ଆମ ଜିଲା ଖବର

ମା’ ଦୁର୍ଗାଙ୍କୁ ମେଲାଣି ଦେଲେ ମହିଳା, ପରସ୍ପରକୁ ସିନ୍ଦୂର ଲଗାଇ…

ସମ୍ବଲପୁର,୨୧ା୧୦(ପ୍ରମୋଦ ବହିଦାର): ପବିତ୍ର ବିଜୟାଦଶମୀ ଅବସରରେ ସମ୍ବଲପୁରର ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ମା’ ଦୁର୍ଗାଙ୍କୁ ଭବ୍ୟ ବିଦାୟ ଦିଆଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ କାଳୀବାଡ଼ିରେ ପାରମ୍ପରିକ ‘ସିନ୍ଦୂର ଖେଳ’ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଛି। ଏଥିରେ ବହୁସଂଖ୍ୟାରେ…

ଗାଧୋଇବାବେଳେ ନଦୀରେ ବୁଡ଼ି ୩ ଛାତ୍ରଙ୍କ ଜୀବନ ଗଲା

ଡେରାବିଶ,୨୧ା୧୦(ବେବର୍ତ୍ତା ଅଜୟ ଦାସ): ଲୁଣାନଦୀରେ ଗାଧୋଇବାବେଳେ ୩ ଜଣ ଛାତ୍ର ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ଏପରି ଦୁଃଖଦ ଘଟଣା କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଜାନପୁର ପଞ୍ଚାୟତ ଗହଣା ଗ୍ରାମରେ ଘଟିଛି। ମଙ୍ଗଳବାର ମଧ୍ୟାହ୍ନରେ ଗ୍ରାମର…

ଯାଜପୁର ରୋଡ୍‌ ଅଞ୍ଚଳର ଅପରାଧୀ କେନ୍ଦୁଝରରେ ପ୍ରବେଶ, ହାଇଆଲର୍ଟ ଜାରି କରି…

ହାଟଡିହୀ/ଛେନାପଦୀ,୨୧ା୧୦(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାକୁ ଯାଜପୁର ରୋଡ୍‌ ଅଞ୍ଚଳର ଅପରାଧୀମାନେ ବୁଧବାର ପ୍ରବେଶ କରିଛନ୍ତି। ପରେ ଆନନ୍ଦପୁର ଉପଖଣ୍ଡ ଅଧୀନ ନନ୍ଦିପଦା, ସୋସୋ, ଆନନ୍ଦପୁର, ରାମଚନ୍ଦ୍ରପୁର, ଘସିପୁରା ପ୍ରମୁଖ ଥାନାର ପୋଲିସ ବିଶେଷ କରି ଏବେ ପାର୍ବଣ ସମୟକୁ ନଜର…

ପ୍ରଥମେ ମିଶି କି ରାତ୍ର ଭୋଜନ କଲେ, ପରେ ଟାଙ୍ଗିଆରେ ହାଣି ପୁତୁରାଙ୍କୁ ହତ୍ୟା କରିଦେଲେ ଦାଦା

କୁଆଁରମୁଣ୍ଡା,୨୧ା୧୦(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଜଲଙ୍ଗବିରା ପଞ୍ଚାୟତ ହାଡ୍ରାଟୋଲିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣକୁ ନେଇ ଦାଦା ଏକ ଟାଙ୍ଗିଆରେ ପୁତୁରାଙ୍କୁ ହତ୍ୟା କରିଛନ୍ତି। ଏ ନେଇ ବୁଧବାର…

ଅଞ୍ଚଳରେ ଅପରାଧ ନ ଘଟିବା ପାଇଁ ମା’ ଦୁର୍ଗାଙ୍କୁ ଆରାଧନା କଲେ ପୋଲିସ କର୍ମଚାରୀ

ପଦ୍ମପୁର,୨୧ା୧୦(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାର ପଦ୍ମପୁର ଥାନାରେ ବିଜୟା ଦଶମୀ ଓ ମା’ ଦୁର୍ଗାଙ୍କ ପୂଜା ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ଏହି ଅବସରରେ ଥାନାକୁ ବିଭିନ୍ନ ରଙ୍ଗର ରଙ୍ଗୋଲି, ଫୁଲ, ବେଲୁନ ଓ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।…

କୋଟିଆ ସୀମା ବିବାଦ: ଓଡ଼ିଶାର ସ୍ୱାର୍ଥ ପାଇଁ ଏକଜୁଟ ହେବାକୁ ମନ୍ତ୍ରୀଙ୍କ ଆହ୍ୱାନ

ସମ୍ବଲପୁର, ୨୦।୧୦ (ପ୍ରମୋଦ ବହିଦାର): ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାର କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମା ବିବାଦ ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ସମସ୍ତ ରାଜନୈତିକ ଦଳ ଓ ରାଜ୍ୟବାସୀଙ୍କୁ ଏକଜୁଟ ହେବାକୁ ରାଜ୍ୟର ରାଜସ୍ୱ…

