ଆମ ଜିଲା ଖବର

ଡାକ୍ତରଖାନାରେ ମୃତଦେହ ପକାଇ ଖସିଗଲେ ଦୁର୍ବୃତ୍ତ

ବରଗଡ଼ ଅଫିସ୍‌,୨୯।୫: ବରଗଡ଼ ସଦର ଥାନା ଅଧୀନ ପଥର୍ଲା ଛକ ନିକଟରେ ଏକ ହତ୍ୟାକାଣ୍ଡ ଘଟିଛି। କିଛି ଦୁର୍ବୃତ୍ତ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କୁ ଠେଙ୍ଗାରେ ଅତର୍କିତ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ପରେ ଦୁର୍ବୃତ୍ତମାନେ ମୃତଦେହକୁ ବରଗଡ଼ ଜିଲା…

ମାଓବାଦୀ କମାଣ୍ଡରରୁ ବିଧାୟିକା

ମାଲକାନଗିରି,୨୯ା୫: ଦିନ ଥିଲା ମାଓବାଦୀ ସଙ୍ଗଠନର ସେ ନେତୃତ୍ୱ ନେଉଥିଲେ। ତାଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଉଥିଲେ ସମସ୍ତେ। ଯେକୌଣସି ସ୍ଥାନରେ ପୋଲିସ ଉପରକୁ ଆକ୍ରମଣ ହେଉ ଅବା ହତ୍ୟା ଘଟଣାର ସେ ପ୍ରସ୍ତୁତ କରୁଥିଲେ ନକ୍ସା। ସେ ଥିଲେ ମହିଳା ମାଓବାଦୀଙ୍କ…

ମଦ ଦୋକାନ ସିଲ୍‌ କଲା ପୋଲିସ

କେନ୍ଦୁଝର,୨୯ା୫(ସ୍ବ.ପ୍ର./ଡି.ଏନ.ଏ.): କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରି ମଦ ବିକ୍ରି କରୁଥିବା ଅଭିଯୋଗରେ ନରଣପୁର ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନକୁ ଟାଉନ ପୋଲିସ ଶନିବାର ସିଲ୍‌ କରି ଦେଇଛି। ସୂଚନା ଯୋଗ୍ୟ, ସରକାର ମଦ ବିକ୍ରି ପାଇଁ କଟକଣା ଲାଗୁ…

୨ବର୍ଷର ପୁଅକୁ ଧରି ଟ୍ରେନ୍‌ ଆଗକୁ ଡେଇଁଲେ ମହିଳା

ରୂପ୍‌ସା,୨୯।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଦକ୍ଷିଣ-ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନ୍‌ ଅଧୀନ ରୂପ୍‌ସା-ବସ୍ତା ଷ୍ଟେଶନ ମଝି ନୂଆଗାଁ ରେଳଷ୍ଟେଶନ ନିକଟରେ ଶନିବାର ଜଣେ ମହିଳା ୨ବର୍ଷର ଶିଶୁପୁତ୍ରକୁ ଧରି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ…

ବାତ୍ୟା ଧୋଇନେଲା କଲଭର୍ଟ: ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ ହଇରାଣ

ପାଟଣା,୨୯।୫(ସ୍ବ.ପ୍ର.): ବାତ୍ୟା ୟାସ୍‌ ପ୍ରଭାବରେ କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ସାହାରପଡା ରାସ୍ତା ମଧ୍ୟରେ ଥିବା ଜହ୍ନଇନାଳ କଲଭର୍ଟ ଧୋଇ ହୋଇଯାଇଛି। ଏ ନେଇ ଗମନାଗମନ ବାଧାପ୍ରାପ୍ତ ହୋଇଛି। ୟାସ୍‌ ଯିବାର ୩ ଦିନ ବିତି ଯାଇଥିଲେ ହେଁ ଘାଇ…

