ଆମ ଜିଲା ଖବର

ଶ୍ମଶାନ ଜମି ଚିହ୍ନଟ ନ ହେଲେ ଭୋଟ ବର୍ଜନ ଧମକ

ବାଲିଗୁଡା,୫ା୨(ଡି.ଏନ୍‌.ଏ.): ଶ୍ମଶାନ ନ ହେଲେ ଭୋଟ ଦେବୁନାହିଁ ବୋଲି ବାଲିଗୁଡା ଏନଏସିର ୩ ଓ୍ବାର୍ଡବାସୀ ଚେତାବନୀ ଦେଇଛନ୍ତି। ଏନ୍‌ଏସିର ସବୁଠୁ ବଡ଼ ସାହି ହେଉଛି ନୂଆସାହି। ଏନ୍‌ଏସିର ୫, ୬ ଓ ୭ନମ୍ବରରେ ୬ ହଜାରରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଥିଲେ…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ

ବାରିପଦା ଅଫିସ,୫।୨: ପାଗ ଅନୁକୂଳ ହେବାରୁ ଶନିବାର ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଜାତୀୟ ଉଦ୍ୟାନ। ପ୍ରବଳ ବର୍ଷା ପାଇଁ ଶୁକ୍ରବାର ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ ରହିଥିଲା । ଜଙ୍ଗଲ ରାସ୍ତା କାଦୁଆ ହୋଇଯିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ…

ନିର୍ବାଚନ ଖର୍ଚ୍ଚ ପରିଚାଳନା ପ୍ରଶିକ୍ଷଣ

ଭଦ୍ରକ ଅଫିସ, ୫।୧ ପଞ୍ଚାୟତ ନିର୍ବାଚନ ଉପଲକ୍ଷେ ଭଦ୍ରକ ପଞ୍ଚାୟତ ସମିତି ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ଦ୍ୱାରା ନିର୍ବାଚନ ଖର୍ଚ୍ଚ ପରିଚାଳନା ନେଇ ପର୍ଯ୍ୟବେକ୍ଷକଙ୍କୁ ନେଇ ପ୍ରଶିକ୍ଷଣ ମୂଳକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ…

ପରିଚୟ ହରାଇଲାଣି କୃଷ୍ଣସାଗର

କୁଆମରା,୫।୧(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ କୁଆମରା-ଚିଲିମା ଗ୍ରାମର ମଧ୍ୟସ୍ଥଳୀରେ ରାଜ ରାଜୁଡ଼ା ଅମଳରୁ ୪ ଏକର ବିଶିଷ୍ଟ କୃଷ୍ଣ ସାଗର ନାମରେ ଏକ ଜଳାଶୟ ରହିଛି। ଏହାର ଗଭୀର ପ୍ରାୟ ୨୦ ଫୁଟରୁ ଅଧିକ ହେବ। ଏହି ଜଳାଶୟରେ…

ମଣ୍ଡିରେ ଭିଜିଲା ଧାନ

କେନ୍ଦୁଝର, ୫।୧ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଚାଷୀଙ୍କଠାରୁ ଧାନ କିଣା ଚାଲିଛି। ଚାଷୀମାନେ ଧାନ ଓ ଟୋକନ ଧରି ମଣ୍ଡି ଆଗରେ ଅପେକ୍ଷା କରି ରହିଛନ୍ତି। ହେଲେ ଅନେକ ମଣ୍ଡିରେ ଧାନ ରଖିବା ପାଇଁ ଗୋଦାମ ବ୍ୟବସ୍ଥା ନାହିଁ କିମ୍ବା ଚାଷୀଙ୍କ…

ଆଢୁଆଳରେ ଚାଲିଛି ଖଣିଜ ଲୁଟ୍‌

ଖଇରା, ୫।୧(ଡି.ଏନ.ଏ.) ନିର୍ବାଚନରେ ରାଜସ୍ବ ଅଧିକାରୀଙ୍କ ବ୍ୟସ୍ତତାର ସୁଯୋଗ ନେଇ ଏବେ ଖଣି ମାଫିଆମାନେ ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡରୁ ପଥର ଓ ମାଟି ପାହାଡ ପାହାଡ ସଂଲଗ୍ନ ସରକାରୀ ଜମିରୁ ମାଙ୍କଡା ଏବଂ ମୋରମ ଚୋରିକୁ…

