ଆମ ଜିଲା ଖବର

୩ ଦିନ ବନ୍ଦ ରହିବ ବିଏମ୍‌ସି ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ବିଏମ୍‌ସି ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ । ୩୧ରୁ ୨ ତାରିଖ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଧର୍ମାନୁଷ୍ଠାନ। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।…

ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ

ବଲାଙ୍ଗୀର ଅଫିସ,୩୦।୧୨: ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ସମାବେଶ ହୋଇଯାଇଛି। ଜିଲା ମହିଳା କଂଗ୍ରେସ ପକ୍ଷରୁ ସରକାରଙ୍କ ରାଜନୈତିକ ସଂରକ୍ଷଣରୁ ପଛୁଆ ବର୍ଗଙ୍କୁ ବଞ୍ଚିିତ କରିବା ପ୍ରତିବାଦରେ ଏଭଳି କରାଯାଇଛି। ଏ ସମ୍ପର୍କରେ ଏକ ସ୍ମାରକପତ୍ର ଜିଲାପାଳଙ୍କ…

ଦା’ରେ ସ୍ତ୍ରୀଙ୍କ ବେକ କାଟିଦେଲେ ସ୍ବାମୀ

ପାରଳାଖେମୁଣ୍ଡି,୩୦।୧୨: ଗଜପତି ଜିଲା ଗୋଷାଣି ବ୍ଲକ ଗାରବନ୍ଧ ଥାନା ଅନ୍ତର୍ଗତ ଅଡଗାଁରେ ଏକ ଅଘଟଣ ଘଟିଛି। ସ୍ବାମୀ ଦା’ ରେ ସ୍ତ୍ରୀଙ୍କ ବେକ କାଟି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ପାରିବାରିକ କଳହରୁ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ସ୍ବାମୀ ଗଙ୍ଗା…

ସାଇକେଲରେ ଘରକୁ ଫେରୁଥିଲେ ଯୁବକ, ହଠାତ୍‌ ହେଲା କୁଆପଥର ମାଡ଼, ଆଉ ତା’ ପରେ…

ବାଉଁଶୁଣୀ,୩୦ା୧୨(ଡି.ଏନ୍‌.ଏ.): ବୌଦ୍ଧ ଜିଲାରେ ବୁଧବାର ସନ୍ଧ୍ୟାରେ ହୋଇଥିବା ବର୍ଷା ସହ କୁଆପଥର ମାଡ଼ରେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନାନୁଯାୟୀ, ବୌଦ୍ଧ ବ୍ଲକ ଗୋଛାପଡ଼ା ପଞ୍ଚାୟତ ଲୁମ୍ବୁରୁଜନା ଉକାବିର ଗ୍ରାମର ୩୫ ବର୍ଷୀୟ ଜୟଲାଲ ମହାକୁଡ଼…

ନୂଆ ବାଇକ୍‌ କିଣିବାକୁ ଯାଇଥିଲେ ଅଜା ନାତି , ଶୋ’ରୁମ୍‌ ଆଗରୁ ଦେଢ଼ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଜଳେଶ୍ୱର,୩୦।୧୨(ଡି.ଏନ୍‌.ଏ.): ଅଜା ନାତି ନୂଆ ବାଇକ କିଣିବାକୁ ଶୋ’ରୁମକୁ ଯାଇଥିଲେ। ବାଇକ ଦେଖୁଥିବା ବେଳେ ଗାଡି ଡିକି ଭାଙ୍ଗି ଦେଢ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଥାନାରେ ମାମଲା ରୁଜୁ ପରେ ପୋଲିସର ତଦନ୍ତ ଆରମ୍ଭ କରିଛି । ଏଭଳି ଘଟଣା…

୮,୧୬୦ ହେକ୍ଟରରେ ଫସଲ ହାନି

ଢେଙ୍କାନାଳ ଅଫିସ, ୩୦।୧୨: ଢେଙ୍କାନାଳ ଜିଲାରେ ଚଳିତବର୍ଷ ପ୍ରାକୃତିକ ବିପତ୍ତିରେ ୮,୧୬୦ ହେକ୍ଟର ଜମିରେ ଫସଲହାନି ହୋଇଛି। ତନ୍ମଧ୍ୟରୁ ବର୍ଷାଭାବ ବା ମରୁଡ଼ିରେ ୭ ହଜାର ୨୫୪ ଏବଂ ଲଘୁଚାପ ଜନିତ ଲଗାଣ ବର୍ଷାରେ ୯୦୬ ହେକ୍ଟର ଚାଷ ନଷ୍ଟ ହୋଇଛି।…