ଗଞ୍ଜାମର ୫.୮୩ ଲକ୍ଷ ନେଲେଣି ପ୍ରଥମ ଡୋଜ ଟିକା

ଛତ୍ରପୁର,୨୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ କରୋନା ଟିକା ନେବାକୁ ଲୋକଙ୍କ ଆଗ୍ରହ ବଢିଛି। ଜିଲାରେ ଶୁକ୍ରବାର ସୁଦ୍ଧା ୫ ଲକ୍ଷ ୮୩ ହଜାର ୫୩୫ ଜଣଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଛି।…

ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ: ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୨୯ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସୋନପୁର ପଞ୍ଚାୟତର ସରପଞ୍ଚ କେଶରସେନ ମୁଠାମାଝିଙ୍କୁ କିଛି ଦୁର୍ବୁତ୍ତ ହତ୍ୟା ଧମକ ଦେଇଥିବା ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ପକ୍ଷରୁ ୮୯/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଆଇଆଇସି…

କରୋନା କାଳରେ ଅସହାୟଙ୍କ ସାହା

ଛତ୍ରପୁର, ୨୮।୫(ଡିଏନଏ): ସାରା ଦେଶରେ ମହାମାରୀ କରୋନା ସମସ୍ତଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ବିଶେଷକରି ଅସହାୟ ଓ ଖଟିକିଆମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟ ଛାତ୍ର…

କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନ ହେରଫେର: ସରପଞ୍ଚ ନିଲମ୍ବିତ

ବରଗଡ଼ ଅଫିସ,୨୯।୫: ବରଗଡ଼ ଜିଲା ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ପଞ୍ଚାୟତର ସରପଞ୍ଚ ଉଦିଆଁ ଲୁହାଙ୍କୁ ନିଲମ୍ବିତ କରାଯାଇଛି । କେନ୍ଦ୍ରୀୟ ଅର୍ଥ କମିଶନ(ସିଏଫସି) ଅନୁଦାନ ହେରଫେର ଅଭିଯୋଗରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତାଙ୍କୁ ନିଲମ୍ବନ କରିଛନ୍ତି।…

କ୍ବାକଙ୍କ ୫ଟି କ୍ଲିନିକ୍‌କୁ ସିଲ୍‌ କଲା ପ୍ରଶାସନ

ବୁଗୁଡ଼ା,୨୯।୫(ଡି.ଏନ୍‌.ଏ): ବେଆଇନ ଭାବେ ଦୀର୍ଘ ବର୍ଷ ଧରି ଗଞ୍ଜାମ ଜିଳା ବୁଗୁଡ଼ା ଅଞ୍ଚଳରେ କ୍ବାକମାନେ ବିଭିନ୍ନ ସ୍ଥାନରେ ନିଜେ ନିଜେ କ୍ଲିନିକ ଖୋଲି ଚିକିତ୍ସା କରିଆସୁଥିଲେ। ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି…

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ୟାସ୍‌ ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବାଲେଶର ଅଫିସ, ୨୯।୫: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାଲେଶ୍ୱର ନଗରର କାର୍ଯ୍ୟକର୍ତ୍ତାମାନଙ୍କ ଦାରା ସାର୍ଥା ଅଞ୍ଚଳରେ ପାଣି ଘେରରେ ଥିବା ଗ୍ରାମବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ବାତ୍ୟା ୟାସ୍‌ର କରାଳ ପ୍ରକୋପ ଯୋଗୁ ଗତ ୨ଦିନ ଧରି ଗ୍ରାମବାସୀଙ୍କୁ…

ଆଜିଠୁ ମାର୍କ ଅପ୍‌ଲୋଡ୍‌, ଜୁଲାଇରେ ଫଳ ପ୍ରକାଶ

କଟକ ଅଫିସ,୨୯।୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୱେବ୍‌ସାଇଟରେ ଶନିବାରଠାରୁ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ପାଇଁ ମାର୍କ ଅପ୍‌ଲୋଡ୍‌ କାର୍ଯ୍ୟ ଆରମ୍ଭ ହେବ। ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୱେବ୍‌ସାଇଟ୍‌ରେ ଲିଙ୍କ୍‌ ଉପଲବ୍ଧ ରହିବ। ଏହି ସମୟରେ ଛାତ୍ରୀଛାତ୍ରମାନଙ୍କ ମାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?