ଆମ ଜିଲା ଖବର

ବିନା ଶ୍ରଦ୍ଧାଳୁରେ ମାଘ ସପ୍ତମୀ ବୁଡ଼

କୋଣାର୍କ,୮।୨(ଡି.ଏନ୍‌.ଏ.): ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ କରୋନା କଟକଣା ଯୋଗୁ ବିନା ଶ୍ରଦ୍ଧାଳୁରେ ମାଘସପ୍ତମୀ ବୁଡ଼ ସମାପନ ହୋଇଛି। ସୋମବାର ଭୋର ରାତି ୪ଟାରେ ଚନ୍ଦ୍ରଭାଗା ତୀର୍ଥ ଜଳରେ ତିନି ଠାକୁରଙ୍କ ମହାସ୍ନାନ ପରେ ସେବାୟତମାନେ ବୁଡ଼ ପକାଇଥିଲେ। ପୂର୍ବ…

ଆନ୍ତଃରାଜ୍ୟ ଚୋର ସମେତ ୨ ଗିରଫ

କଟକ ଅଫିସ, ୮ା୨: ବାଦାମବାଡ଼ି ଥାନା ପୋଲିସ ସୋମବାର ଜଣେ ପେସାଦାର ଆନ୍ତଃରାଜ୍ୟ ସୁନାଗହଣା ଚୋରଙ୍କ ସମେତ ଚୋରି ସୁନା କିଣିଥିବା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳର ହେମନ୍ତ କୁମାର…

୧ କୋଟି ଟଙ୍କାରୁ ଊଦ୍ଧର୍‌ବ ମୂଲ୍ୟର ଧାନ ଗୋଦାମ ଘରେ ନିଆଁ ଲଗାଇଦେଲେ ଚାଷୀ

ପାଟଣା,୭।୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ସମବାୟ ସମିତି ଅଧୀନରେ ଥିବା ଜମୁନାପଶି ଶାଖା ସମବାୟ ସମିତି ଗୋଦାମ ଗୃହରେ ସୋମବାର ଅପରାହ୍ନରେ ଜଣେ ଯୁବ ଚାଷୀ ନିଆଁ ଲଗାଇଦେଛନ୍ତି। ତାଙ୍କ ଧାନକୁ ସେ ସରକାରୀ ଦରରେ ମଣ୍ଡିରେ…

ସରପଞ୍ଚ ପ୍ରାର୍ଥୀଙ୍କ ଘରୁ ମିଳିଲା ବିପୁଳ ପରିମାଣର ମଦ, ସ୍ତ୍ରୀ ଗିରଫ

ଝାରସୁଗୁଡ଼ା ଅଫିସ,୭।୨: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ପିପିଲିମାଲ ପଞ୍ଚାୟତ ଅଧୀନ ମୋହନପୁର ଗ୍ରାମରେ ବେଲପାହାଡ଼ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ମଦ, ମହୁଲ ପୋଚ ଜବତ କରିଛି। ଏହି ଘଟଣାରେ ଅବକାରୀ ବିଭାଗ ୧୦ ଜଣଙ୍କୁ…

ଗଞ୍ଜେଇ ଚାଲାଣ କରୁଥିଲେ କଲେଜ ଛାତ୍ର

କୋରାପୁଟ,୭।୨(ସ୍ବ.ପ୍ର.): କୋରାପୁଟ ଜିଲା ପାଡୁଆ ଅଞ୍ଚଳରୁ କୋରାପୁଟକୁ ଗଞ୍ଜେଇ ଚାଲାଣ ବେଳେ ଲମତାପୁଟ ପୋଲିସ ଗଞ୍ଜେଇ ସହ ୩ଟି ବାଇକ୍‌ ଜବତ କରିଛି। ପୋଲିସ ଘଟଣାର ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପାଡୁଆ ଗ୍ରାମର ବାବୁଲା ବାଟଗରିଆ,…

ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ

ଝାରସୁଗୁଡ଼ା ଅଫିସ,୭।୨: ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ମିର୍ଦ୍ଧାଡେରାରେ ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁରୁବାଲି ଖଡ଼ିଆ(୫୦)। ପୋଲିସ ହତ୍ୟାକାରୀ ସ୍ବାମୀ ରମେଶ ଖଡିଆଙ୍କୁ ଗିରଫ କରିଛି। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗାକୁ ପୋଲିସ…

