ଦିବ୍ୟଶଙ୍କରଙ୍କ ବାସଭବନକୁ ଅଣ୍ଡା ମାଡ଼

ଭବାନୀପାଟଣା,୨୩।୧୦(ସ୍ବ.ପ୍ର.): ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ନ୍ୟାୟ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଶୁକ୍ରବାର ଯୁବ ଓ ଛାତ୍ର କଂଗ୍ରେସ ହୋହଲ୍ଲା କରିଥିବା ଦେଖିବାକୁ ମିଳିଛି। ଭବାନୀପାଟଣାସ୍ଥିତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବାସଭବନ ଉପରେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା ଓ ଟମାଟୋ ମାଡ କରାଯାଇଛି। ସେହିପରି ବାସଭବନ ଆଗରେ ରାଜ୍ୟ ସରକାର ଓ ମନ୍ତ୍ରୀଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ କରାଯାଇଥିଲା। ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ଓଡ଼ିଶାରେ ବନ୍ୟା

ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ/ବାରିପଦା ଅଫିସ/କେନ୍ଦୁଝର,୨୭ା୮(ସ୍ବ.ପ୍ର./ଡି.ଏନ୍‌.ଏ.): ଲଘୁଚାପଜନିତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସବୁ ନଦୀନାଳ ଫୁଲିବା ସହ ବିଭିନ୍ନ ସ୍ଥାନରେ...

ରାୟଗଡ଼ ପୋଲିସ ଦ୍ୱାରା ପୂର୍ବତନ ବିଧାୟକ ଅଟକ, ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ଚାଲିଛି ପଚରାଉଚରା

ଝାରସୁଗୁଡ଼ା ଅଫିସ,୧୩।୨: ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ କୁମାର ସାଏଙ୍କୁ ଛତିଶଗଡ଼ ପୋଲିସ ଅଟକ ରଖିଛି। ଛତିଶଗଡ଼ ରାୟଗଡ଼ ପୋଲିସ ବୁଧବାର ରାତିରେ...

ଏକାଠି ଚାଲିଗଲେ ମା’ ଝିଅ

ବସ୍ତା,୧୫।୮(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥରେ ରବିବାର ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତାରେ ଚାଲିକି ଯାଉଥିବା ମା’ ଝିଅଙ୍କୁ ଏକ...

ଖୁଣ୍ଟ ଅଛି, ବିଦ୍ୟୁତ୍‌ ନାହିଁ

ବଅଁରପାଳ, ୨୨ା୩(ଡି.ଏନ.ଏ.) – ବଅଁରପାଳ ବ୍ଲକ କନ୍ୟାବେଡା ତେଲିସାହି ଓ ଭୋଇ ସାହି ବାସିନ୍ଦାଙ୍କ ମୌଳିକ ସମସ୍ୟା ସୁଧାରୁନି ପ୍ରଶାସନ। ସାହିରେ ବିଜୁଳି, ପାନୀୟ, ସ୍ବାସ୍ଥ୍ୟ,...

ବାଲିମେଳା ବିଦ୍ୟୁତ୍‌ ପ୍ରକଳ୍ପ ପାଓ୍ବାର ହାଉସ୍‌ କୋଠାରେ ଫାଟ

  ମାଲକାନଗିରି,୩୦।୪ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ବାଲିମେଳା ଜଳବିଦ୍ୟୁତ୍‌ ପ୍ରକଳ୍ପରେ ଫାଟ ସୃଷ୍ଟି ହୋଇଛି। ତେବେ ଏନେଇ ସବୁ ଜାଣି ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ୫୦...

ମୂର୍ତ୍ତି ଲାଗି ମାଏଟ୍‌ ଅଭାବ, ଚିନ୍‌ତାରେ କାରିଗର

ଜାମଟିକ୍ରା, ୧୦।୮ (ଡି.ଏନ୍‌.ଏ.): ଏହେଦ୍‌କା ଶରାବନ୍‌ ମାସର ତୁରତୀଅ ହପ୍‌ତା ଚାଲିଛେ। ଇତାର ପରେ ଭୁଦୋ ମାସ ଆରମ୍‌ରୁ ପରବ୍‌ ପରବାନୀ ଆରମ୍‌ ହେଇଯିବା। ଭୁଦୋରେ...

ମତ୍ସ୍ୟଜୀବୀଙ୍କ ଜାଲରେ ସାଙ୍କୁଚ

ମାଧପୁର, ୭।୧୦: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କନ୍ଧପଡା ପଞ୍ଚାୟତ ବେଲଦୁଲା ଗ୍ରାମର ଜଣେ ମତ୍ସ୍ୟଜୀବୀ ରବିବାର ମହାନଦୀରୁ ବିରଳ ପ୍ରଜାତିର ସାଙ୍କୁଚ ମାଛ ଧରିବା...

‘ଘଟଣା ବେଳେ ଡିଏଫ୍‌ଓଙ୍କ କ୍ୱାର୍ଟର୍ସରେ ଥିଲେ ଜିଲାପାଳ’

ପାରଳାଖେମୁଣ୍ଡି, ୧୮ା୮ (ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ଜେରା ଜାରି ରହିଛି। ମଙ୍ଗଳବାର ଦୁଇଟି ପର୍ଯ୍ୟାୟରେ...

Advertisement
Archives

Model This Week