ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲା କୃଷି ଅଧିକାରୀ
ବଲାଙ୍ଗୀର ଅଫିସ, ୨୮।୯: ବଲାଙ୍ଗୀର ଜିଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ ଲାଞ୍ଚ ନେଇ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ପଣ୍ଡକିଟାଲ ଗାଁର ସାର ଦୋକାନୀ ଦୁର୍ଯ୍ୟୋଧନ ବାରିକଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ…
ରାତାରାତି ମା’ ଅଁଲେଇ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ
ଖୋର୍ଦ୍ଧା ଅଫିସ,୨୮।୯(ଡି.ଏନ୍.ଏ.): ଖୋର୍ଦ୍ଧା ଉପକଣ୍ଠ ଟାଙ୍ଗିଆପଡା ପଞ୍ଚାୟତ ନୂଆଗାଁ ନିକଟସ୍ଥ ମା’ ଅଁଲେଇ ଠାକୁରାଣୀ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ ମା’ଙ୍କ ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର, ବିଭିନ୍ନ ସାମଗ୍ରୀ ଚୋରି କରି ନେଇଛନ୍ତି। ମନ୍ଦିର ଭିତର…
ନାଁ ଲେଖାଇ ଦେବା ଆଳରେ ଲକ୍ଷେ ଟଙ୍କା ଠକେଇ
ବାଣପୁର,୨୮।୯(ଡି.ଏନ୍.ଏ.): କଲେଜରେ ନାଁ ଲେଖାଇ ଦେବା ଓ ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇ ଦେବା ପ୍ରତିଶ୍ରୁତି ଦେଇ ୧ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ସୋମବାର ବାଣପୁର ପୋଲିସ ଜଣେ ଅଧ୍ୟାପକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ମନୋଜ ମହାନ୍ତି। ଅଭିଯୋଗ…
ଓ୍ବେବ୍ ପୋର୍ଟାଲ ଖବରଦାତା ଗିରଫ
ବାଣପୁର,୨୮।୯(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବାଣପୁର ବିିଜ୍ଞପିତ ଅଞ୍ଚଳ ପରିଷଦର ୯ନଂ. ଓ୍ବାର୍ଡ ମୁସଲିମ ସାହି କୋଭିଡ୍ ଟିକା କେନ୍ଦ୍ରରେ ଗଣ୍ଡଗୋଳ ସହ ଟିକା ପାଇଁ ଟଙ୍କା ମାଗିବା ଏବଂ ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ବାଣପୁର ପୋଲିସ ସୋମବାର ଜଣେ…
ମରାମତି ହେଉନି ଡ୍ରେନ୍ , ପଡୁନି ସ୍ଲାବ୍
ଜଟଣୀ,୨୮।୯(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳର ଅନେକ ସ୍ଥାନରେ ମୁକୁଳା ଡ୍ରେନ ରହିଛି। ଏଥିଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ମଇଳା ଜମା ହୋଇ କେଉଁଠି ଡ୍ରେନ ପୋତି ହୋଇଗଲାଣି ତ’ ଆଉ କେଉଁଠି ଡ୍ରେନ୍ ଥିବା ଜଣାପଡୁନାହିଁ।…
ବନ୍ୟପ୍ରାଣୀଙ୍କ ଉତ୍ପାତ: ଚିନ୍ତାରେ ଚାଷୀ
ବେଗୁନିଆ, ୨୮।୯(ଡି.ଏନ୍.ଏ): ବେଗୁନିଆ ବ୍ଲକ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ଓ ବନ୍ୟପ୍ରାଣୀଙ୍କ ଉତ୍ପାତ ଯୋଗୁ ଚାଷୀଙ୍କ ଦୁଃଖ ବଢୁଛି। ଏଥିଯୋଗୁ କିଛିବର୍ଷ ହେଲା ଧାନ ଓ ପନିପରିବା ଫସଲ ନଷ୍ଟ ହେବାରେ ଲାଗିଛି। ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ…
