ବଢୁଛି ଦାଦାବଟି ଆଦାୟ ଘଟଣା
ପୁରୀ ଅଫିସ, ୨୧।୧୦: ପୁରୀ ସହରରେ ଦାଦାବଟି ଆଦାୟ ଘଟଣା ବଢ଼ିବାରେ ଲାଗିଛି। ଦାଦାବଟି ପାଇଁ ବ୍ୟବସାୟୀ, ହୋଟେଲ ମାଲିକ, ନୂଆ ଘର ମାଲିକଙ୍କୁ ଟାର୍ଗେଟ କରାଯାଉଛି। ନୂଆଘର ବାବଦକୁ ଏକକାଳୀନ କିଛି ଟଙ୍କା ମଗାଯାଉଥିବା ବେଳେ ସମୁଦ୍ରକୂଳ ଅଞ୍ଚଳରେ ଥିବା…
ସଂଖ୍ୟା ବୃଦ୍ଧିରୁ ସମସ୍ୟା
ରତନ ନାୟାର ଢେଙ୍କାନାଳ ଅଫିସ, ୨୧।୧୦: ଢେଙ୍କାନାଳ ଜିଲା କପିଳାସ ପ୍ରାଣୀ ଉଦ୍ୟାନରେ ହରିଣଙ୍କ ସଂଖ୍ୟା ବୃଦ୍ଧି ଯଦିଓ ସକାରାତ୍ମକ ବାର୍ତ୍ତା ଦେଉଛି, ତେବେ ସୀମିତ ଜାଗାରେ ଏମାନଙ୍କୁ ରଖିବା ଏବେ ସବୁଠାରୁ ବଡ଼ ପ୍ରଶ୍ନ ପାଲଟିଛି। ହରିଣଙ୍କୁ ପର୍ଯ୍ୟାୟକ୍ରମେ ଅଭୟାରଣ୍ୟରେ…
ଓରେଡା ଉପରେ ପୁଣି ଭରସା
ଯାଜପୁର ଅଫିସ,୨୧।୧୦: ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପର ମରାମତି ଏବଂ ନିର୍ମାଣ ପାଇଁ ପୁଣିଥରେ ଓରେଡାକୁ ଦାୟିତ୍ୱ ଦିଆଯାଉଛି। ଓରେଡାର ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି କେ.ପି. କୋନେରଙ୍କ ପତ୍ର ଆଧାରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଧୀକ୍ଷଣ ଓ…
କ୍ୟାସ୍ଭ୍ୟାନ୍ରୁ ଟଙ୍କା ଲୁଟ୍ ଘଟଣା: ଆଉ ୩ ଗିରଫ
ଆଠଗଡ଼, ୨୧।୧୦(ସ୍ବ.ପ୍ର.) : କଟକ ଜିଲା ଆଠଗଡ଼ ଥାନା ଅଞ୍ଚଳରେ ଗତ ୧୦ ତାରିଖରେ କ୍ୟାସଭ୍ୟାନରେ ଟଙ୍କା ଏଟିଏମ୍ରେ ଭର୍ତ୍ତି ପାଇଁ ଯାଉଥିଲା। ଭ୍ୟାନରୁ ଟଙ୍କା ଲୁଟ୍ ଘଟଣାରେ ପୂର୍ବରୁ ୩ ଅଭିଯୁକ୍ତ ଗିରଫ ହୋଇଥିଲେ। ଏଥିରେ ସମ୍ପୃକ୍ତ ଅନ୍ୟ ୩…
ଦୁଇଦିନରେ ଦୁଇ ଶିଶୁ ସମେତ ୧୨ଜଣଙ୍କୁ ଡେଙ୍ଗୁ
ବ୍ରହ୍ମପୁର ଅଫିସ,୨୧।୧୦: ଜିଲାରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୁଣିଥରେ ଗତ ଦୁଇ ଦିନରେ ଦୁଇ ଶିଶୁ ସମେତ ୧୨ ଜଣଙ୍କ ରକ୍ତ ନମୁନା ପଜିଟିଭ ଆସିଛି। ସେମାନଙ୍କ ମଧ୍ୟରୁ ୪ ଜଣ ବ୍ରହ୍ମପୁର ମହାନଗର ନିଗମ…
ଅଧା ବୁଲାଇ ପର୍ଯ୍ୟଟକଙ୍କୁ ଛାଡ଼ିଦେଲା ବ୍ୟାଟେରି ଗାଡ଼ି
ବାରଙ୍ଗ,୨୧।୧୦(ଡି.ଏନ୍.ଏ.): ନନ୍ଦନକାନନର ବ୍ୟାଟେରି ଚାଳିତ ଗାଡ଼ିକୁ ନେଇ ବୁଧବାର ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୨୫ଜଣ ବଙ୍ଗୀୟ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିବାବେଳେ ଏକକାଳୀନ ବ୍ୟାଟେରି ଅଟୋରେ ଯିବା ଓ ସଫାରି ବୁଲିବା ପାଇଁ ଟିକେଟ କାଟିଥିଲେ। କିନ୍ତୁ ଅଧା ବୁଲାଇ…
ଜୁଆରେ ହାରି ବନ୍ଧା ପଡ଼ିିଲେ ମହାପ୍ରଭୁ