ପ୍ରାର୍ଥୀଙ୍କ ପାଇଁ ବିଧାୟକଙ୍କ ପ୍ରଚାର

କଣିହାଁ/ ଅନୁଗୋଳ ଅଫିସ,୫ ।୨ କଣିହାଁ ବ୍ଲକ ୧୦ ନମ୍ବର ଜିଲା ପରିଷଦ ଜୋନ୍‌ ବିଜେଡି ପ୍ରାର୍ଥୀଙ୍କ ପାଇଁ ଶୁକ୍ରବାର ପ୍ରଚାର ଆରମ୍ଭ କରିଛନ୍ତି ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଳ। ବିଧାୟକ ପ୍ରଥମେ କର୍ଣ୍ଣପାଳ ପଞ୍ଚାୟତର ମା’ ଲୁଧୁଣୀ ମନ୍ଦିରଠାରେ…

ବଅଁରପାଳରେ ଭଲ ପ୍ରଦର୍ଶନ ଆଶା

ବଅଁରପାଳ, ୫ ।୨(ଡି.ଏନ୍‌.ଏ.) ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ ମତଦାନ ତାରିଖ। ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣକୁ ଆଉ ଦିନ କେଇଟା ବାକି ଥିବାବେଳେ ସରଗରମ ହୋଇଉଠିଛି ଗ୍ରାମାଞ୍ଚଳ ରାଜନୀତି। ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡସଭ୍ୟ ପ୍ରାର୍ଥୀମାନେ ସମର୍ଥକଙ୍କ ସହ ଘର…

କୁଆପଥର ବର୍ଷା, ଫସଲ ହାନି

ଛେଣ୍ଡିପଦା,୫ ।୨(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ଅପରାହ୍ନ ୩ଟାରେ ଅଦିନିଆ ଝଡ଼ବର୍ଷା ସହ ପ୍ରବଳ କୁଆପଥର ମାଡ଼ ହୋଇଥିଲା। ଫଳରେ ପାତ୍ରପଡା, ବସନ୍ତପୁର, ବ୍ରାହ୍ମଣବିଲ ଆଦି ଅଞ୍ଚଳରେ ଟମାଟୋ, ଲଙ୍କା ଆଦି ପରିବା ଫସଲ ନଷ୍ଟ…

ଆର୍‌ଆର୍‌ବି ପରୀକ୍ଷା ତ୍ରୁଟି ସଂଶୋଧନ ଦାବି

ଢେଙ୍କାନାଳ ଅଫିସ,୫ ।୨ ଆରଆର୍‌ବି ଏନ୍‌ଟିପିସି ପରୀକ୍ଷାରେ ହୋଇଥିବା ତ୍ରୁଟି ସଂଶୋଧନ କରିବା ପାଇଁ ଢେଙ୍କାନାଳ ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏହାର ପ୍ରତିବାଦରେ ଦଳୀୟ କର୍ମକର୍ତ୍ତାମାନେ ସ୍ଥାନୀୟ ରେଳ ଷ୍ଟେଶନରେ ଶୁକ୍ରବାର ପ୍ରତିବାଦ କରିଛନ୍ତି। ଅଭିଯୋଗ ଅନୁଯାୟୀ,…

ପ୍ରାରମ୍ଭିକ ଚିକିତ୍ସା ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ, ୫।୨ ଅନୁଗୋଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌)ର ସାମାଜିକ ଦାୟିତ୍ୱବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ଶୁକ୍ରବାର ବିଶ୍ୱ କର୍କଟ ଦିବସ ପ୍ରକଳ୍ପ ପାର୍ଶ୍ୱବର୍ତ୍ତୀ ଗ୍ରାମରେ ପାଳିତ ହୋଇଯାଇଛି। ଜେଏସ୍‌ପିଏଲ୍‌ ଅନୁଗୋଳର…

ସରପଞ୍ଚ ପଦବୀ ପାଇଁ ୩ ମାମୁଁ-ଭାଣିଜୀଙ୍କ ମଧ୍ୟରେ ଲଢେଇ

ଖଡିଆଳ,୫।୨(ଡି.ଏନ୍‌.ଏ.): ରାଜନୀତିରେ କ୍ଷମତା ପାଇଁ ବାପପୁଅ, କକାପୁତୁରା, ଭାଇଭାଇ ମଧ୍ୟରେ ନିର୍ବାଚନରେ ଲଢୁଥିବା ନଜିର ରହିଥିବା ବେଳେ ନୂଆପଡ଼ା ଜିଲାରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଯାହାକୁ ନେଇ ଚର୍ଚ୍ଚାରେ ଖଡିଆଳ ବ୍ଲକ ସୁନାରୀସିକୁଆଁ ପଞ୍ଚାୟତ। ଚଳିତ ନିର୍ବାଚନରେ ସୁନାରୀସିକୁଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?