ଆମ ଜିଲା ଖବର

ଦୁର୍ନୀତି ନ କରିବା ପାଇଁ ଶପଥ ନେଲେ ଅଗ୍ନିଶମ କର୍ମଚାରୀ

ପାଟଣା,୨୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପୁଟୁଳିଆରେ ଥିବା ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ କର୍ମଚାରୀମାନେ ଲାଞ୍ଚ ଗ୍ରହଣ ନ କରିବା ଆଉ ଲାଞ୍ଚ ନ ଦେବା ପାଇଁ ଶପଥନେଇଛନ୍ତି। ଏହି…

ମମିତା ହତ୍ୟା ଘଟଣାରେ ତଦନ୍ତ ଦିଗହରା: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି

ବଲାଙ୍ଗୀର ଅଫିସ,୨୬।୧୦: ରାଜ୍ୟ ଭାଜପା ପ୍ରତିନିଧି ଦଳ ମଙ୍ଗଳବାର ମମିତା ମେହେରଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି। ଏହି ଦଳ ବଲାଙ୍ଗୀର ଜିଲାର ଝରଣୀ ଗାଁରେ ପହଞ୍ଚିବା ପରେ ମୃତା ମମିତାଙ୍କ ମା’, ବାପା ଓ ଅନ୍ୟମାନଙ୍କୁ ସମବେଦନା ଜଣାଇଥିଲେ। ଏହି ଘଟଣାର ତଦନ୍ତ…

ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ସମ୍ବଲପୁର,୨୬।୧୦(ବ୍ୟୁରୋ): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ମଙ୍ଗଳବାର ଭାଜପା ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ…

ଝିଅ ବାହାଘର ଲାଗି ଟଙ୍କା ଉଠାଇ ଫେରୁଥିଲେ ବାପା, ଲୁଟି ନେଲେ ଦୁର୍ବୃତ୍ତ

ପଦ୍ମପୁର,୨୬।୧୦(ଡି.ଏନ୍‌.ଏ.): ଝିଅ ବାହାଘର ପାଇଁ ଷ୍ଟେଟ୍‌ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲେ ବାପା। ଅଧା ରାସ୍ତାରେ ହେଲା ଲୁଟ୍‌ । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବ୍ରାହ୍ମଣ ଗ୍ରାମରେ। ଗ୍ରାମର ହରିଶଚନ୍ଦ୍ର ରାୟ ସୋମବାର ପୂର୍ବାହ୍ନରେ…

ବିକ୍ରି ହେଉନି ହସ୍ତକଳା, ଚିନ୍ତାରେ ପରିବାର

ବେଗୁନିଆ,୨୬।୧୦(ଡି.ଏନ୍‌.ଏ.): ଏବେ ଦୁର୍ଦ୍ଦିନରେ ଦିନ ବିତାଉଛନ୍ତି ହସ୍ତକଳା କାରିଗର। ଅତ୍ୟାଧୁନିକ ସାମଗ୍ରୀର ଚାହିଦା ଓ କରୋନା ମହାମାରୀ ଛଡ଼ାଇ ନେଇଛି ସେମାନଙ୍କର କୁଳବେଉସା। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳର ଅନୁସୂଚିତ ଜାତି ପରିବାରଙ୍କ କ୍ଷେତ୍ରରେ ଦେଖିବାକୁ ମଳିଛି। ଏହି ବ୍ଲକର…

ନିର୍ବାଚନ ଆୟୋଗ, ସରକାରଙ୍କ ଜବାବ ଦାଖଲ

କଟକ ଅଫିସ,୨୬।୧୦: ହାଇକୋର୍ଟରେ ସୋମବାର ପୌର ନିର୍ବାଚନ ବିଳମ୍ବ ମାମଲାର ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଏବଂ ବିଚାରପତି ବି.ପି. ରାଉତରାୟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ…

୧୪ଲକ୍ଷ ଠକି ୩ ଭଉଣୀଭାଇ ଗିରଫ

ଝାରସୁଗୁଡ଼ା ଅଫିସ,୨୬।୧୦: ଜଣେ ଯୁବକଙ୍କୁ ରେଳବାଇରେ ଚାକିରି ଦେବା ନାମରେ ତାଙ୍କ ନିକଟରୁ ୧୪ଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ଝାରସୁଗୁଡ଼ା ପୋଲିସ ୩ ଭଉଣୀଭାଇଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଝରଣା ବାଦି (୩୨),…

