ଆମ ଜିଲା ଖବର

ଅସ୍ଥାୟୀ କୋଭିଡ କିଓସ୍କ ଉଦ୍‌ଘାଟିତ

ବଲାଙ୍ଗୀର ଅଫିସ, ୧୮ା୧୧ – ବଲାଙ୍ଗୀର ଭାଗିରଥି ଛକ ନିକଟ ରିଲାଏନ୍ସ ସ୍କାର୍ଟ ସମ୍ମୁଖରେ ଏକ ଅସ୍ଥାୟୀ କୋଭିଡ କିଓସ୍କ ଉଦ୍‌ଘାଟିତ ହୋଇଛି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓଡିଶା ଜୀବିକା ମିଶନ, ମିଶନ ଶକ୍ତି, ଓରମାସ୍‌ ଏବଂ ଜିଲା...

ବିଲୁପ୍ତ ଲୋକକଳା ଉଜ୍ଜୀବିତ ରଖିବା ଉପରେ ଗୁରୁତ୍ୱ

ଦେଓଗାଁ,୧୮୧୧(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ପର୍ଯ୍ୟଟନସ୍ଥଳ ଭୀମ ପାହାଡଠାରେ ମଙ୍ଗଳବାର ଜିଲା ମିକ୍ସଚର ରାମଲୀଳା ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ସୁଶାନ୍ତ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଲୁପ୍ତ...

ଓଟିଡିସି ପକ୍ଷରୁ ବଲାଙ୍ଗୀରରୁ ହରିଶଙ୍କରକୁ ବସ୍‌ସେବାର ଶୁଭାରମ୍ଭ

ବଲାଙ୍ଗୀର ଅଫିସ,୧୮ା୧୧ – ବଲାଙ୍ଗୀର ସଦର ମହକୁମାରୁ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡିକୁ ପର୍ଯ୍ୟଟକଙ୍କ ଯିବା ଆସିବାରେ ସୁବିଧା କରିବା ପାଇଁ ସୋମବାର ଏକ ବସ୍‌ସେବାର ଶୁଭାରମ୍ଭ କରାଯାଇଛି। ୨୫ ସିଟ୍‌ ବିଶିଷ୍ଟ ଏକ ଶୀତତାପ ନିୟନ୍ତ୍ରିତ ବସ୍‌ସେବାକୁ ଓଡ଼ିଶା ପର୍ଯ୍ୟଟନ...

ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ

ପୁରୀ ଅଫିସ,୧୮ା୧୧: ୨୦୨୦-୨୧ ଆର୍ଥିକବର୍ଷ ଲାଗି ଶ୍ରୀମନ୍ଦିର ପାଇଁ ୧୫୪କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି। ମଙ୍ଗଳବାର ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏହି ବଜେଟ ଅନୁମୋଦନ ଲାଭ କରିଛି। ଚଳିତବର୍ଷ କରୋନା ପାଇଁ ଶ୍ରୀମନ୍ଦିରର ଆୟ କମିଥିବାବେଳେ ବ୍ୟୟ...

‘କ୍ୟୁଆର୍‌ଏସ୍‌ଏଏମ୍‌’ର ପରୀକ୍ଷଣ ସଫଳ

ବାଲେଶ୍ୱର ଅଫିସ, ୧୮।୧୧: ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆର୍‌ (ସମନ୍ବିତ ପରୀକ୍ଷଣ କେନ୍ଦ୍ର ପରିସର) ୩ନଂ. ଲଞ୍ଚପ୍ୟାଡ୍‌ରୁ ମଙ୍ଗଳବାର ‘କ୍ୟୁଆର୍‌ଏସ୍‌ଏଏମ୍‌’ (କୁଇକ୍‌ ରିଆକ୍‌ସନ୍‌ ସର୍ଫେସ୍‌ ଟୁ ଏୟାର) କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ଏହା ପାଇଲଟ ବିହୀନ ଟାର୍ଗେଟ୍‌ ଏୟାରକ୍ରାଫ୍ଟ...

୧୪ ଜିଲାରେ ୩୫ ନକଲି ଶିକ୍ଷକ

ଯାଜପୁର ଅଫିସ,୧୮ା୧୧:  ରାଜ୍ୟର କୋଣ ଅନୁକୋଣରେ ନକଲି ବିଏଡ୍‌/ସି.ଟି. ଡିଗ୍ରୀଧାରୀ ଶିକ୍ଷୟତ୍ରୀଶିକ୍ଷକ ନିଯୁକ୍ତି ପାଇ ସମସ୍ତ ସରକାରୀ ସୁବିଧାସୁଯୋଗ ହାସଲ କରୁଛନ୍ତି। ଏହାଦ୍ୱାରା ପ୍ରକୃତ ବିଏଡ୍‌/ସି.ଟି. ଡିଗ୍ରୀଧାରୀ ଛାତ୍ରୀଛାତ୍ର ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇ ବେକାର ଜୀବନ ଅତିବାହିତ କରୁଛନ୍ତି।...

