ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଲେ
ବାଉଁଶୁଣୀ,୧୩।୮(ଡି.ଏନ୍.ଏ.): ବୌଦ୍ଧ ଜିଲା କଣ୍ଟାମାଳରେ କିଛିଦିନ ହେଲା ଚାଲିଥିଲା ସେକ୍ସ ର଼୍ୟାକେଟ। ଗୁରୁବାର ରାତିରେ ପୋଲିସ ପାଟ୍ରୋଲିଂ ବେଳେ ରୁଣ୍ଡିମହୁଲ ଛକ ନିକଟ ରାସ୍ତା ପାର୍ଶ୍ୱ ପଡ଼ିଆରେ ଆପତ୍ତିଜନକ ଅବସ୍ଥାରେ ଜଣେ ଯୁବତୀ ଓ ଜଣେ ଯୁବକଙ୍କୁ ପାଇଥିଲା। ସେଠାରେ ୪ଜଣ…
ମହିଳାଙ୍କୁ ଛୁରି ଦେଖାଇ ବଳାତ୍କାର
ଆର.ଉଦୟଗିରି,୧୩ା୮(ଡି.ଏନ୍.ଏ.): ଗଜପତି ଜିଲା ମୋହନା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା(ନଂ. ୧୫୦/୨୧) ରୁଜୁ କରି ତଦନ୍ତ ଚଳାଇଛି। ମହିଳାଙ୍କ ସ୍ବାମୀ ଜଣେ ଗାଡ଼ିଚାଳକ। ସେ ଅଧିକାଂଶ ସମୟ ବାହାରେ…
ଧରାପଡ଼ିଲା ବାଇକ୍ ଚୋରି ଗ୍ୟାଙ୍ଗ, ୩ ନାବାଳକଙ୍କ ସହ ୧୫ ଗିରଫ
ସମ୍ବଲପୁର,୧୩ା୮ (ବ୍ୟୁରୋ): ୨ ବର୍ଷ ଧରି ସମ୍ବଲପୁର ଜିଲାରେ ଚାଲିଥିବା ବାଇକ୍ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ ହୋଇଛି। ବିଭିନ୍ନ ଥାନା ପୋଲିସ ୨୧ ବାଇକ୍ ସହ ଗୋଟିଏ ଚାରିଚକିଆ ଗାଡ଼ି ଜବତ କରିଛି। ଏଥିରେ ସମ୍ପୃକ୍ତ ୩ ନାବାଳକଙ୍କ ସମେତ ୧୫…
ଉତ୍ପାତ ଚଲାଇଛି ଗୋଠଛଡ଼ା ଦନ୍ତା
ବୈଶିଙ୍ଗା,୧୩ା୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କ୍ଷୀରପଦା, ଦଲଦଲି, ମୋହନପୁର, ଖଇରବଣି, ଭୁଡୁରୁବଣି, ହାତୀଝୁରି ଆଦି ଗ୍ରାମରେ ଏକ ଗୋଠଛଡ଼ା ଦନ୍ତା ହାତୀ ସପ୍ତାହେ ହେଲା ଉତ୍ପାତ ଚଳାଇଛି। ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗି ପକାଉଛି। ହାତୀଟି…
ମୃତଦେହ ନେଇ ଆମ୍ବୁଲାନ୍ସ ଫେରିବା ବେଳେ ଦୁର୍ଘଟଣା, ଚାଲିଗଲା ୪ ଜୀବନ
ରାୟଗଡା ଅଫିସ,୧୩।୮: ରାୟଗଡ଼ା ଜିଲା ଅମ୍ବାଦଳା ଥାନା ମଞ୍ଜୁରୁକୁପା ନିକଟରେ ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାସ୍ଥଳରେ ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର…
ଟିକସ ଫାଙ୍କିବା ନେଇ ୨ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ
ଟିଟିଲାଗଡ଼,୧୩।୮(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଜିଏସ୍ଟି ଏବଂ ଏନଫୋର୍ସ ମେଣ୍ଟ ରେଞ୍ଜ ବିଭାଗ ପକ୍ଷରୁ ସହରର ଠିକାଦାରପଡାସ୍ଥିତ ଦୁଇଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଶୁକ୍ରବାର ଚଢ଼ାଉ ଜାରି ରହିଛି। ଟିକସ ଫାଙ୍କୁଥିବା ଅଭିଯୋଗ ପରେ ବିଭାଗର ୧୦ ଜଣିଆ ଅଧିକାରୀ,…
ମାତିଲେ ଦୁର୍ବୃତ୍ତ: ରାତାରାତି ୨ ଦୋକାନରୁ ନେଇଗଲେ ୧୬ ଲକ୍ଷ
