ଆମ ଜିଲା ଖବର

ବଲାଙ୍ଗୀର ସରକାରୀ କଲେଜରେ ସୁରୁଖୁରୁରେ ସରିଲା ନିର୍ବାଚନ

ବଲାଙ୍ଗୀର,୧୫ା୧୦(ସୁନିଲ କୁମାର ମହାନ୍ତି): ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟରେ ଗୁରୁବାର ସକାଳ ୮ଟାରୁ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ସରିଛି। ପ୍ରଥମଥର…

କ୍ଷେତ୍ରବାସୀ ଡିଏଭି କଲେଜ ସାଇନ୍‌ ଡାଏ ଘୋଷଣା

ଖୋର୍ଦ୍ଧା,୧୫ା୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି। ଖୋର୍ଦ୍ଧା ଉପଜିଲାପାଳଙ୍କ କାର୍ଯ୍ୟାଳୟର ୧୪ ତାରିଖର ଆଦେଶ ନମ୍ବର ୬୧୨୦ ଅନୁଯାୟୀ, ବିଏନଏସଏସ୍‌ର ଧାରା ୧୬୩ ଅନ୍ତର୍ଗତ ନିଷେଧାଦେଶ ଜାରି ହୋଇଛି।…

ଚମାଖଣ୍ଡି ଛକରେ ସିରିଜ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ଛତ୍ରପୁର,୧୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକରେ ବୁଧବାର ସନ୍ଧ୍ୟାରେ ଘଟିଥିବା ସିରିଜ୍‌ ଦୁର୍ଘଟଣାରେ ଆଉ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ନାଉଳି ଗାଁର ଲକ୍ଷ୍ମୀଧର ଗୌଡ଼ (୪୫) ଓ ଉତ୍ତର ପ୍ରଦେଶ କାନପୁରର ବିନୋଦ କୁମାର…

ବଦଳିଯିବ ବାୟାବାବା କଲେଜ ଛାତ୍ର ସଂସଦ ଭୋଟ୍‌ ସମୀକରଣ !, ମଧ୍ୟାହ୍ନ ସୁଦ୍ଧା ୮୦ ପ୍ରତିଶତ ମତଦାନ

ମହାକାଳପଡ଼ା,୧୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ପ୍ରମୁଖ ଶିକ୍ଷନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ଭୋଟିଂ ଶାନ୍ତିଶୃଙ୍ଖଳା ଭାବେ ହେଉଛି। ମୋଟ୍‌ ୬୧୮ ଭୋଟରମାନଙ୍କର ମଧ୍ୟାହ୍ନ ସୁଦ୍ଧା ୮୦ ପ୍ରତିଶତ ମତଦାନ ହୋଇଛି ବୋଲି କୁହାଯାଉଛି। ବିଶେଷ କରି ଅଖିଳ…

ଚାଲିଛି ନିର୍ବାଚନ: ବଲାଙ୍ଗୀର ମହିଳା କଲେଜରେ ଛାତ୍ରୀ ବାଛୁଛନ୍ତି ମନପସନ୍ଦର ପ୍ରାର୍ଥୀ

ବଲାଙ୍ଗୀର,୧୫ା୧୦(ସୁନିଲ କୁମାର ମହାନ୍ତି): ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଗୁରୁବାର ଚାଲିଛି। ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରେ ଗୁରୁବାର ସକାଳ ୮ଟାରୁ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ ହୋଇଛି।ମହାବିଦ୍ୟାଳୟର ତିନୋଟି ରୁମ୍‌ରେ ପୋଲିଂ ବୁଥ୍‌ କରାଯାଇଛି।…

ଛାତ୍ର ସଂସଦ ନିର୍ବାଚନ ବନ୍ଦ ଘୋଷଣା ପରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଶୂନ୍‌ଶାନ୍‌

ବଲାଙ୍ଗୀର,୧୫ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ବୁଧବାର ରାତିରେ ବନ୍ଦ ଘୋଷଣା କରାଯାଇଥିଲା। ନିର୍ବାଚନ ବାତିଲ ପରେ ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ଶୂନ୍‌ଶାନ ହୋଇଯାଇଛି। ପୋଲିସ ଫୋର୍ସ ଉପସ୍ଥିତ…

