ସ୍ୱାତୀ ମହାକୁଡ଼ କଳାହାଣ୍ଡି ଜିଲା ଟପ୍ପର, ଓଏଏସ ହେବା ଲକ୍ଷ୍ୟ
ଭବାନୀପାଟଣା,୨।୫ (ଉତ୍ତମ କୁମାର ଦାଶ): ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି। ଚଳିତ ବର୍ଷ କଳାହାଣ୍ଡି ଜିଲାରେ ପାସ୍ ହାର ୯୭.୮୬% ରହିଥିବାବେଳେ ଭବାନୀପାଟଣା ସଦର ବ୍ଲକ ସ୍ଥିତ ଗଣନାଥପୁର ସରକାରୀ…
ମାଟ୍ରିକ ପରୀକ୍ଷା ଫଳ: ସଚ୍ଚିନ୍ଦ୍ର ପାଢ଼ୀ ଭଞ୍ଜନଗର ବ୍ଲକ ଟପ୍ପର
ଭଞ୍ଜନଗର,୨।୫(ବାବୁଲା ପ୍ରଧାନ)- ମାଟ୍ରିକ ପରୀକ୍ଷା ଫଳ ଶନିବାର ପ୍ରକାଶିତ ହୋଇଛି। ଗଞ୍ଜାମ ଜିଲାରେ ୯୮.୨୫ ପ୍ରତିଶତ ଛାତ୍ରୀ ଛାତ୍ର ପାସ୍ ହୋଇଥିବା ବେଳେ ଭଞ୍ଜନଗର ବ୍ଲକରେ ମଧ୍ୟ ପରୀକ୍ଷା ଫଳ ଭଲ ହୋଇଛି। ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ସଚ୍ଚିନ୍ଦ୍ର…
ବରଗଡ଼ରେ ପାସ୍ହାର ୯୬.୪୧ ପ୍ରତିଶତ, ଦୀପଶିଖା ଗଡ଼ତିଆ ଜିଲା ଟପ୍ପର
ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ) ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ ବରଗଡ଼ ଜିଲା ରାଜ୍ୟରେ ବିଂଶ(୨୦ତମ) ସ୍ଥାନରେ ରହିଛି। ଜିଲାରେ ପାସ୍ ହାର ୯୬.୪୧ ପ୍ରତିଶତ ରହିଥିବାବେଳେ ଜିଲାର ୩୧୯ ବିଦ୍ୟାଳୟ ମଧ୍ୟରୁ…
ବାଇକ୍ରେ ଯାଉଥିବା ବେଳେ ଉପରେ ପଡ଼ିଲା ତାଳ ଗଛ: ଚାଲିଗଲା ଯୁବକଙ୍କ ଜୀବନ,ଖବର ପାଇ ବିଷ ପିଇଦେଲେ ସ୍ତ୍ରୀ
ଯାଜପୁର,୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ବଡଚଣା ବଡ଼ବାଲିକିୁଦା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ତାଳଗଛ ପଡ଼ି ଯୁବକଙ୍କ ଜୀବନ ଯାଇଥିବା ବେଳେ ଏ ଖବର ପାଇ ତାଙ୍କ ପତ୍ନୀ…
ଦେବଗଡ଼ରେ ପାସହାର ୯୬.୨୬ ପ୍ରତିଶତ: ଅଲିଶା ହେଲେ ଜିଲା ଟପର
ଦେବଗଡ଼,୨।୫(ଶେଖର ଝାଙ୍କର): ଶନିବାର ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଦେବଗଡ଼ ଜିଲାରେ ପାସ ହାର ୯୬.୨୬ ପ୍ରତିଶତ ରହିଛି। ଚଳିତ ବର୍ଷ ୮୬ଟି ହାଇସ୍କୁଲର ୪୦୫୧ ପରୀକ୍ଷାର୍ଥୀ ମଧ୍ୟରୁ ୬୭ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ସେଥିମଧ୍ୟରୁ ୩୮୩୫ ପରୀକ୍ଷାର୍ଥୀ କୃତକାର୍ଯ୍ୟ…
ମାଟ୍ରିକ ପରୀକ୍ଷାଫଳ: ଚଳିତ ଶିକ୍ଷା ବର୍ଷରେ ବି ଗଜପତି ଜିଲା ରାଜ୍ୟରେ ପ୍ରଥମ, ୯୯.୩୧ ପ୍ରତିଶତ ସହ…
ପାରଳାଖେମୁଣ୍ଡି,୨।୫ (ଗିରିଧାରୀ ପରିଚ୍ଛା): ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ଫଳାଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି । ସମଗ୍ର ରାଜ୍ୟରେ ମାଟ୍ରିକ ଫଳାଫଳ ହାର ୯୫.୩୩ ପ୍ରତିଶତ ରହିଥିବା ବେଳେ ଗଜପତି ଜିଲା ୯୯.୩୧ ପ୍ରତିଶତ ରଖି ଚଳିତ ଶିକ୍ଷା…
ଲିଲି, କପିଳେଶ୍ୱର ଯୁଗ୍ମ ବ୍ଲକ ଟପ୍ପର୍