ଏସ୍‌ସିବିରେ ଯକୃତ ପ୍ରତିରୋପଣ କେନ୍ଦ୍ର ଉଦ୍‌ଘାଟିତ

କଟକ ଅଫିସ, ୨୬।୧୦: ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ବିକାଶରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ନିମନ୍ତେ ସୋମବାର ଏଠାରେ ୨ଟି ନୂତନ ବିଭାଗ ଉଦ୍‌ଘାଟିତ ହୋଇଛି।…

ଦ୍ୱିତୀୟ ରନର୍ସଅପ୍‌ ହେଲେ ସ୍ବପ୍ନା

ଢେଙ୍କାନାଳ ଅଫିସ,୨୬।୧୦: ଢେଙ୍କାନାଳର ଝିଅ ସ୍ବପ୍ନା ପ୍ରିୟଦର୍ଶିନୀ(୧୯) ଏମ୍‌ଟିଭି ରିଆଲିଟି ଶୋ ମଡେଲ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସଅପ୍‌ ହୋଇଛନ୍ତି। ରବିବାର ତାଙ୍କ ବାପା ବିଶ୍ୱଜିତ ରାଉତରାୟ ଫୋନ୍‌ ଯୋଗେ ଏହି ସୂଚନା ଦେଇଛନ୍ତି। ଏହି ପ୍ରତିଯୋଗିତାରେ ଅରୁଣାଚଳପ୍ରଦେଶର ରୋଶନୀ ଡାଡା ଚାମ୍ପିୟନ…

ପ୍ରମାଣ ନଷ୍ଟ ପାଇଁ ଫନ୍ଦିଫିକର

ବଲାଙ୍ଗୀର ଅଫିସ,୨୬।୧୦: କଳାହାଣ୍ଡି ଜିଲା କେଗଁା ଥାନା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଅପହରଣ ଏବଂ ହତ୍ୟା ଘଟଣାକୁ ଇତିମଧ୍ୟରେ ୧୮ ଦିନ ବିତିଗଲାଣି। ଏହି ଜଘନ୍ୟ ହତ୍ୟା ଘଟଣାରେ ପୋଲିସର ହାବଭାବ ଏବଂ ତଦନ୍ତ ପ୍ରକ୍ରିୟା…

ଖବରଦାତାଙ୍କୁ ଲାଞ୍ଚୁଆ କହିଲେ ଭାଜପା ନେତା

ଭବାନୀପାଟଣା,୨୫।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ମହାଲିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ମାମଲାରେ ଗଣମାଧ୍ୟମ ପ୍ରତିନିଧି ଟଙ୍କା ଖାଇଛନ୍ତି। ସେଥିଲାଗି ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ସପକ୍ଷରେ ଖବର ପ୍ରସାରଣ କରୁଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ଭାଜପା ଜିଲା ଉପସଭାପତି ଅଜୟ…

ପୋଲିସ ଜାଲରେ ପଡ଼ିଲେ ମିଛ ଆର୍‌ଟିଓ ଅଧିକାରୀ

ବରଗଡ଼ଅଫିସ,୨୫।୧୦: ଆର୍‌ଟିଓ ଅଧିକାରୀ ସାଜି ଗାଡ଼ିଗୁଡିକରୁ ଟଙ୍କା ଅସୁଲି କରୁଥିଲେ। ସୋମବାର ରାତିରେ ବରଗଡ଼ ସହର ଉପକଣ୍ଠ ଫୋରଲେନ୍‌ ରାସ୍ତାର ଟୋଲ୍‌ପ୍ଲାଜା ନିକଟରୁ ଧରାପଡିଛନ୍ତି ମିଛ ଆରଟିଓ ଅଧିକାରୀ। ସମ୍ପୃକ୍ତ ଯୁବକ ଜଣକ ବରଗଡ଼ ସହରରେ ଏକ ଘରେ ଭଡା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?