରେ ରବିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ବର୍ଷର ଝିଅ ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?