ଲୋକଙ୍କୁ କାଳ ଶିଳ୍ପାଞ୍ଚଳ ରେଳଲାଇନ
ଯାଜପୁର ଅଫିସ/କଳିଙ୍ଗନଗର, ୧୬ା୮(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲମ୍ବିଥିବା ରେଳଲାଇନ ଉତ୍ତରପାର୍ଶ୍ୱ ଲୋକଙ୍କ ପାଇଁ କାଳ ହୋଇଛି। ଚଳିତ ବର୍ଷା ମାସରେ ଏହି ରେଳଲାଇନ ଯୋଗୁ ଦାନଗଦି ବ୍ଲକ କେନ୍ଦୁଡିପି ଗ୍ରାମର ଏକାଧିକ ପରିବାର ଜଳଘେରରେ ରହିଛନ୍ତି। ଏନେଇ...
ବହୁଚର୍ଚ୍ଚିତ ଇତିଶ୍ରୀ ହତ୍ୟା ମାମଲାର ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ
କୋରାପୁଟ ଅଫିସ,୧୭ା୮: ରାୟଗଡ଼ାର ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ଶିକ୍ଷକ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ହୋଇଛି। ଏନେଇ କୋରାପୁଟ ମଣ୍ଡଳ କାରାଗାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ସେ କହିଛନ୍ତି, ରବିବାର ରାତିରେ ନେତ୍ରାନନ୍ଦଙ୍କ...
ବଢୁଛି ସୁସ୍ଥହାର, କମୁଛନ୍ତି ଆକ୍ରାନ୍ତ
କଟକ ଅଫିସ,୧୭।୮: କଟକ ଜିଲାରେ ଆରୋଗ୍ୟ ହାର ବଢୁଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଏହି ତଥ୍ୟ ଅଧିକ ଉତ୍ସାହ ଭରିବ ବୋଲି ଜିଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି। ଟେଷ୍ଟିଂ...
୧୫ ମାସର ପୁଅକୁ ହାତଗୋଡ଼ ବାନ୍ଧି ମାଡ଼
ଗୋପ, ୧୭ା୮(ଡି.ଏନ୍.ଏ.): ଜନ୍ମଦାତ୍ରୀ ମା’ ପାଲଟିଲା ନିଷ୍ଠୁର। ପାରିବାରିକ କଳହକୁ ନେଇ ନିଜ ୧୫ମାସର ଶିଶୁ ପୁତ୍ରକୁ ତଳେ ପକାଇ ଅମାନୁଷିକ ଭାବେ ମାଡ଼ ମାରିଛି ମା’। ଗୋପ ଥାନା ଅଧୀନ ଶୋରଭା ପଞ୍ଚାୟତ ପାଇକପଡ଼ା ଗ୍ରାମର ଏହି ଘଟଣାର...
ସିଏମ୍ସିରେ କରୋନାର ବିପରୀତ ଚିତ୍ର: ଅଧିକ ଆକ୍ରାନ୍ତ ହୋଇଛନ୍ତି ଯୁବପିଢ଼ି
କଟକ ଅଫିସ,୧୭।୮: ବୟସ୍କ ଓ ଶିଶୁମାନେ କରୋନା ଭୂତାଣୁର ଶିକାର ଶୀଘ୍ର ହୁଅନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ କହିଆସିଛି। କିନ୍ତୁ କଟକ ସହରରେ ଏହାର ବିପରୀତ ଚିତ୍ର ଏବେ ସାମ୍ନାକୁ ଆସିଛି। ଏଠାରେ ବୟସ୍କ ଓ ଶିଶୁଙ୍କ ଅପେକ୍ଷା ଯୁବପିଢ଼ି...
ପୁଣି ୧୪ ଅନ୍ତେବାସୀ କରୋନା ଆକ୍ରାନ୍ତ
ବ୍ରହ୍ମପୁର ଅଫିସ, ୧୭ା୮- ଗଞ୍ଜାମ ଜିଲାରେ କରୋନାକୁ ନେଇ ଲୋକେ ଭୟଭୀତ ହୋଇ ରହିଛନ୍ତି। ରବିବାର ପୁଣି ବ୍ରହ୍ମପୁର ବାଳ ସୁଧାର ଗୃହର ୧୪ ଅନ୍ତେବାସୀ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି) କମିଶନର ଚକ୍ରବର୍ତ୍ତୀ...
