ଋଣ ପାଇବାକୁ ଯାଇ ଠକାମିର ଶିକାର ହେଲେ ଫାର୍ମାସିଷ୍ଟ
କେନ୍ଦୁଝର, ୨୦।୧ (ସ୍ବ.ପ୍ର.): ମୋବାଇଲରେ ଥିବା ଏକ ଲୋନ ଆପରେ ଲୋଭନୀୟ ଅଫର ପାଇ ଜଣେ ବ୍ୟକ୍ତି ଠକାମୀର ଶୀକାର ହୋଇଥିବା ଅଭିଯୋଗ ହୋଇଛି। ସେ ହେଉଛନ୍ତି ଜଣେ ଫାର୍ମାଶିଷ୍ଟ। ତାଙ୍କ ନାମ ମନୋରଞ୍ଜନ ମହାନ୍ତ। ଉକ୍ତ ଆପ ସୁବିଧାରେ ଋଣ…
ପୋଲିସ-ମାଓବାଦୀ ଗୁଳି ବିନିମୟ: ଟଳିପଡ଼ିଲେ ମାଓବାଦୀ ମୁନି
ମାଲକାନଗିରି,୨୦ା୧(ଡି.ଏନ୍.ଏ.): ମାଲକାନଗିରି ସୀମାରେ ପୋଲିସ ଏନ୍କାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀ ମହୁପଦର ଏଲ୍ଓଏସ କମାଣ୍ଡର ମୁନି ବୋଲି ଜଣାପଡ଼ିଛି । ମୁନିଙ୍କ ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ସୂଚନାଯୋଗ୍ୟ, କଟେକଲ୍ୟାଣ ଥାନା ଅନ୍ତର୍ଗତ…
ଭୋଟର ତାଲିକାରୁ ପୂର୍ବତନ ସରପଞ୍ଚଙ୍କ ନାମ ଗାଏବ; ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସି ଫେରିଲେ
ଦଶମନ୍ତପୁର,୨୦।୧ ( ଡ଼ି.ଏନ୍.ଏ. ) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତ ଭିତରବାଗ୍ରି ଗ୍ରାମର ପୂର୍ବତନ ସରପଞ୍ଚଙ୍କ ନାମ ଭୋଟର ତାଲିକାରେ ନାହିଁ। ଫଳରେ ସେ ଭୋଟ ଦେବାକୁ ଆସି ନିରାଶ ହୋଇ ଫେରିଛନ୍ତି। ସେ ହେଲେ ଲଖେଶ୍ବରୀ…
‘ରାସ୍ତା ନାହିଁ ତ ଭୋଟ ନାହିଁ’
ବାସୁଦେବପୁର, ୨୦।୧ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ଚାରିଟିକିରିଆ ରାଜସ୍ବ ଗ୍ରାମ ୯ ନଂ. ୱାର୍ଡକୁ ସ୍ଥାୟୀ ରାସ୍ତା ନାହିଁ। ଏନେଇ ଗ୍ରାମବାସୀ ଏକାଠି ହୋଇ ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି…
ନାରାୟଣପାଟଣାରୁ ପ୍ରାର୍ଥିପତ୍ର ଦାଖଲ କଲେ ନାଚିକା ଲିଙ୍ଗା, ପୁଅ ରବିନାଚିକା
କୋରାପୁଟ,୨୦।୧(ସ୍ବ.ପ୍ର.) ନାମାଙ୍କନପତ୍ର ଦାଖଲର ତୃତୀୟ ଦିନରେ କୋରାପୁଟ ଜିଲାରେ ମୋଟ ୧୫୪୪ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜିଲାରେ ଜିଲା ପରିଷଦ ଜୋନ ପାଇଁ ୧୫ ଜଣ , ସମିତିସଭ୍ୟ ପାଇଁ ୨୨୫ ଜଣ, ସରପଞ୍ଚ ପାଇଁ ୩୦୪ ଜଣ ଏବଂ…
ଖଲାରିରେ ପଶିଲେ ୨୦ ହାତୀ
ଅନୁଗୋଳ ଅଫିସ,୨୦।୧: ଅନୁଗୋଳ ବ୍ଲକ ଖଲାରି ଗାଁରେ ବୁଧବାର ସକାଳେ ୨୦ଟି ହାତୀ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ହାତୀପଲ ଗାଁ ପାଖ ବୁଦୁବୁଦିଆ ଜଙ୍ଗଲରେ ବୁଲି ଡାଳପତ୍ର ଖାଉଥିବା ଦେଖିବାକୁ ମିଳିଛି। ନିକଟରେ ଏହି ହାତୀପଲ ବେନ୍ତପୁର, ତୁଳସୀପାଳ…
