ଅଖାରେ ବାନ୍ଧି ନବଜାତ ଶିଶୁ କନ୍ୟାଙ୍କୁ ଫୋପାଡି ଦେଇଥିଲେ
ଯୋଡ଼ା,୫।୧୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ପଶ୍ଚିମ ଯୋଡ଼ା ହୁଡ଼ି ସାହି ନିକଟ ଏକ ପରିତ୍ୟକ୍ତ ବୁଦାମୂଳରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ରବିବାର ହୁଡ଼ି ସାହି ଓ ଟାଟା କମ୍ପାନୀର ପାଚେରୀ ନିକଟ ଏକ…
ରାସ୍ତାରେ ହୁତୁହତୁ ହୋଇ ଜଳିଗଲା ବାଇକ୍
ଠାକୁରମୁଣ୍ଡା,୫।୧୨(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ସାତକୋଶିଆଠାରେ ରାସ୍ତାରେ ଯାଉଥିବା ଏକ ବାଇକ ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିଛି। ହେଲେ ବାଇକ୍ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହେଲେ ତାର ସଂସ୍ପର୍ଶରେ ଆସି ବାଇକ ସପୂର୍ଣ୍ଣ ଭସ୍ମ ହୋଇଯାଇଛି। ସ୍ଥାନୀୟ…
ବାରହା ଫାଶରେ ମଣିଷ
ଝାରସୁଗୁଡା ଅଫିସ,୫।୧୨(ଡି.ଏନ୍.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଲୁହାବଗା ଗ୍ରାମରେ ଗତ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁର୍ବୃତ୍ତମାନେ ଗ୍ରାମ ନିକଟରେ ବାରହା ମାରିବା ପାଇଁ ୧୧କେଭି ବିଦ୍ୟୁତ ତାର ବିଛାଇଥିଲେ । ତାର…
ଗାଁରେ ଆତଙ୍କ ଖେଳାଉଛନ୍ତି ହାତୀପଲ
ବାଲେଶ୍ୱର ଅଫିସ,୫ା୧୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧିନସ୍ଥ ନଟାକଟା ପଞ୍ଚାୟତରେ ଶନିବାର ରାତିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲା ମୋରଡ଼ା ଅଞ୍ଚଳରୁ ୧୫ରୁ ଊଦ୍ଧର୍ବ ହାତୀପଲ ଅମର୍ଦ୍ଦାରୋଡ୍ ଷ୍ଟେଶନ ନିକଟସ୍ଥ ରେଳ ଲାଇନ ଡେଇଁ ନଟାକଟା ପଞ୍ଚାୟତର…
ପାଣିରେ ଭାସିଲା ପାଚିଲା ଧାନ
ନିଶ୍ଚିନ୍ତକୋଇଲି,୫ା୧୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ବାତ୍ୟା ‘ଜଓ୍ବାଦ’ ପ୍ରଭାବରେ ମୁଖ୍ୟତଃ ଧାନ ଫସଲ ନଷ୍ଟ ହୋଇଛି। ବର୍ଷା ପବନ ବଢ଼ିଥିବାରୁ ଲୋକେ ଗୃହବନ୍ଦୀ ହୋଇ ରହିଛନ୍ତି। ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। କିଛି ଚାଷୀ ତରବରିଆ ଭାବେ ଧାନ କାଟି…
ବଢୁଛି ଜୁଆର,ସମୁଦ୍ର ଯିବାକୁ ବାରଣ
ପୁରୀ ଅଫିସ,୫।୧୨:: ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ସମ୍ଭାବ୍ୟ ବାତ୍ୟା ଜୱାଦ। ପୁରୀ ଉପକୂଳ ନିକଟରେ ପହଞ୍ଚିବା ବେଳକୁ ବାତ୍ୟାର ବେଗ କମିଯାଇଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶନିବାର ଅପରାହ୍ନ ସୁଦ୍ଧା ବର୍ଷାର ମାତ୍ରା କମ୍ ରହିଥିଲେ…
ଉପକୂଳ ଜଗିଛି ୧୦ ସୁନାମି ଆଲର୍ଟ ଟାୱାର
