ଗାଁରେ ଆତଙ୍କ ଖେଳାଉଛନ୍ତି ହାତୀପଲ

ବାଲେଶ୍ୱର ଅଫିସ,୫ା୧୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧିନସ୍ଥ ନଟାକଟା ପଞ୍ଚାୟତରେ ଶନିବାର ରାତିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲା ମୋରଡ଼ା ଅଞ୍ଚଳରୁ ୧୫ରୁ ଊଦ୍ଧର୍‌ବ ହାତୀପଲ ଅମର୍ଦ୍ଦାରୋଡ୍‌ ଷ୍ଟେଶନ ନିକଟସ୍ଥ ରେଳ ଲାଇନ ଡେଇଁ ନଟାକଟା ପଞ୍ଚାୟତର ପ୍ରଥମେ ସଦାନନ୍ଦପୁର ଗାଁ ଓ ପରେ ନରଣପୁର ଚାରିଗାଁ, ବଡ଼ଚାରିଗାଁ,ବସନ୍ତପୁରକୁ ପଶିଥିଲେ। ନରଣପୁର ଗ୍ରାମରେ ଆଶୁତୋଷ ରାଉଳ ଓ ରାମହରି ଦାସଙ୍କ ଘର ବାଡ଼ି ଭିତରେ ପଶି ବ୍ୟାପକ କ୍ଷତି କରିଥିଲେ। ଏଥିସହିତ ଏହି ହାତୀପଲ ଧାନ ବିଲ ଭିତରେ ପଶି ଅନେକ ଚାଷ ନଷ୍ଟ କରିଛନ୍ତି। ବାଲେଶ୍ୱର ବନ ବିଭାଗର ଏସିଏଫ୍‌ ସୁଶାନ୍ତ ଜେନାଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍‌ ଓ ସ୍ଥାନୀୟ ଲୋକେ ମିଶି ହାତୀମାନଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏବେ ହାତୀ ଦଳ ସ୍ଥାନୀୟ ବେତନାସିଆ ଜଙ୍ଗଲରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଜୟପୁର, ୧୭।୯(ଡି.ଏନ.ଏ):କୋରାପୁଟ ଜିଲା ଜୟପୁର ସହରର ଗୋପବନ୍ଧୁ ଶିଶୁ ଭବନଠାରେ ଜଣେ ୧୪ ବର୍ଷିଆ ଅନ୍ତେବାସୀ ଦଶମ ଶ୍ରେଣୀର ଛାତ୍ର ବେକରେ ରଶି ଲଗାଇ ଆତ୍ମହତ୍ୟା...

ପୁଅ ହତ୍ୟା ମାମଲା: ଦମ୍ପତିଙ୍କୁ ଆଜୀବନ କାରାଦଣ୍ଡ

ଚମ୍ପୁଆ,୪।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଅତିରିକ୍ତ ଜିଲା ଦୌରାଜଜ ଦୋଳଗୋବିନ୍ଦ ବାରିକ ଏକ ହତ୍ୟା ମାମଲାର ବିଚାର କରି ଶନିବାର ଦୋଷୀ ଦମ୍ପତିଙ୍କୁ ଆଜୀବନ କାରାଦଣ୍ଡ...

ବିଦ୍ୟାଳୟ ହେଲା ଅତିଥି ଭବନ: ବ୍ୟବସ୍ଥାରେ ପରିବର୍ତ୍ତନର ପ୍ରଭାବ

ପାରାଦୀପ,୫ା୬(ସ୍ବ.ପ୍ର.): ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ସାଙ୍ଗକୁ ଘରୋଇକରଣ ପ୍ରଭାବରେ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଏହାର ପ୍ରତିଫଳନ ଅନେକ କ୍ଷେତ୍ରରେ ଦେଖିବାକୁ...

୨୫ ଖଣ୍ଡ ଭୋଟରେ ଜିତିଲେ ଖବରକାଗଜ ବିତରକ

ବଲାଙ୍ଗୀର ଅଫିସ,୧।୩: ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ରଣ୍ଡା ପଞ୍ଚାୟତର ସମିତି ସଭ୍ୟ ଭାବେ ସୁଦାମ ନନ୍ଦ ନିର୍ବାଚିତ ହୋଇଛନ୍ତି। ଖବରକାଗଜ ବିତରକ ଭାବେ କାର୍ଯ୍ୟ...

ଭତ୍ତା ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ୬ ଅଭିଯୁକ୍ତ ଗିରଫ, ଜଣେ ଫେରାର

ମନମୁଣ୍ଡା, ୨୨।୮ (ଡି.ଏନ.ଏ): ବୌଦ୍ଧ ଜିଲା ଲମ୍ବସରି ଗ୍ରାମପଞ୍ଚାୟତ ଭତ୍ତା ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ...

ପ୍ରବାସୀ ଓଡ଼ିଆଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ଥ

ଚୌଦ୍ୱାର,୧୯।୫(ଡି.ଏନ୍‌.ଏ.): କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ବନ୍ଦାଳ ନିକଟରେ ଜାତୀୟ ରାଜପଥ ୧୬ରେ ପ୍ରବାସୀ ଓଡ଼ିଆଙ୍କୁ ନେଇଯାଉଥିବା ବସ୍‌ ଦୁର୍ଘଟଣାଗସ୍ତ। ଏଥିରେ ୬ଜଣ ଯାତ୍ରୀ...

ଉକେତ୍ଲା ବିମାନବନ୍ଦରକୁ ଉଡ଼ାଣ ଯୋଜନାରେ ସାମିଲ କରିବାକୁ ଦାବି

ଭବାନୀପାଟଣା, ୩।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଉକେତ୍ଲା ବିମାନବନ୍ଦରକୁ ଉଡ଼ାଣ ଯୋଜନାରେ ସାମିଲକରିବା ପାଇଁ ଶୁକ୍ରବାର କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା କେନ୍ଦ୍ର ବେସାମରିକ ବିମାନ ଚଳାଚଳ...

ଅଳିଆଗଦାରୁ ବ୍ୟାପି ବାରାହୀ ପାହାଡ଼ରେ ନିଆଁ

ହିଞ୍ଜିଳିକାଟୁ,୭ା୩: ହିଞ୍ଜିଳିକାଟୁ ସହର ନିକଟସ୍ଥ ବାରାହୀ ପାହାଡ଼ରେ ରବିବାର ନିଆଁ ଲାଗିଥିଲା। ଦମକଳ ବାହିନୀ ଓ ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ପ୍ରୟାସରେ ନିଆଁକୁ ଆୟତ୍ତ କରାଯାଇଥିଲା।...

Advertisement
Archives

Model This Week