୫ ପଞ୍ଚାୟତକୁ ଆସୁନି ନେଟ୍ୱର୍କ
ଫୁଲବାଣୀ ଅଫିସ/ଚକାପାଦ,୩୦।୧: କେନ୍ଦ୍ର ଏବଂ ରାଜ୍ୟ ସରକାର ଡିଜିଟାଲାଇଜେଶନକୁ ଗୁରୁତ୍ୱ ଦେଇ ଆସୁଥିବା ବେଳେ କନ୍ଧମାଳ ଜିଲାର ପ୍ରାୟ ସମସ୍ତ ବ୍ଲକରେ ରହିଛି ନେଟୱାର୍କ ସମସ୍ୟା। ଚକାପାଦ ବ୍ଲକର ଏପରି ଅନେକ ଗ୍ରାମ ରହିଛି ଯେଉଁଠି ଲୋକେ ନେଟୱାର୍କ ପାଇଁ...
ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ: ଆରମ୍ଭ ହେଲା ସାଟେଲାଇଟ୍ ସର୍ଭେ
ଜଳେଶ୍ୱର, ୩୦।୧(ଡି.ଏନ.ଏ.)-ଦୀର୍ଘବର୍ଷ ହେଲା ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ଲାଗି ରହିଛି। ପଶ୍ଚିମବଙ୍ଗ ବାଲିମାଫିଆମାନେ ଓଡ଼ିଶା ସୀମାରୁ କୋଟି କୋଟି ଟଙ୍କାର ବାଲି ଚୋରାଚାଲାଣ କରି ମାଲେମାଲ ହେଉଛନ୍ତି। ବେଆଇନ ବାଲି ଉତ୍ତୋଳନ ଯୋଗୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ନଦୀକୂଳ...
ତ୍ରିବେଣୀ ସଙ୍ଗମ ଗାଉଛି ଗାନ୍ଧିବାଦର ଗୀତ
ଆରଡ଼ି,୩୦।୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଧୁଷୂରୀ ନିକଟସ୍ଥ ଶାସନଠାରେ ବୈତରଣୀର ୨ ଜଳ ଧାର ଓ କୋଚିଳା ନଦୀର ସଙ୍ଗମ ସ୍ଥଳ। ୧୯୪୮ ଫେବୃୟାରୀରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅସ୍ଥି କଳସକୁ ଏଠାରେ ବିସର୍ଜନ କରାଯାଇଥିଲା। ସେହିଦିନଠାରୁ ଏହି...
କିନ୍ନରଙ୍କ ହାତକୁ କାମ
ଅନୁଗୋଳ ଅଫିସ, ୩୦।୧ ସହର ସଫେଇ ସହଜ ହେବ। ଟଲି ବଦଳରେ ବ୍ୟାଟେରି ଚାଳିତ ଗାଡ଼ିରେ ସହରରୁ ଅଳିଆ ଉଠିବ। ଆଉ ଘର ଘର ବୁଲି ଏହି ଆବର୍ଜନା ସଂଗ୍ରହ କରିବେ କେତେଜଣ କିନ୍ନର। କେବଳ ଏତିକି ନୁହେଁ, ଇ-ଟଏଲେଟ୍ର...
ଟ୍ରକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଟିଟିଲାଗଡ଼, ୩୦।୧ (ଡି.ଏନ.ଏ.) -ବଲାଙ୍ଗୀର ଜିଲା ଟିଟିଲାଗଡ ସହରର ମଦଭାଟି ପଡାରେ ଶୁକ୍ରବାର ପୂର୍ବାହ୍ନରେ ଏକ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମୃତକ ମଦଭାଟି ପଡାର କୁମୁଦ ପାଢୀ (୫୪) ବୋଲି ଜଣାପଡିଛି। ଏନେଇ ସ୍ଥାନୀୟ...
ଜେଲ ଗଲେ ପ୍ରେମିକ
ଯାଜପୁର ଅଫିସ୍/ରସୁଲପୁର/ଯାଜପୁର ଟାଉନ,୩୦ା୧: ଯାଜପୁର ଜିଲା କୁଆଖିଆ ଥାନା ମୂଳାପାଳ ଛକ ନିକଟରୁ ବୁଧବାର ସକାଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଜବତ ହୋଇଥିଲା। ତାଙ୍କ ମୃତଦେହକୁ ଦୁଇଜଣ ସ୍କୁଟିରେ ଆଣି ଫୋପାଡ଼ିଥିବା ଏକ ସିସିଟିଭି...
ସାଥୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଯବାନ
ମାଲକାନଗିରି,୨୯ା୧: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବସ୍ତର ଜିଲା ସେଡବା ସିଆର୍ପିଏଫ୍ କ୍ୟାମ୍ପରେ ୨୪୧ ବାଟାଲିୟନର ଜଣେ ଯବାନ ଅନ୍ୟ ଦୁଇ ଯବାନଙ୍କୁ ଗୁଳିକରି ନିଜକୁ ଗୁଳି କରିଥିବା ଜଣାପଡିଛି। ଏଥିରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୨...
ମାଓବାଦୀରୁ ପୋଲିସ ସାଜିଥିବା ବ୍ୟକ୍ତିଙ୍କୁ ହତ୍ୟା
ମାଲକାନଗିରି,୨୯ା୧: ମାଲକାନଗିରି ଜିଲା ସୀମନ୍ତ ଛତିଶଗଡ଼ ବିଜାପୁର ଜିଲା ଜଘଲା ଥାନା ଅନ୍ତର୍ଗତ କୋତ୍ରାପାଲ ଗ୍ରାମରେ ମାଓବାଦୀମାନେ ଜଣେ ଆତ୍ମସମର୍ପଣ କରିଥିବା ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି। ସେ ହେଲେ କନଷ୍ଟେବଳ ମଲ୍ଲେଶ। ମଲ୍ଲେଶ ମାଓବାଦୀ ସଙ୍ଗଠନରେ କମାଣ୍ଡର ଭାବେ...
ଜେଜେବାପାଙ୍କ ଦଶାହରେ ନାତିଙ୍କ ଜୀବନ ଗଲା
ସଜନାଗଡ଼, ୨୯।୧: ଜେଜେବାପାଙ୍କ ଦଶାହରେ ବନ୍ଧୁ ପରିଜନ ଶୁଦ୍ଧିକ୍ରିୟାରେ ବ୍ୟସ୍ତ ଥିଲେ। ସମସ୍ତେ ପୋଖରୀଘାଟରେ କ୍ଷୌର ହେଉଥିବା ବେଳେ ୨୨ବର୍ଷୀୟ ନାତି ଗାଧୋଇବାକୁ ଯାଇ ଆଉ ଫେରି ନ ଥିଲେ। ପରେ ଖୋଜାଖୋଜି କରି ପୋଖରୀରୁ ତାଙ୍କୁ ଉଦ୍ଧାର କରାଯାଇ...
କଲରାପତରିଆର ମୃତ୍ୟୁକୁ ନେଇ ହେବ ତଦନ୍ତ
ବୁଗୁଡା,୨୯ା୧୧: ବୁଗୁଡା ବନାଞ୍ଚଳରେ ଗୁରୁବାର ଫାଶରେ ପଡି ମୃତ୍ୟୁ ଘଟିଥିବା କଲରାପତରିଆ ବାଘର ମୃତଦେହ ଶୁକ୍ରବାର ସମସ୍ତ ଗାଇଡ୍ଲାଇନ୍ ଅନୁଯାୟୀ ସ୍ଥାନୀୟ ବନ କାର୍ଯ୍ୟାଳୟ ମଧ୍ୟରେ ପୋଡି ଦିଆଯାଇଛି। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍ସିସିଏଫ୍) ପ୍ରଶାନ୍ତ କୁମାର ମିଶ୍ର...
ଦିଲ୍ଲୀ ଫେରନ୍ତା ବାଜାଶାଲା ଦଳକୁ ସ୍ବାଗତ
କେସିଙ୍ଗା,୨୯।୧: ଦିଲ୍ଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡି ଜିଲା ପ୍ରତିଭା ସାଂସ୍କୃତିକ ଅନୁଷ୍ଠାନର ୮୦ଜଣିଆ କଳାକାର ‘ବଜାଶାଲ’ ନୃତ୍ୟ ପରିବେଷଣ କରି ଘରକୁ ଫେରିଛନ୍ତି। ଦିଲ୍ଲୀରୁ ସମତା ଏକ୍ସପ୍ରେସରେ ଆସି ଶୁକ୍ରବାର କେସିଙ୍ଗା ଷ୍ଟେଶନରେ ପହଞ୍ଚତ୍ଲେ। ପରେ କଳାକାରମାନଙ୍କୁ ଉକିଆ...
ମହିଳାଙ୍କୁ ଯୌତୁକ ନିର୍ଯାତନା: ବନ୍ଧା ହେଲେ ଶାଶୁ-ଶ୍ୱଶୂର, ଦେଢଶୂର
ବଡବିଲ, ୨୯।୧: କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ପିଏଚ୍ଡି ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌତୁକ ଜନିତ ନିର୍ଯାତନା ଓ ତଣ୍ଟି ଚିପି ହତ୍ୟା ଉଦ୍ୟମ ଅଭିଯୋଗରେ ସମ୍ପୃକ୍ତ ଶାଶୁ, ଶ୍ୱଶୂର, ଦେଢଶୂରଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ...
Archives