ମହାକାଳପଡ଼ା,୫ା୧୨(ଡି.ଏନ୍.ଏ.): ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବାତ୍ୟା ଭୟ ଲାଗି ରହିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବାତ୍ୟା ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ଉଠି କୂଳ ଅଭିମୁଖେ ମାଡ଼ି ଆସିବ। ତେବେ ବ୍ଲକର ସମୁଦ୍ର ଉପକୂଳ ଅଞ୍ଚଳରେ ୧୦ଟି ସୁନାମୀ ଟାୱାର…
ଫସଲ ନଷ୍ଟ ଆଶଙ୍କାରେ ଚାଷୀ
କେନ୍ଦ୍ରାପଡ଼ା ଅଫିସ, ୫ା୧୨: କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ସ୍ଥାନରେ ଗତ ଶୁକ୍ରବାର ସନ୍ଧ୍ୟାରୁ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ ହେବା ଆଶଙ୍କା ରହିଛି। ସମୁଦ୍ର ଅଶାନ୍ତ ହୋଇଛି। ତଟାଞ୍ଚଳରେ ଉଚ୍ଚ ଜୁଆର ଦେଖିବାକୁ ମିଳିଛି। ବାତ୍ୟାର…
ଜିଲାରେ ୨୭୦ ଏମ୍ଏମ୍ ବର୍ଷା ରେକର୍ଡ
ଜଗତ୍ସିଂହପୁର ଅଫିସ, ୫ା୧୨: ବାତ୍ୟା ‘ଜୱାଦ’କୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହା ଦୁର୍ବଳ ହେବା ଖବର ମିଳିବା ପରେ ଲୋକଙ୍କୁ କିଛିମାତ୍ରାରେ ଆଶ୍ୱସ୍ତି ମିଳିଛି। କିନ୍ତୁ ପ୍ରବଳ ବର୍ଷା ଆଶଙ୍କାଥିବାରୁ ଚାଷ ଉଜୁଡ଼ିିବା ଚିନ୍ତାଘାରିଛି। ଶୁକ୍ରବାର…
ଭୁବନେଶ୍ୱରରୁ ବ୍ରହ୍ମପୁର ଆସୁଥିବା ପେପର ଗାଡ଼ି ଦୁର୍ଘଟଣାଗ୍ରସ୍ତ
ଗଞ୍ଜାମ,୫ା୧୨(ଡି.ଏନ୍.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠସ୍ଥିତ ଜୟଶ୍ରୀ ଛକଠାରେ ରବିବାର ଭୋର୍ ସମୟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଆସୁଥିବା ପେପର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଅତି ପର୍ବଳ ବର୍ଷା ହେତୁ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ଯାଇଥିଲା। ତେବେ ଡ୍ରାଇଭର ଜଣକ ସୁରକ୍ଷିତ…
‘ଜୱାଦ’ ପାଇଁ ପ୍ରସ୍ତୁତ କୃଷି ବିଭାଗ
ଚମ୍ପୁଆ,୫ା୧୨(ଡି.ଏନ.ଏ.) – ବାତ୍ୟା ‘ଜୱାଦ’ର ମୁକାବିଲାପାଇଁ ଚମ୍ପୁଆ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଉପଜିଲାପାଳ ପ୍ରତାପ ପ୍ରିତିମୟ ସୂଚନା ଦେଇଛନ୍ତି। ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଥିବା ବେଳେ ଏହାର ଦିଗ ପରିବର୍ତ୍ତନର…
ଉତ୍ତାଳ ସମୁଦ୍ର, ସବୁଠି ସତର୍କ
ଭୋଗରାଇ, ୫।୧୨(ଡି.ଏନ.ଏ.) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ଜୱାଦ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇ ଉତ୍ତର-ପୂର୍ବ ମୁହାଁ ହେଉଥିବାରୁ କୂଳବାସୀଙ୍କୁ ଆଶ୍ୱସ୍ତି କରିଛି। ତେବେ ପାଗର ଅବନତି ହୋଇଥିବା ବେଳେ ବାତ୍ୟାର ଭୟ ମନରୁ…