ପୁରୀ ଅଫିସ, ୨୧।୧୦: ଶ୍ରୀମନ୍ଦିରରେ ବୁଧବାର କୁମାର ପୂର୍ଣ୍ଣିମା ନୀତି ପାଳିତ ହୋଇଛି। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଜୁଆଖେଳରେ ହାରି ମହାଲକ୍ଷ୍ମୀଙ୍କ ନିକଟରେ ୭ଦିନ ପାଇଁ ବନ୍ଧାପଡ଼ିଛନ୍ତି। ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କ ପ୍ରତିନିଧି ଭାବେ ଶ୍ରୀମଦନ ମୋହନ ମହାଲକ୍ଷ୍ମୀ…
ପୁଅ ଚିତା ନ ଲିଭୁଣୁ ଆଖି ବୁଜିଲେ ମା’
ପାତ୍ରପୁର,୨୦ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବାଦପୁର ଗ୍ରାମରେ ବୁଧବାର ଏକ ହୃଦୟ ବିଦାରକ ଘଟଣା ଘଟିଛି। ପୁଅର ଚିତା ଜଳୁଥିବା ବେଳେ ମା’ଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମା’ ପଦ୍ମାବତୀ ପ୍ରଧାନ ଓ ତାଙ୍କର ପୁଅ ପୂର୍ଣ୍ଣଚନ୍ଦ୍ର। ୧୦…
ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ କଲେ ମହିଳା ମୋର୍ଚ୍ଚା
ଭବାନୀପାଟଣା,୨୦।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା କେଗାଁ ଥାନା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ଅପହରଣ ଓ ହତ୍ୟା ଘଟଣା ନେଇ ବୁଧବାର ଜିଲା ଭାଜପା ପକ୍ଷରୁ କଳାହାଣ୍ଡି ବନ୍ଦ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭବାନୀପାଟଣାସ୍ଥିତ ଗୃହରାଷ୍ଟ୍ର ମନ୍ତ୍ରୀ…
ଗାଡ଼ି, ଟଙ୍କା ଛାଡ଼ି ପଳାଇଲେ ଲୁଟେରା
ଉଦଳା,୨୦ା୧୦(ଡି.ଏନ.ଏ.): ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଝାମ୍ପି ନେଇ ପଳାଉଥିବା ବେଳେ ଲୋକେ ପିଛା କରିବାରୁ ୨ ଦୁର୍ବୃତ୍ତ ଲୁଟ ଟଙ୍କା ଓ ଏକ ପଲସର ବାଇକ୍ ଛାଡ଼ି ଫେରାର ହୋଇଯିବା ଚର୍ଚ୍ଚାର ବିଷୟ ହୋଇଛି। ମୟୂରଭଞ୍ଜ ଜିଲା ଉଦଳା…
ବୌଦ୍ଧକୁ ଫେରିଲା କରୋନା, ଗୋଟିଏ ଦିନରେ ୧୮ ପଜିଟିଭ
ବୌଦ୍ଧ,୨୦ା୧୦(ସ୍ବ.ପ୍ର.): ବୌଦ୍ଧ ଜିଲାରେ ବୁଧବାର ୧୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ା ଦୀର୍ଘ ଦିନ ପରେ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହେବା ଜଣାପଡିବା ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ…
ଭାଜପା ଛାଡିଲେ ବିଶ୍ୱରଞ୍ଜନ
ଯାଜପୁର ଅଫିସ/ବରୀ, ୨୦।୧୦: ଯାଜପୁର ଜିଲାରେ ଭାଜପାର ସାଙ୍ଗଠନିକ ସ୍ଥିତି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ତୁଷାର ପରିଡ଼ା ବିଜେଡିରେ ଯୋଗଦାନ କରିବାର କିଛିଦିନ ପରେ ବୁଧବାର ବରୀ ନିର୍ବାଚନ ମଣ୍ଡଳୀର ଭାଜପା…

