ନାଳକୁ ବହିଯାଉଛି ପିଇବା ପାଣି
କଟକ ଅଫିସ,୧୦।୪ – ଜଳ ହିଁ ଜୀବନ। କେଉଁଠି ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ତ ଆଉ କେଉଁଟି ପାନୀୟଜଳ ଅପଚୟ ହେଉଛି। କଟକ ସହରର ବିଭିନ୍ନ ସ୍ଥାନରେ ଜଳ ଅପଚୟ ହେଉଥିବା ଦେଖିବାକୁ ମିଳିଛି। ତୁରନ୍ତ…
ଏସ୍ସିବି ନର୍ସିଂ କଲେଜ ବନ୍ଦ: ହଷ୍ଟେଲ ଛାଡ଼ିବା ପାଇଁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ
କଟକ ଅଫିସ,୧୦।୪: କଟକ ବଡ଼ ମେଡିକାଲର ନର୍ସିଂ କଲେଜକୁ ବନ୍ଦ ନେଇ ଶନିବାର ଘୋଷଣା ହୋଇଛି। କରୋନା ସଂକ୍ରମଣ ବଢ଼ିବା ପରେ ଏସିଏସ୍ (ସ୍ବାସ୍ଥ୍ୟ ବିଭାଗ)ଙ୍କ ନିର୍ଦ୍ଦେଶ କ୍ରମେ ନର୍ସିଂ କଲେଜକୁ ବନ୍ଦ କରାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହା ସହିତ…
ହଜୁଛି ମାନବିକତା: ପୋଖରୀ ପାହାଚରୁ ନବଜାତକର ମୃତଦେହ ଜବତ
ପୁରୁଷୋତ୍ତମପୁର,୧୦।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗୋଠିଆଳି ଗ୍ରାମରେ ଥିବା ଯମୁନା ପୋଖରୀ ପାହାଚରୁ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଜବତ ହୋଇଛି। କେହି ଜଣେ ଭୋରୁ ପୋଖରୀ କୂଳରେ ଶିଶୁଟିକୁ ଜନ୍ମଦେଇ ପାହାଚରେ ପକାଇ ଦେଇଥିବା ଜଣାପଡ଼ିଛି। ସକାଳେ…
ନାମଯଜ୍ଞ ନେଇ କଟକଣା: ବିଜ୍ଞପ୍ତି ଜାରି କଲେ ବରଗଡ଼ ଜିଲାପାଳ
ବରଗଡ଼ ଅଫିସ,୧୦।୪: ବରଗଡ଼ ଜିଲାରେ କରୋନା(କୋଭିଡ-୧୯) ସଂକ୍ରମଣ ବଢ଼ି ଚାଲିଛି। ଏହାକୁ ପ୍ରତିହତ କରିବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ଜିଲାରେ ନାମଯଜ୍ଞ ପାଳନ ଉପରେ ରୋକ ଲଗାଯାଇଛି। ଏଭଳି ସ୍ଥିତିରେ ଜିଲାର…
ଡେଲାଙ୍ଗ-ପିପିଲିର ବିକାଶ ପାଇଁ ପ୍ରତିଶ୍ରୁତି
ଡେଲାଙ୍ଗ/ପିପିଲି, ୧୦।୪(ଡି.ଏନ୍.ଏ.): ପିପିଲି ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ପ୍ରାର୍ଥୀମାନଙ୍କ ମଧ୍ୟରେ ସେତିକି ଉତ୍ସୁକତା ବଢ଼ିବାରେ ଲାଗିଛି। ବିଜେଡି ପକ୍ଷରୁ ଶ୍ୁକ୍ରବାର ମୁନିନ୍ଦା, ବେରବୋଇ, ଗୁଆଳିପଡା, ଚାଇଁପୁର, ରେଙ୍ଗଳ, ସୁଜନପୁର ପ୍ରଭୃତି ୭ଟି ପଞ୍ଚାୟତରେ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି।…
ଅଜିତଙ୍କ ପାଇଁ ପ୍ରଚାର କଲେ ସୁର
ଡେଲାଙ୍ଗ/ପିପିଲି,୧୦।୪(ଡି.ଏନ୍.ଏ.): କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପାଇଁ ବ୍ଲକ ସଭାପତିଙ୍କ ନେତୃତ୍ୱରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରଚାର କରୁଛନ୍ତି। ସେ ପିପିଲି ନିର୍ବାଚନମଣ୍ଡଳୀର ପ୍ରତି ଗଁା ବୁଲି ନିଜ ମଜାଦାର ଢଙ୍ଗରେ ଲୋକଙ୍କୁ ପ୍ରାର୍ଥୀ ଅଜିତଙ୍କୁ ଭୋଟ ଦେବା…
ଅଦାଲତଙ୍କ ବିନା ଆଦେଶରେ ଗର୍ଭପାତ କରାଇପାରିବେ ଡାକ୍ତରୀ ଟିମ୍: ହାଇକୋର୍ଟ
କଟକ ଅଫିସ,୧୦।୪: ଗର୍ଭବତୀ ହୋଇଥିବା ଏକ ନାବାଳିକାର ଗର୍ଭପାତ ଲାଗି ଶୁକ୍ରବାର ହାଇକୋର୍ଟ ଏସ୍ସିବିର ଏକ ୩ଜଣିଆ ଡାକ୍ତରୀ ଟିମ୍ ଗଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ନାବାଳିକାର ଗର୍ଭପାତ ହେବା ଜରୁରୀ ବୋଲି ଏହି ଟିମ୍ ହୃଦ୍ବୋଧ କରିବ ତେବେ ଅଦାଲତଙ୍କ…
୪୮ଘଣ୍ଟାରେ ୫୧ଲକ୍ଷରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ
କଟକ ଅଫିସ, ୧୦।୪: କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ରାଜ୍ୟ ପୋଲିସ ପକ୍ଷରୁ ଗୁରୁବାର ସ୍ପେଶାଲ ଡ୍ରାଇଭ୍ କରାଯାଇ ୪୮ଘଣ୍ଟା ମଧ୍ୟରେ ୫୧ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରାଯାଇଛି। ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଡ୍ରାଇଭ୍ ଆସନ୍ତା…
୩ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ମାଓବାଦୀଙ୍କ ଅପହରଣ
ମାଲକାନଗିରି, ୧୦।୪(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍ମା-ବିଜାପୁର ସୀମାନ୍ତବର୍ତ୍ତୀ ଜଙ୍ଗଲରେ ମାଓବାଦୀ-ପୋଲିସ ଗୁଳି ବିନିମୟରେ ଗତ ଶନିବାର ୨୨ ସୁରକ୍ଷା କର୍ମୀ ନିହତ ହୋଇଥିଲେ। ଏହି ସମୟରେ ମାଓବାଦୀମାନେ ଯବାନ ରାକେଶ୍ୱର ସିଂ ମନହାସ୍ଙ୍କୁ ଅପହରଣ କରି ନେଇଥିଲେ। ଗୁରୁବାର…
ମାସ୍କ ଚେକିଂ ବେଳେ ପୋଲିସକୁ ଦୁର୍ବ୍ୟବହାର, ଯୁବକ ଅଟକ
ଭଦ୍ରକ ଅଫିସ,୧୦।୪-ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ସହରରେ ମାସ୍କ ଚେକିଂ ଜୋରଦାର କରିଛି ପୋଲିସ। ଶୁକ୍ରବାର ମାସ୍କ ଚେକିଂ ବେଳେ ଟାଉନ ପୋଲିସକୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି।…
ମାଛ ଜାଲରେ ପଡ଼ିଲା ବାଇକ୍
ଭଦ୍ରକ ଅଫିସ, ୧୦।୪-ମାଛ ଧରିବା ବେଳେ ଜାଲ ଉଠିଲାନି। ବଡ଼ ମାଛ ପଡ଼ିଥିବା ଭାବି ମତ୍ସ୍ୟଜୀବୀମାନେ ମିଶି ଜାଲ ଉଠାଇଲା ବେଳକୁ ସେଥିରେ ଏକ ବାଇକ୍ ପଡ଼ିଥିଲା। ଭଦ୍ରକ ଜିଲା ଧାମନଗର ବ୍ଲକ କାଞ୍ଜିଆପାଳ ଗ୍ରାମରେ ଶୁକ୍ରବାର ସକାଳେ ଏଭଳି ଘଟଣା…
ଆକ୍ରମଣ କରି ଟଙ୍କା ଲୁଟି ନେଲେ ନକଲି ଆର୍ଟିଓ
ଜଳେଶ୍ୱର, ୧୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲାର ୬୦ନଂ. ଜାତୀୟ ରାଜପଥ ଜଳେଶ୍ୱର ନିକଟରେ ବାରମ୍ବାର ଚୋରି, ଛିନ୍ତାଇ, ରାହାଜାନି ଭଳି ଅଭିଯୋଗ ହୋଇଆସୁଛି। ଗୁରୁବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶରୁ ଚିଙ୍ଗୁଡି ଖାଦ୍ୟ ବୋଝେଇ କଣ୍ଟେନର (ନଂ.ଓଡି୦୧ଏକେ ୨୩୭୦) ଭୋଗରାଇକୁ ଆସୁଥିବା ବେଳେ ୬୦ନଂ. ଜାତୀୟ ରାଜପଥର…
Archives


