ଆମ ଜିଲା ଖବର

ରୋହିତଙ୍କ ଶେଷକୃତ୍ୟ ସମ୍ପନ୍ନ

ଏମ୍‌ ରାମପୁର,୬।୨(ଡି.ଏନ୍‌.ଏ.): ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ଧରିତ୍ରୀ ଖବରଦାତା ରୋହିତ ବିଶ୍ୱାଳଙ୍କ ଶେଷକୃତ୍ୟ ରବିବାର ସମ୍ପନ୍ନ ହୋଇଛି । ଶୋକାକୁଳ ପରିବେଶରେ ଗାଁରେ ରୋହିତଙ୍କର ମୃତଦେହ ସତ୍କାର କରାଯାଇଛି। ସିଆରପିଏଫ୍‌ କ୍ୟାମ୍ପକୁ ଉଠାଇବା ପାଇଁ ମାଓବାଦୀ ପୋଷ୍ଟର ମାରିଥିଲେ ।…

ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଫୁଲବାଣୀ ଅଫିସ,୬ା୨: ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ କନ୍ଧମାଳ ଜିଲା ଭେଟକୋଲ ଘାଟି ଏହି ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ନିର୍ବାଚନ ପ୍ରଚାର ଲାଗି ଯାଉଥିଲେ। ଭେଟକୋଲ ଘାଟି…

ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ

କେନ୍ଦୁଝର,୬ା୨(ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହର ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରୁ ପ୍ରାୟ ୪ଟି ଚନ୍ଦନ ଗଛ ଚୋରି ହୋଇଥିବାରୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ଦିର ପରିସରରେ ସିସିଟିଭି ଲାଗିଥିବା ବେଳେ ସୁରକ୍ଷା ବଳ ନିୟୋଜିତ ସତ୍ତ୍ୱେ କିଭଳି…

‘ହାତୀ-ଗିରିଦା’କୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

ଢେଙ୍କାନାଳ ଅଫିସ, ୬ା୨ : ଢେଙ୍କାନାଳର ମହାରାଜା ଭଗୀରଥ ମହେନ୍ଦ୍ର ବାହାଦୁରଙ୍କ ରାଜତ୍ୱ ସମୟରେ ବଣୁଆ ହାତୀଙ୍କୁ ପୋଷା ମନାଇବା ଲାଗି ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ନିର୍ମାଣ କରାଯାଇଥିଲା ‘ହାତୀ-ଗିରିଦା’। ଏହି ଐତିହ୍ୟସମ୍ପନ୍ନ ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଦାବି…

ଭୁଲ୍‌ ତଥ୍ୟ ଯୋଗୁ ଧାନ ବିକ୍ରି କରିପାରିଲେନି ଚାଷୀ

ବୈପାରିଗୁଡ଼ା,୬ା୨(ଡି.ଏନ୍‌.ଏ.) କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଲକ କେନ୍ଦୁଗୁଡା ପଞ୍ଚାୟତ କଦମଗୁଡା ଗ୍ରାମର ଚାଷୀ ମୁଦି ତଲିଆ ା ମଣ୍ଡିରେ ଖରିଫ ଧାନ ବିକ୍ରି ପାଇଁ ସେ ବୈପାରିଗୁଡ଼ା ଲ୍ୟାମ୍ପସରେ ପଞ୍ଜୀକରଣ କରିଥିଲେ ା ମଣ୍ଡିରେ ୮୦ କୁଇଣ୍ଟାଲ ଧାନ ବିକ୍ରି ଲାଗି…

ନୂଆ ଚେହେରାକୁ ନେଇ ମଇଦାନକୁ ଓହ୍ଲାଇଛି ୩ ପ୍ରମୁଖ ଦଳ

ରାଇଘର, ୬ା୨(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକର ୪ ଜିଲା ପରିଷଦ ଆସନ ମଧ୍ୟରୁ ୩ନମ୍ବର ଆସନ ମଧ୍ୟରେ ଭାଜପା ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବା ସମ୍ଭାବନା ରହିଛି । ଏହି ଜୋନ୍‌ରେ ୩ଟି ନୂଆ ଚେହେରା…