ଶେଷ ଦିନରେ ହେଭିଓ୍ବେଟ୍ଙ୍କ ଜୋରଦାର ପ୍ରଚାର
ପିପିଲି/ଡେଲାଙ୍ଗ,୨୮।୯(ଡି.ଏନ୍.ଏ./ସ୍ବ.ପ୍ର.): ପିପିଲି ଉପନିର୍ବାଚନ ପାଇଁ ୩୦ ତାରିଖରେ ମତଦାନ ହେବାକୁ ଥିବାବେଳେ ସୋମବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଶାସକ ବିଜେଡି, ଭାଜପା ଓ କଂଗ୍ରେସର ଷ୍ଟାର ପ୍ରଚାରକମାନେ ବିଭିନ୍ନ ପଞ୍ଚାୟତ ବୁଲି ସଭା ଓ ପ୍ରଚାର କରି…
୧୯୬୦ ପରଠୁ ରତ୍ନଭଣ୍ଡାର ଚାବିକାଠି ହସ୍ତାନ୍ତର ହୋଇନି
ପୁରୀ ଅଫିସ,୨୮।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକାଠି ବାସ୍ତବରେ ହଜିଥିଲା ନା ଏହା ପ୍ରଶାସନର କପୋଳକଳ୍ପିତ କାହାଣୀ ଥିଲା ତାହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରିଛି। ରତ୍ନଭଣ୍ଡାର ଭିତର ଘର ଚାବିକାଠି ୧୯୬୦ ମସିହାଠାରୁ କାହାକୁ ହସ୍ତାନ୍ତର ହୋଇନାହିଁ…
ସରିଲା ପ୍ରଚାର, ଭୋଟକୁ ଅପେକ୍ଷା
ପୁରୀ ଅଫିସ,୨୮।୯: ପିପିଲି ଉପନିର୍ବାଚନ ପାଇଁ ୩୦ ତାରିଖରେ ମତଦାନ ହେବାକୁ ଥିବାବେଳେ ସୋମବାର ସନ୍ଧ୍ୟାରେ ପ୍ରଚାର ଶେଶ ହୋଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ଉପନିର୍ବାଚନ ପ୍ରସ୍ତୁତିର…
ଉଲଗ୍ନ କରି ଚଲାଇଥିଲେ
ଭୁବନେଶ୍ୱର,୨୮ା।୯(ବ୍ୟୁରୋ) ଆଦିତ୍ୟ ବିର୍ଲା ଗ୍ରୁପ୍ର ଉତ୍କଳ ଆଲୁମିନା କମ୍ପାନୀ ସ୍ଥାନୀୟ ଲୋକଙ୍କୁ ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ପ୍ରତିଦିନ କିପରି ନିର୍ଯାତନା ଦେଇଆସୁଛି ସେନେଇ ୨୬ ତାରିଖ ରବିବାର ଧରିତ୍ରୀରେ ‘ଲୋଭ ଦେଖାଇ ଲୁଟିନେଲା’ ଶୀର୍ଷକ ଖବର ମାଧ୍ୟମରେ ଯାହା ଜଣାଇଛୁ ତାହା…
ଶେଷ ହେଉନି ସଞ୍ଜୀବନୀ ସଂଗ୍ରାମ
ଅନୁଗୋଳ ଅଫିସ, ୨୮ା୯ ଟିକା ନେଲେ ଦେହରେ ସୃଷ୍ଟି ହେଉଛି ଆଣ୍ଟିବଡି। ମହାମାରୀ କୋଭିଡ୍ରୁ ଅନେକାଂଶରେ ମିଳୁଛି ସୁରକ୍ଷା। ସରକାର ଓ ବିଶେଷଜ୍ଞମାନଙ୍କ ଏପରି ମତକୁ ଆଧାରକରି ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ବଢ଼ୁଛି ଭିଡ଼। କେଉଁଠି ରାତିରୁ ଲୋକଙ୍କ ଲାଇନ ଲାଗୁଛି ତ ଆଉ…
ସୁବର୍ଣ୍ଣରେଖା ନଦୀବନ୍ଧ ବିପଦସଙ୍କୁଳ
ଜଳେଶ୍ୱର, ୨୮।୯(ଡି.ଏନ.ଏ.)-ଚଳିତବର୍ଷ ସୁବର୍ଣ୍ଣରେଖା ନଦୀରେ ୩ଥର ବନ୍ୟାପାଣି ଆସି ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଭୂତ କ୍ଷତି ଘଟିଛି। ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଥିବା ସୁବର୍ଣ୍ଣରେଖା ନଦୀବନ୍ଧର ୩ଟି ସ୍ଥାନରେ ଅତଡ଼ା ଖସୁଥିବା ନଜରକୁ ଆସିଛି। ନଦୀବନ୍ଧ ଏବେ ବିପଦସଙ୍କୁଳ ଅବସ୍ଥାରେ ଥିବା…

