ଝରାଫୁଲଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା, ବିଳମ୍ବିତ ରାତିରେ ରାକେଶଙ୍କ ସହ ହୋଇଥିଲା ପ୍ରବଳ ପାଟିତୁଣ୍ଡ
ଯାଜପୁର ଅଫିସ/ ରସୁଲପୁର,୭ା୨(ଡି.ଏନ୍.ଏ.): ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାପୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଦିନକୁ ଦିନ ରୋଚକ ତଥ୍ୟ ମିଳୁଛି। ଝରାଫୁଲଙ୍କ ମୃତ୍ୟୁ କୌଣସି ବିଷକ୍ରିୟା କିମ୍ବା ଗଣବଳାତ୍କାର ଯୋଗୁ ହୋଇ ନ ଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା...
ଶ୍ରୀମନ୍ଦିର ପାଖ ୧୦୦ମିଟର ନିଷିଦ୍ଧାଞ୍ଚଳ, ନ୍ୟାଶନାଲ ମନୁମେଣ୍ଟର ପ୍ରସ୍ତାବିତ ବାଇ-ଲ ପ୍ରକାଶ
ପୁରୀ ଅଫିସ,୭।୨: ନ୍ୟାଶନାଲ୍ ମନୁମେଣ୍ଟ ଆକ୍ଟ(ଏନ୍ଏମ୍ଏ) ଅନୁସାରେ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରସ୍ତୁତ କରାଯାଇଛି। ଏଥିରେ ଶ୍ରୀମନ୍ଦିର ଐତିହ୍ୟ ସଂକ୍ରାନ୍ତ ଚିଠା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ତିଆରି କରାଯାଇଛି। ଶ୍ରୀମନ୍ଦିରକୁ ଲାଗି ଶହେ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଘୋଷଣା...
ମାହାଙ୍ଗା ଡବଲ ମର୍ଡର ଘଟଣା,ଫେରାର ମୁଖ୍ୟ ଅଭିଯୁକ୍ତ ମୃତ
ମାହାଙ୍ଗା/ନିଶ୍ଚିନ୍ତକୋଇଲି/ସାଲେପୁର/ଟାଙ୍ଗୀ (କଟକ), ୭ା୨(ସ୍ବ.ପ୍ର./ ଡି.ଏନ୍.ଏ.): ମାହାଙ୍ଗା ଡବଲ ମର୍ଡର ଓ ବିକାଶ ଜେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ସେ ହେଲେ ମାହାଙ୍ଗା ବ୍ଲକ ନୃତାଙ୍ଗ ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ପ୍ରଫୁଲ୍ଲ ବିଶ୍ୱାଳ। ସେ...
ନକଲି ସାମଗ୍ରୀ ହବ୍ ଅନୁଗୋଳ
ଅନୁଗୋଳ ଅଫିସ, ୭।୨: ଯେତେ ଖୋଜିଲେ ସେତେ ବାହାରୁଛି। କମ୍ପାନୀ ଖୋଲି ଖାଦ୍ୟ ନାମରେ ଚାଲିଛି ବିଷ ବେପାର। ଭେଜାଲ ସାମଗ୍ରୀର ହବ୍ ପାଲଟିଛି ଶିଳ୍ପ ଜିଲା ଅନୁଗୋଳ। ନକଲି ତେଲ, ଅଟା, ହଳଦୀଗୁଣ୍ଡ ପରେ ସହର ଉପକଣ୍ଠ କୁମଣ୍ଡ-ଭଣ୍ଡୁବର ଅଞ୍ଚଳରୁ...
ସମ୍ମୁଖ ଯୋଦ୍ଧାଙ୍କୁ ସଞ୍ଜୀବନୀ
ଢେଙ୍କାନାଳ ଅଫିସ, ୭।୨: ବିଦାୟୀ ବର୍ଷ ଥିଲା କରୋନାର। ଭୂତାଣୁ ଜାଲରେ ଛନ୍ଦି ହୋଇପଡ଼ିଥିବା ବିଶ୍ୱବାସୀ ଦେଖିଥିଲେ କୋଭିଡ୍-୧୯ର ଭୟାବହତା। ଶଟ୍ଡାଉନ୍ ଏବଂ ଲକ୍ଡାଉନ୍ କାରଣରୁ ଗୃହବନ୍ଦୀ ଜୀବନ କଷଣ ଦେଇଥିବାବେଳେ ରସାତଳକୁ ଚାଲିଯାଇଥିଲା ଅର୍ଥନୀତି। ନୂତନ ବର୍ଷରେ ଭାକ୍ସିନ ସାଜିଛି...
