ଆମ ଜିଲା ଖବର

ପ୍ରାର୍ଥୀଙ୍କ ଭାବମୂର୍ତ୍ତି ହିଁ ଭାଗ୍ୟ ନିର୍ଦ୍ଧାରଣ କରିବ

ଡାବୁଗାଁ,୭ା୨(ଡି.ଏନ୍‌.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଦୁଇଟି ଜିଲା ପରିଷଦ ଜୋନ୍‌ ରହିଛି। ଜୋନ-୨ ଅଣସଂରକ୍ଷିତ ରହିଛି। ଏହି ନିର୍ବାଚନ ମଣ୍ଡଳୀରେ ଚତୁର୍ମୁଖୀ ପ୍ରତିଦ୍ୱନ୍ଦ୍ୱିିତା ହେବାକୁ ଯାଉଛି। ବିଜେଡିର ଗୁପ୍ତ ବିଶୋୟୀ, ଭାଜପାର ଗୋବିନ୍ଦ ଗୋପାଳ ଅଗ୍ରୱାଲ, କଂଗ୍ରେସର ଧର୍ମାନନ୍ଦ ନାୟକ…

ପ୍ରାର୍ଥୀଙ୍କ ସହ ଗଡ଼ ସମ୍ଭାଳୁଛନ୍ତିି ବିଧାୟକ, ପୂର୍ବତନ ବିଧାୟକ

ନବରଙ୍ଗପୁର,୭ା୨(ବି.ପ୍ର.)- ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକରେ ୩ ଜିଲା ପରିଷଦ ଜୋନ୍‌ ରହିଛି। ସମସ୍ତ ଜୋନ୍‌ରେ ଭାଜପା, କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ। ତିନୋଟି ଜୋନ୍‌ରେ ୩୪ ହଜାର ୫୮୪ ଭୋଟର ରହିଛନ୍ତି। ଡାବୁଗାଁ ବିଧାୟକ…

କଲର ବେଲ୍ଟ ପ୍ରତିଯୋଗିତା

ଛତ୍ରପୁର,୭ା୨(ଡି.ଏନ୍‌.ଏ.) ଛତ୍ରପୁର କେଏମ୍‌ପି ସ୍ପୋଟର୍‌ସ ଏକାଡେମି ପକ୍ଷରୁ ୨୫ ତମ କଲର ବେଲ୍ଟ ପ୍ରତିଯୋଗିତା ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରସ୍ଥ ଏକାଡେମିର ତାଲିମ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାର ବିଭିନ୍ନ ଟାଏକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ୧୬୮ଜଣ ପ୍ରଶିକ୍ଷାର୍ଥୀ…

୩, ୪ନଂ ଜୋନ୍‌ରେ ପ୍ରଚାର ଜୋରଦାର

ଫୁଲବାଣୀ ଅଫିସ,୭ା୨: ଖଜୁରିପଡା ବ୍ଲକର ୩ ଏବଂ ୪ ନଂ ଜୋନରେ ରବିବାର ବିଜେଡି ପକ୍ଷରୁ ନିର୍ବାଚନୀ ବୈଠକ କରାଯାଇଛି ା ପଞ୍ଚାୟତିରାଜ ମନ୍ତ୍ରୀ ତଥା ଜିଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଏହି ଦୁଇ ଜୋନର ବିଭିନ୍ନ ସ୍ଥାନକୁ ଯାଇ ଦଳୀୟ…

ଆନ୍ତଃ ଜିଲା ସିନ୍ଧି ଚୋର ଦଳ ଗିରଫ

ଆସିକା,୭ା୨(ଡି.ଏନ୍‌.ଏ.): ଆସିକା ପୋଲିସ ରବିବାର ଆନ୍ତଃଜିଲା ସିନ୍ଧି ଚୋର ଦଳର ୫ଜଣଙ୍କୁ ଗିରଫ କରିଛି ା ସେମାନେ ହେଲେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣି ମୁଶାଖାଇ ଗ୍ରାମର ଗଣେଶ ଶିକାରୀ, ରାଶବ ଶିକାରୀ, ସଞ୍ଜୟ ଶିକାରୀ, ଆସିକା ଥାନା…

ଗୋଲାପ ଦର ଆକାଶଛୁଆଁ

ବ୍ରହ୍ମପୁର ଅଫିସ, ୭ା୨: ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଦିନ ସୋମବାରଠାର ରୋଜ୍‌ ଡେ ପାଳନ ହେବ। ପଶ୍ଚାତ୍ୟ ସଂସ୍କୃତି ଅନୁସାରେ ଏହି ଦିନ ପ୍ରିୟଜନଙ୍କୁ ଗୋଲାପ ଫୁଲ ଉପହାର ସ୍ବରୁପ ପ୍ରଦାନ କରାଯାଏ। ଏଣୁ ସାଧାରଣ…

