ହସ୍ପିଟାଲରେ ବଢୁଛି ସଂକ୍ରମଣ
କଟକ ଅଫିସ,୩୦।୬: ରୋଗୀଙ୍କୁ ଆରୋଗ୍ୟ କରୁଥିବା ହସ୍ପିଟାଲରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କେବଳ ରୋଗୀ ନୁହନ୍ତି, କରୋନା ଯୋଦ୍ଧା ମଧ୍ୟ କରୋନା ସଂକ୍ରମଣର ଶିକାର ହେଉଛନ୍ତି। ସୋମବାର ଗୋଟିଏ ଦିନରେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ...
ଜୁଲାଇ ଶେଷରେ ମାଟ୍ରିକ୍ ପରୀକ୍ଷା ଫଳ
କଟକ ଅଫିସ,୩୦।୬: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଜୁନ ୩୦ରେ ଖାତାଦେଖା ଶେଷ ହେବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଅଧିକାଂଶ...
ସକାଳ ୮ରେ ପହଣ୍ଡି, ମଧ୍ୟାହ୍ନରେ ରଥଟଣା
ପୁରୀ ଅଫିସ, ୩୦।୬: ଆସନ୍ତା ୧ତାରିଖରେ ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାବିଗ୍ରହ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରସୋର ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ ପ୍ରକାଶ କରାଯାଇଛି। ଏବର୍ଷ...
୪୧ ବର୍ଷ ପରେ ବି ବିଦ୍ୟାଳୟକୁ ନାହିଁ ରାସ୍ତା
ଚମ୍ପୁଆ, ୩୦।୬ (ଡି.ଏନ.ଏ.) – ଦୀର୍ଘ ୪୧ ବର୍ଷ ପରେବି ବିଦ୍ୟାଳୟକୁ ରାସ୍ତା ନ ଥିବା ପରିତାପର ବିଷୟ ପାଲଟିଛି। ଦେଶର ଭବିଷ୍ୟତ ନିର୍ମାଣ କରୁଥିବା ଏହି ବିଦ୍ୟାଳୟ ପ୍ରତି ନା ପଡୁଛି ଏନଏସିର ନଜର ନା ପଡୁଛି ଶିକ୍ଷାବିଭାଗର...
ସଂକ୍ରମଣ ବଢ଼ିବା ଆଶଙ୍କା: ପଶ୍ଚିମବଙ୍ଗ ମିସ୍ତ୍ରୀଙ୍କ ଉପରେ ନଜର ରଖିବ ଓ୍ବାଚ୍ କମିଟି
ବାଙ୍ଗିରିପୋଷି,୩୦ା୬(ଡି.ଏନ୍.ଏ.): ପଶ୍ଚିମବଙ୍ଗର ମୁର୍ଶୀଦାବାଦ ଅଞ୍ଚଳରୁ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଞ୍ଚଳକୁ ଲୁଚାଛପାରେ ଆସି ମିସ୍ତ୍ରୀ କାମ କରୁଥିବା ଲୋକଙ୍କ ପାଇଁ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଏଥିରେ ରୋକ୍ ଲଗାଇବା ପାଇଁ ପ୍ରଶାସନ ତତ୍ପର ହୋଇଛି।...
ଅଧାପନ୍ତରିଆ ରାସ୍ତାକୁ ନେଇ ଅସନ୍ତୋଷ
ବାଲେଶ୍ୱର ଅଫିସ, ୩୦।୬-ବାଲେଶ୍ୱର ସହରର ବିଭିନ୍ନ ମୁଖ୍ୟ ରାସ୍ତା ସହ ଅନେକ ରାସ୍ତା ନିର୍ମାଣ ଅଧପନ୍ତରିଆ ଅବସ୍ଥାରେ ରହିଛି। ମରାମତି ଓ ନବୀକରଣ ପାଇଁ ରାସ୍ତାକଡ଼ରେ ବାଲି, ମେଟାଲ, ଚିପ୍ସ ପଡ଼ି ରହୁଥିବାରୁ ଟ୍ରାଫିକ୍ ଜାମ୍ ଭଳି ପରିସ୍ଥିତି ସୃଷ୍ଟି...
