ଡ୍ୟାମପଡ଼ାକୁ ନାହିଁ ବିଦ୍ୟୁତ୍ ସଂଯୋଗ: ଅନ୍ଧାରରେ ବିତୁଛି ଜୀବନ
ବରଗଡ଼ ଅଫିସ୍,୭ା୧୦:ବିକାଶର ସ୍ଲୋଗାନ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। କିନ୍ତୁ ଏଭଳି ଅନେକ ଗ୍ରାମ ଆଜି ବି ବିକାଶଠାରୁ ବହୁ ଦୂରରେ ରହିଛି। ଏଭଳି ଏକ ଗ୍ରାମ ହେଲା ବରଗଡ଼ ଜିଲା...
ପରଲୋକରେ ଅତାବିରା ବ୍ଲକ ବିଜେଡି ସଭାପତି
ବରଗଡ଼ ଅଫିସ,୭ା୧୦: ବରଗଡ଼ ଜିଲା ଅତାବିରା ବ୍ଲକ ବିଜେଡି ସଭାପତି ଲମ୍ବୋଦର ମଲ୍ଲିକଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ତାଙ୍କ ଆକସ୍ମିକ ବିୟୋଗରେ ଅତାବିରା ନିିର୍ବାଚନ ମଣ୍ଡଳୀ ସମେତ ସମଗ୍ର ବରଗଡ଼ ଜିଲା ସ୍ତବ୍ଧ ହୋଇପଡ଼ଛି। ଉଚ୍ଚଶିକ୍ଷା...
ନୀଳମଣିଙ୍କୁ ଇଣ୍ଟରନ୍ୟାଶନାଲ ଆଚିଭ୍ମେଣ୍ଟ ଇଣ୍ଡିଆ ଆୱାର୍ଡ
ପୁରୀ ଅଫିସ, ୭ା୧୦:କରୋନା ମହାମାରୀ ସମୟରେ ପୁରୀର ଯୁବଶିଳ୍ପୀ ନୀଳମଣି ଜେନା ଘରେ ରହି ପେଣ୍ଟିଂ କ୍ଷେତ୍ରରେ ସାଉଣ୍ଟିଛନ୍ତି ଅନେକ ସଫଳତା। ଅନ୍ଲାଇନ ମାଧ୍ୟମରେ କୋଭିଡ୍ ସଚେତନତା ସଂକ୍ରାନ୍ତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ପୁରସ୍କୃତ ହୋଇଛନ୍ତି। କୋଭିଡ୍-୧୯ ପ୍ରଦର୍ଶନୀ ବିଶ୍ୱସ୍ତରୀୟ...
ରୋଗୀଙ୍କୁ ଷ୍ଟ୍ରେଚରରେ ବୋହିଲେ ୨କି.ମି.
ଖୋର୍ଦ୍ଧା ଅଫିସ,୭ା୧୦:ସହାୟତା କରିବା ପାଇଁ ଅର୍ଥର ଆବଶ୍ୟକତା ନ ଥାଏ। ଆବଶ୍ୟକ ଥାଏ ଉଦାର ହୃଦୟ ଓ ମନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ କଳାଙ୍ଗ ପଞ୍ଚାୟତର ନାଉପଦା ଗ୍ରାମରେ। ଗ୍ରାମର ବାସନ୍ତୀ ବରାଡ଼(୩୫)ଙ୍କ...
ଘଣ୍ଟ ପିଟିଲେ ନିଦ ଭାଙ୍ଗିବ
ବଅଁରପାଳ, ୭ା୧୦(ଉପେନ୍ଦ୍ର ରାଉତ) – ୭ ମାସ ହେଲା ମନ୍ଦିରରେ ଦିଅଁ ଦର୍ଶନରୁ ଭକ୍ତଙ୍କୁ ବଞ୍ଚିତ କରାଯାଇଛି। କେତେ ଓଷା, ବାର, ପୂର୍ଣ୍ଣମୀ, ସଂକ୍ରାନ୍ତି ଗଲାଣି। ଦେବାଳୟ ଆସିବାକୁ ଶ୍ରଦ୍ଧାଳୁ ମଧ୍ୟ ବ୍ୟସ୍ତ ହେଲେଣି। ସଂକ୍ରମଣ ରୋକିହେଉ ନ ଥିଲେ...
ବଜାର ଖୋଲା, ବେପାର ମାନ୍ଦା
ପରିକ୍ଷିତ ସାହୁ, ବଇଣ୍ଡା,୭ା୧୦ – ମାସ ମାସର ଲକ୍ଡାଉନ, ଶଟ୍ଡାଉନ ପରେ ବଜାରକୁ ଖୋଲିଦିଆଯାଇଛି। ବେପାର କରିବାରେ ଆଉ ସେପରି କିଛି କଡ଼ା କଟକଣା ନାହିଁ। କେବଳ ସାମାଜିକ ଦୂରତ୍ୱ ଓ ମାସ୍କ ପରିଧାନ ନିୟମ ପାଳନ କରିବାର ନିର୍ଦ୍ଦେଶ...
