ବଳାତ୍କାରୀ ନାବାଳକଙ୍କୁ ୧୦ ବର୍ଷ ଦଣ୍ଡାଦେଶ
କେନ୍ଦୁଝର,୨୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅଞ୍ଚଳରେ ଗତ ୩୦ ନଭେମ୍ବର ୨୦୧୭ରେ ଜଣେ ୧୩ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ୧୭ ବର୍ଷ ବୟସ୍କ ନାବାଳକଙ୍କୁ ବୁଧବାର ସ୍ଥାନୀୟ…
ବଣୁଆ ହାତୀ ତାଣ୍ଡବ: ବୃଦ୍ଧଙ୍କୁ ଦଳି ମାରିଲା
ନିଶ୍ଚିନ୍ତକୋଇଲି,୨୭।୧୦(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ପଞ୍ଚାୟତ ରାମରାଙ୍ଗ ଗ୍ରାମରେ ଏକ ବଣୁଆ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭାଗବତ ବେହେରା (୭୦)। ଭାଗବତ ଘାସ କାଟୁଥିବା ବେଳେ ହାତୀ ଅଚାନକ ବଗିଚା ଭିତରକୁ ପଶି…
ସିଲଭର୍ ସିଟିରେ ଇ-ଟଏଲେଟ ବ୍ୟବସ୍ଥା; ଟଙ୍କାଏ ଦେଲେ ଖୋଲିବ କବାଟ
କଟକ ଅଫିସ, ୨୭।୧୦: ସିଲଭର୍ ସିଟିରେ ଆରମ୍ଭ ହେଲା ଇ-ଟଏଲେଟ ବ୍ୟବସ୍ଥା। ବୁଧବାର ମଧୁପାଟଣା ଏବଂ ଓଏମ୍ପି ଛକରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ମାତ୍ର ୧ ଟଙ୍କା ଦେବା ମାତ୍ରେ ଏହି ଶୌଚାଳୟର କବାଟ ଖୋଲିବ। ରାଜ୍ୟ ତଥା ରାଜ୍ୟ…
ଆସିଲା ପୁରୀବାସୀଙ୍କ ପାଇଁ ନୂଆ ଗାଇଡ୍ଲାଇନ୍
ପୁରୀ ଅଫିସ,୨୭।୧୦: ପୁରୀବାସୀଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନକୁ ନେଇ ଆସିଲା ନୂଆ ଗାଇଡ୍ଲାଇନ୍। ତଦନୁଯାୟୀ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ପୁରୀବାସୀ। ନଭେମ୍ବର ୧ରୁ ପୁରୀବାସୀଙ୍କୁ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିଛି। ସେହିଭଳି ସେମାନେ…
ରେଳ ଧାରଣାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ
ଚଣ୍ଡିଖୋଲ,୨୭।୧୦(ଡି.ଏନ୍.ଏ): ଯାଜପୁର ଜିଲା ହରିଦାସପୁର-ଧାନମଣ୍ଡଳ ଖୋସାଲିପୁର ରେଳ ଧାରଣା ନିକଟରୁ ଏକ ମୃତଦେହ ମିଳିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ସୂଚନାଯୋଗ୍ୟ, ସକାଳ ସମୟରେ ସ୍ଥାନୀୟଲୋକେ ରେଳ ଧାରଣାରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିଥିଲେ ।…
ବଡ ଭାଇଙ୍କ ଜୀବନ ନେଲେ ସାନ ଭାଇ
ଟିଟିଲାଗଡ଼,୨୭।୧୦(ଡି.ଏନ୍.ଏ.): ଜଣେ ଭାଇ ନିଜ ଭାଇଙ୍କର ଜୀବନ ନେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ହାଟପଦାପଡ଼ା ଗ୍ରାମରେ। ସେହି ମୃତ ଯବକ ଜଣଙ୍କ ହେଲେ ରନିଖୋଜ ସଞ୍ଜୟ ବେହେରା(୨୨)। ପୋଲିସ ମୃତ ଯୁବକର ସାନଭାଇ ପ୍ରମୋଦ ବେହେରାକୁ…