ପାଟଣାରେ ରାବଣପୋଡ଼ି ମହୋତ୍ସବ: ୨୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକଙ୍କ ସମାଗମ

ପାଟଣା, ୨୧/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାବଣପୋଡ଼ି କମିଟି ପକ୍ଷରୁ ମଙ୍ଗଳବାର ରାତିରେ ପାଟଣା ଷ୍ଟାଡିୟମ ନିକଟସ୍ଥ ପଡ଼ିଆରେ ରାବଣପୋଡ଼ି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ୨୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକଙ୍କ ସମାଗମ ହୋଇଥିଲା।…

ବଲାଙ୍ଗୀରରେ ୬୭ତମ ପୋଲିସ ଶହୀଦ ଦିବସ ପାଳିତ

ବଲାଙ୍ଗୀର ଅଫିସ, ୨୧/୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁରସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ୬୭ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଅଭିଳାଷ ଜି ଯୋଗଦେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା…

ଜୁଆ ଆଡ୍ଡାରେ ଚଢ଼ାଉ: ୬୧ ଗିରଫ; ୨.୧୯ ଲକ୍ଷ ଟଙ୍କା ଜବତ

ଛତ୍ରପୁର, ୨୧।୧୦ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ପାର୍ବଣ ଋତୁରେ ସମଗ୍ର ଜିଲା ଉତ୍ସବମୁଖର ହୋଇଥିବା ବେଳେ ଗଞ୍ଜାମ ଜିଲାରେ ବେଆଇନ ଜୁଆ କାରବାର ବିରୋଧରେ ପୋଲିସର ଚଢ଼ାଉ ଜାରି ରହିଛି। ଗତ ୨୦ ତାରିଖରେ ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରାୟ ୧୦ଟି…

ଅଡ଼ବା ପୋଲିସକୁ ବଡ଼ ସଫଳତା: ୭୫ କେଜି ଗଞ୍ଜେଇ ଜବତ, ୬ ଗିରଫ

ମୋହନା,୨୧।୧୦(ମନ୍ମଥ ମିଶ୍ର): ଗଞ୍ଜେଇର ବେଆଇନ ପରିବହନ ବିରୋଧରେ ଅଡ଼ବା ପୋଲିସକୁ ବଡ଼ ସଫଳତା ମିଳିଛି। ଗାଡ଼ି ଯାଞ୍ଚ ସମୟରେ ୭୫ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଏହି ଘଟଣାରେ ଗଞ୍ଜେଇ ପରିବହନରେ ବ୍ୟବହୃତ…

ତହସିଲଦାରଙ୍କ ଅସହଯୋଗରୁ ହୋଇପାରିଲାନି ଯୁଗ୍ମ ସର୍ଭେ: ବେଆଇନ ଜବରଦଖଲରେ କାଠଯୋଡ଼ି ନଦୀପଠା

କଟକ ସଦର, ୨୧।୧୦ (ସୁଶାନ୍ତ କୁମାର ଜେନା):କଟକ ସଦର ତହସିଲ ଅନ୍ତର୍ଗତ କାଠଯୋଡ଼ି ନଦୀପଠା ଏବେ ଜବରଦଖଲକାରୀଙ୍କ କବ୍‌ଜାକୁ ଯାଉଛି। ନଦୀର ଜଳଧାର ନିକଟରେ ଥିବା ପଠା ଜମିରେ ସୁନ୍ଦର ସୁନ୍ଦର କୋଠା ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି। ବିଶେଷକରି ୪୨…

ବିଭିନ୍ନ ପୂଜାମଣ୍ଡପ ବୁଲିଲେ ବିଧାୟକ ଅଖିଳ ଚନ୍ଦ୍ର ନାଏକ ମା’ ଦୁର୍ଗାଙ୍କ ଆଶିଷ ନେଇ ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି କାମନା କଲେ

ପାଟଣା, ୨୦/୧୦ (ବୀର କିଶୋର ଦାଶ): ବିଜୟାଦଶମୀ ଅବସରରେ ମଙ୍ଗଳବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ନିର୍ବାଚନମଣ୍ଡଳୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରି ମା’ ଦୁର୍ଗାଙ୍କ ଆଶିଷ ଗ୍ରହଣ କରିଛନ୍ତି। ଏଥିସହ ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି ଓ ଶାନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?