ଆମ ଜିଲା ଖବର

ଅବ୍ୟବସ୍ଥାରେ ପରିବେଶ ପର୍ଯ୍ୟଟନ କେନ୍ଦ୍ର

ଚଣ୍ଡିଖୋଲ,୨।୧୨(ଡି.ଏନ.ଏ.): ଶୀତ ଋତୁ ଆସିଲେ ବିଭିନ୍ନ ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ। ଗତ ବର୍ଷ କୋଭିଡ୍‌ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଦେଖାଯାଇ ନ ଥିଲା। ଚଳିତ ବର୍ଷ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଲୋକାରଣ୍ୟ ହେବା ଆଶା ରଖାଯାଇଛି। ତେବେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ…

ମୌଳିକତା ହରାଇଛି ମୌଳିକ ବିଦ୍ୟାଳୟ

କେନ୍ଦ୍ରାପଡ଼ା ଅଫିସ, ୨।୧୨: ମାଧ୍ୟମିକସ୍ତରରେ ଗୁଣାତ୍ମକ ଶିକ୍ଷାର ବିକାଶ ଓ ଡ୍ରପ ଆଉଟ ରୋକିବାକୁ ରାଜ୍ୟର ସମସ୍ତ ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ କରାଯିବ ବୋଲି ୨୦୧୬ରେ ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିଥିଲେ। ଇତିମଧ୍ୟରେ ୫ ବର୍ଷ ବିତିଛି। ହେଲେ ଆଜି…

ଇଫ୍‌କୋକୁ ପ୍ରଦୂଷଣ ପ୍ରୋଟେକଶନ ଆୱାର୍ଡ

ପାରାଦୀପ,୨।୧୨(ସ୍ବ.ପ୍ର.): ପାରାଦୀପରେ ଥିବା ଇଫ୍‌କୋ ସାର କାରଖାନାକୁ ବୁଧବାର ଦିଲ୍ଲୀଠାରେ ପ୍ରଦୂଷଣ ପ୍ରୋଟେକଶନ ଆୱାର୍ଡ ମିଳିଛି। ଫାଇ (ଫର୍ଟିଲାଇଜର ଆସୋସିଏଶନ ଇଣ୍ଡିଆ) ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବରେ ଇଫ୍‌କୋ ପାରାଦୀପ ୟୁନିଟକୁ ପ୍ରଥମ ପୁରସ୍କାର ମିଳିଛି। କେନ୍ଦ୍ର ସାର ଓ ରସାୟନ…

ସ୍କୁଲ ଚକ ଚକିଆ: ୧୦ ଶିକ୍ଷକ ପଦବୀ ଖାଲି

ନାଉଗାଁ,୧ା୧୨(ସ୍ବ.ପ୍ର.): ରାଜ୍ୟରେ ସ୍କୁଲ ରୂପାନ୍ତରୀକରଣ ଯୋଜନା କାମ ଜୋରସୋର୍‌ ଚାଲିଛି। ସ୍କୁଲଗୁଡିକର କାୟା ବଦଳି ଯାଇଛି। ସବୁ ଚକାଚକ୍‌ ସ୍ମାର୍ଟ କ୍ଲାସରୁମ ଏବଂ ସ୍କୁଲ ପରିସର ଝଲସୁଛି। ଶିକ୍ଷା ବ୍ୟବସ୍ଥାରେ ଏହି ଯୋଜନା ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ଆକଳନ…

ବିଲରୁ ଚାଷୀ ଧାନ ଉଠାଇ ପାରୁନାହାନ୍ତି

ଜଗତ୍‌ସିଂହପୁର ଅଫିସ, ୨।୧୨: ଜଗତ୍‌ସିଂହପୁର ଜିଲାର ଚାଷୀକୁଳ ସମ୍ଭାବ୍ୟ ବାତ୍ୟା ଜୱାଦକୁ ନେଇ ଚିନ୍ତାରେ ପଡିଛନ୍ତି। ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଛି। ଗୁରୁବାର ମାଣବସା ଥିବାରୁ ବିଲରୁ ଧାନ ଉଠିବା ସମ୍ଭବ ନୁହେଁ। ଶୁକ୍ରବାରଠାରୁ ବର୍ଷା…

ବିଦ୍ୟାଳୟ ରାତି ଜଗୁଆଳଙ୍କୁ ଅପହରଣ ଅଭିଯୋଗ: ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କେନ୍ଦୁଝର,୧ା୧୨(ସ୍ବ.ପ୍ର.): ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବଡ଼କମାଣ୍ଡରା ଗ୍ରାମରେ ଜଣେ ହାଇସ୍କୁଲ ରାତି ଜଗୁଆଳଙ୍କୁ ଅପହରଣ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ଏ ନେଇ ପଣ୍ଡାପଡା ଥାନାରୁ ନ୍ୟାୟ ନ…

