ଏଣିକି ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ହାଇକୋର୍ଟ
କଟକ ଅଫିସ,୪।୨: ଓଡ଼ଶା ହାଇକୋର୍ଟ ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡ୍ରେ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି। ଏଣିକି ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟ ଚାଲିବ । ଫେବୃୟାରୀ ୭ରୁ ହାଇକୋର୍ଟରେ ଏହି ବ୍ୟବସ୍ଥା ଲାଗୁ ହେବ। ଜାନୁୟାରୀ ୧୦…
୨୪ ଚୋରି ବାଇକ୍ ଜବତ କଲା ପୋଲିସ
ପାରଳାଖେମୁଣ୍ଡି,୪ା୨(ଡି.ଏନ୍.ଏ.): ଗଜପତି ଜିଲା ପୋଲିସ ଚୋରା ବାଇକ୍ ବିକ୍ରି ଘଟଣାର ପର୍ଦ୍ଦାଫାଶ କରିଛି। ସେରଙ୍ଗ ପୋଲିସ ୨୪ଟି ଚୋରା ବାଇକ୍ ଜବତ କରିବା ସହ ୭ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଖବରଦାତା ସମ୍ମିଳନୀରେ ଏସ୍ପି ଜୟରାମ ଶତପଥୀ ସୂଚନା ଦେଇଛନ୍ତି। ଗିରଫ…
ଭୋଟ ନ ଦେଲେ ଘର ଉଚ୍ଛେଦ ଧମକ
ପାରଳାଖେମୁଣ୍ଡି,୪ା୨(ଡି.ଏନ୍.ଏ.): କାଶୀନଗର ବ୍ଲକ ହାଡୁଭଙ୍ଗୀ ଗ୍ରାମରେ ଶାସକ ଦଳ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ବରୁ ଗାଁ ଲୋକେ ସରକାରୀ ଜମି ଜବରଦଖଲ କରି ରହିଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ଡିସେମ୍ବରରେ ଉଚ୍ଛେଦ ପ୍ରକିୟା…
ବସ୍ ମାଲିକଙ୍କ ଘର ଉପରକୁ ବୋମା ମାଡ଼
ସାକ୍ଷୀଗୋପାଳ,୪।୨(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ଥାନା ବିଲିପଡ଼ା ନିକଟସ୍ଥ ବଢେଇକେରା ଗାଁରେ ଶୁକ୍ରବାର ବୋମମାଡ଼ ହୋଇଛି। ବସ୍ ମାଲିକ ସୁବାଷ ଚନ୍ଦ୍ର ବରାଳଙ୍କ ଘର ଉପରକୁ ଜଣେ ଡ୍ରାଇଭର ବୋମା ମାଡ଼ କରିଥିବା ଜଣାପଡିଛି। କୌଣସି ବିବାଦରୁ ଡ୍ରାଇଭର ସଞ୍ଜୟ ସୁକାରୀ…
ବାରବାଟୀରେ ଖେଳାଯିବ ଟି-ଟ୍ବେଣ୍ଟି!
