ଭିତରକନିକା ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ: ଜନପ୍ରତିନିଧିଙ୍କ ସହ ମନ୍ତ୍ରୀ ଆଲୋଚନା କରନ୍ତୁ
ଭୁବନେଶ୍ୱର(ବ୍ୟୁରୋ)/ରାଜନଗର,୩୦ା୧୧(ଡି.ଏନ.ଏ.):ଭିତରକନିକା ଜାତୀୟ ଉଦ୍ୟାନର ସୀମା ନିର୍ଦ୍ଧାରଣ ପୂର୍ବରୁ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କୁ ଡାକି ଆଲୋଚନା କରିବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ରବିବାର ଶୂନ୍ୟକାଳରେ ଭିତରକନିକାର ସୀମା ନିର୍ଦ୍ଧାରଣ ନେଇ କେନ୍ଦ୍ରାପଡ଼ା...
୮ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ୧୦ ବନ୍ଧୁକ ଜବତ
ଆସିକା,୨୯ା୧୧ (ଡି.ଏନ୍.ଏ.)-ଗଞ୍ଜାମ ଜିଲା ପୋଲିସର ସ୍ବତନ୍ତ୍ର ଅପରାଧୀ ଧରପଗଡ ଅଭିଯାନକୁ ବଡଧରଣର ସଫଳତା ମିଳିଛି। ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଆଦାୟ ଭଳି ଏକାଧିକ ସଙ୍ଗୀନ ଅପରାଧରେ ଜଡିତ ୮ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ...
ମୋରଡ଼ା-ବାଘଡ଼ା ରାସ୍ତାରୁ ମିଳିଲା ହାତୀ ଦାନ୍ତ
ଚିତ୍ରଡ଼ା,୨୯ା୧୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ମୋରଡ଼ା-ବାଘଡ଼ା ରାସ୍ତାରୁ ରବିବାର ବନବିଭାଗ ଦୁଇଟି ଭଙ୍ଗା ହାତୀ ଦାନ୍ତ ଉଦ୍ଧାର କରିଛି। ଶୁକ୍ରବାର ରାତିରେ ୪୩ ଝାଡ଼ଖଣ୍ଡୀ ହାତୀ ବେତନଟୀ ରେଞ୍ଜ ଓ ଡାଙ୍ଗରବିଲା ଦେଇ ଚିତ୍ରଡ଼ା, ଅସ୍ତିଆ, ଘୋଳମୁହାଁ...
୫୦ ଏକର ଫସଲ ନଷ୍ଟ କଲେ ହାତୀପଲ
ରୂପ୍ସା, ୨୯।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍ସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଲଛମନଖୁଣ୍ଟା, ପଶ୍ଚିମସିମୁଳିଆ, ଜହତା, ଓଡ଼ିଆଶାସନ ଆଦି ମୌଜାରେ ହାତୀପଲ ପଶି ଶନିବାର ରାତିରେ ୫୦ଏକରରୁ ଊର୍ଦ୍ଧ୍ୱ ଏକର ଧାନ, ଆଖୁ ଓ କଦଳୀ ଫସଲ ନଷ୍ଟ କରିଥିବା ଗ୍ରାମବାସୀ...
ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ
ବାରିପଦା ଅଫିସ,୨୯ା୧୧-ମୟୂରଭଞ୍ଜ ଜିଲା ବଡ଼ସାହି ଓ ସଦରଥାନା ଅଞ୍ଚଳରେ ପୃଥକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଶନିବାର ସନ୍ଧ୍ୟାରେ ମାଣତ୍ରୀ-ବେତନଟୀ ରାସ୍ତାର ଗୌଡ଼ଗାଁ ନିକଟରେ ଏକ ମାଲବାହୀ ଅଟୋ ଧକ୍କା ଦେବାରୁ ସଚ୍ଚିନ୍ଦ୍ର ନାୟକ(୫୬) ଗୁରୁତର ଆହତ ହୋଇଥିଲେ...
ସୀମାନ୍ତରେ ଲ୍ୟାଣ୍ଡ୍ମାଇନ ବିସ୍ଫୋରଣ: ଜଣେ କମାଣ୍ଡାଣ୍ଟଙ୍କ ମୃତ୍ୟୁ, ୧୦ ଯବାନ ଗୁରୁତର
ମାଲକାନଗିରି,୨୯ା୧୧(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ କୋବ୍ରା ବାଟାଲିୟନର କମାଣ୍ଡାଣ୍ଟଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଯବାନ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛିା ସୂଚନାନୁଯାୟୀ ଶନିବାର...
ସ୍ବାମୀ ମୃତ୍ୟୁର ୨୪ ଘଣ୍ଟାରେ ସ୍ତ୍ରୀଙ୍କ ଆତ୍ମହତ୍ୟା
ଖୋର୍ଦ୍ଧା ଅଫିସ,୨୯ା୧୧: ଖୋର୍ଦ୍ଧା ଗୁରୁଜଙ୍ଗ ଦଓ୍ବୋନ ସାହିର ସୌମ୍ୟରଞ୍ଜନ ସାହୁଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ତରତୁଆ ନିକଟ କାଜୁ ଜଙ୍ଗଲରୁ ମିଳିଥିଲା। ଏହାର ୨୪ଘଣ୍ଟା ନ ପୁରୁଣୁ ଶନିବାର ମୁକୁନ୍ଦପ୍ରସାଦସ୍ଥିତ ସମ୍ପର୍କୀୟଙ୍କ ଘରୁ ପୋଲିସ ତାଙ୍କ ସ୍ତ୍ରୀ ରଶ୍ମିତାଙ୍କ ଝୁଲନ୍ତା...
