ବରୀରେ ୨ ଏଡ୍ସ ରୋଗୀ ଚିହ୍ନଟ
ବରୀ,୫ା୩(ଡି.ଏନ.ଏ.): ବରୀ ବ୍ଲକ ଅଞ୍ଚଳରେ ଶୁକ୍ରବାର ୨ ଏଡ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନେ ଏକ ଦମ୍ପତି ବୋଲି ଜଣାପଡ଼ିଛି। ଏହି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନା ମୁତାବକ, ସଂକ୍ରମିତ ପୁରୁଷ…
ଭୋଟ ଜାଲିଆତି ଅଭିଯୋଗ: ପୁନଃ ଗଣତି ଦାବି
ନବରଙ୍ଗପୁର, ୫ା୩(ବି.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଜୋନ୍-୧ର କଂଗ୍ରେସ ଜିଲା ପରିଷଦ ପ୍ରାର୍ଥୀ ହାରାବତୀ ଗଣ୍ଡ ଭୋଟ ପୁନଃ ଗଣତି କରିବାକୁ ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି। ଭୋଟ ଜାଲିଆତି ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି।…
ବିନା ଟିକେଟରେ ବିଜେଡି ନେତାଙ୍କ ପ୍ରାର୍ଥତ୍ପତ୍ର ଦାଖଲ
ଯାଜପୁର ଅଫିସ,୫ା୩: ବ୍ୟାସନଗର ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ୩ୟ ଦିବସରେ ଶୁକ୍ରବାର ୨ ଜଣ ପ୍ରାର୍ଥୀଙ୍କ ବ୍ୟତୀତ କୌଣସି ରାଜନୈତିକ ଦଳର ପ୍ରାର୍ଥିପତ୍ର ଦାଖଲ ହୋଇନାହିଁ। ବିଜେଡିର ପ୍ରାର୍ଥୀ ତାଲିକା ଶୁକ୍ରବାର ରାତିରେ ଚୂଡାନ୍ତ ହେବ ବୋଲି ଜଣାପଡିଛି।…
କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ, ୧୭ କାଉନ୍ସିଲର ପ୍ରାର୍ଥୀଙ୍କ ନାମ ଘୋଷଣା
ପଟ୍ଟାମୁଣ୍ଡାଇ, ୫ା୩(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମଣ୍ଡାଇ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଚାଲିବ। ହେଲେ ଦୁଇଦିନ ହେଲା କେହି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ଚଳିତଥର…
ରେକର୍ଡ ବ୍ୟବଧାନରେ ଜିତିଲେ ସରପଞ୍ଚ, ସମିତିସଭ୍ୟ
ଝୁମ୍ପୁରୀ,୫ା୩(ଡି.ଏନ.ଏ.): ଯାଜପୁର ଜିଲା ଦଶରଥପୁର ବ୍ଲକ୍ରେ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ପରେ ଚମ୍ପେଇପାଳ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ସର୍ବାଧିକ ଭୋଟ୍ ବ୍ୟବଧାନରେ ଜିତି ରେକର୍ଡ କରିଛନ୍ତି। ବିଜେଡି ସମର୍ଥନରେ ସରପଞ୍ଚ ପ୍ରାର୍ଥୀଭାବେ ଲଢୁଥିବା ହିମାଂଶୁ କୁମାର ନାୟକ ୩୬୯୨…
କାଉନ୍ସିଲର ପଦ ପାଇଁ ୨ ପ୍ରାର୍ଥତ୍ପତ୍ର ଦାଖଲ
ଜଗତ୍ସିଂହପୁର ଅଫିସ, ୫ା୩: ଜଗତ୍ସିଂହପୁର ପୌର ପରିଷଦ ପାଇଁ ଗତ ୨ ତାରିଖରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନାମାଙ୍କନପତ୍ର ଦାଖଲର ୩ୟ ଦିନ ସୁଦ୍ଧା ଅଧ୍ୟକ୍ଷ ପଦବୀ ପାଇଁ କେହି ଜଣେ ହେଲେ ବି ପ୍ରାର୍ଥତ୍ପତ୍ର ଦାଖଲ କରିନାହାନ୍ତି।…
ଗାଁ ପରେ ସହର ଦଖଲ ଲକ୍ଷ୍ୟରେ ବିଜେଡି
କେନ୍ଦ୍ରାପଡ଼ା ଅଫିସ, ୫ା୩: ପୌର ନିର୍ବାଚନ ପାଇଁ ଗତ ୨ ତାରିଖରୁ ନାମାଙ୍କନପତ୍ର ଦାଖଲ ଧାର୍ଯ୍ୟ ହୋଇଛି। ଇତିମଧ୍ୟରେ ୩ ଦିନ ବିତିଥିଲେ ମଧ୍ୟ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଜଣେ ହେଲେ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। ପୌରାଞ୍ଚଳରେ ଆଶାୟୀ ପ୍ରାର୍ଥୀଙ୍କୁ…
ବିଶୋଧନ ଆଳରେ ରାଜସ୍ୱକୁ ଅଣଦେଖା
ପୁରୀ ଅଫିସ,୫।୩: କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଚାଲିଛି। କଟକଣା କୋହଳ କରାଯାଇ ଭକ୍ତଙ୍କୁ ଦାରୁଦିଅଁଙ୍କ ଦର୍ଶନର ସୁଯୋଗ ଦିଆଯାଉଛି। ତେବେ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ପରିସର ସାନିଟାଇଜ ଲାଗି ସାଧାରଣ ଦର୍ଶନ ବନ୍ଦ ରହୁଛି।…
୩ ଦିନ ପରେ ଧରାପଡ଼ିଲା କୁମ୍ଭୀର
ବାଲିଅନ୍ତା/ବାରଙ୍ଗ,୫ା୩(ଡି.ଏନ୍.ଏ.): ରାଜଧାନୀ ଉପକଣ୍ଠ ପାହାଳ ଥାନା ଅଧୀନ ନହରକଣ୍ଟା ନିକଟ ପୁରୀ ମୁଖ୍ୟ କେନାଲରୁ ୩ଦିନ ପରେ ଅର୍ଥାତ୍ ଶୁକ୍ରବାର ବନ ବିଭାଗ ଓ ନନ୍ଦନକାନନ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏକ ଘଡ଼ିଆଳ କୁମ୍ଭୀରକୁ ଉଦ୍ଧାର କରାଯାଇଛି। ଏହାର ଲମ୍ବ ପ୍ରାୟ…
ବାଇକ୍ରେ ଗଞ୍ଜେଇ ନେଇ ଖସିଯିବାକୁ ବସିଥିଲେ, ବାନ୍ଧିନେଲା ପୋଲିସ
ବନ୍ତ,୪।୩(ଡି.ଏନ୍.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବ୍ଲକ ଛକଠାରେ ଗୁରବାର ବିଳମ୍ବିତ ରାତିରେ ପୋଲିସ ବାଇକ୍ ଯାଞ୍ଚ କରିଥିଲା। ଯାଞ୍ଚବେଳେ ୧ କିଗ୍ରା ୮୫୯ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣ ଯୁବକଙ୍କୁ…
ସଦର ବ୍ଲକ ଦଖଲ ପାଇଁ ଛକାପଞ୍ଝା, ଅଜ୍ଞାତବାସରେ ସମିତି ସଭ୍ୟ
ବାଲେଶ୍ୱର ଅଫିସ, ୪।୩: ଚଳିତ ପଞ୍ଚାୟତ ନିର୍ବାଚନର ଫଳାଫଳ ପରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଉପରେ ସମସ୍ତଙ୍କ ନଜର ରହିଛି। ବାଲେଶ୍ୱର ଜିଲା ସଦର ବ୍ଲକର ଅଧ୍ୟକ୍ଷ ପଦ ପାଇଁ ବିଜେଡି-ଭାଜପା ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ମୋଟ ୩୭…
ପୋଲିସକୁ ବୋମା ଫିଙ୍ଗି ଖସିଗଲେ ୨, ଧରାପଡ଼ିଲେ ୫ ଅଭିଯୁକ୍ତ
ଗୋପାଳପୁର,୩ା୩(ଡି.ଏନ.ଏ.): ବ୍ରହ୍ମପୁର ପୋଲିସ ଜିଲା ଅଧୀନ ୪ ଥାନା ଅଞ୍ଚଳରୁ ଗତ ୬ରୁ ୭ ମାସ ମଧ୍ୟରେ ଏକାଧିକ ଘରୁ ଚୋରି ଘଟଣାରେ ସମ୍ପୃକ୍ତ ୫ ଚୋରଙ୍କୁ ଗୋଳନ୍ଥରା ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ବଡ଼ବଜାର ଥାନା ସୁକୁଣ୍ଡା…

