ଦୁଇ ଅଷ୍ଟଧାତୁ ମୂର୍ତ୍ତି ଜବତ

ସାକ୍ଷୀଗୋପାଳ,୯ା୩(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଠେଇଶ ଗ୍ରାମ ମନ୍ଦିରରୁ ପୋଲିସ ବୁଧବାର ଦୁଇଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରିଛି। ତନ୍ମଧ୍ୟରୁ ଗୋଟିଏ କୃଷ୍ଣଙ୍କ ମୂର୍ତ୍ତି ହୋଇଥିବା ବେଳେ ଅନ୍ୟଟି ଲକ୍ଷ୍ମୀ ମୂର୍ତ୍ତି ବୋଲି ଜଣାପଡିଛି। ତେେ ନିକଟରେ ଏ ଅଞ୍ଚଳରୁ ଚୋରି ଯାଇଥିବା ମୂର୍ତ୍ତିଗୁଡିକ ମଧ୍ୟରୁ ଏହି  ନୁହେଁ ବୋଲି ପୋଲିସ କହିଛି। ମନ୍ଦିର ବାହାରେ ମୂର୍ତ୍ତି ଦୁଇଟି ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳ ସେଠାରେ ପହଞ୍ଚି ତଦନ୍ତ କରିବା ସହ ମୂର୍ତ୍ତି ଦୁଇଟିକୁ ଥାନାକୁ ଆଣିଥିଲେ। ନିକଟରେ ନୂଆ ସୋମେଶ୍ୱରପୁର ଗୋପୀନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ୭ଟି ମୂର୍ତ୍ତି ହୋଇଥିଲା। ଏପର୍ଯ୍ୟନ୍ତ ପୋଲିସ କିଛି ସନ୍ଧାନ ପାଇ ନ ଥିବା ବେଳେ ତଦନ୍ତରେ ଅବହେଳା ଅଭିଯୋଗ କରି ଗ୍ରାମବାସୀ ୧୨ ଘଣ୍ଟିଆ ରାସ୍ତାରୋକୋ କରିଥିଲେ। ସେହିପରି ବୟାଳିଶ ମହାବୀର, ଦକ୍ଷିଣକାଳୀ ଓ ନୂଆଗାଁ ଜୟଦୁର୍ଗା ମନ୍ଦିରରୁ ଚୋରି ହୋଇଥିଲେ ମଧ୍ୟ ଚୋର କିମ୍ବା ଚୋରି ମୂର୍ତ୍ତି, ସୁନା ଅଳଙ୍କାର ବିଷୟରେ ପୋଲିସ ଏଯାଏ ଟେର୍‌ ପାଉନି।

 


Enter your email to get our daily news in your inbox.

All Right Reserved By Dharitri.Com

ମଶାଣି ବୁଲାଣି ପାଲଟିଲା ମୃତ୍ୟୁ ଯନ୍ତା: ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଯୁବ ଆଇନଜୀବୀ ମୃତ, ୨ ଗୁରୁତର

ଥୁଆମୂଳ ରାମପୁର,୧୮।୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଥୁଆମୂଳ ରାମପୁର-ମହୁଲପାଟଣା ମୁଖ୍ୟ ରାସ୍ତାର କୋଷାବରା ଗ୍ରାମ ନିକଟସ୍ଥ ଗୋଦରାମସ୍କା ମଶାଣି ବୁଲାଣିଠାରେ ବୁଧବାର…

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ଅକ୍ବାନ୍ ସମୀକ୍ଷା ; ଓଡ଼ିଶାରେ ଲ୍ୟାଣ୍ଡଫଲ୍‌! ୪୬ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର

ଭୁବନେଶ୍ୱର,୧୮।୧୧: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ସରକାର। ଏହାରି ଭିତରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ SRCଙ୍କ କାର୍ଯ୍ୟାଳୟରେ ବାତ୍ୟା ସମୀକ୍ଷା କରିଛନ୍ତି…

ବାତ୍ୟା ‘ଅକ୍ୱାନ’ ଭୟ: କଳାହାଣ୍ଡି ଜିଲାର ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା,ଜାଣନ୍ତୁ…

ଭବାନୀପାଟଣା,୧୮।୧୧ (ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ପ୍ରଭାବକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଗୁରୁବାର) କଳାହାଣ୍ଡି ଜିଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ…

ଜିନ୍‌ପିଙ୍ଗ, ପୁଟିନ୍‌ଙ୍କ ବଡ଼ ନିଷ୍ପତ୍ତି: ମୁକ୍ତ, ଅବାଧ ବାଣିଜ୍ୟକୁ ସମର୍ଥନ

ସେନ୍‌ଝେନ୍‌,୧୮ା୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ତ୍ରିପାକ୍ଷିକ ଆଲୋଚନାର ଦିନକ ପୂର୍ବରୁ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପାଶ୍ଚାତ୍ୟ…

ଚାଇନାରେ ଏକାଠି ହେଲେ ଟ୍ରମ୍ପ୍‌-ପୁଟିନ୍‌-ଜିନ୍‌ପିଙ୍ଗ, ବୈଠକ ଉପରେ ବିଶ୍ବର ନଜର

ବେଜିଂ, ୧୮ା୧୧: ଚାଇନା ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚାଇନାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପ୍ରୋଟୋକଲ ଭାଙ୍ଗି ଚୀନ…

ଓଡ଼ିଶା ମୁହାଁ ବାତ୍ୟା; ଜୁନିୟର ଆସିଷ୍ଟାଣ୍ଟ-କ୍ଲର୍କ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୮।୧୧: ଓଡ଼ିଶା ମୁହାଁ ହେଉଛି ବାତ୍ୟା ‘ଅକ୍ୱାନ’ । ୯ କିମି ବେଗରେ ବଢୁଛି ଭୀଷଣ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୧ ଓ…

‘ଅର୍ଣ୍ଣବ’ର କ୍ଷତ ଶୁଖିନି, ପୁଣି ଘାରିଲା ‘ଅକ୍ୱାନ’ ଭୟ: ଆତଙ୍କିତ ପୁରୁଷୋତ୍ତମପୁରବାସୀ, ପ୍ରଶାସନର ହାଇ ଆଲର୍ଟ, ସୁରକ୍ଷିତ ସ୍ଥାନକୁ…

ପୁରୁଷୋତ୍ତମପୁର୧୮।୧୧ (ସବିତା ମିଶ୍ର) : ଗତ ୧୫ ଦିନ ତଳେ ଆସିଥିବା ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାର କ୍ଷତ ଏଯାଏ ଶୁଖି ନ ଥିବା ବେଳେ…

ବରଗଡ଼ରେ ଧଳାଜହର କାରବାରର ପର୍ଦ୍ଦାଫାଶ: ୯୦ ଗ୍ରାମ ବ୍ରାଉନ୍ ସୁଗାର ଜବତ, ପୋଲିସ ହାତରେ ଧରାପଡ଼ିଲେ ଦମ୍ପତି

ବରଗଡ଼,୧୮।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଟାଉନ୍ ଥାନା ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ମିଳିଛି । ବୁଧବାର ପୋଲିସ ଚଢ଼ାଉ କରି ବ୍ରାଉନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?