ବୈତରଣୀ ନଦୀରୁ ବେଆଇନ ବାଲି ଚାଲାଣ

କେନ୍ଦୁଝର,୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ କିଆପଡ଼ା ଗ୍ରାମ ନିକଟ ବୈତରଣୀ ନଦୀରୁ ବ୍ୟାପକ ବାଲି ଚୋରାଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ଧରପଗଡ଼ ହେଉ ନ ଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି…

ରୋହିତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ଦାବିପତ୍ର

କେସିଙ୍ଗା,୭।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ସ୍ଥାନୀୟ ପାଠାଗାର ପରିସରରେ ସୋମବାର ଧରିତ୍ରୀ ଖବରଦାତା ରୋହିତ ବିଶ୍ୱାଳଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରୋହିତଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍‌ ନୀରବ ପ୍ରାର୍ଥନା…

ରାଜପଥ ପାର୍ଶ୍ୱରେ ଗଦା ହୋଇଛି ମାଟି, ଯାତାୟାତରେ ସମସ୍ୟା

ପଟ୍ଟାଙ୍ଗୀ, ୭ା୨(ଡି.ଏନ୍‌.ଏ.) କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଦେଇ ଦୁଇ ରାଜ୍ୟକୁ ସଂଯୋଗ କରୁଥିବା ଜାତୀୟ ରାଜପଥ କଡ଼ରେ ମାଟି ଗଦାହୋଇ ରହିଛି। ଫଳରେ ରାତିରେ ଲୋକେ ଯାତାୟାତରେ ସମସ୍ୟାରେ ପଡୁଛନ୍ତି। ବିଭିନ୍ନ ସମୟରେ ବାଇକ୍‌ ଚାଳକମାନେ ଦୁର୍ଘଟଣାର…

ଜୟପୁରରେ ଅର୍ଦ୍ଧନମିତ ହେଲା ଜାତୀୟ ପତାକା

ଜୟପୁର, ୭ା୨ (ନି.ପ୍ର.) ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବିୟୋଗରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ପରେ ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ଥିବା ୧୧୦ ଫୁଟ ଉଚ୍ଚତାର ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି। ୨ ଦିନ ଧରି ଜାତୀୟ…

ଚାଷୀଙ୍କୁ ଜାପାନୀ ପୋଦିନା ସକର ବଣ୍ଟନ

ନବରଙ୍ଗପୁର,୭ା୨(ବି.ପ୍ର.): ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରକଳ୍ପ ଓସିଏସ୍‌ଆଇଆର୍‌ ଆରୋମା ମିଶନ ପକ୍ଷରୁ ନବରଙ୍ଗପୁର ଜିଲାରେ ଜାପାନୀ ପୋଦିନା ସକର ବଣ୍ଟନ କରାଯାଇଛି। ଜିଲାପାଳ କମଳଲୋଚନ ମିଶ୍ର ୪ ଚାଷୀଙ୍କୁ ଜାପାନୀ ପୋଦିନା ସକର ପ୍ରଦାନ କରିଛନ୍ତି। ଗତବର୍ଷ ୪ ଏକର…

ପୂଜାରିଗୁଡ଼ା ପଞ୍ଚାୟତ ସମିତି ଆସନରେ ଦ୍ୱିମୁଖୀ ଲଢ଼େଇ

ବୈପାରିଗୁଡା,୭ା୨ (ଡି.ଏନ୍‌.ଏ.): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୈପାରିଗୁଡା ବ୍ଲକ ପୂଜାରିଗୁଡା ପଞ୍ଚାୟତ ସମିତି ସଭ୍ୟ ଆସନରେ ଦ୍ୱିମୁଖୀ ଲଢ଼େଇ ହେବା ନେଇ ଆକଳନ କରାଯାଉଛି। ବୈପାରୀଗୁଡା ପଞ୍ଚାୟତଠାରୁ ଅଲଗା ହୋଇ ନୂତନ ଭାବେ ଗଠିତ ହୋଇଥିବା ଏହି ପୂଜାରିଗୁଡା ପଞ୍ଚାୟତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?