ଉତ୍ତରପ୍ରଦେଶର ବାନ୍ଦା ପ୍ରଥମ ଝାରସୁଗୁଡ଼ା ଦେଶର ଦ୍ୱିତୀୟ ଉତ୍ତପ୍ତ ସହର
ଭୁବନେଶ୍ୱର,୨୯।୪: ରାଜ୍ୟରେ ତାତି ଅସହ୍ୟ ହେବାରେ ଲାଗିଛି। ଗତ କିଛିଦିନ ଧରି ଲଗାତର ଭାବେ ଝାରସୁଗୁଡ଼ାର ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିବା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ପରିଣତ ହୋଇଛି। ମଙ୍ଗଳବାର ଝାରସୁଗୁଡ଼ାରେ ୪୫.୩ ଡିଗ୍ରୀ ତାତି…
ଯାତ୍ରୀବାହୀ ଡଙ୍ଗାକୁ ବିପଦ ଡ୍ରେଜିଂ ଭେସଲର: ପଦକ୍ଷେପ ନେବାକୁ ଦାବିକଲେ ଅଞ୍ଚଳବାସୀ
ମହାକାଳପଡ଼ା, ୨୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ମହାନଦୀ-ବାହାକୁଦ-ମୂଷାଡ଼ିଆ ଫେରିଘାଟରେ ଯାତ୍ରୀବାହୀ ଡଙ୍ଗା ଚଳାଚଳକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏକ ସପ୍ତାହଧରି ଦକ୍ଷିଣ ଦିଗରୁ ପ୍ରବଳ ପବନ ବହିବା ଯୋଗୁ ସାମୁଦ୍ରିକ ଜୁଆର ଭଟ୍ଟାରେ ଯାତ୍ରୀବାହୀ…
ଧୁବେଲ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଦାବି
ଲୋଇସିଂହା,୨୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସାଲେଭଟା ଗ୍ରାମର ପୋଖରୀ(ଧୁବେଲ ବନ୍ଧ )ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ପ୍ରାୟ ୨ ମାସ ହେବ ପୋଖରୀ ପାଣି ନିଷ୍କାସନ କରାଯାଇଛି ା କିନ୍ତୁ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ…
ଦିନରେ ଚୁଟି ବେପାର, ରାତିରେ ଚୋରି: ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ
ଭୋଗରାଇ, ୨୯ା୪(ପ୍ରଦୀପ ଦାସ):ଦିନରେ ଘର ଘର ବୁଲି ଚୁଟି ବେପାର କରୁଥିଲେ। ରାତି ହେଲେ ଘରେ ପଶି ଟଙ୍କା ପଇସା, ସୁନାଗହଣା ଲୁଟ୍ କରି ଚମ୍ପଟ ମାରୁଥିଲେ। ଏଭଳି ଘଟଣା ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ଗାଁରେ ଦୈନନ୍ଦିନ ଘଟିଚାଲିଥିବା…
ଆଜି ରଥ ନିର୍ମାଣ କାର୍ଯ୍ୟର ନବମ ଦିନ
ପୁରୀ,୨୯ା୪: ଆଜି ରଥ ନିର୍ମାଣ କାର୍ଯ୍ୟର ନବମ ଦିନ। ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥଖଳାରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ରଥ ନିର୍ମାଣର ଅଷ୍ଟମ ଦିନରେ ସେବକ ଓ କାରିଗରମାନେ ରଥଖଳାରେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ…
ଚଷମା ଦୋକାନରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ଭଷ୍ମ
ସମ୍ବଲପୁର, ୨୯।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜାସ୍ଥିତ ଏକ ଜଣାଶୁଣା ତିନି ମହଲା ବିଶିଷ୍ଟ ଚଷମା ସୋରୁମ ‘ଭିଜନ କେୟାର’ରେ ଆଜି ଭୋର ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ…
ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଲେ ସାଧୁ ନେପାକ
ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରହିଥିବା ବିଭିନ୍ନ ବିଦ୍ୟୁତ୍ ସମସ୍ୟା ସମାଧାନ ଦାବିରେ ସୋମବାର ପୂର୍ବତନ ବରଗଡ଼ ବିଧାୟକ ସାଧୁ ନେପାକ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବିଭୂତି ଭୂଷଣ ଶତପଥୀଙ୍କୁ ଭେଟିଥିଲେ। ନିର୍ବାହୀଯନ୍ତ୍ରୀଙ୍କ ସହିତ ଆଲୋଚନା କରି ବିଦ୍ୟୁତ୍ ସମସ୍ୟା ସମୂହର ତ୍ୱରିତ…
ପତୋରା ଡ୍ୟାମ୍ ପାଣି ଶୁଖିଲା, ଚାଷୀଙ୍କ ଧାନ ମଲା
ନୂଆପଡ଼ା,୨୯ା୪ (ମକାରୁ ବେମାଲ):ନୂଆପଡ଼ା ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ପାଣି ଶୁଖିଲା ପରେ ଧାନଫସଲ ବଞ୍ଚାଇବା ଚିନ୍ତାରେ ଚାଷୀ ମୁଣ୍ଡରେ ହାତଦେଇ ବସିଛି ା ପୋଖରୀ, ମୁଡା, ନଈ ଥିବା ସ୍ଥାନରେ ଧାନ ବର୍ତ୍ତିଯାଇଥିବା ବେଳେ ପାଣି ମଡାଇବା ସୁବିଧା ନ…
ଚର୍ଚ୍ଚାରେ ବନ କର୍ମଚାରୀଙ୍କ ଆନ୍ଦୋଳନ: ଅଧେ ଛୁଟିରେ, ଅଧେ କାର୍ଯ୍ୟରତ
ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ବନଖଣ୍ଡ ଅଧୀନରେ କାର୍ଯ୍ୟରତ ପ୍ରାୟ ୬୨ କର୍ମଚାରୀ ସୋମବାରଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସୋମବାର ସେମାନେ ବନଖଣ୍ଡ ଅଧିକାରୀ (ଡିଏଫ୍ଓ)ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଆରମ୍ଭ କରିଥିବାବେଳେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଅଛନ୍ତି। ଡିଏଫ୍ଓ ସେମାନଙ୍କୁ ଶାରୀରିକ, ମାନସିକ…
ବୁଲାଣିରେ ବସ ଓ କାର ମୁହାଁମୁହିଁ: ଚାଲିଗଲା ଚାଳକଙ୍କ ଜୀବନ, ୪ ଗୁରୁତର…
ଡୁଙ୍ଗୁରିପାଲି, ୨୮।୪ (ଦୀନବନ୍ଧୁ ସୁନା): ବରଗଡ଼ -ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି FCI ଓ ହାଇସ୍କୁଲ ମଝିରେ ମଙ୍ଗଳବାର ଅପରାହ୍ନ ୩ ଟାରେ ଏକ ବସ ଓ କାର…
ଇନଷ୍ଟାରୁ ପ୍ରେମ, ଶାରୀରିକ ସମ୍ପର୍କ ରଖିବା ସହ ଉଠାଇଥିଲେ ଫଟୋ-ଭିଡିଓ: ଭାଇରାଲ କରି ବନ୍ଧା ହେଲେ…
ରିଆମାଳ ୨୮|୪( ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ଥାନା ଅଞ୍ଚଳରେ ଜଣେ ଯୁବତୀକୁ ପ୍ରେମ କରି ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କଟକ ଜିଲା…
ଝାରମୁଣ୍ଡାରେ ଜଳ ସଙ୍କଟ, ନଳକୂପ ଅଚଳ: ନିଜ ପାଇଁ ନିଜେ ଅଣ୍ଟା ଭିଡ଼ି ପୋଖରୀକୁ ସଫେଇ କଲେ …
ଦାରିଙ୍ଗବାଡି, ୨୮।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚକରେ ଏବେ ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ଦେଖାଯାଇଛି ଜଳ ସଙ୍କଟ । ଏକାଧିକ ଗ୍ରାମରେ ଜଳାଭବ ଲାଗିରହିଥିବା ବେଳେ ଏହାର ସମାଧାନ ପାଇଁ ସରକାର ମଧ୍ୟ ଏକାଧିକ ମେଗା…