ଥାଇଲାଣ୍ଡ ପ୍ରିମିୟର ଲିଗ୍‌ରେ ଯୁବ କ୍ରିକେଟର ସୁରେଶ ନାଗ

ଗୁଣପୁର,୬ା୨(ଡି.ଏନ୍‌.ଏ.) ଗୁଲୁମୁଣ୍ଡା ଯୁବ କ୍ରିକେଟର ସୁରେଶ ନାଗ ଥାଇଲାଣ୍ଡ ପ୍ରିମିୟର ଲିଗ୍‌ରେ ଖେଳିବାକୁ ମନୋନୀତ ହୋଇଛନ୍ତି। ୨୦ ତାରିଖରେ ସେ ଥାଇଲାଣ୍ଡ ଗସ୍ତ କରିବେ। ଏହା ପୂର୍ବରୁ ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣପୁର ପକ୍ଷରୁ ସୁରେଶ ନାଗଙ୍କୁ ସହାୟତା ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟ…

ନିର୍ବାଚନୀ ହିଂସା ଏଡ଼ାଇବା ପାଇଁ ଫ୍ଲାଗ ମାର୍ଚ୍ଚ

ଛତ୍ରପୁର,୬।୨(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ଛତ୍ରପୁର ବ୍ଲକ ସୁନ୍ଦରପୁର ଓ ଭିକାରିପଲୀ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ସ୍ଥନୀୟ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ…

ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ମୁକୁଳା

ପରଜଙ୍ଗ, ୬ା୨(ଡି.ଏନ.ଏ.): ପରଜଙ୍ଗ ବ୍ଲକ କୁଆଳୋ ପୁରୁଣା ଗ୍ରାମ ନିକଟ ପୂର୍ତ୍ତ ବିଭାଗ ରାସ୍ତାରେ ମୁକୁଳା ଅବସ୍ଥାରେ ଥିବା ୨ ଟ୍ରାନ୍ସଫର୍ମର ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଟ୍ରାନ୍ସଫର୍ମର ପାଖରେ ଶନିଶ୍ଚର ମହାରାଜଙ୍କ ମନ୍ଦିର ରହିଛି। ପୀଠକୁ ଗ୍ରାମର ଶତାଧିକ…

ଏଥର କଡ଼ା ମୁକାବିଲା

କାମାକ୍ଷାନଗର, ୬ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇଉଠିଛି କାମାକ୍ଷାନଗର ବ୍ଲକ। ଢେଙ୍କାନାଳ ଜିଲା ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ଶିକ୍ଷାସମୃଦ୍ଧ ଅଞ୍ଚଳରେ ଗତ ନିର୍ବାଚନରେ ଭାଜପା-ବିଜେଡିର କଡ଼ା ମୁକାବିଲା ହୋଇଥିଲା। ୩ଟି ଜିଲା ପରିଷଦ ଜୋନ୍‌…

ନିଷେଧ ସତ୍ତ୍ୱେ ସହରକୁ ପଶୁଛି ଭାରିଯାନ

କେନ୍ଦୁଝର, ୬ା୨ (ସ୍ବ.ପ୍ର.) କେନ୍ଦୁଝର ସହର ମଧ୍ୟ ଦେଇ ନିଷେଧ ସତ୍ତ୍ୱେ ବହୁ ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକ୍‌ ତଥା ଲାଇନ ଟ୍ରକ୍‌ ଯାତାୟାତ କରୁଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଆଗକୁ ସ୍କୁଲ ଖୋଲୁଥିବାରୁ ବହୁ ସଂଖ୍ୟାରେ ଛୋଟ ଛୋଟ ପିଲା…

ପୌରପାଳିକା ନାଁରେ ନକଲି ଫେସବୁକ ଆକାଉଣ୍ଟ

ବାଲେଶ୍ୱର ଅଫିସ, ୬ା୨: ବାଲେଶ୍ୱର ପୌରାଞ୍ଚଳ ନାମରେ ଦୀର୍ଘ ୧ବର୍ଷ ଧରି ନକଲି ଫେସବୁକ୍‌ ଆକାଉଣ୍ଟ ଖୋଲାଯାଇ ବିଭିନ୍ନ ପ୍ରକାର ତଥ୍ୟ ସୋସିଆଲ ମିଡିଆରେ ଅପଲୋଡ୍‌ କରାଯିବା ସହ ଲୋକଙ୍କୁ ଭ୍ରମିତ କରାଯାଉଛି। ଏନେଇ ପୌର ନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?