ଶିକ୍ଷକ ଅଭାବ, ଚିନ୍ତାରେ ମାଟ୍ରିକ୍ ଛାତ୍ରୀଛାତ୍ର
ଭଣ୍ଡାରିପୋଖରୀ,୭।୨ (ଡି.ଏନ.ଏ)-କରୋନା ଯୋଗୁ ଦୀର୍ଘ ୯ ମାସ ଧରି ବନ୍ଦ ରହିବା ପରେ ଗତ ଜାନୁୟାରୀରେ ସ୍କୁଲ ଖୋଲାଯାଇଛି। ବିଦ୍ୟାଳୟଗୁଡ଼ିକରେ ଶହେ ଦିନ ପାଠ ପଢ଼ାଇ ୧୦ମ ଶ୍ରେଣୀ ପିଲାଙ୍କୁ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲାଗି ସ୍କୁଲ...
ଆରପିଏଫ୍ କର୍ମଚାରୀଙ୍କ ବଦାନ୍ୟତା: ରେଳଯାତ୍ରୀଙ୍କୁ ଫେରାଇଲେ ହଜିଲା ଭାନିଟି ବ୍ୟାଗ୍
ବରଗଡ଼ ଅଫିସ୍,୭।୨: ବରଗଡ଼ ଆର୍ପିଏଫ୍ କର୍ମଚାରୀ ଶନିବାର ଜଣେ ରେଳଯାତ୍ରୀଙ୍କ ହଜିଲା ଭାନିଟି ବ୍ୟାଗକୁ ସମ୍ପୃକ୍ତ ଯାତ୍ରୀଙ୍କୁ ଫେରାଇଛନ୍ତି। ଶେଖ୍ ଅଜିଜୁର ରେହମନ ନାମକ ଜଣେ ଯାତ୍ରୀ ତାଙ୍କର ସ୍ତ୍ରୀଙ୍କ ସହିତ ପୁରୀ-ଦୁର୍ଗ ଏକ୍ସପ୍ରେସରେ କଟକରୁ ବରଗଡ଼ ଆସିଥିଲେ। ଶନିବାର...
ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା
କୋରାପୁଟ, ୬ା୨: କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଶନିବାର ମେଡିକାଲରେ ବହୁ ସମୟ ଧରି ଉତ୍ତେଜନା ଲାଗି ରହିଥିଲା ା ସୂଚନା ଯୋଗ୍ୟ, କୋରାପୁଟ ମିଶନ...
‘ମାର୍ଚ୍ଚ ୩୧ ସୁଦ୍ଧା ବିପିଏଲ୍,ଏପିଏଲ୍ଙ୍କୁ ବିଜୁଳି’
ଭବାନୀପାଟଣା,୬।୨: ଭବାନୀପାଟଣା ସ୍ଥିତ ଜିଲା ଯୋଜନା ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ସଭାଗୃହଠାରେ ଶନିବାର ବିଦ୍ୟୁତ୍ ବିଭାଗ ଅଧିକାରୀ, କମ୍ପାନୀ କର୍ମକର୍ତ୍ତାଙ୍କୁ ନେଇ ଶକ୍ତିମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ମନ୍ତ୍ରୀ ଆସନ୍ତା ମାର୍ଚ୍ଚ ୩୧...
ପିଲାଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼
ଭଦ୍ରକ ଅଫିସ,୬।୨: ପିଲାଚୋର ସନ୍ଦେହରେ ସ୍ଥାନୀୟ ଲୋକେ ଜଣେ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ଭଦ୍ରକ ଛପୋଲିଆ ନିକଟରେ ଶନିବାର ଏଭଳି ଏକ ଘଟଣା ଘଟିଛି। ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ...
ଶିକ୍ଷକ ନିର୍ଯାତନା ଦେବା ଅଭିଯୋଗରେ ଛାତ୍ରୀଛାତ୍ରଙ୍କ ପୋଡ଼ାଜଳା
ହିଞ୍ଜିଳିକାଟୁ,୬।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସରକାରୀ ଆଇଟିଆଇ ଛାତ୍ରୀଛାତ୍ରଙ୍କୁ ଉକ୍ତ ଅନୁଷ୍ଠାନର ଜଣେ ଶିକ୍ଷକ ନିର୍ଯାତନା ଦେଉଥିବା ଅଭିଯୋଗରେ ଶନିବାର ଛାତ୍ରୀଛାତ୍ର ଆଇଟିଆଇକୁ ତାଲା ପକାଇ ବନ୍ଦ କରିବା ସହ ରାସ୍ତା ଉପରେ ପୋଡ଼ାଜଳା କରିଛନ୍ତି। ଉତ୍ତ୍ୟେକ୍ତ ଛାତ୍ରୀଛାତ୍ର ଆଇଟିଆଇ...
ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ନିଆଁ
କେନ୍ଦୁଝର,୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଆବର୍ଜନା ପରିଚାଳନା କେନ୍ଦ୍ରରେ ଶନିବାର ହଠାତ୍ ନିଆଁ ଲାଗିଯିବାରୁ ଆବର୍ଜନା ପୋଡ଼ିଯିବା ସହ ବିଦ୍ୟୁତ୍ତାର, କେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ଯାଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ...
Archives