ବ୍ରହ୍ମପୁର ଅଫିସ,୧୩।୮: ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ଏବେ ଦୁର୍ବୃତ୍ତ ମାତିଛନ୍ତି। ଗୋଟିଏ ରାତିରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପୃଥକ ସ୍ଥାନରେ ଥିବା ଦୁଇଟି ଦୋକାନରେ ଏହି ଦୁର୍ବୃତ୍ତ କଳାକାନା ବୁଲାଇଛି। ଯାହାକି ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଖବରପାଇ…
ହାତୀ ଆକ୍ରମଣରେ ବାପା ପୁଅ ଆହତ
ଭଞ୍ଜନଗର,୧୩।୮:(ଡି.ଏନ୍.ଏ.): ଗଞ୍ଜାମ ଜିଲା ତାରସି ରେଞ୍ଜ ଅନ୍ତର୍ଗତ ତିନିଚକିଆ ଜଙ୍ଗଲରେ ଶୁକ୍ରବାର ସକାଳେ ହାତୀ ଆକ୍ରମଣରେ ବାପ ପୁଅ ଆହତ ହୋଇଛନ୍ତି। ସେମାନେ ହେଲେ ଦଲକର ସୁରେନ୍ଦ୍ର ରାଉତ ଓ ତାଙ୍କ ପୁଅ ଶୁଭମ। ଖବର ପାଇ ରେଞ୍ଜର ଆଶାଲତା ଦିଗାଲ…
୫୦ ହଜାର ହେକ୍ଟର ଜମିରେ ଜଳ ନିଷ୍କାସନ ସମସ୍ୟା
ଜଗତ୍ସିଂହପୁର ଅଫିସ,୧୩ା୮: ଜଗତ୍ସିଂହପୁର ଜିଲାରେ ଡ୍ରେନେଜ୍ ସମସ୍ୟା ଚାଷ ପାଇଁ କାଳ ହୋଇଛି। ଦିନେ, ଦୁଇଦିନ ଲଗାଣ ବର୍ଷା ହେଲେ ଅଧିକାଂଶ ଜମିରୁ ଜଳ ନିଷ୍କାସନ ସହଜ ହେଉନାହିଁ। ଫଳରେ ଚାଷ ପ୍ରଭାବିତ ହେଉଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବି…
ସ୍କୁଲ ଯିବା ବାଟରେ ମୁଣ୍ଡକୁ ଆସିଲା ଏମିତି କଥା, ଫୋନ ବିକି ଅକ୍ଷୟ କୁମାରଙ୍କୁ ଭେଟିବାକୁ ଚାଲିଗଲେ ସୁନ୍ଦରଗଡ଼ର ଛାତ୍ର
ସୁନ୍ଦରଗଡ,୧୩।୮(ଡି.ଏନ୍.ଏ.): ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କୁ ଦେଖିବା ନିଶା ଏମିତି ଯେ ଫୋନ୍ ବିକି ମୁମ୍ବାଇ ଚାଲିଯାଇଥିଲେ ଜଣେ ଛାତ୍ର। ପରେ ତାଙ୍କୁ ମୁମ୍ବାଇସ୍ଥିତ ବଲିଉଡ ହିରୋ ଅକ୍ଷୟ କୁମାରଙ୍କ ବାସଭବନ ସମ୍ମୁଖରୁ ଉଦ୍ଧାର କରାଯାଇଛି। ଉକ୍ତ ଛାତ୍ର ଜଣକ ହେଉଛନ୍ତି…
ବ୍ରହ୍ମପୁରରୁ ଭଦ୍ରକ ଯାଏ ଲମ୍ବିଛି ଧଳା ଜହର ଚେର, ୨ ଗିରଫ
ପଦ୍ମପୁର,୧୩ା୮(ଡି.ଏନ୍.ଏ.): ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ପୋଲିସ ଦୁଇ ଯୁବକଙ୍କୁ ବ୍ରାଉନ ସୁଗାର କାରବାର ଅଭିଯୋଗରେ ଗିରଫ କରିଛି। ଗିରଫ ଯୁବକ ଦ୍ୱୟ ହେଲେ ଚରମ୍ପା ପଥରାଡ଼ିର ଅଜୟ ଦାସ ଓ ଲାଞ୍ଜିପଲ୍ଲୀ ବ୍ରହ୍ମପୁରର ସତ୍ୟନାରାୟଣ ଆଚାର୍ଯ୍ୟ। ସେମାନଙ୍କ ଠାରୁ…
ଖରସ୍ରୋତା ପାଣି ବିବାଦ: ଜଣେ ଗିରଫ, ୨୫ରୁ ଊର୍ଦ୍ଧ୍ୱ ଅଟକ
କେନ୍ଦ୍ରାପଡ଼ା/ଢେଙ୍କାନାଳ ଅଫିସ,୧୩ା୮: ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ପ୍ରତିବାଦରେ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ଠାରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଗୁରୁବାର ସଂଘର୍ଷ ହୋଇଥିଲା। ଆନ୍ଦୋଳନକାରୀ ପ୍ରକଳ୍ପ ଠିକା କମ୍ପାନୀର ଆସବାବପତ୍ର ନଷ୍ଟ କରିବା ସହ…
Archives