କଟକ ଅଫିସ,୪।୨: ଆସନ୍ତା ଜୁନ୍ରେ ବାରବାଟୀରେ ଦକ୍ଷିଣ ଆଫ୍ରିକା-ଭାରତ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳାଯିବ। ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ବାରବାଟୀରେ ମ୍ୟାଚ କରାଇବା ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସହିତ ବିଶେଷ ଆଲୋଚନା ହୋଇଛି । ଓଡ଼ିଶା…
ଘର ଭିତରେ ପଶିଥିବା ଯୁବକଙ୍କୁ ଧରିଲେ ଗ୍ରାମବାସୀ
ବଲାଙ୍ଗୀର ଅଫିସ,୪।୨: ବଲାଙ୍ଗୀର ସହର ରାଧାରାଣୀପଡ଼ାରେ ରହୁଥିବା ସିଦ୍ଧାର୍ଥୀ ପଟେଲଙ୍କ ଘର ଭିତରକୁ ଶୁକ୍ରବାର ଜଣେ ସନ୍ଦିଗ୍ଧ ଯୁବକ ଜୋରଜବରଦସ୍ତ ପଶି ଯାଇଥିଲେ। ଖବର ପାଇ ପଡ଼ାବାସୀ ଯୁବକଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ଚୋରି ଉଦ୍ଦେଶ୍ୟରେ ଯୁବକ ଜଣକ…
ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଲେ
ବୌଦ୍ଧ,୪।୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବଙ୍କାପଡ଼ା ଗ୍ରାମ ଆମ୍ବବୁରୀରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ହେଲେ ଯୁବକଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ମୃତକ ହେଲେ ମନୁମୁଣ୍ଡା…
ଘାଟିରୁ ଖସିଲା ମିନି ଟ୍ରକ, ୩ଜଣଙ୍କ ଜୀବନ ଗଲା
ଫୁଲବାଣୀ ଅଫିସ,୪।୧: କନ୍ଧମାଳ ଜିଲା କୋଟଗଡ ବ୍ଲକ କୃଟିବାଡି ଘାଟିରେ ଏକ ମିନି ଟ୍ରକ ଭାରସାମ୍ୟ ହରାଇ ତଳକୁ ଖସି ପଡିଛି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ କୋଟଗଡ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ…
ଦଇତାପତି ନିଯୋଗ ନିର୍ବାଚନ,୨୯ ପ୍ରାର୍ଥିପତ୍ର ଦାଖଲ
ପୁରୀ ଅଫିସ,୪।୨: ଶ୍ରୀମନ୍ଦିର ଦଇତାପତି ନିଯୋଗର ନିର୍ବାଚନ ଚଳିତ ମାସ ୧୨ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ୨୯ଜଣ ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଗୁରୁବାର ସକାଳ ୯ଟାଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ…
୧୯ ନଂ. ଜୋନ୍ ପାଇଁ ତୀବ୍ର ଲଢ଼େଇ
ନିମାପଡ଼ା,୪।୨(ଡି.ଏନ୍.ଏ.): ନିମାପଡ଼ା ବ୍ଲକରେ ୪ଟି ଜିଲା ପରିଷଦ ଜୋନ ରହିଥିବା ବେଳେ ୧୯ନଂ. ଜୋନଟି ସମ୍ମାନଜନକ ଅଟେ। ବାମନାଳ, ସଲଙ୍ଗ, ଅରିଷଣ୍ଢ, ଅନ୍ତୁଆର, ଧଳେଶ୍ୱର, ବଡ଼ଶିରୁଳା, ଅଲଣ୍ଡା, ଧନୁଅଁା, ରେଞ୍ଚଶାସନ ଆଦି ୯ ପଞ୍ଚାୟତକୁ ନେଇ ଏହି ଜୋନ୍ ଗଠିତ। ଚଳିତ…
ବନ୍ଧୁକ ଦେଖାଇ ଯୁବକ ଗିରଫ
ପଦ୍ମପୁର,୪।୧(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ଶୁଙ୍ଗୁଡା ଗ୍ରାମର ପାରିବାରିକ କଳହକୁ ନେଇ ଜଣେ ଯୁବକ ତାଙ୍କ ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇ ଗିରଫ ହୋଇଛନ୍ତି। ସେ ହେଲେ ସେକ ସଲିଲ। ଦୁଇ ଭାଇଙ୍କ ଭିତରେ…
ପ୍ରଚାର ମୈଦାନରେ ଜିଲାପରିଷଦ ପ୍ରାର୍ଥୀ
ଗଞ୍ଜାମ,୪।୧(ଡି.ଏନ୍.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ୍ତା ୨୦ରେ ଗଞ୍ଜାମ ବ୍ଲକରେ ହେବ l ଏଥିପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତିି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ l ବତ୍ତର୍ର୍ମାନ ଚଳିତ ନିର୍ବାଚନରେ ପ୍ରଚାର ପାଇଁ ବିଜେଡି ପାର୍ଥୀମାନେ ଆଗୁଆ ଥିବା ଦେଖିବାକୁ ମିଳିଛି…

