ଆମ ଜିଲା ଖବର

ତୁହାକୁତୁହା ବର୍ଷା, ଚାଷୀ ଆଖିରେ ଲୁହ

କେନ୍ଦ୍ରାପଡ଼ା ଅଫିସ,୬ା୧୨: କେନ୍ଦ୍ରାପଡ଼ା ଜିଲାରେ ଗତ ଦୁଇଦିନ ଧରି ଝିପିଝିପି ବର୍ଷା ହେଉଥିଲା। ରବିବାର ସକାଳଠାରୁ ବାତ୍ୟା ଜଓ୍ବାଦ ପ୍ରଭାବରେ ତୁହାକୁ ତୁହା ବର୍ଷା ହେଉଛି। ସକାଳ ୮ଟା ସୁଦ୍ଧା ଜିଲାରେ ମୋଟ ୪୩୪ ମିଲିମିଟର ବର୍ଷା ହୋଇଛି; ଯାହା ଚାଷୀଙ୍କ…

ଦାଉ ସାଧିଲା ବାତ୍ୟା ‘ଜଓ୍ବାଦ’

ଜଗତ୍‌ସିଂହପୁର ଅଫିସ/ପାରାଦୀପ/ ଏରସମା/ତିର୍ତ୍ତୋଲ/ରଘୁନାଥପୁର/ ନାଉଗାଁ,୬ା୧୨(ସ୍ବ.ପ୍ର./ଡି.ଏନ୍‌.ଏ.): ବାତ୍ୟା ‘ଜୱାଦ’ ପ୍ରଭାବରେ ଜଗତ୍‌ସିଂହପୁର ଜିଲାରେ ହାରାହାରି ବର୍ଷା ୧୧୪.୩୭୫ ମିଲିମିଟର ରେକର୍ଡ ହୋଇଛି। ଅପରାହ୍ନ ୪ଟା ମଧ୍ୟରେ ଜଗତ୍‌ସିଂହପୁର ପୌରାଞ୍ଚଳର ଓ ବ୍ଲକ ଅଞ୍ଚଳରେ ୭୧ ମିମି, ବିରିଡ଼ି ୧୯, ରଘୁନାଥପୁର ୮୫, ବାଲିକୁଦା…

ଫସଲ ନଷ୍ଟରୁ ଚାଷୀ ଆତ୍ମହତ୍ୟା

ପାତ୍ରପୁର,୬ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ଉଲୁମା ଗ୍ରାମର ଜଣେ ଚାଷୀ ରବିବାର କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ କୈଳାସ ଶବର (୫୭)। ବାତ୍ୟା ‘ଜଓ୍ବାଦ’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ…

ପର୍ସ ଫେରାଇଲେ ୩ ବନ୍ଧୁ

ପିପିଲି,୬।୧୨(ଡି.ଏନ୍‌.ଏ.): ଏବେ ବି ବଞ୍ଚିଛି ମାନବିକତା। ଜଣେ ଅବସରପ୍ରାପ୍ତ ସୈନିକଙ୍କ ହଜିଥିବା ପର୍ସ ୩ଜଣ ବନ୍ଧୁ ଫେରାଇ ଦେଇଛନ୍ତି। ଭୁବନେଶ୍ୱରର ଅବସରପ୍ରାପ୍ତ ସୈନିକ ଧନଞ୍ଜୟ ଆଚାର୍ଯ୍ୟ ରବିବାର ପୂର୍ବାହ୍ନରେ ପୁରୀ ଯିବା ବାଟରେ ପିପିଲି ବଜାରରେ ନିଜର ଟଙ୍କା ଏବଂ ସମସ୍ତ…

ଅନ୍ୟକୁ ରୋଜଗାର ଦେଇଛନ୍ତି ବନିତା

ଏମ୍‌ଭି୭୯,୬ା୧୨(ଡି.ଏନ.ଏ.): ଇଚ୍ଛା ଓ ଆଗ୍ରହ ଥିଲେ ଜଣେ ଯେକୌଣସି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରେ। ତା’ର ସଫଳତାକୁ କୌଣସି ପ୍ରତିବନ୍ଧକ ରୋକିପାରେ ନାହିଁ। ମାଲକାନଗିରି ଜିଲା ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜଣେ ଝିଅ ନିଜ ଆଗ୍ରହ ଓ ନିଷ୍ଠା ବଳରେ…