ଆଇଆଇଏଫ୍ଏଲ୍ ଲୁଟ୍ ଘଟଣା: ଆଉ ୨ ଗିରଫ, ଜଣେ ଅଟକ
କଟକ ଅଫିସ୍, ୨୯ା୧୧: କଟକ ନୟାସଡ଼କ ଅଞ୍ଚଳରେ ଥିବା ଅର୍ଥ ଲଗାଣକାରୀ ସଂସ୍ଥା ଇଣ୍ଡିଆନ ଇନ୍ଫୋଲାଇନ ଫାଇନାନ୍ସ ଲିମିଟେଡ(ଆଇଆଇଏଫ୍ଏଲ୍) ଶାଖା କାର୍ଯ୍ୟାଳୟରୁ ସୁନା ଲୁଟ ଘଟଣାରେ ଅଭିଯୁକ୍ତଙ୍କ ତାଲିକା ବଢ଼ିବାରେ ଲାଗିଛି। ପୂର୍ବରୁ ଏହି ମାମଲାରେ ୮ଜଣଙ୍କୁ ଗିରଫ କରାଯାଇଥିବାବେଳେ...
ଡକାୟତ ଗ୍ୟାଙ୍ଗ-ଗ୍ରାମବାସୀ ଖଣ୍ଡଯୁଦ୍ଧ: ୩ ଗ୍ରାମବାସୀ ଗୁରୁତର, ଜଣେ ଡକାୟତ କାବୁ
ବାଲେଶ୍ୱର ଅଫିସ,୨୯ା୧୧: ବାଲେଶ୍ୱର ଜିଲା ସୋର ଥାନା ନଦିଗାଁ ପଞ୍ଚାୟତ ହରିଡ଼ାପଡ଼ା ଅଞ୍ଚଳର ସୁଦାମ ଚରଣ ବାଉଲି ଶନିବାର ରାତିରେ ଘରକୁ ଫେରିବା ବାଟରେ ପିତାକାଳିଆ ଛକ ନିକଟରେ ୭ ଜଣ ଡକାୟତ ତାଙ୍କୁ ଅଟକାଇଥିଲେ। ସୁଦାମ ସଙ୍ଗେ ସଙ୍ଗେ...
ଲଘୁ ଖଣିଜ ଦ୍ରବ୍ୟ ଲୁଟ୍ ରୋକିବାକୁ ପୁଣି ଗାଇଡ୍ଲାଇନ
ଯାଜପୁର ଅଫିସ,୨୯ା୧୧: ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣର ନିବାରଣ ଏବଂ ରାଜସ୍ବ ବୃଦ୍ଧି ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରାୟ ଅଢ଼େଇ ବର୍ଷ ତଳେ ପ୍ରିଭେନଶନ ଅଫ୍ ଥେଫ୍ଟ ଅଫ୍ ମାଇନର ମିନେରାଲ୍ସ ଆଣ୍ଡ ଆଭିକ୍ଶନ ଆକ୍ଟିଭିଟିଜ୍ (ପିଟିଏମ୍ଏମ୍ଇଏ) ବା ‘ଲଘୁଖଣିଜ...
୫ରୁ ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ରାସ୍ତାରୋକୋ
ସମ୍ବଲପୁର,୨୯ା୧୧(ବ୍ୟୁରୋ): ସମଗ୍ର ପଶ୍ଚିମ ଓଡ଼ିଶାରେ ଧାନ ସଂଗ୍ରହରେ ଅବ୍ୟବସ୍ଥା ଦେଖା ଦେଇଛି। ଟୋକନ ସମସ୍ୟା ଚାଷୀଙ୍କ ପାଇଁ କାଳ ସାଜିଛି । ଅନ୍ୟପକ୍ଷେ ଏକର ପିଛା ୧୩ ରୁ ୧୯ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ ବିକ୍ରି ନିଷ୍ପତ୍ତି ଅଭାବୀ ବିକ୍ରି...
ଅନୁଗୋଳ କଳାକେନ୍ଦ୍ର ଜିମ୍ ତାଲା ପକାଇବା ମାମଲା: ଜିଲାପାଳ, ପୌର ନିର୍ବାହୀ ଅଧିକାରୀଙ୍କୁ ନୋଟିସ
କଟକ ଅଫିସ,୨୯ା୧୧: ଅନୁଗୋଳ ଜିଲା କଳାକେନ୍ଦ୍ରଠାରେ ଥିବା ଜିମ୍କୁ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ତାଲାପକାଇବା ଘଟଣାରେ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି। ଜେନେରାଲ ୟୁଥ ମାସ୍ ଆସୋସିଏଶନ ପକ୍ଷରୁ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ବିଚାରପତି ସାବିତ୍ରୀ...
Archives