ଗୋଟିଏ ପଟେ ଦାବି, ଅନ୍ୟ ପଟେ ବିରୋଧ
ପୁରୀ ଅଫିସ, ୭ା୧୦:ବର୍ତ୍ତମାନ ଶ୍ରୀମନ୍ଦିର ଖୋଲାଯିବା ପାଇଁ ଗୋଟିଏ ପଟେ ଦାବି ହେଉଥିବାବେଳେ ଅନ୍ୟ ପଟେ ଏହାକୁ ବିରୋଧ କରାଯାଉଛି। ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ଦାବି ନେଇ ମଙ୍ଗଳବାର ପୂର୍ବାହ୍ନରେ ସୁଆର ମହାସୁଆର ନିଯୋଗ ପୂର୍ବତନ ସଭାପତି ଦାମୋଦର...
ମିଳିଲାନି ଚିକିତ୍ସା, ରାସ୍ତାରେ ପ୍ରସବ: ଆଖି ବୁଜିଲେ ନବଜାତ ଶିଶୁପୁତ୍ର
ଯୋଡ଼ା, ୭।୧୦ (ଡି.ଏନ.ଏ.)- ପ୍ରସବ ଯନ୍ତ୍ରଣାରେ ଛଟପଟ ଜଣେ ମହିଳାଙ୍କୁ ଚିକିତ୍ସା ଯୋଗାଇ ନ ଦେଇ ଡାକ୍ତରଖାନାରୁ ଫେରାଇ ଦିଆଯିବା ପରେ ସେ ରାସ୍ତାରେ ସନ୍ତାନ ପ୍ରସବ କରିଥିଲେ। ଫଳରେ ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଥିଲା। କେନ୍ଦୁଝର ଜିଲା ପଶ୍ଚିମ...
କଟକ ସହରରୁ ଚିହ୍ନଟ ହେଲେ ଆଉ ୧୧୭ ନୂଆ ଆକ୍ରାନ୍ତ
କଟକ ଅଫିସ, ୬।୧୦: କଟକ ସହରରୁ ମଙ୍ଗଳବାର ୧୧୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୫୪ ଜଣ ଏବଂ ୬୩ ଜଣ ଲୋକାଲ୍ କେସ୍ ଥିବା କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ଟୁଇଟ୍...
୩ ମହଲା ଛାତରୁ ପଡି କନଷ୍ଟେବଳ ମୃତ
ରାୟଗଡା ଅଫିସ୍,୬।୧୦: ଓଏସ୍ଏପି କନଷ୍ଟେବଳ ଯୋଗେଶ୍ୱର ଦାଶ (୨୭) ୩ ମହଲା ଛାତରୁ ପଡି ମୃତ୍ୟୁବରଣ କରିଛନ୍ତି। ସେ ଚାନ୍ଦିଲି ନିୟୁ ଆରୋ ବିଲ୍ଡିଂ ଫୋର୍ସ ବ୍ୟାରେକରେ ରହୁଥିଲେ। ସୋମବାର ରାତି ୯ଟା ସମୟରେ ସେ ଛାତ ଉପରେ ବସି...
ଧରିତ୍ରୀ ଖବର ଦେଖି ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କଲେ ସାମାଜିକ କର୍ମୀ
ବରଗଡ ଅଫିସ,୬।୧୦- ବରଗଡ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ରାଇଶୋଭା ଗ୍ରାମର ମଙ୍ଗଳୁ ଭରାସାଗରଙ୍କ ସାଢେ ୪ମାସର ଶିଶୁପୁତ୍ର ସରୋଜଙ୍କ ଅଣ୍ଟାରେ ଜନ୍ମରୁ ଏକ ମାଂସ ପିଣ୍ଡୁଳା ବଢି ଚାଲିଛି। ମାଂସ ପିଣ୍ଡୁଳାଟି ଯେଭଳି ବଢୁଛି, ଶିଶୁପୁତ୍ରର ଯନ୍ତ୍ରଣା ମଧ୍ୟ...
ଦୁଇ ନକଲି ଏସ୍ଟିଏଫ୍ ଅଧିକାରୀ ଗିରଫ: ବନ୍ଧୁକ ଜବତ
ବାଲେଶ୍ୱର ଅଫିସ ,୬।୧୦-ବାଲେଶ୍ୱର ଜିଲା ଶେରଗଡ଼ ଟୋଲଗେଟ୍ ନିକଟରୁ ଏକ ନାଲିବତୀ ଗାଡି ନେଇଯାଉଥିବା ଦୁଇ ନକଲି ଏସ୍ଟିଏଫ୍ ଅଧିକାରୀ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ଦୁଇ ଅପରାଧୀ ଏକ ସ୍କର୍ପିଓରେ ନାଲିବତୀ ଲଗାଇ ବାଲେଶ୍ୱର...
Archives


