କରୋନା ପଜିଟିଭ୍ ଚିହ୍ନଟ ପରେ ୩ ଦୋକାନ ସିଲ୍
ଛତ୍ରପୁର,୩୧ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍ଏସିରେ ୩ଟି ଦୋକାନରୁ ଜଣେ ଲେଖାଏ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ସୋମବାର ଛତ୍ରପୁର ଏନ୍ଏସି ପ୍ରଶାସନ ପକ୍ଷରୁ ଉକ୍ତ ୩ଟି ଦୋକାନକୁ ସିଲ୍ କରି ଦିଆଯାଇଛି।
ଭଦ୍ରକରେ ୨୬୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୪୭ ପଜିଟିଭ୍
ଭଦ୍ରକ ଅଫିସ,୩୧।୮: – ଭଦ୍ରକ ଜିଲାରେ ସୋମବାର ୪୭ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩୩ରେ ପହଞ୍ଚିଛି। ଚି଼ହ୍ନଟ ମାନଙ୍କ ମଧ୍ୟରେ ସମସ୍ତେ ସ୍ଥାନୀୟ ସଂକ୍ରମଣ ବୋଲି କୁହାଯାଇଛି।...
୩ ଲକ୍ଷରୁ ଊର୍ଦ୍ଧ୍ୱ ଜଳବନ୍ଦୀ
କେନ୍ଦ୍ରାପଡା ଅଫିସ,୩୧।୮: କେନ୍ଦ୍ରାପଡା ଜିଲାରେ ପ୍ରବାହିତ ବିରୂପା, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ବନ୍ୟା ଜଳସ୍ତର କମିଛି। ମାତ୍ର ଏହା ପ୍ରଭାବରେ ୨୦୩ ଗ୍ରାମର ୩ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଏବେ ଜଳବନ୍ଦୀ ରହିଛନ୍ତି। ଆଳି, ରାଜନଗର, ପଟ୍ଟାମୁଣ୍ଡାଇ, ଡେରାବିଶ...
ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପାରା ଆଥଲେଟ୍ଙ୍କ ପରଲୋକ
କେନ୍ଦ୍ରାପଡ଼ା ଅଫିସ, ୩୧।୮: କେନ୍ଦ୍ରାପଡା ସହରର ମାଧପୁରସ୍ଥିତ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପାରା ଆଥଲେଟ୍ ସୁକାନ୍ତ ଚୌଧୁରୀଙ୍କ ଶନିବାର ସନ୍ଧ୍ୟାରେ ହୃଦଘାତ୍ରେ ପରଲୋକ ଘଟିଛି। ତାଙ୍କୁ ୬୬ ବର୍ଷ ହୋଇଥିଲା। ଚୌଧୁରୀ ଜାତୀୟ ଓ ରାଜ୍ୟସ୍ତରରେ ସୁନାମ ଅର୍ଜନ କରିଥିଲେ। ୧୯୮୧ରେ...
କେନାଲ ବନ୍ଧରେ ଜବରଦଖଲକାରୀଙ୍କ ବାଡ଼
ପୁରୀ ଅଫିସ,୩୧ା୮: କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ମାତ୍ର ତୃଣମୂଳସ୍ତରରେ ଅନେକ ଲୋକ କୃଷିର ବିକାଶରେ ବାଧକ ସାଜୁଛନ୍ତି। ବ୍ୟକ୍ତିଗତ ଫାଇଦା ପାଇଁ ସେମାନେ ସାମୂହିକ ସ୍ବାର୍ଥକୁ ପ୍ରତିରୋଧ କରୁଛନ୍ତି। ଜଣେ ବ୍ୟକ୍ତି...
ଭାଜପା ରାଜ୍ୟ ପ୍ରତିନିଧି ଦଳର ବନ୍ୟାଞ୍ଚଳ ପରିଦର୍ଶନ: ବନ୍ୟା ବିପନ୍ନଙ୍କୁ ସହାୟତା ଦାବି
ଭଣ୍ଡାରିପୋଖରୀ, ୩୦।୮(ଡି.ଏନ.ଏ): ରାଜ୍ୟ ଭାଜପା ପ୍ରତିନିଧି ଦଳର ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଭଣ୍ଡାରିପୋଖରୀ ବ୍ଲକ ବୈତରଣୀ ନଦୀର ବନ୍ୟା ବିପନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପୂର୍ବତନ ଜିଲା ସଭାପତି ବଦ୍ରୀ ନାରାୟଣ ଧଳଙ୍କ...
ବିଧାୟକ ବ୍ୟୋମକେଶ ରାୟ କରୋନା ସଂକ୍ରମିତ
ଭଦ୍ରକ ଅଫିସ, ୩୧।୮: ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧକ୍ଷ ବ୍ୟୋମକେଶ ରାୟ କରୋନା ସଂକ୍ରମିତ ହୋଇଥିବା ନିଜ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି। ସେହିଭଳି ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାର କରୋନା ସଂକ୍ରମିତ ଥିବା ଜିଲାପାଳ...
ନାଳରେ ଭାସୁଥିଲେ ଅଜଣା ଯୁବତୀ, ଗଳା କାଟି ହତ୍ୟା ସନ୍ଦେହ
ମାଧପୁର,୩୧।୮(ଡି.ଏନ୍.ଏ.): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ଟୁସର ପଞ୍ଚାୟତ କିଆକଟା ରେଢାଖୋଲ ବୋର୍ଡର ଓରଡା କେରାଣ୍ଡି ନାଳରେ ସୋମବାର ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଦେଖିବାକୁ ମିଳିଛି । ଏହି ମୃତଦେହଟି ନାଳ ପାଣିରେ ଭାସି ଆସିଥିବା ସନ୍ଦେହ...
ବିପଦ ସଙ୍କେତ ଉପରେ ୫ ସ୍ଥାନ
ଜଗତ୍ସିଂହପୁର ଅଫିସ,୩୧।୮: ଜଗତ୍ସିଂହପୁର ଜିଲାର ମହାନଦୀ, ଦେବୀ, ପାଇକା, ବିଲୁଆଖାଇ ନଦୀର ଜଳପତ୍ତନ ବୃଦ୍ଧି ପାଇଥିଲେ ସୁଦ୍ଧା କୌଣସି ସ୍ଥାନରେ ଘାଇ ସୃଷ୍ଟି ହୋଇନାହିଁ। ଯେଉଁ କାରଣରୁ ସେଭଳି ବିପଦ ନ ଥିବା କୁହାଯାଇଛି। କିନ୍ତୁ ବନ୍ୟା ଯୋଗୁ ଜିଲାର...
ବୈତରଣୀ ବନ୍ୟା ନିୟନ୍ତ୍ରଣାଧୀନ, ୨ଲକ୍ଷ ୭୦ ହଜାର ୫୧୫ ଲୋକ ପ୍ରଭାବିତ
ଭଦ୍ରକ ଅଫିସ,୩୧।୮: ବୈତରଣୀ ନଦୀରେ ଆସିଥିବା ବନ୍ୟା ନିୟନ୍ତ୍ରଣ ହୋଇଛି। ନଦୀର ଜଳପତ୍ତନ ହ୍ରାସ ପାଇ ବିପଦ ସଂକେତରେ ବହୁ ତଳେ ପ୍ରବାହିତ ହେଉଛି। ତେବେ ଯେଉଁ ବନ୍ୟା ହୋଇଯାଇଛି, ଏଥିରେ ଜିଲାର ୭ଟି ବ୍ଳକ ଓ ୪ଟି ପୌରପାଳିକାର...
ପାଣିଘେରରେ ୩୦ ଗ୍ରାମବାସୀ
ନିମାପଡ଼ା,୩୧ା୮(ଡି.ଏନ୍.ଏ.): ଧନୁଆଁ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ନିମାପଡ଼ା ବ୍ଲକର ଧନୁଆଁ, ରେଞ୍ଚ, ଶଗଡ଼ା, ବଡ଼ମାଛପୁର, ଅଲଣ୍ଡା, ଶାଇଁସଶାସନ ପଞ୍ଚାୟତର ୩୦ଗ୍ରାମ ପାଣିଘେରରେ ରହିଛି। ଦେଖେତା, ବଉଳପଦା, ଭୁଆଁ, ଶୁନୁଗୋରଡି, ବରିହାପଡ଼ା, ରଡବଜାର, ଖଜାପୁରୁ, ଆଙ୍କୁଶୁପୁର, କେରେଣ୍ଡିଆବିନ୍ଧା, ଚିଙ୍ଗୁଡ଼ିଆକଣ୍ଟା,...
ବିଚ୍ଛିନ୍ନ ହେଲା ଜଟଣୀ-ପୁରୀ ରାସ୍ତା
ଖୋର୍ଦ୍ଧା ଅଫିସ/ ଜଟଣୀ(ଡି.ଏନ.ଏ)୩୧ା୮: ମହାନଦୀ ବନ୍ୟାଜଳ ଦୟା ନଦୀରେ ପ୍ରବେଶ କରିବା ପରେ ସ୍ଥିତି ସଙ୍ଗିନ ହୋଇଛି। ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକର ରାଜୁଆ ଓ ଦୟା ନଦୀକୁ ସଂଯୋଗ କରୁଥିବା ତିରୁମଲ ରାସ୍ତାରେ ମାଟିବନ୍ଧ ଭାଙ୍ଗି ଶହେ ଫୁଟର...
Archives