ଡେରାବିଶରେ ହାତୀ ଆତଙ୍କ
ଡେରାବିଶ,୨୭ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଞ୍ଚଳରେ ବୁଧବାର ସକାଳେ ଏକ ବଣୁଆ ହାତୀ ଆତଙ୍କ ଖେଳାଇଛି। ଆଜି ସକାଳେ ଏହି ବ୍ଲକ ଅଧୀନ ବଳଭଦ୍ରପୁର ଗ୍ରାମଦେଇ ଯାଇଥିବା ହରିଦାସପୁର-ପାରାଦ୍ୱୀପ ରେଳପଥ ନିକଟରେ ପ୍ରଥମେ ହାତୀଟି ବୁଲୁଥିବା ଲୋକେ ଦେଖିବାକୁ ପାଇଥିଲେ।…
୭ ଦଫା ଦାବି ନେଇ ବିଡିଓଙ୍କୁ ଭେଟଲେ ଚାଷୀ
କେସିଙ୍ଗା,୨୭।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କଶ୍ରୁପଡ଼ା ଓ କନ୍ତେଶିର ପଞ୍ଚାୟତର ଚାଷୀ ଭିଭିନ୍ନ ସମସ୍ୟା ନେଇ ବୁଧବାର ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାରଙ୍କୁ ଏହି ୭ ଦଫା ସମ୍ବଳିତ ଦାବିପତ୍ର…
୩ ଦିନ ଧରି ଚିଲିକାରେ ଜଳବନ୍ଦୀ ଥିଲେ ମତ୍ସ୍ୟଜୀବୀ ପରିବାର, ଆଜି ହେଲେ ଉଦ୍ଧାର
କୃଷ୍ଣପ୍ରସାଦ,୨୭ା୧୦(ଡି.ଏନ୍.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଚିଲିକା ଜେଟିରେ ୩ ଦିନ ଧରି ଏକ ମତ୍ସ୍ୟଜୀବୀ ପରିବାର ଜଳବନ୍ଦୀ ଭାବେ ରହିଥିବା ବେଳେ ସେମାନଙ୍କୁ ବୁଧବାର ଉଦ୍ଧାର କରାଯାଇଛି। ଚିଲିକାରେ ଆଉ ଏକ ଡଙ୍ଗା ଆଜି ଯାଉଥିବା ବେଳେ ଜଳବନ୍ଦୀ ଥିବା…
ଶ୍ରୀମନ୍ଦିର ପ୍ରବେଶ ପାଇଁ ଆସିବ ନୂଆ ଗାଇଡ୍ଲାଇନ
ପୁରୀ ଅଫିସ,୨୭।୧୦: ପୁରୀ ବାସୀଙ୍କ ପାଇଁ ଜଗା ଦର୍ଶନକୁ ନେଇ ବୁଧବାର ନୂଆ ଗାଇଡ୍ଲାଇନ୍ ଆସିବ। ମଧ୍ୟ୍ୟାହ୍ନ ୧୨ଟାରେ ଭର୍ଚୁଆଲ ଯୋଗେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ପ୍ରତ୍ୟେକ ଦିନ କୋଭିଡ ନେଗେଟିଭ…
ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ପଶିଗଲା ଖାଲରେ
ଗଞ୍ଜାମ,୨୭ା୧୦(ଡି.ଏନ୍.ଏ.): ମଙ୍ଗଳବାର ବିଳମ୍ବିତ ରାତିରେ ଗୋଟିଏ ୧୦୮ ଆମ୍ବୁଲାନ୍ସ ରାସ୍ତା ପାର୍ଶ୍ୱ ଖାଲରେ ପଶି ଯାଇଥିଲା। ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥାଇ ପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନାନୁଯାୟୀ, ୧୦୮ ଆମ୍ବୁଲାନ୍ସଟି…
ଶ୍ରୀଜୀଉଙ୍କ ବନକଲାଗି ନୀତି; ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ ଅଫିସ,୨୭।୧୦: ଦୀର୍ଘଦିନର ବ୍ୟବଧାନ ପରେ ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ସେବା । ଅପରାହ୍ନ ୪ଟାରୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏ ନେଇ ମନ୍ଦିର ପ୍ରଶାସନ…