କର୍ଲାମୁଣ୍ଡା,୨ା୫(ପ୍ରଦୀପ କୁମାର ସାହୁ): ଶନିବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କଲାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେଶିଙ୍ଗା ନୋଡାଲ ହାଇସ୍କୁଲ ଛାତ୍ରୀ ଲିଲି ଗହୀର ଓ କର୍ଲାମୁଣ୍ଡା ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ ଛାତ୍ର କପିଳେଶ୍ୱର ବଗର୍ତ୍ତୀ…
ବିଦ୍ୟୁତ୍ ତାରରେ ଲାଗିଗଲେ ମା’, ପୁଅ, ଆଉ ତା’ପରେ…
ରିଆମାଳ,୨ା୫(ବଦ୍ରୀ ନାରାୟଣ ଅଗ୍ରୱାଲା) ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଧୀନ କୁଣ୍ଢେଇଗୋଳା ଗ୍ରାମରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିଦ୍ୟୁତ୍ ତାର ସଂଷ୍ପର୍ଶରେ ଆସି ଶନିବାର ମା’ ଏବଂ ୭ ବର୍ଷର ପୁଅଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା…
ହରମୋହନ, ଯୁଧିଷ୍ଠିରଙ୍କୁ ଗୁରୁ ଦାୟିତ୍ୱ ଦେଲା ଭାଜପା; ତୃଣମୂଳସ୍ତରରେ…
ହାଟଡିହୀ/ନିରାକାର ପରିଡା,୨।୫(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ହରମୋହନ ଶାସିନୀ ଏବଂ ଯୁଧିଷ୍ଠିର ମଲ୍ଲିକଙ୍କୁ ଭାଜପା ତରଫରୁ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଜିଲାସ୍ତରୀୟ ଏକ ବୈଠକରେ ଏହି ଦାୟିତ୍ୱ ପ୍ରଦାନ ନେଇ ଘୋଷଣା କରାଯାଇଛି ।ବୈଠକରେ…
ଗଞ୍ଜାମ ବ୍ଲକ ଟପ୍ପର ହେଲେ ଖୁସି -ଆୟୁଷ, ବିଦ୍ୟାଳୟରେ ଉତ୍ସବର…
ଗଞ୍ଜାମ,୨।୫(ବିଦ୍ୟାଧର ସାହୁ/ଅନାଥ ତରାଇ): ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ଫଳାଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି l ଏଥିରେ ଗଞ୍ଜାମ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଖୁସି ବାରିକି ଏବଂ ଗଞ୍ଜାମ ଭାରତୀ ବିଦ୍ୟାପୀଠର ଛାତ୍ର ଆୟୁଷ ବେହେରା…
ହାଟଡିହୀ ବିଡିଓଙ୍କୁ ଅଫିସରେ ପଶି ଧମକ: ‘ଜିତୁ ମୁଣ୍ଡା ପରି ତୋତେ ଆଜି କଙ୍କାଳ କରିଦେବି’, କାବୁ କରି…
ହାଟଡିହୀ/ଛେନାପଦୀ,୨।୫(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡ଼ିଓ ରଞ୍ଜନ କୁମାର ପରିଡ଼ାଙ୍କ ଅଫିସରେ ପଶି ଜଣେ ବ୍ୟକ୍ତି ଧମକ ଦେବା ସହ କେନ୍ଦୁଝର ଜିତୁ ମୁଣ୍ଡା ପରି ଆଜି ତତେ କଙ୍କାଳ କରିଦେବି କହିଥିଲେ l ଯାହାକି ଏବେ…
ସିଜିମାଲି ଓ କୁଟ୍ରୁମାଳି ସୁରକ୍ଷା ପାଇଁ ଗର୍ଜିଲେ ଆଦିବାସୀ: କମ୍ପାନୀ ପ୍ରୀତି ଓ ପୋଲିସ ଦମନ ବିରୋଧରେ ପାହାଡ଼ ସତ୍ୟାଗ୍ରହ
ଥୁଆମୂଳ ରାମପୁର, ୨।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଓ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ସିଜିମାଲି ଓ କୁଟ୍ରୁମାଳି ପାହାଡ଼କୁ ନେଇ ସଂଗ୍ରାମ ଏବେ ତୀବ୍ରତର ହୋଇଛି। ସିଜିମାଲିର ପାରମ୍ପରିକ ‘ତିଜିରାଜା ପୂଜା ପର୍ବ’ ସମାପ୍ତି ପରେ ଶାଗବାରୀ ଗ୍ରାମ ନିକଟସ୍ଥ ପାହାଡ଼…