ଘଞ୍ଚ ଜଙ୍ଗଲରେ ଚାଲିଚାଲି ପାଟ୍ରୋଲିଂ କଲେ ବନାଞ୍ଚଳ ଅଧିକାରୀ, ଦିନକୁ ୧୦ କିଲୋମିଟର ଚାଲିବା ବାଧ୍ୟତାମୂଳକ

ଦାରିଙ୍ଗବାଡ଼ି,୧୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳର ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନାଞ୍ଚଳ ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ପୂର୍ବରୁ ଜିପ୍‌ ଧରି ପାଟ୍ରୋଲିଂ କରାଯାଉଥିବା ବେଳେ ଏବେ କାଠ ମାଫିଆ ଓ ଅବାଧରେ ଶିକାର କରୁଥିବା…

ବିଭିନ୍ନ ଦାବି ନେଇ ଜିଲାପାଳଙ୍କୁ ଭେଟିଲା ବରିଷ୍ଠ ନାଗରିକ ଫୋରମ୍‌

ଦେବଗଡ଼,୧୫ା୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଏକ ଶିଳ୍ପ ବିହୀନ ଜିଲା ଓ ଜିଲାର ଅଧିକାଂଶ ଲୋକ ମୁଖ୍ୟତଃ ଚାଷ ଉପରେ ନିର୍ଭର କରୁଥିବାରୁ ଜିଲାରେ ଏକ କୃଷି ବିଶ୍ୱବିଦ୍ୟାଳୟ, ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ କିମ୍ବା ଫରେଷ୍ଟ୍ରିର ଏକ କଲେଜ/ଶାଖା ସ୍ଥାପନ…

ସ୍କନ୍ଧମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

ବରଗଡ଼,୧୫ା୧୦(ପ୍ରେମାନନ୍ଦ ଖମାରୀ): ଶାରଦୀୟ ନବରାତ୍ର ପୂଜା ଅବସରରେ ଗୁରୁବାର ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀ ସ୍କନ୍ଧମାତା ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ ଏହି ବେଶରେ ଦର୍ଶନ ପାଇଁ ସକାଳୁ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତମାନେ ଧୂପ, ଦୀପ ପୁଷ୍ପ…

ପାଣିରୁ ଫ୍ଲୋରାଇଡ୍‌ ବିଶୋଧନ କରିବ ପଣସ ଚୋପା

ରାଉରକେଲା, ୧୫।୧୦(ସଙ୍ଗୀତା ଜେନା): ପଣସ ଚୋପାରୁ ପ୍ରସ୍ତୁତ ସ୍ବଳ୍ପ ଖର୍ଚ୍ଚର ସାମଗ୍ରୀ ମାଧ୍ୟମରେ ପାନୀୟ ଜଳରୁ ୯୦ ପ୍ରତିଶତରୁ ଅଧିକ ଫ୍ଲୋରାଇଡ୍‌ ଦୂର କରିବାରେ ସଫଳ ହୋଇଛନ୍ତି ରାଉରକେଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର ଗବେଷକ। ଏହି ନୂତନ ଉଦ୍ଭାବନ ଜଳରେ…

ସ୍ଥାନୀୟ ନିଯୁକ୍ତିକୁ ପ୍ରାଥମିକତା ଦିଅ: ମୁଖ୍ୟମନ୍ତ୍ରୀ

ଯାଜପୁର,୧୫ା୧୦(ହର୍ଷବର୍ଦ୍ଧନ ବେହେରା): ବିଭିନ୍ନ କ୍ଷେତ୍ରରେ ବୈଷୟିକ ଶିକ୍ଷା ଲାଭ କରିଥିବା ଛାତ୍ରୀଛାତ୍ରଙ୍କ ପାଇଁ ପ୍ରାୟ ସମସ୍ତ ଜିଲାରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯାଉଛି। ତେଣୁ ଓଡ଼ିଶାର ଶିକ୍ଷିତ ଯୁବତୀଯୁବକମାନେ ଦକ୍ଷତା ବିକାଶ ଶିକ୍ଷା ଲାଭ କରି ଶିଳ୍ପ କାରଖାନାଗୁଡ଼ିକରେ କିପରି ବହୁସଂଖ୍ୟାରେ…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ

ବଲାଙ୍ଗୀର,୧୪ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପ୍ରସ୍ତାବିତ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ଅଫିସ୍ ଅର୍ଡର (ନଂ. ୨୪୭୦/RUB) ଜାରି କରି ଏହି ସୂଚନା ଦିଆଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?