କଳାଧାନକୁ କରୋନା କାଳ
ଭୁବନ, ୩୦।୬ ରୋଗୀଙ୍କ ପାଇଁ ମହୌଷଧୀ କଳାଧାନରୁ ପ୍ରସ୍ତୁତ ଚାଉଳ। ଚାହିଦା ବି କିଛି କମ୍ ନୁହେଁ। ତେଣୁ କିଛିବର୍ଷ ହେଲା ପ୍ରୟୋଗାତ୍ମକ ଭାବେ ରାଜ୍ୟର ଚାଷୀମାନେ ଏହି କିସମର ଧାନ ଚାଷକୁ ଗୁରୁତ୍ୱ ଦେଉଛନ୍ତି। ହେଲେ ସ୍ବତନ୍ତ୍ର ବଜାର...
ସହରାଞ୍ଚଳକୁ ୨.୨୪ କୋଟି
ଅନୁଗୋଳ ଅଫିସ, ୩୦।୬ କରୋନା ସମୟରେ ବେରୋଜଗାର ଓ ଶ୍ରମିକମାନଙ୍କୁ ରୋଜଗାର ଦେବାକୁ ସରକାର ବିଭିନ୍ନ ଯୋଜନା ଜରିଆରେ ଟଙ୍କା ବିନିଯୋଗ କରୁଥିବାବେଳେ ସହରାଞ୍ଚଳକୁ ଗୁରୁତ୍ୱ ଦେଇଛନ୍ତି। କାମ ହରାଇଥିବା ଶ୍ରମିକ ଓ ବେରୋଜଗାରଙ୍କ ପାଇଁ ସରକାର ଅର୍ବାନ ୱେଜ୍...
ଚିନ୍ତା ବଢ଼ାଇଲେ ଆକ୍ରାନ୍ତ
ଢେଙ୍କାନାଳ ଅଫିସ, ୩୦।୬ କରୋନା ଆକ୍ରାନ୍ତ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଢେଙ୍କାନାଳ ଜିଲା ପ୍ରଶାସନର ଚିନ୍ତା ବଢ଼ିଛି। ସମ୍ପୃକ୍ତ କର୍ମଚାରୀଜଣକ ସ୍ବାବ୍ ରିପୋର୍ଟ ଆସିବା ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ସହରରେ ଥିବା ବିଭିନ୍ନ କ୍ଲିନିକ୍ ବୁଲିଥିଲେ।...
ଖାକିରେ ଲାଗିଲା ଦାଗ: ମହିଳା ହୋମ୍ଗାର୍ଡଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ
ନବରଙ୍ଗପୁର,୨୯ା୬(ବି.ପ୍ର.)- ଜଣେ ମହିଳା ହୋମଗାର୍ଡଙ୍କ ନାମରେ ଜଣେ ଯୁବତୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏପରି ଘଟିଛି ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ। ଉମରକୋଟ ଥାନା ଅଞ୍ଚଳର ସମ୍ପୃକ୍ତା ଯୁବତୀ(୨୦)ଙ୍କୁ ତାଙ୍କ ପରିବାର ଲୋକଙ୍କୁ ନ ଜଣାଇ ୪ବର୍ଷ ତଳେ...
କଣ୍ଟେନମେଣ୍ଟ ଜୋନ୍ ହେଲା ଗୁଣ୍ଠପଡ଼ା
ଆସିକା,୨୯ା୬(ଡି.ଏନ୍.ଏ.)- ଆସିକା ବ୍ଲକ ଗୁଣ୍ଠପଡା ପଞ୍ଚାୟତର ଗୁଣ୍ଠପଡା ଗ୍ରାମକୁ ଜିଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଓ ରାଇପଲ୍ଲୀ, ଖଣ୍ଡବନ୍ଧ ଏବଂ ସୁମନ୍ତପଲ୍ଲୀକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ରାତିରେ ଏହି...
ମୁଜାଗଡ଼ ରେଞ୍ଜରେ ବାଘ ଆତଙ୍କ
ଭଞ୍ଜନଗର,୨୯।୬(ଡି.ଏନ.ଏ)-ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜରେ ପୁଣି ବାଘ ଆତଙ୍କ ଦେଖାଦେଇଛି । ରେଞ୍ଜ ଅନ୍ତର୍ଗତ ବାଇବାଲି ଗ୍ରାମରୁ ଗତ ଶୁକ୍ରବାର ରାତିରେ ବାଘ ଏକ ବାଛୁରୀକୁ ଘୋଷାଡ଼ି ନେଇ ମାରି ଦେଇଛି। ବାଛୁରୀ ରଡ଼ି...
Archives