କାଳ ହେଲା ଭୋଜିଖିଆ: ଝାଡ଼ାବାନ୍ତିରେ ୯୧ ଆକ୍ରାନ୍ତ
ସଜନାଗଡ, ୧୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବେଗୁନିଆ ପଞ୍ଚାୟତ ତୋଟାପଡା ଗ୍ରାମରେ ଭୋଜି ଖାଇ ୯୧ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୯ଜଣଙ୍କୁ ୧୦୮ ଆମ୍ବୁଲାନ୍ସ, ଟେମ୍ପୁ, ମୋଟରସାଇକେଲ ଯୋଗେ ନୀଳଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶୁକ୍ରବାର...
କଟକରୁ ୧୧୭ କରୋନା ଆକ୍ରାନ୍ତ ଚିହ୍ନଟ
କଟକ ଅଫିସ, ୧୬।୮-କଟକ ସହରରୁ ରବିବାର ୧୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ଗୃହ ସଙ୍ଗରୋଧରୁ ୬୦ ଜଣ ଏବଂ ୩୭ ଜଣ ସ୍ଥାନୀୟ ଅଞ୍ଚଳରୁ...
ପିକ୍ଅପ୍ ଭ୍ୟାନରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ଆର.ଉଦୟଗିରି,୧୬ା୮(ଡି.ଏନ.ଏ.)- ମୋହନା ପୋଲିସ ଏକ ଗାଡ଼ି ସହ ୧୩ ବସ୍ତା ଗଞ୍ଜେଇ ଜବତ କରିଛି। ଆର୍.ଉଦୟଗିରି ଏସଡିପିଓ ଅନିଲ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ମୋହନା ଆଇଆଇସି ସୁନିଲ କୁମାର ନାୟକ ସଦଳବଳ ରବିବାର ସକାଳ ପ୍ରାୟ ୯.୩୦ରେ ଲୁହାଗୁଡ଼ି-ଚାନ୍ଦିପୁଟ ମଝିରେ...
ଜାତୀୟ ରାଜପଥରେ ଜଳିଗଲା ବିସ୍କୁଟ୍ ବୋଝେଇ କଣ୍ଟେନର୍
ଭଦ୍ରକ ଅଫିସ, ୧୬ା୮- ଭଦ୍ରକ ଜାତୀୟ ରାଜପଥ ସାହାପୁର ଛକ ନିକଟରେ ରବିବାର ସନ୍ଧ୍ୟାରେ ଏକ ବିସ୍କୁଟ ବୋଝେଇ କଣ୍ଟେନର ଜଳିଯାଇଛି। ସୂଚନା ମୁତାବକ, କଣ୍ଟେନର୍ (ନଂ ଓଡି ୦୭ କ୍ୟୁ ୬୨୧୧) ହାଇଦ୍ରାବାଦରୁ କଲିକତା ଅଭିମୁଖେ ଯାଉଥିଲା। ହଠାତ୍...
ଭୁବନେଶ୍ୱରରେ ପଜିଟିଭ, କବିସୂର୍ଯ୍ୟନଗରରେ ନେଗେଟିଭ
କବିସୂର୍ଯ୍ୟନଗର,୧୬ା୮(ଡି.ଏନ୍.ଏ.)- କବିସୂର୍ଯ୍ୟନଗରର ଜଣେ ବ୍ୟବସାୟୀଙ୍କ କୋଭିଡ୍-୧୯ ରିପୋର୍ଟ ଭୁବନେଶ୍ୱରରେ ପଜିଟିଭ ଆସିଥିବାବେଳେ କବିସୂର୍ଯ୍ୟନଗରରେ ନେଗେଟିଭ ଆସିଛି। ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି। ଯାହାକୁ ନେଇ ସମ୍ପୃକ୍ତ ବ୍ୟବସାୟୀ ଦ୍ୱନ୍ଦ୍ୱରେ ପଡିବା ସହ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି...
ବାଣ ବିସ୍ଫୋରଣରେ ଭୁଶୁଡ଼ି ପଡିଲା ଘର
ବେଗୁନିଆ,୧୬ା୮(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା କଣ୍ଟାବାଡ଼ ଗ୍ରାମରେ ଶନିବାର ରାତିରେ ବାଣ ବିସ୍ଫୋରଣ ଘଟି କାଶୀନାଥ ମହାପାତ୍ରଙ୍କ ଘର ସହ ପଡୋଶୀଙ୍କ ୪ ବଖରା କ୍ଷତିଗ୍ରସ୍ତ ହୋଇଛି। ଏଥିରେ କେହି ଆହତ ହୋଇ ନ ଥିବା ଜଣାପଡ଼ିଛି। ପୋଲିସ...
Archives