ଛାତ୍ରୀଙ୍କୁ ଅପହରଣ

ଗଣିଆ,୧।୧୨(ଡି.ଏନ୍‌.ଏ.): କଲେଜ ଗେଟ୍‌ର ଅନତି ଦୂରରେ ଘଟିଛି ଅପହରଣ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏମିତି ଘଟଣା ଘଟିଛି ନୟାଗଡ଼ ଜିଲା ଗଣିଆ କଲେଜ ଗେଟଠାରୁ ଅନତି ଦୂରରେ। ଦୁଇ ଜଣ ଛାତ୍ରୀ ଅପହରଣ ହୋଇଥିବା ନେଇ ପ୍ରଚାରିତ ହେବା…

ପେନ୍‌ସନ୍‌ରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ

କର୍ଲାମୁଣ୍ଡା,୧।୧୨(ଡି.ଏନ୍‌.ଏ.): ସରକାର ଷାଠିଏ ବର୍ଷରୁ ଊଦ୍ଧର୍‌ବ ମହିଳା,ପୁରୁଷ ତଥା ବିଧବା ଓ ଦିବ୍ୟଙ୍ଗ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନାରେ ପେନ୍‌ସନ୍‌ ଦେବାକୁ ନିୟମ ତିଆରି କରିଥିଲେ ହେଁ ଯୋଗ୍ୟ ବ୍ୟକ୍ତିମାନେ ଏହି ଯୋଜନାର ସୁଫଳ ପାଇ ପାରୁ ନ ଥିବା…

ପୋଲିସ ଗ୍ରାମବାସୀ ମୁହାଁମୁହିଁ

ପାରାଦୀପ,୧।୧୨(ସ୍ବ.ପ୍ର.): ଜଗତସିଂହପୁର ଜିଲା ଏରସମା ମାହାଳରେ ସୀମା ନିର୍ଦ୍ଧାରଣ ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମାହାଳକୁ ରାଜସ୍ବ ଗ୍ରାମ ମାନ୍ୟତା ପାଇଁ ମାପଚୁପ ଚାଲିଥିବା ବେଳେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ପୋଲିସ ସହ ଗ୍ରାମବାସୀଙ୍କର ଧସ୍ତାଧସ୍ତି ହୋଇଥିବା…

କରୋନା ତୃତୀୟ ଲହର ପାଇଁ ତତ୍ପର ଜିଲା ପ୍ରଶାସନ

ଗଞ୍ଜାମ,୧।୧୨(ଡି.ଏନ୍‌.ଏ.): କରାନା ମହାମାରୀ ୨ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଚିନ୍ତା ବଢ଼ାଇ ଥିବା ବେଳେ ପୁଣି ତୃତୀୟ ଲହର ଚିନ୍ତା ବଢ଼ାଇଛି । ଏହା ଅଧିକରୁ ଅଧିକ ଭୟଙ୍କର ରୂପ ନେବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ରଖୁଥିବା ବେଳେ ତତ୍ପର…

ସ୍ବାମୀଙ୍କ ଘର ଆଗରେ ଧାରଣା ଦେଲେ ପ୍ରଥମ ସ୍ତ୍ରୀ

ଗଞ୍ଜାମ,୧।୧୨(ଡି.ଏନ୍‌.ଏ.): ସ୍ବାମୀର ଅଧିକାର ନେଇ ପ୍ରଥମ ସ୍ତ୍ରୀ ଘର ଆଗରେ ଧାରଣା ଦେଇଛନ୍ତି ଦ୍ୱିିିତୀୟ ସ୍ତ୍ରୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ସହର ୱାର୍ଡ ନଂ. ୪ ରାଉଳ ସାହିରେ। ରାୟଗଡା ଅଞ୍ଚଳର ସ୍ବପ୍ନା ମହାପାତ୍ର ନାମକ ଜଣେ…

ସମ୍ଭାବ୍ୟ ବାତ୍ୟା ଭୟ: ଧାନ କାଟିଲେଣି ଚାଷୀ

ଛତ୍ରପୁର,୧ା୧୨(ଡି.ଏନ୍‌.ଏ.): ଆସୁଛି ବାତ୍ୟା ‘ଜଓ୍ବାଦ’ । ଏନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବ। ୩ ତାରିଖରୁ ଉପକୂଳରେ ହେବ ବର୍ଷା । ଏନେଇ ଗଞ୍ଜାମ ଜିଲା ସମେତ ବିଭିନ୍ନ ଜିଲାରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?