ଟ୍ରଲର ଧକ୍କାରେ ତଳକୁ ଖସିଲା ପୋଲବାଡ଼

୩୦। ୧୨,(ଡି.ଏନ୍‌.ଏ.): ଭଦ୍ରକ ଜିଲା ୬୦ ନଂ. ଜାତୀୟ ରାଜପଥର କୁଡ଼ିଆ ପୋଲ ଉପରେ ଗୁରୁବାର ସକାଳେ ଦୁର୍ଘଟଣା ଘଟିଛି। ଜଳେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରଲର ଭାରସାମ୍ୟ ହରାଇ ପୋଲର ବାଡକୁ ଧକ୍କା ଦେବାରୁ ପୋଲର ବାଡ଼ ଭାଙ୍ଗି…

୨୦୨୧ରେ ରୋକାଯାଇଛି ୩୪ ବାଲ୍ୟବିବାହ

ଢେଙ୍କାନାଳ ଅଫିସ, ୩୦।୧୨: ବାଲ୍ୟ ବିବାହ, ଶିଶୁ ଶ୍ରମିକ ପ୍ରଥା, ଶିଶୁ ନିର୍ଯାତନା ଭଳି ସାମାଜିକ ବ୍ୟାଧି ଦୂରୀକରଣ ଏବଂ କିଶୋରୀକିଶୋରଙ୍କ ଦକ୍ଷତା ବୃଦ୍ଧି ଲାଗି ବୁଧବାର ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି ‘ଶିଶୁ ପାଇଁ ଦିନଟିଏ’।…

‘ଠିକ୍‌ ଆକଳନ କରୁନି ପ୍ରଶାସନ’

ସଜନାଗଡ଼, ୩୦।୧୨(ଡି.ଏନ.ଏ.) ଚଳିତବର୍ଷ ଚକଡ଼ା ପୋକ ସାଙ୍ଗକୁ ଜୱାଦ ବାତ୍ୟା ଓ ଅଦିନିଆ ବର୍ଷା ଯୋଗୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ସ୍ଥାନୀୟ ପ୍ରଶାସନ ସଠିକ୍‌ ଭାବେ କ୍ଷୟକ୍ଷତି ଆକଳନ କରି ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।…

ନୂଆବର୍ଷରୁ ଆର୍‌ଟିଓ ଅଫିସରେ ଅଚଳାବସ୍ଥା ଆଶଙ୍କା

ବାରିପଦା ଅଫିସ,୩୦।୧୨: ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ସରକାର ଅଣଦେଖା କରୁଥିବାରୁ ମୟୂରଭଞ୍ଜ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)ରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର(ସ୍ମାର୍ଟ ଚିପ୍‌)ଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫଳରେ ନୂତନ ବର୍ଷର ପ୍ରାରମ୍ଭରୁ ପରିବହନ କାର୍ଯ୍ୟାଳୟରେ ଅଚଳାବସ୍ଥା…

ବାହାଘର ସାରି ଫେରୁଥିଲେ ବର-କନ୍ୟା, ଟ୍ରକ୍‌ ସହ ମୁହାଁମୁହିଁ ଧକ୍କାରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ

କୋକସରା,୩୦ା୧୨(ଡି.ଏନ୍‌.ଏ.): ବରକନ୍ୟା ବିବାହ ସାରି ଘରକୁ ଫେରୁଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଛତିଶଗଡ଼ ସର୍ଗିଗୁଡ଼ାରୁ ନବରଙ୍ଗପୁର ମୈଦାଲପୁର ଡୁମେରମୁଣ୍ଡା ଗାଁରୁ ବିବାହ ସାରି କନ୍ୟା ନେଇ ଫେରୁଥିବା ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ…

ଭିଜିଲାନ୍ସ ଜାଲରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ କିରାଣି

ବ୍ରହ୍ମପୁର ଅଫିସ , ୩୦।୧୨: ଗଞ୍ଜାମ ଜିଲା ରାସ୍ତା ଓ ଗୃହ ନିର୍ମାଣ ବିଭାଗ-୧ କାର୍ଯ୍ୟାଳୟର କନିଷ୍ଠ କିରାଣି ଏଲ. କାମରାଜୁ ଦାସ ବ୍ରହ୍ମପର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଉକ୍ତ ଟିମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?