ଶ୍ମଶାନରୁ ଜୀବନ୍ତ ଫେରି ଆସିଥିବା ଶିଶୁ ଡାକ୍ତରଖାନାରେ ଆଖି ବୁଜିଲା
ପାଟଣା,୨୦ା୧(ସ୍ବ.ପ୍ର.): ଲୋକେ ଡାକ୍ତରଙ୍କୁ ରୋଗୀଙ୍କ ଦ୍ୱିତୀୟ ଭଗବାନ ବୋଲି ମାନି ଥାଆନ୍ତି। ହେଲେ ବେଳେବେଳେ ଏଭଳି କିଛି ଅଭାବନୀୟ ଘଟଣା ଘଟେ, ଯାହା ଫଳରେ ଡାକ୍ତରଙ୍କ ଉପରୁ ଭରସା ତୁଟିଯାଏ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ସାହାରପଡ଼ା…
ବିବାହ ପାଇଁ ଚାଲି ଚାଲି ଯାଆନ୍ତି ବରକନ୍ୟା
ବାଲେଶ୍ୱର ଅଫିସ, ୨୦।୧: ବାଲେଶ୍ୱର ଜିଲା ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତ ମଧ୍ୟ ଦେଇ ପ୍ରବାହିତ ଗଙ୍ଗାହାର ନଦୀ ଅଞ୍ଚଳବାସୀଙ୍କ ଗମନାଗମନରେ ବାଧକ ସାଜିଛି। କାହିଁ କେଉଁ ଆବାହମାନ କାଳରୁ ବରବାଙ୍କ ଗ୍ରାମର ଶତାଧିକ ପରିବାର ନଦୀ ଉପରେ ଏକ ବାଉଁଶ…
ନନ୍ଦନକାନନରେ ୪ ଦିନରେ ୪ ପକ୍ଷୀ ମୃତ
ବାରଙ୍ଗ,୨୦।୧(ଡି.ଏନ୍.ଏ.): ନନ୍ଦନକାନନରେ ଲଗାତାର ୪ ଦିନରେ ୪ଟି ପକ୍ଷୀଙ୍କ ମୃତ୍ୟୁ ହୋଇଛି। ମୃତ ପକ୍ଷୀଙ୍କ ମଧ୍ୟରୁ ତିନୋଟି ମୟୂର ଓ ଗୋଟିଏ ମାଟିଆ ଚିଲ ଅଛନ୍ତି। ଭେଟେନାରୀ ପରିସରରେ ଥିବା କ୍ବାରାଣ୍ଟାଇନରେ ରହୁଥିବା ସମସ୍ତ ପକ୍ଷୀଗୁଡିକୁ ସ୍ବତନ୍ତ୍ର କୋଠରୀରେ ରଖାଯାଇ ସେମାନଙ୍କ…
ମିଲରଙ୍କୁ ଘେରିଲେ ଚାଷୀ
ପଦ୍ମପୁର, ୨୦।୧ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଲୁଙ୍ଗା ପଞ୍ଚାୟତର ପୁରୁଦା ସେବା ସମବାୟ ସମିତିରେ ଧାନ କଟ୍ନୀକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ବୁଧବାର ସେମାନେ ମିଲରଙ୍କୁ ଘେରିଥିଲେ। ପ୍ରକାଶ ଯେ, ଜାନୁୟାରୀ ୫ରୁ ଚାଷୀଙ୍କଠାରୁ…
ସହରରେ ଟ୍ରାଫିକ୍ କଟକଣା କଡ଼ାକଡ଼ି
ବାଲେଶ୍ୱର ଅଫିସ, ୨୦।୧: ବାଲେଶ୍ୱର ଜିଲାରେ ଦୁର୍ଘଟଣା, ଜୀବନହାନି ଏବଂ ଟ୍ରାଫିକ୍ ଜାମ୍ ହ୍ରାସ କରିବା ପାଇଁ ସହରର କେତୋଟି ନିର୍ଦ୍ଦିଷ୍ଟ ରାସ୍ତାରେ ଭାରିଯାନ ଚଳାଚଳ ନେଇ ଜିଲା ପ୍ରଶାସନ ତରଫରୁ କଟକଣା ଲାଗୁ କରାଯାଇଛି। ଆଇଟିଆଇ ଛକରୁ ଭାୟା ବାଲେଶ୍ୱର…
ଚାଲିଗଲା ବୃଦ୍ଧଙ୍କ ଜୀବନ
ପାଟଣା,୨୦।୧(ସ୍ବ. ପ୍ର.) ଗାଁକୁ ଭଲ ରାସ୍ତା ନଥିବାରୁ ଜଣେ ବୃଦ୍ଧଙ୍କୁ ଆମ୍ବୁଲାନ୍ସ ଯାଇ ଆଣି ନ ପାରିବାରୁ ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା। ବିଳମ୍ବରେ ଚିକିତ୍ସାଳୟରେ ପହଞ୍ଚିବାରୁ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି ବୋଲି ତାଙ୍କ…