ପିଅନଙ୍କ ହତ୍ୟା ପଛରେ ପରକୀୟା ପ୍ରୀତି

କେନ୍ଦୁଝର,୫।୧୨(ସ୍ବ.ପ୍ର.): କେନ୍ଦୁଝର ପଣ୍ଡାପଡା ଥାନା ଅନ୍ତର୍ଗତ ବଡକମଣ୍ଡରା ଗ୍ରାମରେ ସ୍କୁଲ ପିଅନ ନିରଞ୍ଜନ ନାଏକଙ୍କ ମୃତଦେହ ଶନିବାର ଏକ କୂଅରୁ ମିଳିଥିଲା। ତାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗରେ ପୋଲିସ ରବିବାର ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…

ମଣ୍ଡିରେ ଭିଜୁଛି ଧାନ

କୋକସରା,୫।୧୨(ଡି.ଏନ.ଏ.): ବାତ୍ୟା ‘ଜଓ୍ବାଦ’ ପ୍ରଭାବରେ କଳାହାଣ୍ଡି ଜିଲାରେ ଶନିବାରଠାରୁ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହେଉଛି। ଫଳରେ ଖୋଲା ମଣ୍ଡିରେ ପଡିଥିବା ଶହ ଶହ କୁଇଣ୍ଟାଲ ଧାନ ଭିଜୁଥିବା ଦେଖିବାକୁ ମିଳୁଛି। କୋକସରା ବ୍ଲକ ଆମପାଣି ପ୍ୟାକ୍ସ ଅଧୀନରେ ଥିବା…

ଅଖାରେ ବାନ୍ଧି ନବଜାତ ଶିଶୁ କନ୍ୟାଙ୍କୁ ଫୋପାଡି ଦେଇଥିଲେ

ଯୋଡ଼ା,୫।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ପଶ୍ଚିମ ଯୋଡ଼ା ହୁଡ଼ି ସାହି ନିକଟ ଏକ ପରିତ୍ୟକ୍ତ ବୁଦାମୂଳରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ରବିବାର ହୁଡ଼ି ସାହି ଓ ଟାଟା କମ୍ପାନୀର ପାଚେରୀ ନିକଟ ଏକ…

ରାସ୍ତାରେ ହୁତୁହତୁ ହୋଇ ଜଳିଗଲା ବାଇକ୍‌

ଠାକୁରମୁଣ୍ଡା,୫।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ସାତକୋଶିଆଠାରେ ରାସ୍ତାରେ ଯାଉଥିବା ଏକ ବାଇକ ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିଛି। ହେଲେ ବାଇକ୍‌ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହେଲେ ତାର ସଂସ୍ପର୍ଶରେ ଆସି ବାଇକ ସପୂର୍ଣ୍ଣ ଭସ୍ମ ହୋଇଯାଇଛି। ସ୍ଥାନୀୟ…

ବାରହା ଫାଶରେ ମଣିଷ

ଝାରସୁଗୁଡା ଅଫିସ,୫।୧୨(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଲୁହାବଗା ଗ୍ରାମରେ ଗତ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁର୍ବୃତ୍ତମାନେ ଗ୍ରାମ ନିକଟରେ ବାରହା ମାରିବା ପାଇଁ ୧୧କେଭି ବିଦ୍ୟୁତ ତାର ବିଛାଇଥିଲେ । ତାର…

ଗାଁରେ ଆତଙ୍କ ଖେଳାଉଛନ୍ତି ହାତୀପଲ

ବାଲେଶ୍ୱର ଅଫିସ,୫ା୧୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧିନସ୍ଥ ନଟାକଟା ପଞ୍ଚାୟତରେ ଶନିବାର ରାତିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲା ମୋରଡ଼ା ଅଞ୍ଚଳରୁ ୧୫ରୁ ଊଦ୍ଧର୍‌ବ ହାତୀପଲ ଅମର୍ଦ୍ଦାରୋଡ୍‌ ଷ୍ଟେଶନ ନିକଟସ୍ଥ ରେଳ ଲାଇନ ଡେଇଁ ନଟାକଟା ପଞ୍ଚାୟତର…

ପାଣିରେ ଭାସିଲା ପାଚିଲା ଧାନ

ନିଶ୍ଚିନ୍ତକୋଇଲି,୫ା୧୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ବାତ୍ୟା ‘ଜଓ୍ବାଦ’ ପ୍ରଭାବରେ ମୁଖ୍ୟତଃ ଧାନ ଫସଲ ନଷ୍ଟ ହୋଇଛି। ବର୍ଷା ପବନ ବଢ଼ିଥିବାରୁ ଲୋକେ ଗୃହବନ୍ଦୀ ହୋଇ ରହିଛନ୍ତି। ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। କିଛି ଚାଷୀ ତରବରିଆ ଭାବେ ଧାନ କାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?