ଜଗା ଦର୍ଶନ ପାଇଁ ପୁଣି ଅପେକ୍ଷା

ପୁରୀ ଅଫିସ, ୧୮ା୧୧: କେବେ ଖୋଲିବ ଶ୍ରୀମନ୍ଦିର ଦ୍ୱାର ଏବଂ ସେମାନେ ପୁଣି ମହାପ୍ରଭୁଙ୍କ ଆଖି ସହ ଆଖି ମିଳାଇବେ, ଏମିତି ନାନା ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି କୋଟି କୋଟି ଜଗନ୍ନାଥପ୍ରେମୀ। ଭକ୍ତ-ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା ଟାଣିଛି କରୋନା...

ଶ୍ରୀମନ୍ଦିରର ଭୁଲ୍‌ ଫଟୋ ଲଗାଇ ଅପପ୍ରଚାର

ପୁରୀ ଅଫିସ,୧୮ା୧୧: ଶ୍ରୀମନ୍ଦିରର ଭୁଲ୍‌ ଫଟୋ ବ୍ୟବହାର ଯୋଗୁ ଇଣ୍ଡିଆନ୍‌ ରେଲଓ୍ବେ କ୍ୟାଟରିଙ୍ଗ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେଶନ (ଆଇଆର୍‌ସିଟିସି) ଓ ୨ ଓ୍ବେବ୍‌ ନ୍ୟୁଜ୍‌ ସଂସ୍ଥା ବିବାଦରେ ପଡ଼ିଛନ୍ତିି। ସେମାନଙ୍କ ଦ୍ୱାରା ଅନ୍ୟ ମନ୍ଦିରକୁ ଶ୍ରୀମନ୍ଦିର ପରିଚୟ ଦିଆଯିବାକୁ ବିରୋଧ...

ପୁରସ୍କାର ପରେ ପରିଷ୍କାର ନାହିଁ

ଅନୁଗୋଳ ଅଫିସ,୧୮ା୧୧ – ସ୍ବଚ୍ଛ ପରିବେଶ ସହ ଅନ୍ୟ ଉନ୍ନତିକର କାର୍ଯ୍ୟ ପାଇଁ ଗତବର୍ଷ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଥିଲା କାୟାକଳ୍ପ ପୁରସ୍କାର। ମୋଟ୍‌ ୯୩ ନମ୍ବର ରଖି ରାଜ୍ୟର ଅନ୍ୟ ଜିଲାକୁ ଅନୁଗୋଳ ପଛରେ ପକାଇ ଦେଇଥିଲା।...

କରୋନା ଛଡ଼ାଇ ନେଇଛି ଜୀବିକା: ସହାୟତା ଦାବି କଲା ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ

ବରଗଡ଼ ଅଫିସ,୧୭।୧୧- କରୋନା କଟକଣା ଯୋଗୁ ମୁକ୍ତ ରଙ୍ଗମଞ୍ଚ କଳାକାରଙ୍କ ଜୀବନ ଜୀବିକା ଉଜୁଡ଼ି ଯାଇଛି। ଦୀର୍ଘ ୮ମାସ ହେଲା, ପରିବାର ପୋଷଣ ସେମାନଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇ ପଡିଛି। ଫଳରେ ମୁକ୍ତ ରଙ୍ଗମଞ୍ଚ କଳାକାରଙ୍କୁ ସହାୟତା ପ୍ରଦାନ କରିବାକୁ...

ସହାୟତା ବାହାନାରେ ଏଟିଏମ୍‌ କାର୍ଡ ବଦଳାଇ ଲୁଟୁଥିଲେ ଟଙ୍କା: ୨ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଧରିଲା ଛତ୍ରପୁର ପୋଲିସ

ଛତ୍ରପୁର, ୧୭।୧୧(ଡି.ଏନ୍‌.ଏ.)- ରାଜ୍ୟର ବିଭିନ୍ନ ଜ଼ିଲାରେ ଏଟିଏମ୍‌ରୁ କାର୍ଡ ମାଧ୍ୟମରେ ଟଙ୍କା ଉଠାଣ ବେଳେ ଲୋକଙ୍କୁ ସହାୟତା ଆଳରେ ସେମାନଙ୍କ ଏଟିଏମ୍‌ କାର୍ଡ ବଦଳାଇ ଟଙ୍କା ଲୁଟ କରୁଥିବା ମାମଲାରେ ଛତ୍ରପୁର ପୋଲିସକୁ ସଫଳତା ମିଳିଛି। ଏଥିରେ ସମ୍ପୃକ୍ତ ୨...

ସ୍ବାଭିମାନ ଅଞ୍ଚଳରେ ପ୍ରତି ପରିବାରକୁ ସ୍ମାଟଫୋନ ଦେଲେ ମୁଖ୍ୟମନ୍ତ୍ରୀ

ଚିତ୍ରକୋଣ୍ଡା,୧୭।୧୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଲାଲଗଡ଼ର ୯ଟି ପଞ୍ଚାୟତର ପ୍ରତ୍ୟେକ ପରିବାରକୁ ସ୍ମାର୍ଟଫୋନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ସ୍ବାଭିମାନ ଅଞ୍ଚଳବାସୀଙ୍କ ସହ ସିଧାସଳଖ ଫୋନ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇ ବିକାଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri