ଆମ ଜିଲା ଖବର

ବନ୍ୟା ଜଳ ଛାଡ଼ିଲା ରେଙ୍ଗାଳି

କଣିହାଁ,୫।୮ (ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ୍‌ରୁ ବୁଧବାର ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲାଯାଇଥିବା ସୂଚନା ମିଳିଛି। ଅଧୀକ୍ଷଣ ଯନ୍ତ୍ରୀ ଅଜିତ ଜେନା…

‘ସ୍ପୋର୍ଟସ୍‌ ହବ୍‌’ ସ୍ବପ୍ନ ଅଧୁରା

ଢେଙ୍କାନାଳ ଅଫିସ, ୫।୮: ତୀରନ୍ଦାଜୀଠାରୁ ଟେନିସ୍‌। କ୍ରିକେଟରୁ ଆରମ୍ଭ କରି ଫୁଟବଲ୍‌। କ୍ରୀଡ଼ାକ୍ଷେତ୍ରକୁ ନେଇ ଢେଙ୍କାନାଳ ଜିଲାରେ ରହିଛି ପର୍ଯ୍ୟାପ୍ତ ସମ୍ଭାବନା। ପ୍ରତିଭା କି ଭିତ୍ତିଭୂମିର ଅଭାବ ନାହିଁ। ଅଜସ୍ର ଟଙ୍କା ମଧ୍ୟ ମଞ୍ଜୁର ହେଉଛି। ହେଲେ ଦୂରଦୃଷ୍ଟି ଏବଂ ସମନ୍ବୟ…

ବ୍ୟବସ୍ଥିତ ନୁହେଁ ବ୍ୟବସ୍ଥା

ଅନୁଗୋଳ ଅଫିସ, ୫ା୮: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କୁ କରାଯାଉଛି ଶୋଷଣ। ଏଠାରେ ବୁଲୁଥିବା ଦଲାଲମାନେ ସହଯୋଗ ଆଳରେ ସେମାନଙ୍କୁ ଠକେଇ କରୁଛନ୍ତି। କେତେବେଳେ ସରକାରୀ ଯୋଜନାରେ ଉପକୃତ କରାଇଦେବାକୁ କହି ଟଙ୍କା ନେଉଛନ୍ତି ତ…

ଭାଙ୍ଗିଲା ସତୀଗୁଡ଼ା ମେନ୍‌ କେନାଲ

କୋରୁକୋଣ୍ଡା,୪ା୮(ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ମହକୁମାସ୍ଥିତ ହାଇସ୍କୁଲଗୁଡା ନିକଟରେ ଥିବା ସତୀଗୁଡ଼ା ଡ୍ୟାମ୍‌ରୁ ଆସିଥିବା ମେନ୍‌ କେନାଲ ବୁଧବାର ଭାଙ୍ଗିଯାଇଛି। ଫଳରେ ଶତାଧିକ ଏକର ଚାଷଜମିରେ ବାଲି ମାଡ଼ି କ୍ଷତିଗ୍ରସ୍ତ ହୋଇଛି । ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱଶୂନ୍ୟତା ରକ୍ଷଣାବେକ୍ଷଣ…

ମନ୍ଦିରକୁ ଭକ୍ତ ନେଇପାରିବେ ନାହିଁ ପୂଜା ସାମଗ୍ରୀ

ବରଗଡ଼ ଅଫିସ୍‌,୪।୮: ବରଗଡ଼ ଜିଲାରେ ଗୁରୁବାରଠାରୁ ମନ୍ଦିର, ଚର୍ଚ୍ଚ, ମସଜିଦ ଆଦି ଧାର୍ମିକ ଅନୁଷ୍ଠାନ କୋଭିଡ୍‌ କଟକଣା ମଧ୍ୟରେ ଖୋଲିବ । ବୁଧବାର ଜିଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ, ଧାର୍ମିକ ଅନୁଷ୍ଠାନ ଖୋଲିବା ପୂର୍ବରୁ…

ଗ୍ରାହକ ସାଜି ଧରିଲା ସ୍ପେଶାଲ ସ୍କ୍ବାଡ୍‌

ଦେବଗଡ଼,୪।୮(ଡି.ଏନ୍‌.ଏ.): ଦେବଗଡ଼ ଓ ସମ୍ବଲପୁର ଜିଲାରେ ଚାଲିଛି ହନୁମାନ ପଇସା କାରବାର। ବେଆଇନ ହନୁମାନ ପଇସା କାରବାର କରୁଥିବା ୩ଜଣ ବ୍ୟକ୍ତିଙ୍କୁ ଦେବଗଡ଼ ଜିଲା ସ୍ପେଶାଲ ସ୍କ୍ବାଡ୍‌ ପୋଲିସ ଧରିଛି। ସେମାନେ ହେଲେ ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ଭଣ୍ଡାରୀମାଲ…

ଲାଞ୍ଚ ନେଇ ଧରାପଡ଼ିଲେ ସରକାରୀ ଯନ୍ତ୍ରୀ

ଯାଜପୁର ଟାଉନ,(ଡି.ଏନ୍‌.ଏ.)/କଟକ ଅଫିସ,୪ା୮: ଭିଜିଲାନ ହାତରେ ଧରାପଡିଛନ୍ତି ଯାଜପୁର ଟାଉନସ୍ଥିତ ଡ୍ରେନେଜ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡିପ୍ରସାଦ ମହାପାତ୍ର। ବୁଧବାର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଛି। ସଦର ବ୍ଲକ ଅଧୀନ ଅବଦଲପୁରର ଦେବାଶିଷ…

୨ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା

ଠାକୁରମୁଣ୍ଡା,୪ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ରେଞ୍ଜ ଅଧୀନ ମହୁଲଡ଼ିହା ପଞ୍ଚାୟତ ଗୌଡ଼ିଆବାହାଳି ଗ୍ରାମରେ ବୁଧବାର ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ ସାକ୍ଷୀ ମହାନ୍ତ। ଚିକିତ୍ସା ପାଇଁ ତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷଙ୍କ ନାବାଳକ ପୁଅର ଛୁରା ମାଡରେ ଜଣେ ଗୁରୁତର

ଝାରସୁଗୁଡ଼ା ଅଫିସ,୪।୮: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷଙ୍କ ନାବାଳକ ପୁଅ ଓ ତାଙ୍କ ସହଯୋଗୀଙ୍କ ଛୁରା ମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ହେଲେ ଚୂନାଭଟାର ପିଙ୍କୁ…

ରାତିରେ ଚାଲିଥିଲା ଜୁଆଆଡ୍ଡା: ୧୦ଙ୍କୁ ବାନ୍ଧିଲା ପୋଲିସ

ଛତ୍ରପୁର,୪।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ପୋଲିସ ମଙ୍ଗଳବାର ରାତିରେ ସ୍ଥାନୀୟ ଷ୍ଟେଶନ ରୋଡ଼ରେ ଚାଲିଥିବା ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରିଥିଲା। ସେଠାରୁ ୧୦ ଜଣଙ୍କୁ ଗିରଫ କରିବା ସହ ୫୦ ହଜାର ୪୦୦ ଟଙ୍କା ଜବତ କରିଛି।

ମଝି ରାସ୍ତାରେ ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ସ୍ବାମୀ

ଛତ୍ରପୁର,୪।୮(ଡି.ଏନ୍‌.ଏ.): ମଝି ରାସ୍ତାରେ ସ୍ବାମୀ ପେଟ୍ରୋଲ ଢାଳି ନିଆଁ ଲଗାଇ ସ୍ତ୍ରୀକୁ ପୋଡ଼ିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ମେରାଇନ ଥାନା ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ।…

ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କୁ ବିରୋଧ କଲେ କୋଭିଡ୍‌ ପାରାମେଡିକାଲ ଷ୍ଟାଫ୍‌

ବଲାଙ୍ଗୀର ଅଫିସ,୪ା୮: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ସହ ବଲାଙ୍ଗୀର ଜିଲା ଗସ୍ତରେ ଆସିଥିବା ରାଜ୍ୟସ୍ତରୀୟ ଟିମ୍‌କୁ ବଲାଙ୍ଗୀର ଛଟେଇ ହୋଇଥିବା କୋଭିଡ୍‌ ପାରାମେଡିକାଲ ଷ୍ଟାଫ୍‌ ଜୋରଦାର୍‌ ବିରୋଧ କରିଛନ୍ତି। ବଲାଙ୍ଗୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?