ଜଙ୍ଗଲରେ ନକଲି ମଦ ଫ୍ୟାକ୍ଟ୍ରି

ବ୍ରହ୍ମପୁର ଅଫିସ,୭ା୨: ବ୍ରହ୍ମପୁର ଉପକଣ୍ଠ ମୋହଡା ପଞ୍ଚାୟତ ବୁରଗଁାରୁ ରବିବାର ଠାବ ହୋଇଛି ଆଉ ଏକ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି। ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ଘରେ ଚାଲିଥିବା ଏହି ଫ୍ୟାକ୍ଟ୍ରିରେ ବ୍ରହ୍ମପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ଚଢାଉ…

ଦୁଇ ଭାଇ ସରପଞ୍ଚ ପ୍ରାର୍ଥୀ

ପାରଳାଖେମୁଣ୍ଡି, ୭ା୨(ଡି.ଏନ୍‌.ଏ.) ଗଜପତି ଜିଲା ଗୁମ୍ମା ବ୍ଲକ ଭୁବନି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ୨ ଭାଇଙ୍କ ସମେତ ମୋଟ ୮ ଜଣ ପ୍ରାର୍ଥୀ ହୋଇଛନ୍ତି। ଏହି ପଞ୍ଚାୟତର ଏଲିଅ ଗମାଙ୍ଗ ଓ ତାଙ୍କ ସାନଭାଇ ଯଜ୍ଞ ଗମାଙ୍ଗ ପ୍ରାର୍ଥୀ ହେବାପରେ…

ଅବକାରୀ ବିଭାଗ ହାତ ଖାଲି

ଅନୁଗୋଳ ଅଫିସ,୭ା୨: ଅନୁଗୋଳ ଉପକଣ୍ଠ ରାଣୀଗୁଡ଼ାର ନକଲି ମଦ ମାଫିଆ ଜୟପ୍ରକାଶ ଗୁପ୍ତାଙ୍କ ଘରେ ଚଢ଼ାଉ କରିବାର ୩୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅବକାରୀ ବିଭାଗର ହାତ ଖାଲି ରହିଛି। ଚଢ଼ାଉ ପୂର୍ବରୁ ପରିବାର ସହ ଫେରାର ହୋଇଯାଇଥିବା ଜୟପ୍ରକାଶଙ୍କୁ ଏଯାଏ…

କୁଟୁରା ଶିକାର, ୧୨ ଗିରଫ

କଣିହାଁ,୭ା୨(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବନାଞ୍ଚଳ ତରଫରୁ କୁଟୁରା ଶିକାର ଅଭିଯୋଗରେ ୧୨ ଜଣଙ୍କୁ ଗିରଫ ପରେ ଶନିବାର ରାତିରେ କୋର୍ଟ ଚାଲାଣ କରାଯାଇଛି। ରେଞ୍ଜ ଅଫିସର ନୀଳମଣି ଦେହୁରୀ କହିଛନ୍ତି, ରେଙ୍ଗାଳି ଫରେଷ୍ଟ ସେକ୍ସନର ବିରୁପାଳ ସଂରକ୍ଷିତ ଜଙ୍ଗଲରେ ଶନିବାର…

ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀଙ୍କ ପରଲୋକ

ଢେଙ୍କାନାଳ ଅଫିସ, ୭ା୨: ବିଶିଷ୍ଟ ଶ୍ରମିକ ନେତା ତଥା ଆଇନଜୀବୀ ଯୋଗେନ୍ଦ୍ରନାଥ ତ୍ରିପାଠୀଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୭୮ବର୍ଷ ହୋଇଥିଲା। ସେ ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା। ସେଠାରେ ତାଙ୍କର…

ଧାନବସ୍ତା ରଖି ରାସ୍ତାରେ ବସିଲେ ଚାଷୀ

ପାଟଣା,୭ା୨(ସ୍ବ. ପ୍ର.) କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ସମବାୟ ସମିତି ଅଧୀନ ଚେମେଣା ଶାଖା ସମିତି ମଣ୍ଡିରେ ଚାଷୀ ଧାନ ବିକ୍ରି କରି ନ ପାରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରବିବାର ୧୨୦ରୁ ଊଦ୍ଧର୍‌ବ ଚାଷୀ ୪୯ନଂ. ଜାତୀୟ ରାଜପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?